ଗମାଙ୍ଗ ପରିବାରଙ୍କ ସମେତ କିଛି ପୂର୍ବତନ ବିଧାୟକ ମଧ୍ୟ ୨୪ ନିର୍ବାଚନ କଂଗ୍ରେସ ଟିକେଟ୍ରୁ ଲଢିବାକୁ ଆଗ୍ରହୀ ଥିବା ଜଣାପଡ଼ିଛି ।
ସାରା ବିଶ୍ୱ ଦେଖିବ ଭାରତୀୟ ସେନା ବାହିନୀର ଶକ୍ତି ଓ ସାମର୍ଥ୍ୟ । ୭୭ତମ ସ୍ୱାଧୀନତା ଦିବସ ପାଳନ ଲାଗି ଦେଶର ରାଜଧାନୀ ଦିଲ୍ଲୀରେ ଜୋରସୋରରେ ଚାଲିଛି ପ୍ରସ୍ତୁତି ।
ଆଜି ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶରେ ସଶସ୍ତ୍ର ବିଦ୍ରୋହୀମାନେ ଚୀନ୍ ଇଞ୍ଜିନିୟର୍ମାନଙ୍କର ଗାଡ଼ି ଉପରେ ଆକ୍ରମଣ କରିଥିବା କଥା ‘ଦି ବାଲୋଚିସ୍ତାନ୍ ପୋଷ୍ଟ୍’ ରିପୋର୍ଟ କରିଛି।
ବେଆଇନ୍ ପୋଷ୍ଟର ମାରି ସୌନ୍ଦର୍ଯ୍ୟ ନଷ୍ଟ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେଲା BMC । ଉଭୟ ଅନୁଷ୍ଠାନକୁ ୫୦ ହଜାର ଟଙ୍କା ଲେଖାଏଁ ଫାଇନ୍ କଷିଲା ବିଏମସି ।
ଲାଲବାହିନୀର ଗୁପ୍ତ ଆଡ୍ଡାର ଭଣ୍ଡାଫୋଡ୍..ନକ୍ସଲ ସଂଗଠନର ସାମ୍ରାଜ୍ୟ ଉପରେ ବଡ଼ ହମଲା..ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ..ସୁରକ୍ଷାକର୍ମୀଙ୍କ ହାତରେ ଲାଗିଛି ମାଓ ସାମଗ୍ରୀ । ନା ଗଣି ହେଉଛି, ନା ବାରି ହେଉଛି।
ଶୁଭଲକ୍ଷ୍ମୀ ସୁଇସାଇଡ୍ ପରେ ଚେଇଁଲା ଅବକାରୀ ବିଭାଗ ଓ ପୋଲିସ । ନାବାଳିକାଙ୍କୁ ଖଟାଉଥିବା ୧୮ଟି ବାର୍ ଉପରେ ଚଢ଼ଉ ପ୍ଲାନ୍ ।
କେଉଁଠି ଶିକାରୀ ମାରୁଛି..କେଉଁଠି କାଳ ହେଉଛି ଟ୍ରେନ, ତ ପୁଣି କେଉଁଠି ଘାତକ ସାଜୁଛି ବିଦ୍ୟୁତ୍ ଆଘାତ..ସଂକଟରେ ଗଜରାଜ। ତଥ୍ୟ କହୁଛି, ରାଜ୍ୟରେ ଗତ ୫ ବର୍ଷରେ ହାତୀ-ମଣିଷ ଲଢ଼େଇରୁ ୪୦୬ ହାତୀଙ୍କ ଜୀବନ ଗଲାଣି।
ଚକାଚକ୍ ପରିବେଶ, ସୁନ୍ଦର ସାଜସଜା । ବାହାରୁ ଦେଖିଲେ ଯେତିକ ମନୋରମ, ଭିତରେ ପ୍ରବେଶ ପରେ ଦୃଶ୍ୟ ଆଶାଠୁ ବି ଅଧିକ ଆକର୍ଷଣୀୟ । ଆମେ କହୁଛୁ, ନବ ନିର୍ମିତ କଟକ ନେତାଜୀ ବସ ଟର୍ମିନାଲ CNBTରେ ଲୋକାର୍ପଣ ଅପେକ୍ଷାରେ ଥିବା ଆହାର କେନ୍ଦ୍ର କଥା ।
ପଞ୍ଚାୟତ ନିର୍ବାଚନ ବେଳେ ପଶ୍ଚିମବଙ୍ଗରେ ଦେଖାଯାଇଥିବା ହିଂସାକାଣ୍ଡ ପ୍ରସଙ୍ଗ ଆଜି ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପଶ୍ଚିମବଙ୍ଗର କ୍ଷମତାସୀନ ମମତା ବାନାର୍ଜୀଙ୍କ ଟିଏମସି ପଞ୍ଚାୟତ ନିର୍ବାଚନ ବେଳେ ରକ୍ତର ଖେଳ ଖେଳିଥିଲା ବୋଲି ମୋଦି ଅଭିଯୋଗ କରିଛନ୍ତି।
ଅଶାନ୍ତ ରାଜଧାନୀ। ଦିନ ଦି’ ପହରରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୪ ଦୁର୍ବୃତ୍ତ। ରାଜଧାନୀ ଭୁବନେଶ୍ୱର ଛାତି ଉପରେ ଘଟିଛି ଏପରି ରକ୍ତ ରଞ୍ଜିତ ଘଟଣା।
କହି କହି ଭାଇ ଭଲ ବାଟକୁ ଫେରିଲାନି ଭାଇ । ସବୁବେଳେ ନିଶାରେ ଚୁର ରହି ଠିକ୍ଭୁଲ୍ ଜାଣି ପାରିଲାନି । ଭାଇକୁ ଭଲ ବାଟକୁ ଫେରାଇ ଆଣିବା ପାଇଁ ନିଜ ଜୀବନ ହାରିଦେଲା ଭଉଣୀ ।
କାହା ପାଇଁ ଆତ୍ମହତ୍ୟା କରିଛନ୍ତି ଶୁଭଲକ୍ଷ୍ମୀ ? ପୁରୁଷ ବନ୍ଧୁଙ୍କ ମୋବାଇଲ୍ ସିଜ୍ କରିଛି ପୋଲିସ୍ । ମୃତ୍ୟୁ ପଛର କାରଣ ନେଇ ପୋଲିସର ତନାଘନା..
ଚମତ୍କାରଠୁ କମ୍ ନୁହେଁ। ଆଖି ବନ୍ଦ ଅଛି, ହେଲେ ଛୁଇଁକି କହି ଦେଉଛନ୍ତି କେଉଁଟା କେଉଁ ରଙ୍ଗର। ଆଖିରେ ପଟିବାନ୍ଧି ବାଇକ୍ ଓ ସାଇକେଲ ମଧ୍ୟ ଚଳାଉଛନ୍ତି। ହେଲେ ଏସବୁ ଯାଦୁ ନୁହେଁ ଶିକ୍ଷା..
ଡିଏନଏ ରିପୋର୍ଟ ଆଣିଲା ବ୍ରହ୍ମପୁରର କେ ଦୀପିକା ଓ କେ ଦିନେଶ ମାମଲାରେ ଟ୍ୱିଷ୍ଟ । ରିପୋର୍ଟରେ ସ୍ପଷ୍ଟ ହେଲା ସନ୍ତାନ କାହାର ? ଏବେ ଦୀପିକାଙ୍କୁ ଆପଣାଇବେ ଦିନେଶଙ୍କ ପରିବାର..?
ରାଜ୍ୟରେ ବଢ଼ିଚାଲିଛି ନକଲି ଶିକ୍ଷକଙ୍କ ତାଲିକା । ନକଲି ସାର୍ଟିଫିକେଟ ଦେଇ 5T ସ୍କୁଲରେ ଚାକିରୀ । କେମିତି ନକଲି ଶିକ୍ଷକମାନେ ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଚାକିରି କଲେ ? ନିଯୁକ୍ତି ସମୟରେ କିଭଳି ଯାଞ୍ଚ ହେଉଥିଲା ?
ଯୁବ ଭୋଟ ହାତେଇବାକୁ ଶାସକ ଦଳର ଭରପୁର ପ୍ରୟାସ। ନୂଆ ଓଡ଼ିଶା ସ୍କିମରେ ଖର୍ଚ୍ଚ ହେବ ୩୮୫ କୋଟି । ସ୍ପୋର୍ଟ୍ସ ପରେ ଏବେ ଦକ୍ଷତା ବିକାଶକୁ ଗୁରୁତ୍ୱ..
ଲାଲବାହିନୀ ଗୁଳିରେ ଟଳିପଡ଼ିଲେ ସିଆରପିଏଫ୍ ଯବାନ । ମାଓବାଦୀ ଓ ସିଆରପିଏଫ୍ ଯବାନଙ୍କ ମଧ୍ୟରେ ଲଢେଇରେ ସହିଦ ହୋଇଛନ୍ତି ଓଡ଼ିଆ ଯବାନ ସନ୍ତୋଷ କୁମାର ଖୁଣ୍ଟିଆ। ସୁଶାନ୍ତଙ୍କ ଛାତିରେ ବାଜିଥିଲା ଗୁଳି..
ହଟିବ ବ୍ରିଟିଶ ଅମଳ ଆଇନ୍। ଆଉ ଚଳିବନି ବ୍ରିଟିଶ ଅମଳର ଫୌଜଦାରୀ ଆଇନ୍। ଭାରତୀୟ ଦଣ୍ଡବିଧି ଆଇନରେ ହେବ ବ୍ୟାପକ ପରିବର୍ତ୍ତନ..
କିଏ ଦ୍ୱିତୀୟ ଶ୍ରେଣୀରେ ପଢୁଛି ତ ଆଉ କିଏ ଯୁକ୍ତ ୨ ରେ । କିନ୍ତୁ ଏମାନେ କେହି କାହାଠୁ କମ୍ ନୁହଁନ୍ତି ।
ଦୀପିକାଙ୍କ ୩ ବର୍ଷର ଲଢ଼େଇରେ ଆସିଲା ବଡ଼ ଟୁଇଷ୍ଟ । ତାଙ୍କ ଗର୍ଭଜାତ ସନ୍ତାନ ଦିନେଶଙ୍କ ବୋଲି ଦର୍ଶାଇଲା DNA ରିପୋର୍ଟ । ଦିନେଶ ଏବେ ଆପଣାଇବେ ନା ଚାଲିବ ଆଇନଗତ ଲଢ଼େଇ ?