• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Rakhi Purnima
ଦ୍ୱନ୍ଦ୍ୱ ଭିତରେ ରାକ୍ଷୀ ସେଲିବ୍ରେସନ; ଭାଇ ହାତରେ ଭଉଣୀ ବାନ୍ଧିଲା ସମ୍ପର୍କର ରେସମୀ ଡୋରି

ଶୁଭ-ଅଶୁଭ ଓ ମଙ୍ଗଳ-ଅମଙ୍ଗଳର ଦ୍ୱନ୍ଦ୍ୱ ଭିତରେ ସାରା ଦେଶରେ ଆଜି ବେଶ୍ ଉତ୍ସାହର ସହ ପାଳିତ ହୋଇଛି ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ରକ୍ଷାବନ୍ଧନ । ଭାଇ ହାତରେ ରେସମୀ ଡୋରିଟିଏ ବାନ୍ଧି ଭଉଣୀ ତା ଶୁଭ ମନାସିବା ସହିତ ନିଜର ସୁରକ୍ଷା କାମନା ବି କରିଛି ।

Crimes In Odisha
ଏଣିକି ପୁରା ରାଜଧାନୀ ରହିବ ସିସିଟିଭି ସର୍ଭେଲାନ୍ସରେ..

ସବୁ ଘଟଣା, ଦୁର୍ଘଟଣା, ଅପରାଧ ରେକର୍ଡ ହୋଇ ରହୁଛି କ୍ୟାମେରାରେ, ଅଭିଯୁକ୍ତର ଅଜାଣତରେ । ପୋଲିସ ତଦନ୍ତ ବେଳେ ଏଥିରୁ ମିଳୁଛି ଠୋସ୍ ପ୍ରମାଣ । ଅପରାଧ ରୋକିବାକୁ, ଅପରାଧୀଙ୍କୁ ଚିହ୍ନଟ କରିବାକୁ ବେଶ୍ କାମରେ ଆସୁଛି ସିସିଟିଭି ସର୍ଭେଲାନ୍ସ ।

Solar Mission Aditya-L1
ଲଞ୍ଚପ୍ୟାଡରେ ତୟାର୍ PSLV-C57; ଉତକ୍ଷେପଣ ପାଇଁ ସଜବାଜ ISRO

ସୂର୍ଯ୍ୟ ଅଭିଯାନ ପାଇଁ ସରିଲା ସଜବାଜ । ମିଶନ୍ ଆଦିତ୍ୟ ପାଇଁ ଚୂଡ଼ାନ୍ତ ମହାପ୍ରସ୍ତୁତି । ଲଞ୍ଚପ୍ୟାଡରେ ତୟାର୍ PSLV-C57 ।

Jaga Mission
ଜାଗାମିଶନ ଫର୍ମ-ଟୁ ଟେନସନ୍‌ : ନୋଟିସ୍‌ ପାଇବାର ୩ ଦିନ ଭିତରେ ଟଙ୍କା ନଦେଲେ...

ଜାଗା ମିଶନରେ ଫର୍ମ-୨ ପରେ ସର୍ଭେକୁ ନେଇ ଦ୍ୱନ୍ଦ୍ୱ । ଡ୍ରୋନ ସର୍ଭେକୁ ନେଇ ପ୍ରଶ୍ନ ଉଠାଇଲେ ହିତାଧିକାରୀ । କାହାକୁ ମେଞ୍ଚେ ତ କାହାକୁ କେଞ୍ଚେ ।

ATC Tower
ଭୁବନେଶ୍ୱର ଏୟାରପୋର୍ଟରେ ନୂଆ ATC ଟାୱାର; ଜିରୋ ଭିଜିବିଲିଟିରେ ବିମାନକୁ କରିବ ଟ୍ରାକ୍

କାର୍ଯ୍ୟକ୍ଷମ ହୋଇଛି ଭୁବନେଶ୍ୱର ବିମାନବନ୍ଦର ନୂଆ ଏୟାର ଟ୍ରାଫିକ୍ କଂଟ୍ରୋଲ୍ ବା ଏଟିସି ଟାୱାର । ଅଗଷ୍ଟ ୨୪ରୁ ଆରମ୍ଭ ହୋଇଛି ଟ୍ରାଏଲ ରନ୍ । ଉଭୟ ପୁରୁଣା ଓ ନୂଆ ଏଟିସିରୁ ଚାଲିଛି ସମାନ୍ତରାଳ ଅପରେସନ ।

Roll Ball Championship
ଜାତୀୟ ପୂର୍ବାଞ୍ଚଳ ରୋଲ୍‌ ବଲ୍‌ ଚାମ୍ପିୟନସିପ୍‌ରେ ଓଡ଼ିଶା ବାଳିକା ଦଳ ଚାମ୍ପିୟନ

କୋଲକାତାର ଗୁରୁନାନକ କଲେଜ୍‌ ପରିସରରେ ଆୟୋଜିତ ଦ୍ୱିତୀୟ ୧୧ ବର୍ଷରୁ କମ୍‌ ଜାତୀୟ ପୂର୍ବାଞ୍ଚଳ ରୋଲ୍‌ ବଲ୍‌ ଚାମ୍ପିୟନସିପ୍‌ରେ ଓଡ଼ିଶା ବାଳିକା ଦଳ ଚାମ୍ପିୟନ ହୋଇଛନ୍ତି ।

Crimes In Odisha
ରାଜଧାନୀରେ ଖୁଲମଖୁଲା ବୁଲୁଛି ଖଣ୍ତା; ଗୋଡ଼ାଇ ଗୋଡ଼ାଇ ହାଣୁଛନ୍ତି ଦୁର୍ବୃତ୍ତ

ରାଜଧାନୀର ଶିଶୁପାଳଗଡ଼ରେ ହାତରେ ମାରଣାସ୍ତ୍ର ଧରି ୩ଟି ବାଇକରେ ମାଡ଼ି ଆସୁଛନ୍ତି ୯ ଜଣ ଆସାମାଜିକ ଯୁବକ । ଆଉ, ରାସ୍ତା କଡ଼ରେ ଠିଆ ହୋଇଥିବା ଜଣେ ଯୁବକଙ୍କୁ ଅତର୍କିତ ଆକ୍ରମଣ କରୁଛନ୍ତି ।

Raksha Bandhan 2023
ଆସନ୍ତାକାଲି ରାକ୍ଷୀ ବନ୍ଧାଯିବ ତ ? ଗୁରୁବାର ଶ୍ରୀମନ୍ଦିରରେ ପାଳନ ହେବ ରକ୍ଷାବନ୍ଧନ

ଭାଇ ହାତରେ ସଂପର୍କର ରେଶମ ଡୋରିଟିଏ ବାନ୍ଧି ସୁରକ୍ଷାର ନିର୍ଭର ପ୍ରତିଶ୍ରୁତି ପାଇବା ଅପେକ୍ଷାରେ ଭଉଣୀ । ଏଣେ ବଜାରରେ ବି ଭଳିକି ଭଳି ରାକ୍ଷୀର ପସରା । ତେବେ ଆସନ୍ତାକାଲି ରାକ୍ଷୀ ବନ୍ଧାଯିବ ତ ?

Jaga Mission
ଜାଗା ମିଶନରେ ପଟ୍ଟା ଦିଆଯାଉଛି ନା ପ୍ରମାଣପତ୍ର ?

ଜାଗା ମିଶନରେ ମିଳୁଥିବା ଫର୍ମ-୨କୁ ନେଇ ନାନା ଦ୍ୱନ୍ଦ୍ୱ । କେବଳ ଭୋଗ ଦଖଲ ଛଡ଼ା ଆଉ କିଛି କରିପାରିବେନି ହିତାଧିକାରୀ । ବିରୋଧୀଙ୍କ ପ୍ରଶ୍ନ ‘୨୦୧୮ର ଯୋଜନା, ଏବେ ପଟ୍ଟା ବାଣ୍ଟିଲ କାହିଁକି’?

Konark Sun Temple
କେମିତି ଅଛି କୋଣାର୍କ ମନ୍ଦିରର ଜଗମୋହନ ?

ଜଗମୋହନର ସ୍ଥିତି ପରଖିବାକୁ ଚାଲିଛି ଷ୍ଟ୍ରକଚର ନିର୍ମାଣ । ଗର୍ଭଗୃହରୁ ବାଲି କଢ଼ାଯିବ କି ନାହିଁ କୋର କମିଟି ନେବ ନିଷ୍ପତ୍ତି: ASI ।

Protest
ଦୁର୍ବାର ଆନ୍ଦୋଳନରେ ପିଇଓ : ଏ ମାସ ପେନସନ୍‌ ପାଇବେ ତ ହିତାଧିକାରୀ?

କୋରାପୁଟ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଆଜିକୁ ୧୨ଦିନ ହେଲାଣି କଲମ ଛାଡ଼ ଆନ୍ଦୋଳନରେ ବସିଛନ୍ତି ଜିଲ୍ଲାର ସମସ୍ତ ପଞ୍ଚାୟତ ଅଫିସ୍‌ରେ ନିଯୁକ୍ତ ପିଇଓ ବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ।

Ethanol Used Vehicle
ଭାରତରେ ଲଞ୍ଚ ହେଲା ପ୍ରଥମ ଇଥାନଲ୍‌ ଚାଳିତ ଗାଡ଼ି, ଜାଣନ୍ତୁ ପୂରା ତଥ୍ୟ..

ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସଡ଼କ ପରବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଇଥାନଲ୍‌ରେ ଚାଳିତ ଗାଡ଼ି ଲଞ୍ଚ କରିଛନ୍ତି ।

KL Rahul
ଟିମ୍‌ ଇଣ୍ତିଆକୁ ବଡ଼ ଝଟକା; ଏସିଆ କପ୍‌ର ୨ଟି ମ୍ୟାଚ୍‌ରୁ ବାଦ୍‌ ପଡ଼ିଲେ ରାହୁଲ୍‌

ପାକିସ୍ତାନ ବିପକ୍ଷ ଲଢ଼େଇ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିଲେ ମଧ୍ୟ ଭାରତୀୟ ସ୍କ୍ୱାଡରେ ସ୍ଥାନ ପାଇଥିବା କେଏଲ ରାହୁଲ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିବେ ନାହିଁ ।

Virat Kohli
ଏସିଆ କପ୍‌ ପାଇଁ ଫିଟ୍‌ କୋହଲି; ୟୋ ୟୋ ଟେଷ୍ଟରେ ସ୍କୋର୍‌ କଲେ..

ବିରାଟଙ୍କ ଫିଟନେସ୍‌ ଏସିଆ କପ୍‌ରେ ବେଶ୍‌ ସହାୟକ ହେବ ବୋଲି ଆଶା କରାଯାଉଛି ।

Odia Singer Pranab Pattanaik
କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ

ଦୀର୍ଘଦିନ ଧରି ଅସୁସ୍ଥ ଅଛନ୍ତି ପ୍ରଣବ ପଟ୍ଟନାୟକ । ଡେଙ୍ଗୁରେ ଆକ୍ରାନ୍ତ ପରେ ସୁସ୍ଥ ହୋଇଥିବା ପତ୍ନୀଙ୍କ ସୂଚନା ଦେଇଛନ୍ତି ।

Yevgeny Prigozhin
ବିମାନ ଦୁର୍ଘଟଣାରେ ଓ୍ୱାଗନର ମୁଖ୍ୟ ୟେଭଗେନୀଙ୍କ ମୃତ୍ୟୁ; ପୁତିନଙ୍କ ବିରୁଦ୍ଧରେ ଗର୍ଜୁଥିଲେ

ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଖୋଲାଖୋଲି ବିଦ୍ରୋହ ଘୋଷଣା କରି ଚର୍ଚ୍ଚାକୁ ଆସିଥିବା ଶକ୍ତିଶାଳୀ ଘରୋଇ ମିଲିଟାରୀ ସଂସ୍ଥା ୱାଗନର ମୁଖ୍ୟ ୟେଭଗେନି ପ୍ରିଗୋଝିନଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।

Landslides In Himachal Pradesh
କୁଲ୍ଲୁରେ ଧସିଲା ପାହାଡ଼; ଆଖି ପିଛୁଳାକେ ମାଟିରେ ମିଶିଗଲା ଏକାଧିକ ବହୁତଳ କୋଠା

କୁଲ୍ଲୁ ଜିଲ୍ଲା ଅନି ବସଷ୍ଟାଣ୍ଡ ନିକଟରେ ଭୟଙ୍କର ଭୁସ୍ଖଳନରେ ଅନେକ ବହୁମହଲା କୋଠା ମାଟିରେ ମିଶିଛି ।

Chandrayaan 3
ଚନ୍ଦ୍ରପୃଷ୍ଠରେ ପାଦ ଥାପିଲା ଭାରତ; ସଫଳତା ପଛରେ ରହିଛି କେଉଁ ମହିଳାଙ୍କ ହାତ, ଜାଣନ୍ତୁ..

ଇତିହାସ ରଚିଛି ଭାରତ। ଜହ୍ନ ରାଇଜରେ ଦେଶ ନାଁ ଲେଖିଛି। ଚନ୍ଦ୍ରପୃଷ୍ଠରେ ଉଡ଼ିଛି ତ୍ରିରଙ୍ଗା। ଇସ୍ରୋର ମିଶନ ଚନ୍ଦ୍ର ସଫଳ ହେବା ପରେ ପ୍ରତି ଭାରତୀୟ ଗର୍ବରେ କୁଣ୍ଡେ ମୋଟ ହୋଇଯାଉଛନ୍ତି। ୪ ବର୍ଷ ତଳେ ଇସ୍ରୋ ସଫଳତାର ଅତି ନିକଟରେ ପହଞ୍ଚି ଫେଲ ମାରିଥିଲା। କିନ୍ତୁ ଏବେ...

Chandrayaan 3
ମିଶନ ଚନ୍ଦ୍ରୟାନ-୩ ସଫଳତା ପଛର ସୁପର୍‌ ହିରୋ

ଜହ୍ନରେ ଭାରତ ଲେଖିଲା ନାଁ । ଇତିହାସ ରଚିଲା ଚନ୍ଦ୍ରୟାନ-୩ । ସାରା ଦେଶର ନଜର ଥିଲା ଇସ୍ରୋର ତୃତୀୟ ମୁନ୍ ମିଶନ ଉପରେ । ଆଉ ସମସ୍ତଙ୍କ ଆଶା, ଅପେକ୍ଷା ଓ ଉତ୍କଣ୍ଠାକୁ ଚରିତାର୍ଥ କରି ସଫଳତାର ସହ ଚନ୍ଦ୍ରପୃଷ୍ଠରେ ସଫ୍ଟଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର୍ ।

Chandrayaan 3
ଏମିତି ଦିଶୁଛି ଜହ୍ନମାମୁର ଘର; ବିକ୍ରମ ପଠାଇଲା ପ୍ରଥମ ଫଟୋ

ତେବେ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଲ୍ୟାଣ୍ଡିଂ ପରେ ସାମ୍ନାକୁ ଆସିଛି ଆଉ କିଛି ଫଟୋ ଯେଉଁଥିରେ ରୋଭର ପ୍ରଜ୍ଞାନ ଲ୍ୟାଣ୍ଡର ବିକ୍ରମରୁ ବାହାରକୁ ଆସୁଥିବା ଦେଖାଯାଉଛି ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।