• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Mango
ସବୁଠି ଆନ୍ଧ୍ର ଆମ୍ବର ଡିମାଣ୍ଡ

ବଜାରରେ ଏବେ ହାଉଯାଉ ଭଳିକି ଭଳି ସୁସ୍ୱାଦୁ ଆମ୍ବର ପସରା । ସବୁଠି ଦଶରୀ, ଆମ୍ରପଲ୍ଲୀ, ମଲ୍ଲିକା, ସିନ୍ଦୁରମୁଣ୍ଡି, ବାଇଗଣପଲ୍ଲୀ, ଆଖୁରସ ଭଳି ଭଳିକିଭଳି ମିଠା ଆମ୍ବର ସମ୍ଭାର । ତା ଭିତରେ କିନ୍ତୁ ହଜିଯିବାକୁ ବସିଛି କୋରାପୁଟର ବଣପାହାଡ ଭିତରେ ଫଳୁଥିବା ଟୁରି ଆମ୍ବ ।

Education System
ଖରା ଛୁଟିରେ ପାଠପଢ଼ା ସଚେତନତା

କିଛି ଘଣ୍ଟା ପାଇଁ ମୋବାଇଲ୍ ଛାଡ , ମନ ଭରି ଗପ ଓ ଗୀତ ବହି ପଢ଼ ଏହିଭଳି ବାର୍ତ୍ତା ନେଇ ଗାଁ କୁ ଗାଁ ବୁଲୁଛି ଭ୍ରାମ୍ୟମାଣ ପାଠାଗାର ଗାଡି । ଶିକ୍ଷକ, କିଛି ଅବସର ପ୍ରାପ୍ତ ଶିକ୍ଷକ ଏବଂ ଆଇନଜୀବୀଙ୍କ ପ୍ରଚେଷ୍ଟାରେ ଗ୍ରାମାଞ୍ଚଳ ସ୍ତରୀୟ ଭ୍ରାମ୍ୟମାଣ...

Ysr Congress Party MLA
ପୋଲିଂ ବୁଥରେ ବିଧାୟକଙ୍କ ଦାଦାଗିରି; କଚାଡ଼ି ଭାଙ୍ଗିଦେଲେ EVM..ଭିଡିଓ ଭାଇରାଲ

ଭାଇରାଲ ଭିଡିଓରେ ଜଗନ୍ନ ରେଡ୍ଡୀଙ୍କ ବିଧାୟକ ପୋଲିଂ ଅଫିସରଙ୍କ ଉପରେ ଚିଲାଉଛନ୍ତି। ପୋଲିଂ କର୍ମଚାରୀଙ୍କୁ ଧମକ ଦେବା ସହ EVM ମେସିନ୍‌କୁ ଫିଙ୍ଗି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି।

Jyoti Prakash Panigrahi
BJD କୁ ପୁଣି ଏକ ଝଟକା; ଦଳ ଛାଡ଼ିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

ବିଜେଡି ସଭାପତିଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି ଜ୍ୟୋତି ପାଣିଗ୍ରାହୀ। ଏନେଇ ଭିଡିଓ ବାର୍ତ୍ତାରେ ସେ ସୂଚନା ଦେଇଛନ୍ତି।

Firing
ଗାଁରେ ପଶି ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼; ଚାଲିଗଲା ୪୦ ଜୀବନ

ନାଇଜେରିଆର ଉତ୍ତର-ମଧ୍ୟସ୍ଥିତ ପଠାରୀ ରାଜ୍ୟରେ ଏହି ଅଘଟଣ ଘଟିଛି। ସେଠାରେ ପଶୁପାଳକ ଏବଂ କୃଷକଙ୍କ ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଲାଗି ରହିଛି।

Panchang
Panchang Today 22nd May 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୨୨ ତାରିଖ ବୁଧବାର। ଚନ୍ଦ୍ର- ତୁଳା ରାତ୍ରି ୦୨.୫୫ ଗତେ ବିଛା, ତିଥି- ୧୪ ଶୀ ସନ୍ଧ୍ୟା ୦୬.୪୮ ଗତେ ପୂର୍ଣ୍ଣିମା, ଘାତଚନ୍ଦ୍ର- ନାସ୍ତି, ଘାତବାର- କର୍କଟ ରାଶିର, ପୁଷ୍କର ଦୋଷ- ପ୍ରାତଃ ୦୭.୪୬ ଗତେ ୧ ପାଦ- କୁଟୁମ୍ବହାନି- ତିଳକାଞ୍ଚନ ଦାନ

Mango
ଢେଙ୍କାନାଳରୁ ସିଧା ଦୁବାଇ ଓ ଇଟାଲୀ ଗଲା ଦେଶୀ ଆମ୍ବ

ଢେଙ୍କାନାଳରୁ ସିଧା ଦୁବାଇ ଓ ଇଟାଲୀ ବଜାରରେ ପହଞ୍ଚିବ ସୁଆଦିଆ ଆମ୍ରପଲ୍ଲୀ ଓ ଦଶେରୀ ଆମ୍ବ। ଦ୍ୱିତୀୟଥର ପାଇଁ ଦୁବାଇ ବାସୀ ଓ ପ୍ରଥମ ଥର ପାଇଁ ଇଟାଲୀ ବାସୀ ଚାଖିବେ ଏହାର ସ୍ୱାଦ।

ICSE Exam
ସଫଳତା ପାଇବାକୁ ବାହାନା ନୁହେଁ କଠିନ ପରିଶ୍ରମ ଲୋଡା

ନିଷ୍ଠା ଓ ଏକାଗ୍ରତା ଆଗରେ ହାର ମାନିଗଲା ଅକ୍ଷମତା। ନାଁ ତାଙ୍କୁ ଦେଖାଯାଏ, ନାଁ କିଛି ଶୁଣାଯାଏ, ନାଁ କିଛି ସେ କହି ପାରନ୍ତି। ସେଥିରେ ମଧ୍ୟ ସେ ICSE ଦଶମ ପରୀକ୍ଷାରେ ରଖିଛନ୍ତି ୯୫ ପ୍ରତିଶତ ମାର୍କ।

Indian YouTuber
ଅଢେଇ ବର୍ଷରେ କମେଇଛନ୍ତି ୨ଶହ କୋଟି, କିଣିଛନ୍ତି ୧୦ଟି ଫ୍ଲାଟ୍

ୟୁଟ୍ୟୁବ କରାଇଦେଲା କୋଟିପତି। ଅଢେଇ ବର୍ଷରେ 200 କୋଟିର ମାଲିକ ହେଲେ ୟୁଟ୍ୟୁବର। ଦିନେ କରୁଥିଲେ ମିସ୍ତ୍ରୀ କାମ କିନ୍ତୁ ଆଜି ସେ କୋଟି କୋଟି ଟଙ୍କାର ମାଲିକ। ଦେଖନ୍ତୁ ଏହି କୋଟିପତି ୟୁଟ୍ୟୁବରଙ୍କ କାହାଣୀ ।

KKR Vs SRH
ଆଜି ଦୁଇ ବ୍ୟାଟିଂ ପାୱାର ହାଉସ୍ ଟକ୍କର; କିଏ ମାରିବ ଫାଇନାଲକୁ ଏଣ୍ଟ୍ରି ?

ଭଭୟ ଟିମ୍‌ ମଧ୍ୟରୁ ଆଜି ଯିଏ ବି ଜିତିବ, ସିଏ ସିଧା ଫାଇନାଲ୍‌ରେ ଏଣ୍ଟ୍ରି କରିବ। ପରାସ୍ତ ହୋଇଥିବା ଟିମ୍‌ କ୍ୱାଲିଫାୟାର୍‌-୨ରେ ଖେଳିବ।

Zero Shadow Day
Zero Shadow Day; ଆଜି ଛାଇ ହୋଇଯିବ ଛୁ ମନ୍ତର..

ବର୍ଷରେ ଏପରି ୨ ଦିନ ଅଛି, ଯେବେ ଦିନ ଦ୍ୱିପ୍ରହରରେ ମଧ୍ୟ କିଛି କ୍ଷଣ ପାଇଁ ଛାଇ ଦେଖାଯାଏ ନାହିଁ। ବର୍ଷର ଏହି ୨ ଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଆମର ଠିକ୍ ମୁଣ୍ଡ ଉପରେ ରୁହନ୍ତି। ସେ ସମୟରେ ଛାଇ ଦେଖାଯାଏ ନାହିଁ।

Sambit Patra
ଜଗନ୍ନାଥଙ୍କୁ ନେଇ ଭୁଲରେ କହିଦେଇଥିଲେ ଏମିତି; ପଶ୍ଚାତ୍ତାପ ପାଇଁ ୩ ଦିନ କରିବେ ଉପବାସ

ମହାପ୍ରଭୁଙ୍କ ଚରଣରେ ଦଣ୍ଡବତ ହୋଇ କ୍ଷମା ମାଗିଲେ ସମ୍ବିତ ପାତ୍ର।

Panchang
Panchang Today 21st May 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୨୧ ତାରିଖ ମଙ୍ଗଳବାର। ଚନ୍ଦ୍ର- ତୁଳା ଅହୋରାତ୍ର, ତିଥି- ୧୩ ଶୀ ସନ୍ଧ୍ୟା ୦୫.୩୯ ଗତେ ୧୪ଶୀ, ଘାତଚନ୍ଦ୍ର- ନାସ୍ତି, ଘାତବାର- ମକର ରାଶିର, ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

Rain
କାଲି ଲଘୁଚାପ, ୨୪ରେ ଅବପାତ ! ୨୫ ଯାଏ ଭୀଷଣ ବର୍ଷା ସମ୍ଭାବନା..

ତେବେ ବାତ୍ୟା ନେଇ ଏଯାଏଁ କୌଣସି ଆକଳନ କରାଯାଇନି। ୨୨ ତାରିଖ ପରେ କିମ୍ବା ଲଘୁଚାପ ସୃଷ୍ଟି ହେବା ପରେ ହିଁ ଚିତ୍ର ସ୍ପଷ୍ଟ ହେବ।

Amit Shah
ପୁଣି ଓଡ଼ିଶା ଆସୁଛନ୍ତି ଶାହ; ବିଜେପି ପ୍ରାର୍ଥୀଙ୍କ ପାଇଁ କରିବେ ମାରାଥନ ପ୍ରଚାର

୪ଟି ସ୍ଥାନରେ ଶାହ କରିବେ ଜୋରଦାର ପ୍ରଚାର। ଦିନ ସାଢେ ୧୧ଟାରେ ସେ ସମ୍ବଲପୁର ଯିବେ। ସେଠାରେ ରେମେଡ ଗ୍ରାଉଣ୍ଡରେ ଆୟୋଜିତ ବିରାଟ ଜନସଭାକୁ ସମ୍ବୋଧନ କରିବେ।

Pm Modi Road Show
ପୁରୀରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ୍ ସୋ'..ଜନସମୁଦ୍ର ପାଲଟିଲା ବଡ଼ଦାଣ୍ତ

ସିଂହଦ୍ୱାର ସାମ୍ନାରୁ ମେଡିକାଲ ଛକ ପର୍ଯ୍ୟନ୍ତ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ। ମୋଦିଙ୍କ ରୋଡ୍‌ ସୋ ରେ ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ।

PM Modi
ଶ୍ରୀମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; ଶ୍ରୀଜିଉଙ୍କୁ କରିବେ ଦର୍ଶନ

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପରେ ସକାଳ ୮ଟାରେ ଆରମ୍ଭ ହେବ ମୋଦିଙ୍କ ରୋଡ୍ ସୋ। ସିଂହଦ୍ୱାର ସାମ୍ନାରୁ ମେଡିକାଲ ଛକ ପର୍ଯ୍ୟନ୍ତ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ।

Marriage Dispute
୫ ଟଙ୍କିଆ କୁର୍‌କୁରେ ଆଣିଦେଲାନି ସ୍ୱାମୀ; ଡିଭୋର୍ସ ମାଗିଲା ସ୍ତ୍ରୀ..ଦେଖନ୍ତୁ ଭିଡିଓ

କୁରକୁରେ ଉଜାଡିଦେଲା ସୁନାର। ୫ ଟଙ୍କିଆ କୁରକୁରେ ନଦେବାରୁ ଡିଭୋର୍ସ ମାଗିଲା ସ୍ତ୍ରୀ। ଦର୍ଶକବନ୍ଧୁ ଆମ କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ। ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିଛି ଏହି ପ୍ୟାକେଟ ଖାଦ୍ୟ।

Monsoon
ଆଣ୍ତାମାନ ଛୁଇଁଲା ମୌସୁମୀ; ୨୨ ସୁଦ୍ଧା ଲଘୁଚାପ !

କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ୨୪ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପ୍ରାକ୍ ମୌସୁମୀ ଋତୁରେ ବାତ୍ୟାର ସମ୍ଭାବନା ରହିଥାଏ।

Shreemayee Mishra
ଶ୍ରୀମୟୀ ଗଲେ କୁଆଡେ ? ନା ଦେଖାଯାଉଛନ୍ତି ନା ପ୍ରଚାର କରୁଛନ୍ତି..

କୁହାଯାଉଥିଲା, ବିଜେଡି ଶ୍ରୀମୟୀଙ୍କୁ ଭୁବନେଶ୍ୱରରୁ ସାଂସଦ ପ୍ରାର୍ଥୀ କରିବ। ରାଜଧାନୀରେ ଶ୍ରୀମୟୀଙ୍କୁ ପ୍ରାର୍ଥୀ କରି ମହିଳା କାଡ୍‌ ଖେଳିବ ବିଜେଡି। ଯିଏ ବିଜେପିର ଅପରାଜିତାଙ୍କୁ ଚେକ ଦେବାକୁ ସମର୍ଥ ହେବେ। ହେଲେ ଦଳ ଅପ୍ରତ୍ୟାଶିତ ଭାବେ ପ୍ରାର୍ଥୀଙ୍କ ନାଁ ଘେୋଷଣା କଲା।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।