• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

One nation one election
ଜୋର୍‌ ଧରୁଛି ଆଗୁଆ ନିର୍ବାଚନ ଚର୍ଚ୍ଚା ! ଏକକ ନିର୍ବାଚନ ପାଇଁ ଗଠନ ହେଲା ସ୍ୱତନ୍ତ୍ର କମିଟି

‘ୱାନ୍ ନେସନ, ୱାନ ଇଲେକ୍ସନ’ ବା ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସ୍ତାବ ଉପରେ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଗଠନ କରିଛନ୍ତି କମିଟି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି କମିଟିର ମୁଖ୍ୟ ରହିବେ।

Ind Vs Pak
Asia Cup 2023: ବର୍ଷା ଧୋଇଦେବ ଭାରତ-ପାକ୍‌ ମ୍ୟାଚ୍‌ର ମଜା...!

ଧୋଇ ଯାଇପାରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌ । ଦର୍ଶକଙ୍କ ସବୁ ଆଶା ଫସର ଫାଟି ଯାଇପାରେ । କାରଣ କାଲି ମ୍ୟାଚ୍‌ରେ ୬୭ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Parliament Session
ହଠାତ୍‌ କାହିଁକି ପାର୍ଲାମେଣ୍ଟର ସ୍ପେଶାଲ ସେସନ୍‌ ଡକାଗଲା?

ହଠାତ୍‌ କାହିଁକି ପାର୍ଲାମେଣ୍ଟର ସ୍ପେଶାଲ ସେସନ୍‌ ଡକାଗଲା? ୧୮ରୁ ୨୨ ପର୍ଯ୍ୟନ୍ତ ଚାଲିବ ସ୍ୱତନ୍ତ୍ର ଅଧିବେଶନ । ମାତ୍ର ୫ ଦିନର ଅଧିବେଶନରେ ନିଆଯିବ କି କିଛି ବଡ ନିଷ୍ପତ୍ତି?

Prisoners
ବିଚାରଧୀନ ବନ୍ଦୀଙ୍କ ଗୋଡରେ ଲାଗିବ GPS ଟ୍ରାକର

ଏଦୀ ରାଜି ହେଲେ ଗୋଡ଼ରେ ଲାଗିବ GPS ଟ୍ରାକିଂ । ଜେଲ୍‌ରେ କଏଦୀଙ୍କ ସଂଖ୍ୟା ବୃଦ୍ଧି ଚାପରୁ ମୁକ୍ତି ପାଇବା ହେଉ ବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାର ପାଳନ । ୭ବର୍ଷରୁ କମ୍ ଜେଲ ଦଣ୍ଡାଦେଶ ପାଇବାକୁ ଥିବା ବିଚାରାଧୀନ ବନ୍ଦୀଙ୍କୁ କାରାଗାରରୁ ଛାଡ଼ ପାଇଁ ଜେଲ୍ ବିଭାଗ ରାଜ୍ୟ...

Fake Brand Garments
ଅସଲ ବ୍ରାଣ୍ଡ୍‌ ନାଁରେ ଚାଲିଥିଲା ନକଲି ଡ୍ରେସ୍‌ ବେପାର

ପ୍ୟାଣ୍ଟସାର୍ଟରେ ଭର୍ତ୍ତି ଘର । ପୂରା ଛିନଛତର ଭାବରେ ଖେଳାଇ ହୋଇ ପଡିଛି ଡ୍ରେସ୍‌...ଅସଲ ବ୍ରାଣ୍ଡ୍‌ ନାଁରେ ଚାଲିଥିଲା ନକଲି ଡ୍ରେସ୍‌ ବେପାର

Odisha Politics, BJD
ବ୍ଲକ୍‌ ଉପାଧ୍ୟକ୍ଷ ପଦକୁ ନେଇ ସରଗରମ ଦିଗପହଣ୍ଡି ରାଜନୀତି

ବ୍ଲକ୍‌ ଉପାଧ୍ୟକ୍ଷ ପଦକୁ ନେଇ ସରଗରମ ଦିଗପହଣ୍ଡି ରାଜନୀତି । ମୁହାଁମୁହିଁ ହେଲେ ବିଜେଡି ବନାମ ବିଜେଡି ଗୋଷ୍ଠୀ..ପାଟିମୁଣ୍ଡ ସହ ହେଲା ପୋଡାଜଳା

Jaga Mission
ଆମକୁ ପଟ୍ଟା ଦରକାର..ଜାଗା ମିଶନକୁ ନେଇ ହରଡଘଣାରେ ସରକାର

ଜାଗା ମିଶନକୁ ନେଇ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ । ଶାସକ ଦଳ ବିରୋଧରେ ବଢୁଛି ବିରୋଧ । କାହିଁକି ନା କେଉଁଠି ମାଗି ମାଗି ଦେଇ ନାହାନ୍ତି ହେଲେ ଆଉ କେଉଁଠି ଦଖଲ ଠାରୁ ବି ଢେର ଅଧିକା ଦେଇଛନ୍ତି । ଯାହାକୁ ଦେଇ ନାହାନ୍ତି...

Fake Brand Garments
ନକଲି ଜିନ୍ସରେ ଅସଲି ବ୍ରାଣ୍ଡର ଲୋଗୋ; ମାଡ଼ି ବସିଲା ପୋଲିସ..

ଘର ଭର୍ତ୍ତି ପ୍ୟାଣ୍ଟ୍ ସାର୍ଟ । ପୁଳାପୁଳା ରେଡିମେଡ୍ ଗାର୍ମେଣ୍ଟ । ସବୁ ଛିନଛତ୍ର ଅବସ୍ଥାରେ ଖେଳେଇ ହୋଇପଡ଼ିଛି । ଏହା କୌଣସି ସୋରୁମ୍ ନୁହେଁ କି କପଡା ଦୋକାନ ନୁହେଁ । ଅସଲି ନାଁରେ ନକଲି ମାଲ୍ ବିକୁଥିବା କପଡା ଶୋରୁମର ଚୋରା ଗୋଦାମ ।

Jaga Mission
ମୁଖ୍ୟମନ୍ତ୍ରୀଙ୍କର ଫଟୋ ଲଗାଇ ବାହା ବାହା ନେବେ ବୋଲି ଭାବିଥିଲେ..ହେଲେ ସବୁ ଫସଲ ଫାଟିଗଲା

ଜାଗା ମିଶନକୁ ନେଇ ବଢୁଛି ଅଡୁଆ, ହରଡଘଣାରେ ସରକାର । ଯେଉଁଠି ଲାଗିଛି ମୁଖ୍ୟମନ୍ତ୍ରୀଙ୍କ ଜାଗା ମିଶନର ପୋଷ୍ଟର, ସେଠି ଜାଗା ମିଶନର ନାଁ ଗନ୍ଧ ହିଁ ନାହିଁ । ଯେଉଁଥିପାଇଁ ଲାଗି ରହିଛି ଅସନ୍ତୋଷ ।

Plus 3 Admission
ଆଡମିସନ୍ ଶେଷ, ତଥାପି ଡିଗ୍ରୀ କଲେଜରେ ସିଟ୍ ଫାଙ୍କା

ଜେନେରାଲ ଷ୍ଟ୍ରିମ୍‌ରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ । ପ୍ରଥମ ପର୍ଯ୍ୟାୟ ଆଡମିଶନ୍ ପରେ ବି ଯୁକ୍ତ ତିନିରେ ଖାଲି ପଡିଛି ଲକ୍ଷ ଲକ୍ଷ ସିଟ୍ । ବୈଷୟିକ ଶିକ୍ଷା ଆଡ଼କୁ ଢଳୁଛନ୍ତି କି ଛାତ୍ରଛାତ୍ରୀ ?

Prisoners
କଏଦୀ ଯାଉଛି କୁଆଡ଼େ, କରୁଛି କଣ ? ଏଣିକି ଗୋଡ଼ରେ ଲାଗିବ ଜିପିଏସ୍ ଟ୍ରାକିଂ

୭ବର୍ଷରୁ କମ୍ ଜେଲ ଦଣ୍ଡାଦେଶ ପାଇବାକୁ ଥିବା ବିଚାରାଧୀନ ବନ୍ଦୀଙ୍କୁ କାରାଗାରରୁ ଛାଡ଼ ପାଇଁ ଜେଲ୍ ବିଭାଗ ରାଜ୍ୟ ସରକାରଙ୍କୁ ଦେଇଛି କଏଦୀଙ୍କ ଗୋଡ଼ରେ GPS ଟ୍ରାକିଂ ଲାଗୁ ପ୍ରସ୍ତାବ ।

Parliament Session
୧୮ରୁ ବସିବ ସଂସଦର ସ୍ୱତନ୍ତ୍ର ଅଧିବେଶନ; ଟ୍ୱିଟ୍‌ ଯୋଗେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସୂଚନା

ସେପ୍ଟେମ୍ବର ୧୮ରୁ ୨୨ ଯାଏଁ ଚାଲିବ ସ୍ୱତନ୍ତ୍ର ଅଧିବେଶନ । ୫ଟି କାର୍ଯ୍ୟଦିବସରେ ଚାଲିବ ଲୋକସଭା ଓ ରାଜ୍ୟସଭା ଅଧିବେଶନ ।

Rakhi Purnima
ତିଥି ଦ୍ୱନ୍ଦ୍ୱରେ ରକ୍ଷାବନ୍ଧନ ପାଳିତ

ଶୁଭ ଅଶୁଭ ଓ ମଙ୍ଗଳ ଅମଙ୍ଗଳର ଦ୍ୱନ୍ଦ୍ୱ ଭିତରେ ସାରା ଦେଶରେ ପାଳିତ ହୋଇଛି ରକ୍ଷାବନ୍ଧନ । ଭାଇ ହାତରେ ରେଷମ ଡୋରୀ ଟିଏ ବାନ୍ଧି ଭଉଣୀ ଶୁଭ ମନାସିବା ସହ ନିଜର ସୁରକ୍ଷା କାମନା କରିଛି..

Prafulla Samantra
ପ୍ରଫୁଲ୍ଲ ସାମନ୍ତରାଙ୍କୁ କିଏ ଓ କାହିଁକି ଉଠାଇ ନେଇଥିଲେ ?

ରାୟଗଡ଼ାରୁ ଉଠାଇନେଲେ ବ୍ରହ୍ମପୁର ଘରେ ଆଣି ଛାଡ଼ିଲେ । ହାତ ମୁହଁ ବାନ୍ଧି ହୋଟେଲ ରୁମରେ ଟେକି ନେଇଗଲେ । ପ୍ରଫୁଲ୍ଲ ସାମନ୍ତରାଙ୍କୁ କିଏ ଓ କାହିଁକି ପ୍ରାୟ ୬ ଘଣ୍ଟା ଗାୟବ କଲେ..?

Gas Politics
କମିଲା ରନ୍ଧନ ଗ୍ୟାସ ଦର, ତେଜିଲା ରାଜନୀତି

ବିଜେଡିର ମହିଳା ଭୋଟ୍ ବ୍ୟାଙ୍କକୁ ଚେକ୍ ଦେବ କି କେନ୍ଦ୍ରର ନିଷ୍ପତ୍ତି ? କମିଲା ରନ୍ଧନ ଗ୍ୟାସ ଦର । ରାଜ୍ୟରେ ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଉଜ୍ଜ୍ୱଳା ସଂଯୋଗ..

Drought
୧୧ ଜିଲ୍ଲାରେ ଆସନ୍ନ ମରୁଡ଼ି !

ଶ୍ରାବଣରେ ଚାଷୀ କାନ୍ଦୁଛି, ଧାନ କ୍ଷେତ ତ୍ରାହି ତ୍ରାହି ଡାକୁଛି । ଜମି ଫାଟି ଆଁ କରିଛି । ଦିନେ ଦୁଇଦିନ ଭିତରେ ବର୍ଷା ନହେଲେ ମରୁଡ଼ି ନିଶ୍ଚିନ୍ତ..

Jaga Mission
ଜାଗା ମିଶନରେ ଫର୍ମ-୨ ଦ୍ୱନ୍ଦ୍ୱ

ଜାଗା ମିଶନରେ ଫର୍ମ-୨ ପରେ ସର୍ଭେକୁ ନେଇ ଦ୍ୱନ୍ଦ୍ୱ । ଡ୍ରୋନ୍ ସର୍ଭେକୁ ନେଇ ପ୍ରଶ୍ନ ଉଠାଇଲେ ହିତାଧିକାରୀ..

Crimes In Odisha
ସିପି ମାଗିଲେ CCTV ଲିଙ୍କ୍

ରାଜଧାନୀରେ ଅପରାଧ ନିୟନ୍ତ୍ରଣ ପାଇଁ ପଦକ୍ଷେପ । ସିପି ମାଗିଲେ CCTV ଲିଙ୍କ୍ । ଆଇପି ଆଡ୍ରେସ୍ ପୋଲିସକୁ ଦେବାପାଇଁ କମିଶନରଙ୍କ ଅନୁରୋଧ..

Solar Mission Aditya-L1
ମିଶନ ଆଦିତ୍ୟ ପାଇଁ ଚୁଡାନ୍ତ ମହାପ୍ରସ୍ତୁତି

ସୂର୍ଯ୍ୟ ଅଭିଯାନ ପାଇଁ ସରିଲା ସଜବାଜ । ମିଶନ ଆଦିତ୍ୟ ପାଇଁ ଚୁଡାନ୍ତ ମହାପ୍ରସ୍ତୁତି । ଲଞ୍ଚ୍ ପ୍ୟାଡ୍ ରେ ତୟାର ବିଶାଳ PSLV ରକେଟ୍..

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।