• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Lord Jagannath
ସାଂଘାତିକ ସ୍ଥିତିରେ ଶ୍ରୀମନ୍ଦିର ନାଟମଣ୍ଡପ

ସାଂଘାତିକ ସ୍ଥିତିରେ ଶ୍ରୀମନ୍ଦିର ନାଟମଣ୍ଡପ । ଯେକୌଣସି ମୁହୂର୍ତ୍ତରେ ଘଟିପାରେ କିଛି ବି ଅଘଟଣ..

Learner License
ଏଣିକି ଘରେ ବସି ପାଇପାରିବେ ଡ୍ରାଇଭିଂ ଲାଇସେନ୍ସ

ଘରେ ବସି ଅନଲାଇନ୍‌ରେ ପରୀକ୍ଷା ଦେଇ ପାଇପାରିବେ ଡ୍ରାଇଭିଂ ଲାଇସେନ୍ସ, ଜାଣନ୍ତୁ କେମିତି?

Education
ଅଧ୍ୟାପକଙ୍କ ପାଠ ପଢାରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ

ଅଧ୍ୟାପକଙ୍କ ପାଠ ପଢାରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ । ଅନଲାଇନ୍‌ ଫିଡବ୍ୟାକ୍‌ ବ୍ୟବସ୍ଥାରେ ଉଚ୍ଚଶିକ୍ଷା ବିଭାଗକୁ ଅଭିଯୋଗ

Independence Day Celebration
ଦେଶଠୁ ବିଦେଶ..ସବୁଠି ଫରଫର ଉଡିଲା ତ୍ରିରଙ୍ଗା

ଦେଶଠୁ ବିଦେଶ..ସବୁଠି ଫରଫର ଉଡିଲା ତ୍ରିରଙ୍ଗା । ଖାଲି ପବନରେ ନୁହେଁ ବରଂ ପାଣି ଭିତରେ ବି ଉଡିଲା ପତାକା

Atharnala Heritage Project
ପୁରୀର ପ୍ରବେଶ ପଥ ଅଠରନଳାର ଏ କି ଅବସ୍ଥା?

ଦଳ ଭର୍ତ୍ତି, ପଚା ପାଣି । ପୁରୀର ପ୍ରବେଶ ପଥ ଅଠରନଳାର ଏ କି ଅବସ୍ଥା?

Atharnala Heritage Project
ଅସ୍ତିତ୍ୱ ହରାଇବନି ତ ଶ୍ରୀକ୍ଷେତ୍ର ପୁରୀର ଅଠରନଳା ?

ଦଳ ଭର୍ତ୍ତୀ..ପଚା ପାଣି..ପୁରୀର ପ୍ରବେଶ ପଥ ଅଠରନଳାର ଏ କି ଅବସ୍ଥା ? ଜଗନ୍ନାଥ ଧାମର ଅନ୍ୟତମ ପରିଚୟ ସ୍ଥଳରେ ଚାଲିଛି କି ପ୍ରକାର ସୌନ୍ଦର୍ଯ୍ୟକରଣ ?

Independence Day Celebration
ସମୁଦ୍ରରୁ ଆକାଶ, ଦେଶରୁ ବିଦେଶ ସବୁଠି ଉଡ଼ିଲା ତ୍ରିରଙ୍ଗା

ଖାଲି ପବନରେ ନୁହେଁ, ଆଜି ପାଣିରେ ବି ଫରଫର ଉଡ଼ିଛି ତ୍ରିରଙ୍ଗା। ଖାଲି ଦେଶ ଭିତରେ ନୁହେଁ, ବିଦେଶରେ ବି ଶୁଭିଛି ଜୟ ହେ ଧ୍ୱନୀ। ୭୭ତମ ସ୍ୱାଧୀନତା ଦିବସ ଅବସରରେ ପାଣି ଭିତରେ ତ୍ରିରଙ୍ଗା ଉଡ଼ାଇଛନ୍ତି ଭାରତୀୟ ତଟରକ୍ଷୀ ବାହିନୀର ବୀର ଯବାନ।

Learner License
ଆଉ ଯିବାକୁ ପଡ଼ିବନି RTO ଅଫିସ୍; ଘରେ ବସି ପାଇପାରିବେ ଲର୍ଣ୍ଣିଂ ଲାଇସେନ୍ସ

ଘରେ ବସି ଅନଲାଇନରେ ପରୀକ୍ଷା ଦେଇ ହାତେଇ ପାରିବେ ଡ୍ରାଇଭିଂ ଲର୍ଣ୍ଣିଂ ଲାଇସେନ୍ସ। ବଦଳାଇ ପାରିବେ ଗାଡ଼ିର ମାଲିକାନାସ୍ୱତ୍ୱ। କାରଣ ଭିଜିଟଲେସ୍ ହେବ ରାଜ୍ୟର ପରିବହନ ସମ୍ପର୍କିତ ସେବା।

AI Anchor Lisa
ଭାରତର ପ୍ରଥମ AI ଆଙ୍କର ଭାବେ ଲିସା ଗାଇଲେ ଜାତୀୟ ସଙ୍ଗୀତ

ସମୁଦ୍ରରୁ ଆକାଶ, ଦେଶରୁ ବିଦେଶ । ଆଜି ସବୁଠି ଶୁଭିଛି ଭାରତର ଜୟଧ୍ୱନି । ଓଟିଭିର ଏ.ଆଇ. ଆଙ୍କର ଲିସା ବା ଏଥିରୁ କେମିତି ବାଦ୍ ପଡ଼ିବେ ।

Weather News, Land Slide
ପାହାଡ଼ି ରାଜ୍ୟରେ ପ୍ରକୃତି ପ୍ରହାର

ପ୍ରଳୟ ରଚୁଛି ବାଦଲଫଟା ବର୍ଷା । ପାହାଡ଼ରୁ ମାଡ଼ି ଆସୁଛି ପ୍ରବଳ ବେଗରେ ପାଣିର ସୁଅ । ସାମ୍ନାରେ ଯାହା ଆସିଲା ଭସାଇନେଉଛି । ମାଡ଼ି ଅତଡ଼ା ତଳେ ଅନେକ ଜୀବନ ଆଶଙ୍କା । ହିମାଚଳରେ ବାଦଲ ଫଟା ବର୍ଷାରେ ସବୁ ଛାରଖାର

Odisha Politics
ରାଜ୍ୟରେ ହେବ ଆଗୁଆ ଭୋଟ୍ ?

ରାଜ୍ୟରେ ହେବ ଆଗୁଆ ଭୋଟ୍ ? ବିଜେଡି ଓ ବିଜେପି ମଧ୍ୟରେ ବାକ୍ୟଯୁଦ୍ଧ.. ସାଂଗଠନିକ ସ୍ତରରେ ବିଜେଡିର ବ୍ୟାପକ ପ୍ରସ୍ତୁତି ଓ ଲୋଭନୀୟ ସ୍କିମକୁ ନେଇ ସବୁଠି ଚର୍ଚ୍ଚା..

Dengue In Odisha
ଡେଙ୍ଗୁ ହବ୍ ରାଜଧାନୀ, ଟେଷ୍ଟିଂ ମେସିନ୍ ଅଚଳ

ଡେଙ୍ଗୁ ହବ୍ ପାଲଟିଛି ରାଜଧାନୀ ଭୁବନେଶ୍ୱର । ହୁ ହୁ ହୋଇ ବଢିଯାଇଛି ରୋଗୀଙ୍କ ସଂଖ୍ୟା... ସେପଟେ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ଟେଷ୍ଟିଂ ମେସିନ୍ ଅଚଳ..

Digital
ଡାଟା ଲିକକୁ ରୋକିବ 'ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ୍'

ଏଣିକି ସୁରକ୍ଷିତ ରହିବ ଆପଣଙ୍କ ଡିଜିଟାଲ ଡାଟା । ଡାଟା ଲିକ୍ କୁ ରୋକିବ 'ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ୍'

Indian Army
ପାକିସ୍ତାନ ଜେଲ୍‌ରେ ବନ୍ଦୀ ଓଡ଼ିଆ

ଭାରତ ମାଆର ସୁଯୋଗ୍ୟ ସନ୍ତାନ ଆନନ୍ଦ ପତ୍ରୀ । ଷାଠିଏ ଦଶକରୁ ଆଜିଯାଏଁ ପାକିସ୍ତାନରେ ଯୁଦ୍ଧବନ୍ଦୀ ଭାବେ ଜୀବନ କାଟୁଛନ୍ତି । ୧୯୬୨ ଭାରତ-ଚୀନ ଓ ୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧ ଲଢ଼ିଛନ୍ତି..

Har Ghar Triranga
ସବୁଠି ଉଡ଼ିବ ତ୍ରିରଙ୍ଗା

ହାତରେ ସ୍ୱାଧୀନ ଭାରତର ଗର୍ବ ଓ ଗୌରବର ପ୍ରତୀକ ତ୍ରିରଙ୍ଗା । ମୁହଁରେ ଭାରତ ମାତାର ଜୟ ଜୟକାର । ସମସ୍ତଙ୍କ ମଧ୍ୟରେ ଅଦ୍ଭୁତ ଉତ୍ସାହ ଓ ଉଦ୍ଦୀପନା । ସ୍ୱାଧୀନତା ଦିବସ ପୂର୍ବରୁ ତ୍ରିରଙ୍ଗାରେ ରଙ୍ଗିନ ଗାଁଠୁ ସହର । ଉପାନ୍ତରୁ ଉପକୂଳ ସବୁଠି ରଙ୍ଗୀନ କାର୍ଯ୍ୟକ୍ରମ..

Draupadi Murmu
ରାଷ୍ଟ୍ରପତିଙ୍କ ଦେଶବାସୀଙ୍କୁ ବାର୍ତ୍ତା; ‘ଭାରତୀୟ’ ଆମର ଅସଲ ପରିଚୟ..

ଦେଶର ୭୭ତମ ସ୍ୱାଧୀନତା ଦିବସ ପୂର୍ବରୁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Dengue In Odisha
ଡେଙ୍ଗୁ ହବ୍ ସାଜିଲାଣି ଭୁବନେଶ୍ୱର; ହୁ ହୁ ବଢୁଛି ରୋଗୀ ସଂଖ୍ୟା

ରାଜ୍ୟରେ କେବଳ ଭୁବନେଶ୍ୱରରୁ ବାହାରିଛନ୍ତି ୫୦ ପ୍ରତିଶତରୁ ଅଧିକ ଡେଙ୍ଗୁ ରୋଗୀ।

Odisha Politics
ଗଳିକନ୍ଦିରୁ ପାୱାର୍ କରିଡର୍ ଯାଏଁ ‘ଆଗୁଆ ନିର୍ବାଚନ’ ଚର୍ଚ୍ଚା

ଗଳି କନ୍ଦିରୁ ଚା' ଖଟି..ରାଜନେତାଠୁ ପାୱାର୍ କରିଡର୍..ସବୁଠି ସମସ୍ତଙ୍କ ମନରେ, ଏବେ କେବଳ ଦୁଇଟି ପ୍ରଶ୍ନ । ବିଧାନସଭାକୁ ଭାଙ୍ଗି ଆଗୁଆ ନିର୍ବାଚନକୁ ଯିବେ କି ନବୀନ ? ବିଜେପି-ବିଜେଡି ଭିତରେ କିଛି ବୁଝାମଣା ହେବାକୁ ଯାଉଛି କି ?

impoverished student crack NEET
ଡାକ୍ତର ବନିବାର ସ୍ବପ୍ନ ଆଗରେ ହାର୍ ମାନିଛି ଦାରିଦ୍ର୍ୟ

କେନ୍ଦ୍ରାପଡ଼ାର ଶୁଭଲକ୍ଷ୍ମୀ ଓ ମୟୂରଭଞ୍ଜର ଜାମ୍ବିମଣୀ । ଜଣଙ୍କ ବାପା ଫେରିବାଲା, ଆଉ ଜଣଙ୍କ ମାଆ ରୋଷେୟା ।

Bar Raid
ଆଗରୁ ଶୋଇଥିଲା, ଏବେ ଉଠିଲା ! ଅଧ ରାତିରେ ବାର ଉପରେ ରେଡ୍‌ ମାରୁଛି ଅବକାରୀ ଟିମ୍‌

ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପରେ ପଶିଲା ଚେତା । ଆକ୍ସନ ମୋଡରେ ଅବକାରୀ ବିଭାଗ । ବାରରେ ନାବାଳିକାଙ୍କ ନିୟୋଜନ ନେଇ ରାଜଧାନୀରେ ଘନ ଘନ ଚଢ଼ାଉ ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।