• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Sameer Dash
ବିଜେଡ଼ିକୁ ବଡ଼ ଝଟକା; ପଦ୍ମ ଧରିଲେ ନିମାପଡ଼ା ବିଧାୟକ ସମୀର ଦାଶ

ବିଜେଡିକୁ ଶକ୍ତ ଧକ୍କା। ଦଳ ଛାଡିଲେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ। ବିଜେଡି ଛାଡ଼ି ବିଜେପିରେ ମିଶିଲେ ସମୀର ଦାଶ।

Odisha Politics
ଚମ୍ପୁଆରେ ତ୍ରିମୁଖୀ ଲଢ଼େଇ; କିଏ ମାରିବ ବାଜି.. କାହାକୁ ବାଛିବେ ଭୋଟର୍?

କେନ୍ଦୁଝର ଜିଲ୍ଲାର ଚମ୍ପୁଆ ନିର୍ବାଚନ ମଣ୍ଡଳୀ। ଏଥର ବିଜେପି ପାଇଁ ସମ୍ମାନର ଲଢ଼େଇ। ଗତ ୩ଟି ନିର୍ବାଚନରେ ବିଜେପି ଏଠାରେ ଖାତା ଖୋଲିପାରିନଥିବା ବେଳେ ଏଥର କିନ୍ତୁ ଖୁବ ଆଶାବାଦୀ ଅଛି।

Kyrgyzstan
କିର୍ଗିଜସ୍ତାନରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ; ରାଜଧାନୀ ବିସ୍କେକରେ ହଷ୍ଟେଲ ଭଙ୍ଗାରୁଜା ଓ ହମଲା

ବିସ୍କେକର ମେଡିକାଲ୍ ୟୁନିଭର୍ସିଟି ହଷ୍ଟେଲରେ ଏହି ହିଂସାକାଣ୍ଡ ହୋଇଥିବା ସୂଚନା ମିଳିଛି। ଏହାପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅଞ୍ଚଳରେ ପୋଲିସ ମୁତୟନ ସହ ସ୍ଥିତି ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା ହୋଇଛି।

Ratha Jatra
ପାଖେଇ ଆସୁଛି ଘୋଷଯାତ୍ରା; ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ

ତିନି ରଥର ୪୨ ଗୋଟି ତୁମ୍ବରେ ୧୬ ଯୋଡା ଲେଖାଏଁ ବିନ୍ଧ କାର୍ଯ୍ୟ ମହାରଣା ସେବକ ମାନେ ଜାରି ରଖିଛନ୍ତି। କରତୀ ସେବକ ମାନେ ମଧ୍ୟ ତୁମ୍ବ ଗୁଡ଼ିକର ବଳକା ଅଂଶର ଘେର କଟା କାର୍ଯ୍ୟ ଜାରି ରଖିଛନ୍ତି।

Cash Siezed
ଦାମୀ ଗାଡ଼ିରୁ ମିଳୁଛି ପୁଳା ପୁଳା ନୋଟ୍; ସ୍କର୍ପିଓରୁ ୩.୪୦ ଲକ୍ଷ ଜବତ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଡୁଙ୍ଗୁରିପାଲି ବ୍ଲକ ଗଣିଆ ଗାଁ ନିକଟରେ ଗାଡ଼ିମୋଟର ଯାଞ୍ଚବେଳେ ଏକ ସ୍କର୍ପିଓରୁ ମିଳିଛି ୩ ଲକ୍ଷ ୪୦ ହଜାର ଟଙ୍କା।

KISS Campus
ବୌଦ୍ଦ ହରଭଙ୍ଗା ଲୁଣିବାହାଲ କିସ୍ ବିଦ୍ୟାଳୟ ପରିସରରେ ଭଙ୍ଗାରୁଜା

ଗୋଚର ଜମି ଉପରେ ବେଆଇନ ରାସ୍ତା ନିର୍ମାଣ, ସ୍ଥାନୀୟ ଲୋକଙ୍କୁ ସ୍କୁଲରେ ନିଯୁକ୍ତି ନମିଳିବା, ନାମଲେଖା ନାଁରେ ଆଦିବାସୀ ପିଲାଙ୍କୁ ଶୋଷଣ ଆଦି ଏକାଧିକ ଅଭିଯୋଗ କରି ଭଙ୍ଗାରୁଜା କରିଛନ୍ତି ଲୁଣିବାହାଲ ଗ୍ରାମବାସୀ।

Odisha Election
ରାଜ୍ୟରେ ସରିଲା ଦ୍ବିତୀୟ ପର୍ଯ୍ୟାୟ ପ୍ରଚାର ଯୁଦ୍ଧ

ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ସରିଲା ପ୍ରଚାର ଯୁଦ୍ଧ, ଏବେ ଭାଗ୍ୟ ନିର୍ଦ୍ଧାରଣର ପାଳି। ଗଞ୍ଜାମ ଜିଲ୍ଲାର ଆସିକା ସମେତ ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ଼,ଓ କନ୍ଧମାଳ ଲୋକସଭା ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନରେ ସୋମବାର ପଡ଼ିବ ଭୋଟ୍।

ADR Report
ସ୍କୁଲ ହତା ମାଡ଼ି ନାହାନ୍ତି ୨ ପ୍ରାର୍ଥୀ, ପଞ୍ଚମ ଯାଏଁ ପଢ଼ିଛନ୍ତି ୧୧ ଜଣ

ମେ’ 25ରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ। ସେହିଦିନ 42ଟି ବିଧାନସଭା ଆସନ ପାଇଁ ପଡ଼ିବ ଭୋଟ୍। ଏହି ପର୍ଯ୍ୟାୟରେ ମୈଦାନକୁ ଓହ୍ଲାଇଛନ୍ତି 383 ବିଧାୟକ ପ୍ରାର୍ଥୀ। ଏ ବିଧାୟକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା କ’ଣ? ସେମାନଙ୍କ ନାଁରେ ଅଛି କି କି ମାମଲା ? କେତେ ସମ୍ପତ୍ତିର...

Odisha Politics
ପ୍ରଚାର ପାଇଁ ରାଜ୍ୟ ବିଜେପିର ଟିମ୍ ଫାଇଭ ଫର୍ମୁଲା

ଚର୍ଚ୍ଚାରେ ବିଜେପିର ଟପ୍ ଫାଇପ୍ ଲିଡରଙ୍କ ମିଳିତ ମାରାଥନ୍ କ୍ୟାମ୍ପେନ୍। କିଛି ଦିନ ତଳେ ପ୍ରେସମିଟ କରି ଏକା ସାଙ୍ଗରେ ସରକାରଙ୍କ ଉପରେ ବର୍ଷିଥିଲେ ମନମୋହନ, ବୈଜୟନ୍ତ, ଧର୍ମେନ୍ଦ୍ର, ଅପରାଜିତା ଆଉ ପ୍ରତାପ ଷଡଙ୍ଗୀ। ଆଉ ଆଜି ବି ଉପକୂଳ ଓଡ଼ିଶାର ୩ଟି ସ୍ଥାନରେ ମିଳିତ ପ୍ରଚାର ଓ...

Congress
ନିର୍ବାଚନ ଲଢ଼ିବାକୁ ଟଙ୍କା ନାହିଁ କି 'ହାତ' ମୁଠାରେ ?

ରାଲି, ରୋଡ୍ ସୋ', ପୋଷ୍ଟର, ବ୍ୟାନର୍ ଓ ଅନ୍ୟ ଜାକଜମକ। ନିର୍ବାଚନ ଲଢ଼ିବା ବ୍ୟୟବହୁଳ ହୋଇଥିବା ବେଳେ, କଂଗ୍ରେସକୁ ଘାରିଛି ଟଙ୍କା ଚିନ୍ତା। ଆକାଉଣ୍ଟ ଫ୍ରିଜ୍ ହେବା ଯୋଗୁଁ ଅନ୍ୟ ଦଳ ତୁଳନାରେ କଂଗ୍ରେସ ପାଖରେ ଅର୍ଥ ସମ୍ବଳ ନାହିଁ ବୋଲି, ଭୁବନେଶ୍ବରରେ AICC ସଭାପତି ମଲ୍ଲିକାର୍ଜୁନ୍ ଖଡ଼ଗେ...

ADR Report
ADR ରିପୋର୍ଟ; ସ୍କୁଲ ହତା ମାଡ଼ି ନାହାନ୍ତି ୨ ପ୍ରାର୍ଥୀ, ପଞ୍ଚମ ଯାଏଁ ପଢ଼ିଛନ୍ତି ୧୧ ଜଣ

ତୃତୀୟ ପର୍ଯ୍ୟାୟରେ ମୈଦାନକୁ ଓହ୍ଲାଇଛନ୍ତି ୩୮୩ ବିଧାୟକ ପ୍ରାର୍ଥୀ। ବିଧାୟକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା କ’ଣ? ସେମାନଙ୍କ ନାଁରେ ଅଛି କି କି ମାମଲା ? କେତେ ସମ୍ପତ୍ତିର ଅଧିକାରୀ ସେମାନେ?

Congress
ହାରିବାର ବାସ୍ନା ପାଇଁ ଅଣ୍ଟିରୁ ଟଙ୍କା କାଢୁନି କି ହାତ ? ପ୍ରାର୍ଥୀଙ୍କୁ ଟଙ୍କା ମିଳୁନି, କ୍ୟାମ୍ପେନ ହେବ କେମିତି ?

ନିର୍ବାଚନ ଲଢ଼ିବାକୁ ଟଙ୍କା ନାହିଁ କି 'ହାତ' ମୁଠାରେ ? ଭୋଟ୍ ବେଳେ କଂଗ୍ରେସକୁ ଘେରିଛି କି ଅର୍ଥ ସଂକଟ ? ଦିନକ ତଳେ ଭୁବନେଶ୍ୱର ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସଭାପତିଙ୍କ ପାଣ୍ଠି ଚିନ୍ତା ପରେ, ଉଠିଛି ଅନେକ ପ୍ରଶ୍ନ।

VK Pandian
୪ ଜୁନ୍‌ରେ ତାମିଲନାଡୁ ପଳାଇବେ ପାଣ୍ତିଆନ୍‌, ଫ୍ଲାଇଟ୍‌ ଟିକେଟ୍‌ ରେଡ୍ଡି !

ଓଡ଼ିଶା ଛାଡ଼ି ପଳାଇବେ କି ପାଣ୍ତିଆନ୍‌ ? ଭୁବନେଶ୍ୱରରୁ ବିମାନରେ ବସି ସିଧା ଚେନ୍ନାଇରେ ଲ୍ୟାଣ୍ତ କରିବେ। ଏମିତି କିଛି ଢ଼ଙ୍ଗରେ ଭିକେ ପାଣ୍ତିଆନ୍‌ଙ୍କୁ ଟାର୍ଗେଟ କରିଛି ଓଡ଼ିଶା ବିଜେପି।

Hema Malini
ଓଡ଼ିଶାରେ ଡ୍ରିମ୍ ଗାଲ ହେମାମାଳିନୀଙ୍କ ମାରାଥନ ପ୍ରଚାର

ଓଡ଼ିଶାରେ ବିଜେପି ପାଇଁ ଡ୍ରିମ୍ ଗାଲ ହେମାମାଳିନୀଙ୍କ ମାରାଥନ ପ୍ରଚାର। ଆଜି ଗୋଟିଏ ଦିନରେ ଭୁବନେଶ୍ବର, କଟକ ଓ ପୁରୀ ଜିଲ୍ଲାର ୩ଟି ସ୍ଥାନରେ ଘନ ଘନ ସମାବେଶ ଓ ରୋଡ୍ ସୋ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ମଥୁରା ସାଂସଦ।

Ratna Bhandar
ରାଜ୍ୟ ବିଜେପି ନିର୍ବାଚନୀ ମୁଦ୍ଦାରେ ଶ୍ରୀମନ୍ଦିର

ରାଜ୍ୟ ବିଜେପିର ନିର୍ବାଚନୀ ମୁଦ୍ଦାରେ ମୁଖ୍ୟ ପ୍ରସଙ୍ଗ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଡୁପ୍ଲିକେଟ୍ ଚାବିକୁ ନେଇ ମୋଦିଙ୍କଠୁ ଆସମ ମୁଖ୍ୟମନ୍ତ୍ରୀଙ୍କ ଯାଏଁ, କିଏ ନବୀନ ସରକାର ତ କିଏ ପାଣ୍ଡିଆନଙ୍କୁ କରୁଛି ଡାଇରେକ୍ଟ ଆଟାକ୍।

Aparajita Sarangi
ଜାଗା ମିଶନ ନାଁରେ ଧୋକ୍କା

ଜାଗା ମିଶନରେ ସରକାର ଦେଇଛନ୍ତି ପଟ୍ଟା ଫଲ୍ସ ପଟ୍ଟା। ସେଇଟା କେବଳ କାଗଜ। ସାଲିଆ ସାହି ଆଶୀର୍ବାଦ ସମାବେଶରେ ଏମିତି ଅଭିଯୋଗ ଆଣିବା ସହ, ବିଜେପି ସରକାରଙ୍କୁ ଆସିଲେ ବସ୍ତି ବାସିନ୍ଦାଙ୍କୁ ୬୦୦ ବର୍ଗ ଫୁଟ୍ ଜମି ଦେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

Khallikote Murder case
ଗଞ୍ଜାମ ନିର୍ବାଚନୀ ହିଂସାର ତଦନ୍ତ ଆରମ୍ଭ କଲା SIT

ନିର୍ବାଚନୀ ହିଂସାର ହବ୍ ପାଲଟିଥିବା ଗଞ୍ଜାମ ଜିଲ୍ଲାରେ ଏଥର ଖଲ୍ଲିକୋଟ କାଣ୍ଡକୁ ନେଇ ହଇଚଇ। ୪୮ ଘଣ୍ଟା ପୁରିଲା। ବିଜେପି କର୍ମୀଙ୍କୁ ହତ୍ୟାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କ ପାଖରେ ନା ପହଞ୍ଚିପାରିଲା ପୋଲିସ, ନା ଶୋକସନ୍ତପ୍ତ ପରିବାରକୁ ଦେଇଛି ନ୍ୟାୟ।

VK Pandian
ବିଜେଡି ପ୍ରଭାବଶାଳୀ ନେତାଙ୍କ ମୁହଁରେ ଓଡ଼ିଶା ବରପୁତ୍ରଙ୍କ ଅପମାନ

ଶାସକ ବିଜେଡିର ମଂଚରେ ଖୋଦ୍ ପ୍ରଭାବଶାଳୀ ନେତାଙ୍କ ମୁହଁରେ ଓଡ଼ିଶାର ବରପୁତ୍ରଙ୍କ ଅପମାନ। ସମ୍ବଲପୁର ସଭାରେ ମାଟିର ପୁଅ ସ୍ବଭାବ କବି ଗଙ୍ଗାଧର ମେହେରଙ୍କୁ ବିଜେଡିର ନେତା ଭିକେ ପାଣ୍ଡିଆନ୍ ସନ୍ଥ କବି କହି ସମ୍ବୋଧିତ କରିବା ପରେ ତେଜିଛି ରାଜନୀତି।

Hema Malini
ଡ୍ରିମଗାର୍ଲ ଦେଖାଇଲେ ପଦ୍ମ ଡ୍ରିମ୍ : ବିଜେଡିକୁ ଟାର୍ଗେଟ୍ କଲେ, ସରକାର ବଦଳାଇବାକୁ ଆହ୍ଵାନ ଦେଲେ

ଭୁବନେଶ୍ୱରର ସାଲିଆ ସାହି, କଟକର କିଶୋରନଗର ଏବଂ ପୁରୀର ପିପିଲି। ରାଜ୍ୟର ତିନି ଜିଲ୍ଲାର ୩ଟି ସ୍ଥାନରେ ବିଜେପି ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି ଡ୍ରିମ୍ ଗାର୍ଲ ହେମାମାଳିନୀ।

Aparajita Sarangi
ବିଜେଡି ଦେଇଛି ଫଲ୍ସ ପଟ୍ଟା ! ଭୋଟ୍ ନେବାକୁ ବିଜେଡି ପ୍ଲାନ ଏବେ ପୂରା ଫେଲ୍

ଜାଗା ମିଶନ ନାଁରେ ନିର୍ବାଚନ ପୂର୍ବରୁ ବସ୍ତିବାସିନ୍ଦାଙ୍କୁ ଭୂମି ପ୍ରମାଣପତ୍ର ବାଣ୍ଟିଥିଲା ସରକାର। ହେଲେ ବଣ୍ଟା ହେଉ ହେଉ ଦେଖିବାକୁ ମିଳିଥିଲା ଅସନ୍ତୋଷ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।