ଡୋପ୍ ଟେଷ୍ଟରେ ବିଫଳତାରୁ ଆଥଲେଟିକ୍ ଜଗତରୁ ୪ ବର୍ଷ ବାସନ୍ଦ ହେବା ପରେ ଓଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି ଦୌଡ଼ରାଣୀ ଦୂତୀ ଚାନ୍ଦ । ସେ କହିଛନ୍ତି- ଜାଣିଶୁଣି କୌଣସି ନିଷିଦ୍ଧ ଔଷଧ ସେବନ କରିନି ।
ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ । ନିଜ ଜନ୍ମଦିନରେ ନିଜ ଖବର କାଗଜରେ ଜନ୍ମଦିନ ଅନୁଚିନ୍ତା ଲେଖାକୁ ନେଇ ଝଡ଼ ସୃଷ୍ଟି ହୋଇଥିଲା ।
ତେବେ କିଏ ଏହି ଭାସ୍କର ସାହୁ ? ବ୍ୟବସ୍ଥା ବିରୋଧରେ ଅସନ୍ତୋଷ ପ୍ରକାଶ କରି ଏହି ପ୍ରତିବାଦ କି ? କାଳିମାଡ଼ ପଛର ଅସଲ କାରଣ କ’ଣ ? ତାଙ୍କୁ କିଏ ବ୍ୟବହାର କରିନି ତ ? ମାଇଲେଜ୍ ନେବା ପାଇଁ କାଳିମାଡ଼ ପ୍ରାୟୋଜିତ ନୁହେଁ ତ ?
୨୦ ବର୍ଷର ଯୁବକଙ୍କ ପେଟରେ ରହିଥିଲା ବ୍ଲେଡ୍, ସେଫ୍ଟି ପିନ୍ ଓ କ୍ଲିପ୍ । ପେଟରେ ଭିଷଣ ଯନ୍ତ୍ରଣା ହେବାରୁ ଡାକ୍ତର କହିଲେ ତୁରନ୍ତ ଅପରେସନ୍ ଦରକାର । ତା’ପରେ..
ଫିଲ୍ମ ସୁଟିଂ ପରେ ପୋଷ୍ଟ ପ୍ରଡକସନରେ ଏହି ସାଉଣ୍ଡ ସୃଷ୍ଟି କରାଯାଇଥାଏ ଏବଂ ଏହା ପଛରେ ଥିବା କଳାକାରଙ୍କୁ କୁହାଯାଏ ଫଲି ଆର୍ଟିଷ୍ଟ । କହିବାକୁ ଗଲେ ଫିଲ୍ମକୁ ଜୀବନ୍ୟାସ ଦେଇଥାନ୍ତି ଫଲି ଆର୍ଟିଷ୍ଟ ।
ଏଣିକି ଶବଦାହ ପାଇଁ ନା ଦରକାର ହେବ କାଠ ନା ବିଜୁଳି । CNG ଜାଳିବ ଶବ । ଓଡ଼ିଶାରେ ପ୍ରଥମ କରି ରାଜଧାନୀର ଖଣ୍ଡଗିରି ଧର୍ମବିହାର ଠାରେ ଆଜି ପ୍ରାକୃତିକ ଗ୍ୟାସ ଆଧାରିତ ଏଭଳି ଅତ୍ୟାଧୁନିକ ଶବଦାହ ଗୃହର ଶୁଭାରମ୍ଭ ହୋଇଛି ।
ତଥ୍ୟ କହୁଛି ଦେଶର ବିଭିନ୍ନ ବ୍ୟାଙ୍କରେ ପଡ଼ିରହିଛି ୪୫ ହଜାର କୋଟିରୁ ଅଧିକ ଟଙ୍କାର ଦାବି ବିହୀନ ଡିପୋଜିଟ୍ । ଯାହାକୁ ଜମା ରଖିଥିବା ଗ୍ରାହକ ହୁଅନ୍ତୁ ବା ସେମାନଙ୍କ ସମ୍ପର୍କୀୟ ସେମାନଙ୍କୁ ଫେରାଇବାକୁ କରାଯିବ ଉଦ୍ୟମ ।
ସହିଦ୍ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କୁ ଝୁରିଝୁରି ଗୁରୁତର ଅସୁସ୍ଥ ହୋଇ ପଡିଥିବା ତାଙ୍କ ମା ସୁନ୍ଦରୀ ଖୁଣ୍ଟିଆଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି।
ମାହାଙ୍ଗାର ଦଶମ ଶ୍ରେଣୀ ଛାତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ ପଛରେ କିଏ ? ନାବାଳିକାଟି ଆତ୍ମହତ୍ୟା କଲା ନା ରାଜନେତାଙ୍କୁ ଢାଲ କରି ମାରିଦିଆଗଲା ? ଆଜିକୁ ଠିକ୍ ଦୁଇ ମାସ ତଳର ସମ୍ବେଦନଶୀଳ ମାମଲାର ସତ କାହିଁକି ସାମ୍ନାକୁ ଆଣୁନି ପୋଲିସ ?
ଗ୍ରୁପ୍ A ମେଡିକାଲ ଅଫିସର୍ ନିଯୁକ୍ତି ପାଇଁ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ(OPSC) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଚନ୍ଦ୍ରପୃଷ୍ଠର ୨ଟି ଭିଡିଓ ପଠାଇଲା ଚନ୍ଦ୍ରାୟନ-୩ । ଭିଡିଓ କଏଦ କରିଛି ଲ୍ୟାଣ୍ଡରରେ ଲାଗିଥିବା କ୍ୟାମେରା । ସେଥିରେ ସ୍ପଷ୍ଟ ଦିଶୁଛି ଯେ ଚନ୍ଦ୍ରପୃଷ୍ଠର ଅସଂଖ୍ୟ ଗହ୍ୱର ରହିଛି ।
ଦୁଇ ପୋଷା କୁକୁରଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଲଢ଼େଇ ଭୟଙ୍କର ରୂପ ନେଇଛି । ଦୁଇ କୁକୁର ପରସ୍ପରକୁ ଭୁକିବା ସହ ଆକ୍ରମଣ କରିବାରୁ ସେମାନଙ୍କ ମାଲିକମାନଙ୍କ ମଧ୍ୟରେ ପାଟିତୁଣ୍ତ ଲାଗିଲା । ଶେଷରେ କୁକୁର ଲଢ଼େଇକୁ ନେଇ ଗୁଳିମାଡ଼ ମଧ୍ୟ ହୋଇଛି । ଗୁଳିମାଡ଼ରେ ୨ ଜଣଙ୍କ...
ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ମେଟ୍ରୋ ପ୍ରକଳ୍ପକୁ ନେଇ କଟାକ୍ଷ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଏହାର ଦିନକ ପରେ ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପର ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ ବା DPR ସାମ୍ନାକୁ ଆଣିଥିଲେ ରାଜ୍ୟ ସରକାର ।
୧୫/୧୬ ବର୍ଷ ବୟସର ନାବାଳିକାଟିଏ ଆଜି ଯେଭଳି ପ୍ରାଣ ହରାଇଲା ମାହାଙ୍ଗା ଅଞ୍ଚଳରେ, ୨ ମାସ ପରେ ଚେତା ପଶିଛି ପୋଲିସର । ପୋଲିସ ଦପ୍ତରଠୁ ପଲିଟିକାଲ୍ ମୈଦାନ ଯାଏଁ ହୁଲସ୍ତୁଲ ହେବା ପରେ ଆରମ୍ଭ ହୋଇଛି ଖୋଳତାଡ଼ ।
ଯୁଆଡ଼େ ଦେଖିବ, ସେଆଡ଼େ ଡେଙ୍ଗୁ । ଭୁବନେଶ୍ୱରରୁ ବଲାଙ୍ଗିର, ପୁରୀରୁ ବାଲେଶ୍ୱର ସବୁଠି ଆତଙ୍କ ମଚାଇଲାଣି ହୁ ହୁ ବଢୁଥିବା ଡେଙ୍ଗୁ ଜ୍ୱର । ରାଜଧାନୀ ଭୁବନେଶ୍ୱରରେ ଅଣାୟତ୍ତ ହେବା ପରେ ଏବେ ରାଜ୍ୟର ଅନ୍ୟ ଅଞ୍ଚଳକୁ ଡେଇଁଛି ଡେଙ୍ଗୁ।
ପାକିସ୍ତାନ, ବାଂଲାଦେଶ ଓ ନେପାଳ ଏସିଆ କପ୍ ପାଇଁ ନିଜ ଦଳ ଘୋଷଣା କରିସାରିଥିବା ବେଳେ ଭାରତ ଓ ଶ୍ରୀଲଙ୍କା ଏବେଯାଏଁ ଦଳ ଘୋଷଣା କରିନାହାନ୍ତି ।
ମଣିଷ ପ୍ରକୃତି ମଲେ ବଦଳେ । ୧୦ ବର୍ଷ ଜେଲ ଦଣ୍ତ ଭୋଗିବା ପରେ ବି ସୁଧୁରିଲାନି ମଣିଷରୂପି ରାକ୍ଷସ ।
ଓଡ଼ିଶା ପରିବେଶ ସମିତି ଏଵଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯକ୍ରମ ଆୟୋଜନ କରାଯାଇଛି।
ନିଜସ୍ୱ ସ୍କିମ୍ ମାଧ୍ୟମରେ ଭୋଟ୍ ଟାଣିବାକୁ ବିଜେଡିର ଉଦ୍ୟମ । ଏଣିକି କେନ୍ଦ୍ର ଅବହେଳା ନୁହେଁ ବରଂ ବିକାଶର ବାର୍ତ୍ତା ନେଇ ଲଢିବ ଦଳ
୨୦୨୪ରେ ପୁଣି ଲାଲକିଲ୍ଲା ଫେରିବାର ଦମ୍ଭୋକ୍ତି, ନାଁ ନେଇ ବିରୋଧୀଙ୍କୁ ପଲିଟିକାଲ ସର୍ଜିକାଲ ଷ୍ଟ୍ରାଇକ୍…