କାବୁକୁ ଆସୁନି ଡେଙ୍ଗୁ । ଗତବର୍ଷ ତୁଳନାରେ ୫୦ ପ୍ରତିଶତ ବଢ଼ିଗଲାଣି ଡେଙ୍ଗୁ ପଜିଟିଭ୍ କେସ୍ ସଂଖ୍ୟା । କ୍ୟାପିଟାଲ୍ ହସ୍ପିଟାଲରେ ପ୍ରତିଦିନ ବାହାରୁଛନ୍ତି ୬୦-୭୦ ଡେଙ୍ଗୁ ପଜିଟିଭ୍..
ସାରା ଦେଶର ଅପେକ୍ଷା ବୁଧବାର ସନ୍ଧ୍ୟାକୁ । ଅଗଷ୍ଟ ୨୩ ସନ୍ଧ୍ୟା ୫ଟା ୪୫ରେ ଅବତରଣ ପ୍ରକ୍ରିୟା ଆରମ୍ଭ ହେବ । ସାରା ଦେଶରେ ବଢୁଛି ଉତ୍କଣ୍ଠା..
ହେଲିକପ୍ଟରରେ 5T ସଚିବଙ୍କ ଗସ୍ତକୁ ନେଇ ଘନେଇଲା ବିବାଦ । ବ୍ଲକରୁ ବ୍ଲକରୁ ଗଲେ ବି ବ୍ୟବହାର ହେଉଛି ହେଲିକପ୍ଟର..
ବିଜେପିର ଟପ୍ ନେତା, ସବୁ ଦମ୍ ଲଗାଇବା ପରେ ବି କିଭଳି ରାହୁଲ ଗାନ୍ଧିଙ୍କୁ ସଂସଦ ଆସିବା ଉପରେ ରୋକ ଲଗାଇପାରି ନାହାଁନ୍ତି, ତାକୁ କାର୍ଟୁନ୍ ମାଧ୍ୟମରେ ଭିଡିଓରେ ଦର୍ଶାଇଛି କଂଗ୍ରେସ ।
ରାଜଧାନୀ ଦିଲ୍ଲୀରେ ଲୋମଟାଙ୍କୁରା କାଣ୍ଡ..ସ୍ନେହ, ଶ୍ରଦ୍ଧା ଆଉ ବିଶ୍ୱାସରେ ଅଙ୍କଲ୍ ଡାକୁଥିବା ଝିଅ ସହ ଆଜି ଯାହା ଘଟିଯାଇଛି, ନା କେହି କଳନା କରିଥିବେ ନା କେହି ସ୍ୱପ୍ନରେ ଭାବିଥିବେ ।
ଉତ୍ସାହ..ଉତ୍କଣ୍ଠା..ଉତ୍ସୁକତା..ସାରା ଦେଶର ଅପେକ୍ଷା ବୁଧବାର ସନ୍ଧ୍ୟା ୬ଟା ୪ ବେଳର ଚନ୍ଦ୍ରୟାନ ମୁହୂର୍ତ୍ତକୁ । ତେଣେ ଜହ୍ନ ରାଇଜରେ ବି ଦକ୍ଷିଣ ମେରୁ ବିଜୟ ପାଇଁ ପାଗ ଭିଡ଼ି ସାରିଲାଣି ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର୍ ।
ରାଜଧାନୀର ନୟାପଲ୍ଲୀ, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ୟୁନିଟ୍-୯ ଓ ସହିଦ ନଗର ଅଞ୍ଚଳ ପାଲଟିଛି ଡେଙ୍ଗୁ ହଟସ୍ପଟ୍ । ଦିନକୁ ଦିନ ଡେଙ୍ଗୁ ସ୍ଥିତି ଅଣାୟାତ୍ତ ହେଉଥିବାରୁ କ୍ୟାପିଟାଲ ହସ୍ପିଟାଲ ଉପରେ ବଢ଼ୁଛି ଚାପ ।
ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ଦଳର ଭରପୂର ଉଦ୍ୟମ । ବିଜେଡି ସରକାରଙ୍କ ସ୍କିମ୍ ବନାମ ବିଜେପିର ମତଦାତା ସଚେତନତା ଅଭିଯାନ । କଂଗ୍ରେସ ବି ଯୁବକଙ୍କୁ ଟ୍ରେନିଂ ଦେଇ କରିବ ନିର୍ବାଚନ ପାଇଁ ପ୍ରସ୍ତୁତ କରିବ ।
ମୁଣ୍ଡ ମାଗୁଛନ୍ତି ଜେଲର ମ୍ୟାଡାମ୍ । ତା’ପୁଣି ଜୀବନ୍ତ କିମ୍ବା ମୃତ । କଣ୍ଟାବାଞ୍ଜି ଜେଲ୍ ମୁଖିଆଙ୍କ ସହ ଜଣେ ଦଲାଲର ଏଭଳି ବାର୍ତ୍ତାଳପର ଅଡ଼ିଓ, ସୋସିଆଲ୍ ମିଡିଆରେ ଘୂରି ବୁଲୁଛି । ଯାହାକୁ ନେଇ ଡୋରଦାର ଚର୍ଚ୍ଚା ହୋଉଛି ।
ହେଲିକପ୍ଟରରେ 5T ସଚିବଙ୍କ ଗସ୍ତକୁ ନେଇ ଘନେଇଲା ବିବାଦ । ବ୍ଲକରୁ ବ୍ଳକ୍ ଗଲେ ବି ଗାଡ଼ି ବଦଳରେ ବ୍ୟବହାର ହେଉଛି ହେଲିକପ୍ଟର । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଭଳି ପୁରା କାରକେଡ୍ ସହିତ ଗସ୍ତ କରୁଛନ୍ତି 5T ସଚିବ ।
ହାତ ନଥାଉ ପଛେ, ଉଡ଼ିବାର ସ୍ୱପ୍ନ ଦେଖିଛନ୍ତି । ଗୋଡ଼ ନଥାଉ ପଛେ ଦୌଡ଼ିବାର ଦମ୍ଭ ରଖିଛନ୍ତି । ଦିନେ IAS ଅଫିସର୍ ହେବେ ଆଉ ବାପାମାଆଙ୍କ ସ୍ୱପ୍ନ ସାକାର କରିବେ । ସମାଜ ପାଇଁ ପ୍ରେରଣା ସାଜିବେ ।
ଜଣେ ସମର୍ଥନ ଦେବ ଯଦି... ଆମେ ତ କାହାକୁ ସମର୍ଥନ ଦେଇନୁ । ଆମ ଉପରେ ପ୍ରେସର ନାହିଁ, ପୂରା ଫ୍ରୀରେ କାମ କରୁଛି । ଜନତା ଅଛନ୍ତି...ବିଜେପି ଏଥର ସରକାର କରିବ: ମନମୋହନ ସାମଲ, ବିଜେପି ରାଜ୍ୟ ସଭାପତି
କାନ୍ଦିକାନ୍ଦି ପାଗଳୀ ହୋଇଗଲାଣି ମାଆ । ତୁନି କରିବା ମଣିଷ ବି ତାଙ୍କ ଲୁହ ପୋଛିବାକୁ ସାହସ କରିପାରୁନି । ଏପଟେ ମାଆ କାନ୍ଦୁଛି, ସେପଟେ ମାଆର କାନ୍ଦ ଶୁଣି ପୁଅର ଆଖିରୁ ବି ଝରି ଯାଉଛି ଲୁହ । କିନ୍ତୁ କାହା ପାଖରେ କିଛି କରିବାର ଉପାୟ...
ମଲା ସେମାନେ କାହୁଁ ଜାଣିବେ ସହିଦ୍ କିଏ? ନା ଶୁଣିବା ମାତ୍ରେ ଜିନ୍ଦାବାଦ ପକାଇବାର କଥା..ସିଏ ଯିଏ ହେଉ । ହେଲେ ନାରଣ ଏଇଠି କାହା ନାଁରେ ଜିନ୍ଦାବାଦ ପଡୁଛି ଟିକେ କାନପାରି ଶୁଣିଲୁ
ସ୍କୁଲରେ ଥିଲା ପ୍ୟାରେଣ୍ଟ୍ସ-ଟିଚର ମିଟିଂ । ପୂର୍ବ ରାତିରେ ବାପା-ମାଆଙ୍କୁ ଟ୍ୟୁସନ୍ କଲା କୁନି ପୁଅ । କହିଲା, କହିବନି ମୁଁ କୁକିଜ୍ ଖାଏ...କହିବ ସ୍କୁଲରୁ ଆସି ଖେଚୁଡ଼ି ଖାଏ, ପରେ ଶୋଇ ପଡ଼େ ।
ନଈରେ କୁମ୍ଭୀର ଆତଙ୍କ । ଲୋକ ଦେଖିବା ମାତ୍ରେ ଲୁଚିଯାଉଛି...ଛପି ଛପି ଶିକାର କରୁଛି । ଜାଲୁଆ ମାଛ ଧରିବା ବେଳେ କୁମ୍ଭୀର ଦେଖିବା ପରେ ଏବେ ଭୟରେ ଲୋକେ ।
ସୈାର ସିଂହ ମାସ ଶ୍ରାବଣ (ଶୁଦ୍ଧ)ଶୁକ୍ଳପକ୍ଷ। ଇଂରାଜୀରେ ୨୦ ତାରିଖ ରବିବାର । ଚନ୍ଦ୍ର-କନ୍ୟା ଅହୋରାତ୍ର, ତିଥି – ୪ର୍ଥୀ ରାତ୍ରି ୧୨.୨୨ ଗତେ ୫ ମୀ, ଘାତ ଚନ୍ଦ୍ର- ବୃଷ ରାଶି ର ଅହୋରାତ୍ର, ଘାତ ବାର – ମେଷ, ପୁଷ୍କର ଦୋଷ – ୧ ପାଦ କୃଷିହାନି...
ସୈାର ସିଂହ ମାସ ଶ୍ରାବଣ (ଶୁଦ୍ଧ)ଶୁକ୍ଳପକ୍ଷ। ଇଂରାଜୀରେ ୨୦ ତାରିଖ ରବିବାର । ଚନ୍ଦ୍ର-କନ୍ୟା ଅହୋରାତ୍ର, ତିଥି – ୪ର୍ଥୀ ରାତ୍ରି ୧୨.୨୨ ଗତେ ୫ ମୀ, ଘାତ ଚନ୍ଦ୍ର- ବୃଷ ରାଶି ର ଅହୋରାତ୍ର, ଘାତ ବାର – ମେଷ, ପୁଷ୍କର ଦୋଷ – ୧ ପାଦ କୃଷିହାନି...
ବର୍ତ୍ତମାନ ସମୟରେ ଯୁବପିଢ଼ି ସୋସିଆଲ ମିଡିଆରେ ନିଜକୁ ଏମିତି ହଜେଇ ଦେଉଛନ୍ତି ଯେ ଭୁଲ୍ ଠିକ୍ର ବିଚାର କରିପାରୁନାହାନ୍ତି ।
ଲୌହ ଦାନବଠୁ କିଭଳି ସୁରକ୍ଷିତ ରହିବେ ଗଜରାଜ ? କ’ଣ କଲେ ରେଳ ଧାରଣାରେ ଯିବନି ହାତୀଙ୍କ ଜୀବନ ?