ଓଡ଼ିଶା ପାଇଁ ବିଭିନ୍ନ ଯୋଜନାରେ ମୋଦି ଦେଇଥିବା ଟଙ୍କାକୁ ଖାଇଗଲେ ତାମିଲ ରିମୋଟ୍ କଣ୍ଟ୍ରୋଲର। ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ କ୍ୟାମ୍ପେନରେ ଆସି ଆଜି ଏଭଳି ଢଙ୍ଗରେ ନବୀନ ସରକାରକୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ।
ଗଣତନ୍ତ୍ରର ମହାପର୍ବ, ପୁଣି ମହା ଉତ୍ସାହରେ ସାମିଲ ହେଲା ସାରା ଦେଶ। ସାଧାରଣ ନିର୍ବାଚନ ୨୦୨୪ ଲାଗି ସରିଲା ଷଷ୍ଠ ପର୍ଯ୍ୟାୟ ଭୋଟ୍। ଏହି ପର୍ଯ୍ୟାୟରେ ମତଦାନ କରିଛି ଦିଲ୍ଲୀ। ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟରେ ମତଦାନ କରିଛନ୍ତି ଦେଶର ପ୍ରଥମ ନାଗରିକ।
କେନ୍ଦ୍ରାପଡ଼ାର ଆଳି, ଜଗତସିଂହପୁରର କୁଜଙ୍ଗ, ବାଲେଶ୍ୱରର ରେମୁଣା..ଗୋଟିଏ ଦିନରେ ତିନି ତିନିଟି ମାରାଥନ୍ ଜନସଭା। ମୋଦିଙ୍କ ବିକାଶ ଗ୍ୟାରେଣ୍ଟି ଗଣେଇ ଭୋଟ୍ ମାଗିବା ସହ ନବୀନ ସରକାର ଓ ତାମିଲବାବୁଙ୍କ ଉପରେ ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ହମଲା ପରେ ହମଲା।
୬ ସଂସଦୀୟ କ୍ଷେତ୍ରରେ ମୋଟ ୯୪ ଲକ୍ଷ ୪୮ ହଜାର ୫୫୩ ଭୋଟର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୪୮ ଲକ୍ଷ ୨୯ ହଜାର ୬୬୦ ପୁରୁଷ, ୪୬ ଲକ୍ଷ ୧୭ ହଜାର ୬୦୨ ମହିଳା ଏବଂ ୧ ହଜାର ୨୯୧ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି।
ଓଡ଼ିଶାରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ବାଜିରେ ଲାଗିଛି
ଆଜି ଖେଳାଯାଇଥିବା ଦ୍ୱିତୀୟ କ୍ୱାଲିଫାଇଂ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୩୬ ରନରେ ମାତ୍ ଦେଇଛି ହାଇଦ୍ରାବାଦ।
ନବୀନଙ୍କୁ ବନ୍ଧନମୁକ୍ତ କରିବାକୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଓଡ଼ିଶା ବିଜେପି ଚିଠି ଲେଖିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭି.କେ. ପାଣ୍ଡିଆନ ବନ୍ଧନ କରି ରଖିଥିବା ଲେଖିଛନ୍ତି ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି
ନିର୍ବାଚନ ଜିତିଲେ ରାଜ୍ୟର ପ୍ରାୟ ୯୦ ପ୍ରତିଶତ ପରିବାର ମାଗଣାରେ ବିଜୁଳି ପାଇବେ । ଭୋଟ୍ ଋତୁରେ ଭୋଟରଙ୍କ ପାଇଁ ଫ୍ରି ବିଜୁଳି ଘୋଷଣା କରିଛି ବିଜେଡି । ତେବେ ବିଜେଡିର ଏଇ ବିଜୁଳି ଥୋପ ଆଉ ଗ୍ରାଉଣ୍ଡରେ ବାସ୍ତବତା ଭିତରେ ଆକାଶ ପାତାଳ ଫରକ । ଦିନ...
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ପ୍ରସ୍ତୁତି ଶେଷ । ଆସନ୍ତାକାଲି ସକାଳ ୭ରୁ ପଡିବ ଭୋଟ୍ । ସ୍ୱଚ୍ଛ, ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସବୁ ପ୍ରସ୍ତୁତି କରାଯାଇଛି । ସେହିପରି ୱେବ୍ କାଷ୍ଟିଂ ଜରିଆରେ ସମ୍ବେଦନଶୀଳ ବୁଥଗୁଡ଼ିକ ଉପରେ ରହିଛି ନିର୍ବାଚନ କମିଶନଙ୍କ ନଜର...
ସ୍ତ୍ରୀ ଗର୍ଭବତୀ ଥିବା ବେଳେ ସ୍ୱାମୀ କଲା ମାରାଣାତ୍ମକ ଆକ୍ରମଣ। ସ୍ତ୍ରୀର ପେଟ ଚିରି କରୁଥିଲା ଲିଙ୍ଗ ନିରୂପଣ। କୋର୍ଟ ଦେଲେ ଆଜୀବନ କାରାଦଣ୍ତ ଦଣ୍ତାଦେଶ।
ଓଡ଼ିଶା ମାଟିରେ ବିଜେପିର ହାଇଭୋଲଟେଜ୍ କ୍ୟାଂପେନ୍ ବେଳେ ଜଣକ ପରେ ଜଣେ କେନ୍ଦ୍ରୀୟ ନେତାଙ୍କ ମୁହଁରେ ନବୀନଙ୍କୁ ଏଭଳି ଟାର୍ଗେଟ୍ ପରେ ଆଜି-ନବୀନଙ୍କୁ ବନ୍ଧନ ମୁକ୍ତ କରିବାକୁ ସିଧା ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଓଡ଼ିଶା ବିଜେପିର ଚିଠି। ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଲେଖିଛନ୍ତି- ମୁଖ୍ୟମନ୍ତ୍ରୀ...
ରାତି ପାହିଲେ ତୃତୀୟ ପାଳି ଭୋଟ୍। ତା ଆଗରୁ କିନ୍ତୁ ଘୁରିବୁଲୁଛି ମାଳ ମାଳ ନୋଟ୍। କେଉଁଠି ଘରେ ପଶି ଦସ୍ତଖତ ପରେ ବଣ୍ଟାଯାଉଛି ତ ଆଉ କେଉଁଠି ମନ୍ଦିରରେ ରାଣ ନିୟମ କରାଇ SHGଙ୍କୁ ଟଙ୍କା ଦିଆଯାଉଛି।
୧୦ ବର୍ଷ ହେଲା ଯଦି ଆପଣ ନିଜ ଆଧାର କାର୍ଡ ଅପଡେଟ କରିନାହାନ୍ତି। ତେବେ ଜୁନ୍ ୧୪ ପରେ ଅଚଳ ହୋଇଯିବ ଆଧାର କାର୍ଡ। ଏମିତି କିଛି ଖବର ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହେଉଛି।
ପ୍ରତିଟି ମ୍ୟାଚ୍ର ଶେଷରେ ଶାହରୁଖ ପଡ଼ିଆର ଚାରିପଟେ ବୁଲି ଲୋକଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି। କାଲି ମଧ୍ୟ ସେ ଅହମ୍ମଦାବାଦର ସମସ୍ତ କ୍ରିକେଟ ପ୍ରେମୀଙ୍କୁ ହାତ ହଲାଇ ଚିୟର୍ସ କରୁଥିଲେ। ଦର୍ଶକଙ୍କ ଭିଡ଼ରେ ସେ ଏତେ ମଜିଯାଇଥିଲେ ଯେ, ଷ୍ଟାର ସ୍ପୋର୍ଟ୍ସ ବ୍ରଡକାଷ୍ଟର ଲାଇଭ୍ ଚାଲିଥିବା ବେଳେ ସେ ଦର୍ଶକଙ୍କୁ...
ଦ୍ୱାଦଶ ରେଜଲ୍ଟ ବାହାରିବା ନେଇ CHSE ପକ୍ଷରୁ ସୂଚନା ଦିଆଯାଇଛି।
ଜଣେ ଚାକିରୀ ପରେ ଆଉ ଜଣେ ଚାକିରି ପଛରେ ନଦୌଡ଼ି ନିଜ ବଗିଚାରେ ଚାଷ କରି ହୋଇପାରିଛନ୍ତି ଜଣେ ଜଣେ ସଫଳ ଚାଷୀ...ବିଭିନ୍ନ କିସମର ଆମ୍ବ ଚାଷ କରି ନିଜେ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ଅନ୍ୟ ମାନଙ୍କୁ କାମ ଯୋଗାଇ କରିପାରିଛନ୍ତି ସ୍ୱାବଲମ୍ବୀ..
ମାନିଗଲି ତମକୁ ... ଗ୍ଲୋବାଲ ୱାର୍ମିଂକୁ କଣ୍ଟ୍ରୋଲ ପାଇଁ ଚମତ୍କାର ଆବିଷ୍କାର....ଏମିତି ଏକ ସୁନ୍ଦର ଆଇଡିଆ ବନେଇଛନ୍ତି ରଚନା ଓ ପ୍ରିୟାଶୁଂ
ଆଇପିଏଲ୍ ପ୍ରଥମ କ୍ୱାଲିଫାୟାର ମ୍ୟାଚ୍ ଜିତିଲା କୋଲକାତା । ହାଇଦ୍ରାବାଦକୁ ୮ ୱିକେଟ୍ ରେ ହରାଇ ଫାଇନାଲରେ କୋଲକାତା ।