ପ୍ରଥମେ ମୋଦିଙ୍କ ଡୁପ୍ଲିକେଟ୍ ଚାବି ବାଣ। ତା ପରେ ରତ୍ନଭଣ୍ଡାର ଖୋଲିବାକୁ ଶାହାଙ୍କ ଗ୍ୟାରେଣ୍ଟି। ଆଉ ଭଣ୍ଡାର ଘରର ଢିଲା ସୁରକ୍ଷାକୁ ନେଇ ନଡ୍ଡାଙ୍କ ନନଷ୍ଟପ୍ ନିଶାନା।
ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବିଜୟ ମହାପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ ବିଜୟ।
୧୦ ଜୁନ୍ ପୂର୍ବରୁ ସେ ଚାବି ଫେରାନ୍ତୁ, ନହେଲେ ପାତାଳରେ ଥିଲେ ବି ଖୋଜି ବାହାର କରିବୁ। ଅଯୋଧ୍ୟାରେ ରାମ ମନ୍ଦିର ହେବନି ଭାବୁଥିଲେ, ମୋଦିଙ୍କ ପାଇଁ ସମ୍ଭବ ହେଲା। ସେହିଭଳି ରତ୍ନଭଣ୍ଡାର ଚାବି ମୋଦି ବାହାର କରିବେ ବୋଲି କହିଛନ୍ତି ହିମନ୍ତ ବିଶ୍ୱଶର୍ମା।
ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ବ୍ୟବହୃତ ବିଷାକ୍ତ ଗ୍ୟାସ ଲିକରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି।
ଭୁବନେଶ୍ୱରରେ ନଡ୍ଡାଙ୍କ ରୋଡ୍ ସୋ’ । ମାଉସୀ ମା’ ଛକରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଚାଲିଛି ରୋଡ୍ ସୋ । ତାଙ୍କ ସହ ରହିଛନ୍ତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଢ଼ଙ୍ଗୀ ଓ ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂହ।
ଭୋଟ୍ ପୂର୍ବରୁ ରକ୍ତରଞ୍ଜିତ ହେଲା ଗଞ୍ଜାମ। ଖଲ୍ଲିକୋଟରେ ଗଡ଼ିଛି ବିଜେପି କର୍ମୀଙ୍କ ମୁଣ୍ଡ। ବ୍ୟାନର ମରାକୁ କେନ୍ଦ୍ର କରି ଜଣେ ବିଜେପି କର୍ମୀଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଏହାପଛରେ ଦିବଂଗତ ରାଣୀ ସୁଜ୍ଞାନ ଦେଓଙ୍କ ପୁତୁରାଙ୍କ ସଂପୃକ୍ତି ଅଭିଯୋଗ ଆଣି ଗର୍ଜିଛି ବିଜେପି। ଉତ୍ତ୍ୟକ୍ତ ଲୋକେ...
ବିଜେଡି ବାବୁ ଭାୟାଙ୍କୁ ନଡ୍ଡାଙ୍କ ନିଶାନା। ଓଡ଼ିଶାରେ ବିଜେପି ସରକାର ହେଲେ କଡ଼ା ଗଣ୍ଡା ହିସାବ ନିଆଯିବ। ଯେଉଁ ସରକାରୀ ବାବୁମାନେ ବିଜେଡିକୁ ଅଯାଚୀତ ସାହାଯ୍ୟ କରୁଛନ୍ତି, ନିର୍ବାଚନରେ ସହଯୋଗ କରୁଛନ୍ତି ସେମାନଙ୍କୁ ନିବୃତ ରହିବାକୁ ଚେତାବନୀ ବି ଦେଇଛନ୍ତି।
ପ୍ରଦୀପ ପାଣିଗ୍ରାହୀଙ୍କବଢୁଥିବା ଲୋକପ୍ରିୟତାରେ ଘାବରେଇ ଗଲା କି ବିଜେଡି ? ପ୍ରଦୀପଙ୍କ ବଳରେ ବିଜେପିର ଗଂଜାମ ଦଖଲ ରଣନୀତିକୁ ଦୁର୍ବଳ କରିବାକୁ ରଚିଲାକି ଷଡ଼ଯନ୍ତ୍ର ? ଗତ ୧୩ ତାରିଖରେ ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ପରେ ଉଠିଛି ଏଭଳି...
ବିଜେପି ପାଇଁ ବଡ଼ ପ୍ରସଙ୍ଗ ଚିଟ୍ଫଣ୍ଡ ଦୁର୍ନୀତି। ଚଳିତ ନିର୍ବାଚନରେ ଦଳ ଏହାକୁ ବଡ଼ ମୁଦ୍ଦା କରିଛି। ସରକାରକୁ ଆସିଲେ ଦେଢ ବର୍ଷ ଭିତରେ କ୍ଷତିପୂରଣ ମିଳିବ ବୋଲି ଘୋଷଣା ବି କରିଛି ଦଳ। କେବଳ ବିଜେପି ନୁହେଁ କଂଗ୍ରେସ ବି ସମାନ ପ୍ରସଙ୍ଗ ନେଇ ରାଜ୍ୟ ସରକାରକୁ...
ପ୍ରଦୀପଙ୍କ ଆକ୍ରମଣକାରୀ ଶିବଶଙ୍କର ଦାସ- ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ବିଜେଡି ମେୟର ଓ ଏବେ ବ୍ରହ୍ମପୁର ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ, ତେଣୁ ତାଙ୍କର ଏଭଳି ହିଂସାତ୍ମକ ଆଚରଣ ପଛରେ ଏକ ବିରାଟ ଷଡ଼ଯନ୍ତ୍ରର ଗନ୍ଧ ବାରିଛି ବିଜେପି।
ବିଜେଡିକୁ ସହଯୋଗ କରୁଥିବା ସରକାରୀ ବାବୁଙ୍କୁ ନଡ୍ଡାଙ୍କ ଚେତାବନୀ। ନିର୍ବାଚନୀ ମୈଦାନରୁ ବିଜେଡିର ହାତବାରିସୀ ସାଜିଥିବା ଅଧିକାରୀଙ୍କୁ କଲେ ସତର୍କ। ସୁଧୁରି ଯାଅ, ନହେଲେ ବିଜେପି ସରକାର ଆସିଲେ କଡ଼ାଗଣ୍ଡା ହିସାବ ହେବ।
ବଢିଚାଲିଛି ସାଇବର୍ ଠକେଇ। ଦିନକୁ ଦିନ ନୂଆ ନୂଆ ତରିକାରେ ସାଇବର ଠକମାନେ ଲୁଟ୍ ଚଳାଇଛନ୍ତି।
ନ୍ୟୁଜ୍କ୍ଲିକ୍ର ପ୍ରତିଷ୍ଠାତା ତଥା ସଂପାଦକ ପ୍ରବୀର ପୁରକାୟସ୍ଥଙ୍କ ଗିରଫଦାରୀକୁ ବେଆଇନ ବୋଲି କହି ସୁପ୍ରିମକୋର୍ଟ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଭୋଟ ଦେବାକୁ କାଲିଫର୍ନିଆରୁ ଆସିଛନ୍ତି ଭାରତ। ଅନ୍ୟ କୌଣସି କାମ ନୁହେଁ, ବରଂ କେବଳ ଭୋଟ୍ ଦେବାକୁ ଆସିଛନ୍ତି ଏହି ପରିବାର। ଦେଶ ପାଇଁ ଖଣ୍ଡିଏ ଭୋଟର ମୂଲ୍ୟ କେତେ ଯେ, ମୂଲ୍ୟବାନ ଏମାନେ ଠିକ୍ ଜାଣିଛନ୍ତି।
ବଲାଙ୍ଗିରରୁ ରାହୁଲଙ୍କ ନିଶାନା। ଜନ ଆଶୀର୍ବାଦ ସଭାରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅନେକ ପ୍ରତିଶ୍ରୁତି ଦେଇଛନ୍ତି। ରାହୁଲ କହିଛନ୍ତି, ପ୍ରଥମ ଥର ପାଇଁ କୌଣସି ଦଳ କହିଛି ଜିତିଲେ ସମ୍ବିଧାନ ବଦଳାଇବ।
ଗାଁକୁ ଗାଁ ବୁଲି ନିର୍ବାଚନ ପ୍ରଚାର କରୁଥିଲେ ସନାତନ। ତେବେ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମିରିଗିସିଂଘା ଗାଁରେ ହଠାତ୍ ଜଣେ ବ୍ୟକ୍ତି ସାମ୍ନାକୁ ଆସି ଜୋତାମାଳ ପିନ୍ଧାଇଥିଲେ।
ଭୁବନେଶ୍ୱର ବିମାନବନ୍ଦରରୁ ସୋରଡ଼ା ଅଭିମୁଖେ ଗଲେ ଶାହ। ସୋରଡ଼ାରେ ସାଧାରଣ ସଭାରେ ଯୋଗଦେବେ।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଚୟନ କମିଟି ଏବଂ ଅଧିନାୟକ ରୋହିତ ଶର୍ମା ହାର୍ଦ୍ଦିକ ପାଣ୍ତ୍ୟାଙ୍କ ଚୟନକୁ ବିରୋଧ କରିଥିଲେ।
ବାଲେଶ୍ୱର NOCCI ହଲରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେବେ ଓମ୍ ବିର୍ଲା। ପରେ ସମ୍ବଲପୁର ଯିବେ।
ଦିଲ୍ଲୀର ସ୍କୁଲ ଓ ହସ୍ପିଟାଲ ପରେ ଏବେ ତିହାର ଜେଲ୍କୁ ବୋମାରେ ଉଡ଼ାଇ ଦେବା ନେଇ ଆସିଛି ଧମକ। ଇମେଲ୍ ଜରିଆରେ ଏହି ଧମକ ମିଳିଥିବା ନେଇ ସୂଚନା ମିଳିଛି।