ଅକ୍ଷି ତୃତୀୟାରୁ ବୁଣା ଯାଇଥିବା ଧାନ, ଖରାରେ ଜଳି ଗଜା ମରୁଡ଼ି ସ୍ଥିତି ହେଲାଣି। ପାଣିପାଗ ବିଭାଗ ବି ମାନିଛି, ଜୁନରେ ରାଜ୍ୟରେ ଏବେ ସୁଦ୍ଧା ୪୨ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି, ତେବେ ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ।
ଯେବେ ମନ ସହ ମନ ମିଶେ, ଶେଷରେ ସାମ୍ନାକୁ ଆସେ ଏମିତି ସୁନ୍ଦର ଦୃଶ୍ୟ । ଏ ପ୍ରମେ ବିବାହ ଖାଲି ନିଆରା ନୁହେଁ ଦର୍ଶକ ବନ୍ଧୁ, ସମ୍ପୂର୍ଣ୍ଣ ଅଲଗା । ଯାହା ଜାଣିଲେ ଆପଣ ନିଶ୍ଚୟ ବାଃ ବାଃ ହିଁ କରିବେ ।
ରାତି ପହିଲେ ପହିଲି ରଜ, ଆଉ ଆଜି ସଜବାଜ । ଦେଖୁନାହାନ୍ତି.. ସେଇଥିପାଇଁ ତ ସଜେଇ ହେଉଛନ୍ତି ଏ କୁଆଁରୀମାନେ । ରଜ ପୂର୍ବରୁ ସମସ୍ତେ ସଜବାଜରେ ମସଗୁଲ ।
ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ପିକେ ମିଶ୍ରଙ୍କୁ ପୁନଃ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। ଉଭୟଙ୍କ କାର୍ଯ୍ୟକାଳ ଜୁନ ୧୦ରୁ ଆରମ୍ଭ ହୋଇସାରିଛି।
ଫେସବୁକରୁ ଆରମ୍ଭ ହୋଇଥିଲା ଏହି ଦୁଇ ପ୍ରେମପକ୍ଷୀ ଦୟାଲ ଓ ବିରଜାଣି ପ୍ରେମ କାହାଣୀ। ପ୍ରଥମେ ଚାଟିଂ ଓ ପରେ ଭିଡିଓ କଲ କରି ଉଭୟ ନିଜ ହୃଦୟର ସ୍ପନ୍ଦନ ଶୁଣନ୍ତି। ନିଜ ଠରାଠରି ଭିତରେ ସାତଜନ୍ମର ସାଥୀ ହେବାକୁ କଥା ଦେଇଥିଲେ।
ରାଜ୍ୟ ସରକାର ୧୦୦ ଦିନ ଭିତରେ ‘ସମୃଦ୍ଧ କୃଷକ ନୀତି’ ଆଣୁଛନ୍ତି। ଏ ନୀତି ଆସିଲେ କୃଷକମାନଙ୍କର ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ରାତି ପାହିଲେ ରଜ ସଜବାଜ ପାଇଁ ଗାଁଠୁ ସହର ସବୁଠି ଉତ୍ସାହ। ଆଜି ସଜବାଜ, ସେଥିପାଇଁ ଏକାଠି ହେଲେଣି ଝିଅ-ବୋହୁ। ନୂଆ ପୋଷାକ ପିନ୍ଧି, ପାଦରେ ଅଳତା ନାଇ, ପୋଡ଼ ପିଠା ସହ ଭଳିକି ଭଳି ପିଠାପଣା ଖାଇ ରଜଦୋଳିରେ ଝୁଲିବେ।
ପ୍ରଥମ ଦିନରୁ ହିଁ ଲୋକଙ୍କ ପାଖକୁ ଗଲେ ମୋହନ ମାଝୀ। ଶପଥ ଗ୍ରହଣ ପୂର୍ବରୁ ଜନତାଙ୍କ ଗୁହାରି ଶୁଣିଲେ ମୁଖ୍ୟମନ୍ତ୍ରୀ।
କିଏ ଜାଣିଥିଲା ଏହି ଅଖ୍ୟାତପଲ୍ଲୀର ପୁଅ ରାତାରାତି ବିଖ୍ୟାତ ହେବେ ବୋଲି। ଯାହାଙ୍କ ବାପା ଥିଲେ ସ୍କୁଲ୍ ପିଅନ ଏବଂ ମା’ଥିଲେ ସାଧାରଣ ଗୃହିଣୀ । ପ୍ରତିଟି ପ୍ରତିବନ୍ଧକ ଓ ଗରିବୀର ତାଡ଼ନାକୁ ଅତିକ୍ରମ କରି ମୁଖ୍ୟମନ୍ତ୍ରୀ ହେବା ସହ ସାଢ଼େ ୪ କୋଟି ଓଡ଼ିଆଙ୍କ ପାଇଁ ସେ...
ଓଡ଼ିଶା ରାଜନୀତିରେ ନୂଆ ଯୁଗ । ଆରମ୍ଭ ହେଲା ମୋହନ ସରକାର। ରାଜ୍ୟରେ ପ୍ରଥମ ବିଜେପି ସରକାରର ମଙ୍ଗ ଧରି ଇତିହାସ ରଚିଲେ ମୋହନ ମାଝୀ ।
ତାଲିକାରେ ପ୍ରଥମେ ରହିଛନ୍ତି ବିଜେଡିର ହେଭିୱେଟ୍ କୁହାଯାଉଥିବା ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ୍ ବବି। ବବିଙ୍କ ରାଜନୀତି କ୍ୟାରିୟର ଏବେ କେଉଁ ମୋଡ଼ ନେବ ତାହା ସମସ୍ତଙ୍କ ନଜରରେ ରହିଛି।
ଚଳିତ ବିଧାନସଭା ନିର୍ବାଚନରେ ୧୦ ଜଣ ମନ୍ତ୍ରୀଙ୍କୁ ହାର୍ର ସମ୍ମୁଖୀନ ହେବାଆକୁ ପଡ଼ିଛି।
୧୫ ବର୍ଷର ବିଜେଡି ଗଡ଼କୁ ଭାଙ୍ଗିଲେ ବାବୁ ସିଂ। ଏକ୍ରାମ ଭୁବନେଶ୍ୱରର ୩ଥରର ବିଧାୟକ ବିଜେଡି ହେବିଓ୍ୱେଟ ଅଶୋକ ପଣ୍ଡାଙ୍କୁ ଦେଲେ ଚେକମେଟ୍। ରାଜନୈତିକ ଗୋଟି ଚାଳନାରେ ପଛରେ ପଡ଼ିଗଲେ ଅଶୋକ।
ରାଜ୍ୟରେ ବିଜେପିର ପ୍ରଥମ ସରକାରରେ କିଏ ହେବ ମୁଖ୍ୟମନ୍ତ୍ରୀ ? ମନ୍ତ୍ରିମଣ୍ଡଳରେ ସାମିଲ ହେବେ କେଉଁ କେଉଁ ବିଧାୟକ ?
ବର୍ଷା ପୂର୍ବରୁ ଘାରିଲାଣି ଡ୍ରେନେଜ୍ ଚିନ୍ତା। ଆସୁଛି ମୌସୁମୀ ବର୍ଷା। ଚାରି ଆଡେ ବର୍ଷା ଜଳରେ ଜଳମଗ୍ନ ହେବ ସହର।
ବଡ଼ କଥା ହେଲା, ବିଜେପିର ନବନିର୍ବାଚିତ ବିଧାୟକଙ୍କ ମଧ୍ୟରୁ କିଛି ହାତ ଗଣତି ହେଭିୱେଟଙ୍କୁ ଛାଡ଼ିଦେଲେ ୬୭ ପ୍ରତିଶତ ହେଉଛନ୍ତି ନୂଆ ମୁହଁ। ଆଉ ପ୍ରଥମ ଥର ପାଇଁ ବିଧାନସଭାକୁ ଆସୁଛନ୍ତି। ତେଣୁ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ଚୟନର ଆଧାର କ’ଣ ରହିବ, ତାକୁ ନେଇ ଏବେ ଚର୍ଚ୍ଚା...
ଦୁଇ ଦିନ କିଟ୍ କିଟ୍ ଅନ୍ଧାରରେ ରହିଥିଲା ଶ୍ରୀମନ୍ଦିର ଚଉହଦୀ। ଭକ୍ତ ରାଗିଲେ, ସେବାୟତ ବିଗିଡ଼ିଲେ। ରାଜ୍ୟରେ ସରକାର ବଦଳୁ ବଦଳୁ ସନ୍ଧ୍ୟା ପରେ ଖୋଦ୍ ଜଗନ୍ନାଥ ମନ୍ଦିର ଚାରିପାଖରେ ହଠାତ୍ ଏମିତି ବଦଳି ଯାଇଥିବା ସ୍ଥିତିକୁ ନେଇ କ୍ଷୁବ୍ଧ ହୋଇଥିଲେ ଜଗନ୍ନାଥ ପ୍ରେମୀ।
ବିଜେଡିର ଶୋଚନୀୟ ପରାଜୟ ପାଇଁ ପାଣ୍ଡିଆନ୍ଙ୍କୁ ନେଇ ଦଳରେ ଝଡ଼। ଏପଟେ ଦଳପତି ନବୀନଙ୍କ ପାଣ୍ଡିଆନ୍ ଚାଳିଶା। ଦଳର ବିପର୍ଯୟ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲି ଆଜି ପାଣ୍ଡିଆନ୍ଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ସଭାପତି ନବୀନ ପଟ୍ଟନାୟକ।
ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହେଲାଣି। ଶପଥ ସମାରୋହରେ ସାମିଲ ହେବେ ଦେଶ ବିଦେଶର ଅତିଥି।
ଆଗରୁ ୩ ଟଙ୍କାରେ କୁଲିମଜୁରୀ କରୁଥିଲେ, ଟ୍ରକ୍ ହେଲପର୍ କାମ ବି ଥିଲେ। ଆଉ ଏବେ ରାତାରାତି ପାଲଟିଯାଇଛନ୍ତି କଣ୍ଟାବାଞ୍ଜିର ରିୟଲ ହିରୋ। ମୁଖ୍ୟମନ୍ତ୍ରୀଙ୍କୁ ମାତ୍ ଦେଇ ଏବେ ଚର୍ଚ୍ଚାରେ ଲକ୍ଷ୍ମଣ ବାଗ୍।