• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Congress Ticket
ଆସିଲା କଂଗ୍ରେସର ୯ ଲୋକସଭା ପ୍ରାର୍ଥୀ ତାଲିକା

ଦ୍ୱିତୀୟ ପର୍ଯ୍ୟାୟରେ କଂଗ୍ରେସ ୯ ଜଣ ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

Mining Mafia
କୈଳାସଙ୍କ ଅଭିଯୋଗ ପରେ ହଟଚମଟ; ଖଣି ମାଲିକ ନେଉଛନ୍ତି କି ବିଜେଡି ପ୍ରାର୍ଥୀ ନିଷ୍ପତ୍ତି ?

ବିଜେଡିରୁ ଟିକେଟ୍ ପଛରେ କାମ କରୁଛି କି ମାଇନ୍ସ ଲବି ? ଶାସକ ଦଳର ପ୍ରାର୍ଥୀ କିଏ ହେବ ସେ ନିଷ୍ପତ୍ତି ନେଉଛନ୍ତି କି ଖଣି ମାଲିକ ? ଖଣି ଅଞ୍ଚଳ କୋରାପୁଟ ଜିଲ୍ଲାରେ ବିଜେଡି ଟିକେଟ କିଣି ନେଲେ କି କର୍ପୋରେଟ ସଂସ୍ଥା ?

Kandhamal Politics
ଗୋଳିଆ କନ୍ଧମାଳ ରାଜନୀତି; ଅଚ୍ୟୁତଙ୍କୁ ଅଣ-ଆଦିବାସୀ କହି କୁଇ ସମାଜର ବିରୋଧ

କନ୍ଧମାଳରେ ବିଜେଡିର ସାଂସଦ ପ୍ରାର୍ଥୀଙ୍କୁ ବିରୋଧ। ଅଚ୍ୟୁତ ସାମନ୍ତ ଅଣ ଆଦିବାସୀ କହି କୁଇ ସମାଜର ପ୍ରତିବାଦ। ପ୍ରାର୍ଥୀ ପ୍ରତ୍ୟାହାର ଦାବିରେ କନ୍ଧମାଳ ବନ୍ଦ ଡାକରା। କ୍ୟାମ୍ପେନ ଆରମ୍ଭ ହେବା ପୂର୍ବରୁ କନ୍ଧମାଳ ରାଜନୀତି ସରଗରମ।

Baijayant Panda
ନିର୍ବାଚନୀ ପ୍ରଚାର ବେଳେ ଦାଦନ ପ୍ରସଙ୍ଗ ଉଠାଇ ସରକାରଙ୍କ ଉପରେ ବର୍ଷିଲେ ବୈଜୟନ୍ତ

ପାଟକୁରା ତିକନପୁରରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପ୍ରଚାର। ନିର୍ବାଚନୀ ପ୍ରଚାରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବୈଜୟନ୍ତ।

Kangana Ranawat vs Vikramaditya Singh
ମଣ୍ଡିରେ ହାଇଭୋଲଟେଜ ଟକ୍କର; କଙ୍ଗନା ବନାମ ବିକ୍ରମାଦିତ୍ୟ

ବିକ୍ରମାଦିତ୍ୟ ସିମଲା ଗ୍ରାମାଞ୍ଚଳରୁ ଦୁଇ ଦୁଇ ଥର ବିଧାୟକ ହୋଇଛନ୍ତି। ଏଥିସହ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ର ସିଂହଙ୍କ ପୁଅ। ତାଙ୍କର ମଣ୍ଡିରେ ଲୋକପ୍ରୀୟତା ଅଛି ବୋଲି କଂଗ୍ରେସର ଶିର୍ଷକ ନେତା ଅନୁଭବ କରିଛନ୍ତି।

PM Modi
ରାଜନୀତିରେ Noob କିଏ ? ଗେମର୍ସଙ୍କ ସହ ଆଲୋଚନା ବେଳେ ମୋଦି ଦେଲେ ଉତ୍ତର

ମୋଦି ଗେମର୍ସଙ୍କୁ କହିଛନ୍ତି ଯେ, ମୁଁ ନିର୍ବାଚନ ବେଳେ ଯଦି ଏହି ଶବ୍ଦ ବ୍ୟବହାର କରେ, ତେବେ ଆପଣମାନେ ଆଶ୍ଚର୍ଯ୍ୟ ହେବେ ଯେ ମୁଁ କାହାକୁ କହୁଛି।

Fire Mishap
କୋଲକାତାର ଦମଦମ ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ

ନିଆଁ ପ୍ରଥମେ କେଉଁଠୁ ଲାଗିଲା ଓ ବ୍ୟାପିଲା ତାହା ଏଯାଏ ଜଣାପଡ଼ିନାହିଁ।

Horse Riding
୫ବର୍ଷ ବୟସରେ ଘୋଡ଼ାଚଢ଼ା ନିଶା; ଦୁଇ ଭଉଣୀ ସାଉଁଟିଲେଣି ଅନେକ ମେଡାଲ

କୁନି ପିଲା। ନାଁ ରିଧି ସାମନ୍ତରାୟ। ବୟସ ମାତ୍ର ୫ ବର୍ଷ। ୟୁକେଜିରେ ପଢୁଛି କୁନି ଝିଅ। ହସ ହସ ମୁହଁ। କଥା ଠିକ ସେ କହି ପାରୁନି। ତଥାପି ଏହି ବୟସରେ ଘୋଡାକୁ ଦୌଡାଇବା ସହ ତାକୁ ଆୟତ୍ତ କରିପାରିବାରେ ମାହିର ରିଧି।

Loot
ରାଜଧାନୀରେ ଲୁଟେରାଙ୍କ ଆତଙ୍କ; ମାଲିକଙ୍କୁ ବାହାର ପଟୁ ତାଲା ଦେଇ କରୁଛନ୍ତି ଲୁଟ୍

ରାଜଧାନୀରେ ଥରହର କଲେଣି ଲୁଟେରା। ଆପାର୍ଟମେଣ୍ଟ ହେଉ ଅବା ଘର। କାହାକୁ ଯେଭଳି ଖାତିର ନାହିଁ।

BJD
ପଦ୍ମ ଧରିଲେ କୈଳାସ

ବିଜେଡି ମୋତେ ଠକି ଦେଲା, ଟିକେଟ ଆଉ ଜଣଙ୍କୁ ବିକିଦେଲା। ମୋତେ କୋଟିଏ ଟଙ୍କା ଦେଇ ମ୍ୟାନେଜ କରିବାକୁ ଚେଷ୍ଟା କଲା। ଟିକେଟ ନମିଳିବା ପରେ ବିଜେଡି ବିରୋଧରେ ଏମିତି ସାଂଘାତିକ ଅଭିଯୋଗ ଆଣି ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି ଲକ୍ଷ୍ମୀପୁର ପୂର୍ବତନ ବିଧାୟକ କୈଳାସ କୁଲେସିକା।

Ollywood Celebrities
ବହୁ ସିନେ ଚେହେରା ବିଜେପି ମୁହାଁ ପରେ କୁନା-ମୁନ୍ନାଙ୍କ ଭରସାରେ ବିଜେଡି

ବିଜେଡ଼ିକୁ ବାଏ ବାଏ କହି ଦଳକୁ ଏକପ୍ରକାର ସେଲିବ୍ରିଟି ଶୂନ୍ୟ କରିଦେଲେ ଜଣଙ୍କ ପରେ ଜଣେ ଅଭିନେତା। ସେ ସିଦ୍ଧାନ୍ତ ହୁଅନ୍ତୁ ଅବା ଆକାଶ, ଅନୁଭବ ହୁଅନ୍ତୁ ଅବା ଅରିନ୍ଦମ। ଫଳରେ ବିଜେଡିକୁ ଘାରିଛି କ୍ରାଉଡ୍ ପୁଲର୍ ଚିନ୍ତା।

BJD
ଲଢିବାକୁ ଅନିଛୁକ କି ବିଜେଡିର ଟାଣୁଆ ନେତା ପ୍ରସନ୍ନ ଆଚାର୍ଯ୍ୟ ?

ଆଗେ ଲୋକସଭା ପାଇଁ ଯାଜପୁରରୁ ନେତା ଆଣି ଥୋପିଲେ, ଆଉ ଏବେ ବିଧାନସଭା ପାଇଁ ଜଣେ ଅନିଛୁକ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି ବିଜେଡି। ଆମେ କହୁଛୁ ସମ୍ବଲପୁର କଥା। କାଲି ଏ ସିଟ୍ ରେ ଭେଟେରାନ୍ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ସେ କୁଆଡ଼େ ଖୁସିନଥିବା...

BJD
ବିଜେଡିର ନମ୍ବର ନାଇନ୍ ଥିଓରୀ

ବିଜେଡିକୁ ମ୍ୟାଜିକ୍ ଫଳ ଦେବ କି ନମ୍ବର ନାଇନ୍ ? କାରଣ ଦଳ ଏବେ ସଂଖ୍ୟା ୯କୁ ବେଶି ଗୁରୁତ୍ବ ଦେଉଛି ଜ୍ୟୋତିଷଶାସ୍ତ୍ରୀଙ୍କ ପରାମର୍ଶ କ୍ରମେ ନା ଏହା ସଂଯୋଗ ମାତ୍ର, ତାକୁ ନେଇ ଚର୍ଚ୍ଚା।

Dhamnagar Politics
ଧାମନଗରରେ ସୂର୍ଯ୍ୟବଂଶୀ ସୂରଜଙ୍କ ରହିଛି ପ୍ରବଳ କ୍ରେଜ୍

ଭଦ୍ରକ ଲୋକସଭା କ୍ଷେତ୍ର ଅଧିନସ୍ଥ ଚର୍ଚ୍ଚିତ ବିଧାନସଭା ସିଟ୍ ଧାମନଗର। ୨ ଲକ୍ଷ ୪୩ ହଜାର ୭୩୪ ଜଣ ଭୋଟର । ପୂର୍ବରୁ କଂଗ୍ରେସର ଗଡ଼ ଥିବା ଏହି ନିର୍ବାଚନ ମଣ୍ଡଳୀକୁ ଦଶନ୍ଧି ଧରି କବଜାରେ ରଖିଥିଲା ବିଜେଡି। ହେଲେ ୧୯ ନିର୍ବାଚନ ଏବଂ ପରେ ୨୨ ଉପନିର୍ବାଚନରେ...

BJD
କାମ ଦେବ ତ BJD ର ନମ୍ବର 9 ଥିଓରୀ..ଆଣିଦେବ କି ଶୁଭ ଫଳ ?

ଦଳ ଏବେ ଟିକେଟ ପାଇଁ ଯେତିକି ଅଙ୍କ କଷୁଛି ତାଠୁ ବେଶି ଗୁରୁତ୍ୱ ଦେଉଛି ୯ ସଂଖ୍ୟାକୁ। ପ୍ରଥମ ପର୍ଯ୍ୟାୟରେ ଦଳ ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା। ସାତରେ ଦୁଇ ମିଶାଇଲେ ଫଳ ଆସୁଛି ୯।

Ollywood Celebrities
BJD କ୍ୟାମ୍ପରେ ନାହାନ୍ତି ଷ୍ଟାର ପ୍ରଚାରକ.. ହିରୋ-ହିରୋଇନ୍‌ଙ୍କ ଭରସାରେ ସୁପ୍ରିମୋ !

ପଦ୍ମ ପାଖୁଡ଼ାରେ ଓଡ଼ିଆ ତାରକା। ତାରକା ଶୂନ୍ୟ ଶଙ୍ଖ ଦଳ! ବିଜେଡିକୁ ବାଏ ବାଏ କଲେ ଅନ୍ୟତମ ଓଲିଉଡ୍ ଷ୍ଟାର ସିଦ୍ଧାନ୍ତ ମହାପାତ୍ର। ପରେ ପରେ ଆକାଶ ଦାସ ନାୟକ, ଅରିନ୍ଦମ ରାୟ। ଆଉ ପଛକୁ ପଛ ଅନୁଭବ ମହାନ୍ତି। ମାତ୍ର ଦିନ କେଇଟା ଭିତରେ ଆଗପଛ ହୋଇ...

Ayodhya Ram Mandir
ରାମଲାଲାଙ୍କ ଲଲାଟରେ ଝଲସିଲା ସୂର୍ଯ୍ୟ ତିଳକ

ଆସନ୍ତା ୧୭ ତାରିଖରେ ରାମନବମୀ ଉତ୍ସବରେ ରାମଙ୍କ ମସ୍ତକରେ ସୂର୍ଯ୍ୟ ତିଲକ ହେବାର ଅଛି। ସେହିଦିନ ଦିନ ୧୨ଟାରେ ପ୍ରଭୁ ରାମଙ୍କ ପ୍ରକଟ ହେବାର ସମୟ ସ୍ଥିର କରାଯାଇଛି।

Miscreants Attack Girl
ମହାଜନୀ କାରବାରରେ ତଳିତଳାନ୍ତ ପଦ୍ମକେଶରୀପୁର; ବଢ଼ିଲାଣି କରଜଦାତାଙ୍କ ଆତଙ୍କରାଜ

ନିରୁପମା ଦାସ ଓ ତାଙ୍କ ଶ୍ୱଶୁର ସନାତନ ଦାସ। ବୁଧବାର ରାତିରେ ଅତର୍କିତ ଆକ୍ରମଣର ଶୀକାର ହୋଇଛନ୍ତି। ଉପରସାହିର ତାପସ ଦାସ, ବାବୁଲା ଦାସଙ୍କ ସହ ୫ରୁ ଅଧିକ ଲୋକ ଧାରୁଆ ଅସ୍ତ୍ରରେ ଉଭୟଙ୍କୁ ହାଣି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି।

Dhamnagar Politics
ଧାମନଗରରେ ବିଗଫାଇଟ୍‌; ସୂରଜଙ୍କ କ୍ରେଜ୍‌ ଆଗରେ ଫିକା ପଡ଼ିଯିବ କି BJD ?

ଉପନିର୍ବାଚନର ବିଜେତା ପ୍ରାର୍ଥୀ ତଥା ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ରିପିଟ୍ କରିଛି ବିଜେପି। ସିଟିଂ ଏମଏଲଏ ସାଙ୍ଗକୁ ଯୁବନେତା ଏବଂ ଜିଲ୍ଲାର ଟାଣୁଆ ସଂଗଠକ। ନିର୍ବାଚନ ମଣ୍ଡଳୀରୁ ବିଧାନସଭା ଯାଏଁ ସୂର୍ଯ୍ୟବଂଶୀଙ୍କ କ୍ରେଜ୍ କାହିଁରେ କଣ।

Women Voters
BJP ର ମାଷ୍ଟରଷ୍ଟ୍ରୋକ୍; ପ୍ରତି ମହିଳା ପାଇବେ ମାସିକ ହଜାରେ ଟଙ୍କା !

ନବୀନଙ୍କ ମହିଳା ଭୋଟ୍ ବ୍ୟାଙ୍କ ଭାଙ୍ଗିବାକୁ ବିଜେପି ନୂଆ ରଣନୀତି ଆପଣେଇବାକୁ ଯାଉଛି। ସରକାରକୁ ଆସିଲେ ମହିଳା ପାଇବେ ମାସିକ ୧୦୦୦ ଟଙ୍କା ସହାୟତା।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।