• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

MSP For Paddy
ବଢ଼ିଲା ଏମଏସପି; ଧାନ ଦର ୨୩୦୦ ହେଲା

ଚଳିତ ଖରିଫ ଋତୁ ପାଇ ଧାନର ଏହି ଏମଏସପି ଧାର୍ଯ୍ୟ କରାଯାଇଛି। କେନ୍ଦ୍ର କ୍ୟାବିନେଟର ଏ ନିଷ୍ପତ୍ତି ନେଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

Drainage Issue
କେତେ ମୁଣ୍ଡ ଗଡ଼ିବା ପରେ ଚେତିବ BMC?

ସ୍ମାର୍ଟ ସିଟି ଭୁବନେଶ୍ୱରରେ ଆଉ କେତେ ମୁଣ୍ଡ ଗଡ଼ିବା ପରେ ଚେତିବ BMC? ଗତକାଲି ୟୁନିଟ୍-୩ ମସଜିଦ ବସ୍ତିରେ ମୁକୁଳା ଡ୍ରେନରେ ପଡ଼ି ପୁଣି ଜଣେ ବାଳକର ମୃତ୍ୟୁ ଏବଂ ଗଲା ୭ ବର୍ଷ ଭିତରେ ୬ଟି ଅମୂଲ୍ୟ ଜୀବନ ଯିବା ପରେ ଏ ପ୍ରଶ୍ନ ଉଠିଛି।

Balasore Curfew
କର୍ଫ୍ୟୁ କବଳରେ ବାଲେଶ୍ୱର

ଗୋଷ୍ଠୀ ସଂଘର୍ଷକୁ ପ୍ରତିହତ ପାଇଁ ବାଲେଶ୍ୱର ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ସତ, କିନ୍ତୁ ଦୁର୍ବିସହ ହୋଇପଡ଼ିଛି ଜନ ଜୀବନ । ଆଜିକୁ ୩ଦିନ ହୋଇଗଲା, କର୍ଫ୍ୟୁ କବଳରେ ସାରା ସହର। ବିଚ୍ଛିନ୍ନ ହୋଇଯାଇଛି ଇଣ୍ଟରନେଟ୍। ଫଳରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ଲୋକେ ନାକେଦମ୍ ହେଉଥିବାବେଳେ...

Assembly Speaker
ସୁରମା ପାଢ଼ୀ ହେବେ ପରବର୍ତ୍ତୀ ବାଚସ୍ପତି

ସୁରମା ପାଢ଼ୀ ହେବେ ପରବର୍ତ୍ତୀ ବାଚସ୍ପତି। ଆଜି ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ହେବା ପରେ, ସୁରମା ବାଚସ୍ପତି ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Drainage Issue
ରାଜଧାନୀବାସୀଙ୍କୁ ମୁକୁଳା ଡ୍ରେନ ଭୟ; ୭ ବର୍ଷରେ ଗଲାଣି ୬ ଜୀବନ, ତଥାପି ଚେତୁନି BMC

ରାଜଧାନୀରେ ଆଉ କେତେ ମୁଣ୍ଡ ନେବ ମୁକୁଳା ଡ୍ରେନ୍ ? ଟିକିଏ ବର୍ଷା ହେଲେ, ଆଉ କେତେଦିନ ଯାଏଁ ବିପଦଶଙ୍କୁଳ ହୋଇ ଉଠୁଥିବ ଭୁବନେଶ୍ୱର ମହାନଗରୀ ?

Assembly Speaker
ପୁଣି ବିଧାନସଭା ମଙ୍ଗ ସମ୍ଭାଳିବେ ଜଣେ ମହିଳା ବାଚସ୍ପତି

ପ୍ରମିଳା ମଲ୍ଲିକଙ୍କ ପରେ ବିଧାନସଭା ପରିଚାଳନାର ମଙ୍ଗ ଧରିବେ ସୁରମା ପାଢୀ। ରଣପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ସୁରମା ଆଜି ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ ଓ ବିଧାୟକଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

Oath Taking Ceremony
ଲକ୍ଷ୍ମଣ ନବୀନ ଭେଟ

ମୁଣ୍ଡିଆ ମାରିଲେ, ଗୃହ ପ୍ରବେଶ କଲେ, ଶପଥ ନେଲେ । ଆଜିଠୁ ଆରମ୍ଭ ହୋଇଥିବା ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ଶପଥ ପାଠ କରିଛନ୍ତି ନବ ନିର୍ବାଚିତ ବିଧାୟକ । ଏହି ଅବସରରେ ଆଜି ଗୃହରେ ଦେଖିବାକୁ ମିଳିଥିଲା ଅନେକ ରୋଚକ ଦୃଶ୍ୟ ।

Drain Mishap
ମାରିଦେଲା ମୁକୁଳା ଡ୍ରେନ୍

ରାଜଧାନୀରେ ଅଭାବନୀୟ ଘଟଣା । ପୁଣି ମୁକୁଳା ଡ୍ରେନ୍ ନେଲା ଜୀବନ । ଡ୍ରେନ୍ ପାଣିରେ ଭାସି ଯାଇ ଆଜି ଜଣେ ୧୦ ବର୍ଷିୟ ନାବାଳକର ମୃତ୍ୟୁ ହୋଇଛି । ମୌସୁମୀ ସିଜିନରେ ରାଜଧାନୀରେ ବାରମ୍ବାର ଏମିତି ଘଟଣା ଘଟୁଥିଲେ ବି ନିରବଦ୍ରଷ୍ଟା ସାଜିଛି BMC ।

Narendra Modi
ନୂଆ ସରକାରର ପ୍ରଥମ କାମ, ଚାଷୀଙ୍କୁ ସମ୍ମାନ

ନୂଆ ସରକାରର ପ୍ରଥମ କାମ, ଚାଷୀଙ୍କୁ ସମ୍ମାନ । ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଆଜି ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୧୭ ତମ କିସ୍ତି ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Ratha Jatra
ଏଥର ଦୁଇ ଦିନ ରଥଯାତ୍ରା !

ଆସନ୍ତା ଜୁଲାଇ ୭ରେ ରଥଯାତ୍ରା । ଅନ୍ୟବର୍ଷ ମାନଙ୍କ ଅପେକ୍ଷା ଏଥର ରଥଯାତ୍ରା ଏଇଥି ପାଇଁ ବିରଳ, କାରଣ ସେଇ ଗୋଟିଏ ଦିନରେ ପଡୁଛି ଠାକୁରଙ୍କ ନବଯୌବନ ଦର୍ଶନ ସାଙ୍ଗକୁ ନେତ୍ରୋତ୍ସବ । କେତେବେଳେ ରଥଟଣା ହେବ ? ଦିନେ କି ଦୁଇ ଦିନ ଧରି ରଥଯାତ୍ରା ଚାଲିବ,...

VK Pandian
ବିଜେଡିରୁ ଯାଉନି ପାଣ୍ଡିଆନ୍ ପତିଆରା ?

ଅପ୍ରତ୍ୟାଶିତ ପରାଜୟକୁ ଏଯାଏଁ ଗ୍ରହଣ କରିପାରୁନି କି ବିଜେଡି ? କାହିଁକି ଏଯାଏଁ ପରାଜୟର ସମୀକ୍ଷା କରୁନି ? ବରିଷ୍ଠ ନେତାଙ୍କୁ ନେଇ ଏ ଯାଏଁ ଫାକ୍ଟ ଫାଇଣ୍ଡିଂ ଟିମ୍ ବି ଗଠନ ହେଲାନି । ପରାଜୟର ୧୫ ଦିନ ପରେ ବି ବିଜେଡି ଶିବିରରେ ଅସମ୍ଭବ ନିରବତାକୁ...

Ratha Jatra
ଏଥର ବିରଳ ହେବ ରଥଯାତ୍ରା; ଏକା ଦିନରେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ଘୋଷଯାତ୍ରା

ଗୋଟିଏ ଦିନରେ ପଡୁଛି ଠାକୁରଙ୍କ ନବଯୌବନ ଦର୍ଶନ ସାଙ୍ଗକୁ ନେତ୍ରୋତ୍ସବ। କେତେବେଳେ ରଥଟଣା ହେବ ? ଦିନେ କି ଦୁଇ ଦିନ ଧରି ରଥଯାତ୍ରା ଚାଲିବ, ତାକୁ ନେଇ ଉପୁଜିଛି ସଂଶୟ। ତେଣେ ସେବାୟତ କହିଲେଣି ଇତିହାସ ତର୍ଜମା କରି ନୀତିକାନ୍ତି କରିବୁ।

Drain Mishap
କାଳ ହେଲା ମୁକୁଳା ଡ୍ରେନ୍: ବର୍ଷା ହେଲା, ଜୀବନ ଯିବା ଆରମ୍ଭ ହେଲା

କାଳ ସାଜିଲା ମୁକୁଳା ଡ୍ରେନ୍। ଅକାଳରେ ଚାଲିଗଲା ଆଉ ଏକ ନିରୀହ ଜୀବନ। ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ ପୁଣି ଗୋଟିଏ ଜୀବନ ନେଇଛି।

Oath Taking Ceremony
୨୪ ବର୍ଷ ପରେ ବିରୋଧୀ ଦଳ ସିଟ୍‌ରେ ନବୀନ: ଲକ୍ଷ୍ମଣ ବାଗ୍‌ଙ୍କୁ ଦେଖି କହିଲେ...

ନୂଆ ବିଧାୟକ..ନୂଆ ଉତ୍ସାହ। ସପ୍ତଦଶ ବିଧାନସଭାରେ ଶପଥ ସମାରୋହରେ ଅନେକ ନୂଆ ଚେହେରା। ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି ବିଧାୟକ ଭାବେ। ବିଧାନସଭାରେ ହେଉଛି ଗୃହ ପ୍ରବେଶ।

Chittaranjan chiranjit
ଚଳିତ ବର୍ଷ କନହେଇ କଥା ପୁରସ୍କାର ପାଇବେ ଯୁବ କଥାକାର ଚିତ୍ତରଞ୍ଜନ ଚିରଞ୍ଜିତ

ଆଜି ସଂଧ୍ୟାରେ ବିବେକାନନ୍ଦ ମାର୍ଗ ସ୍ଥିତ 'ସଂକେତ' ପରିସରରେ କନହେଇଲାଲ୍ ସ୍ମୃତି ସଂସଦର ଏକ ବୈଠକରେ ଏହା ଘୋଷଣା କରାଯାଇଛି।

Vegetable Price Hike
ଖାଉଟିଙ୍କୁ ଚଡ଼କ; ୮୦ କି ୬୦ ଟଙ୍କା ତଳକୁ ବଜାରରେ ମିଳୁନି କଞ୍ଚା ପରିବା

ଖାଲି ପିଆଜ କାହିଁକି, ବଜାରରେ ପନିପରିବାର ଦର ଶୁଣି କାବା ହୋଇଯାଉଛନ୍ତି ଗ୍ରାହକ। ମାର୍କେଟ୍ ଏମୁଣ୍ଡରୁ ସେମୁଣ୍ଡ, ବୁଲି ବୁଲି ଦର ପଚାରୁଛନ୍ତି ସିନା, ୬୦ ତଳକୁ କିଛି ମିଳୁନି।

Darjiling Train Tragedy
ଦାର୍ଜିଲିଂ ଟ୍ରାଜେଡି ବି ମନୁଷ୍ୟକୃତ

ପୁଣି ଭୟଙ୍କର, ପୁଣି ଛାତିଥରା। ଏକ୍ସପ୍ରେସକୁ ପଛରୁ ପିଟିଲା ମାଲବାହୀ ଟ୍ରେନ୍ । ଦୁର୍ଘଟଣା ପରର ଏ ଅବିଶ୍ବାସନୀୟ ଦୃଶ୍ୟ ପଶ୍ଚିମବଙ୍ଗ ନିଉ-ଜଲପାଇଗୁଡ଼ି ରଙ୍ଗପାଣି ଷ୍ଟେସନ ନିକଟର ।

Vegetable Price Hike
ରକେଟ୍ ଭଳି ଉଡୁଛି ପନିପରିବା ରେଟ୍

କନ୍ଦାଇଲାଣି ପିଆଜ, ପନିପରିବା ଦରରେ ଲାଗିଛି ନିଆଁ । ବଜାରରେ ଯାହାକୁ ଛୁଇଁଲେ ୬୦ । କିଛି ପରିବାର ଦାମ୍ ୮୦ ତ ଆଉ କିଛି ଶହେ ଉପରେ । ସପ୍ତାହକ ଭିତରେ ୨୦ ଟଙ୍କା ବଢିଲାଣି ପିଆଜ ଦର ।

Odisha Weather
ରଜ ଗଲା... ଜମି ଶୁଖିଲା

ଜୁନ୍ ଅଧା ହେଲାଣି, ହେଲେ ମୌସୁମୀ ଗାଏବ । ବର୍ଷା ନଥିବାରୁ ସାରା ରାଜ୍ୟରେ ବୈଶାଖ ଭଳି ତାତି ସାଙ୍ଗକୁ ପ୍ରଚଣ୍ଡ ଗୁଳୁଗୁଳି କଲବଲ କରୁଛି । ତେଣେ ଆକାଶକୁ ଚାହିଁ ଚାହିଁ ଚାଷୀ ଛାତିରେ ଛନକା ପଶିଲାଣି ।

Mission Shakti
ପଲିଟିକ୍ସରେ ପଶିବନି SHG !

ବନ୍ଦ ହେବନି ବରଂ ଦୌଡ଼ିବ ମିଶନ ଶକ୍ତି । ବଦଳିବ ମିଶନ ଶକ୍ତି କାୟାକଳ୍ପ । ଭୋଟ୍ ବ୍ୟାଙ୍କରେ ଗଣା ହେବେନି ମିଶନ ଶକ୍ତି ମହିଳା। ରାଜନୀତିରେ ବି ପଶିବେନି SHG ସଦସ୍ୟା ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।