ଆଜିକୁ ୨ ଦିନ ହେଲା, ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅକସ୍ମାତ ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ୍ ହେବାରେ ଲାଗିଛି । ଆଉ ଅଜଣା ସୂତ୍ରରୁ ଆସିଥିବା ସେହି ଟଙ୍କାକୁ ଉଠାଇବା ପାଇଁ ଗ୍ରାହକଙ୍କ ମଧ୍ୟରେ ଲାଗିଛି ଧାଁ ଧପଡ଼ ।
‘ଇଣ୍ଡିଆ’ର ନାଁ ବଦଳାଯାଇ ‘ଭାରତ’ ରଖାଗଲେ ଏଥିରେ ସମ୍ମତି ଦେବାରେ ମିଳିତ ଜାତିସଂଘ (UN)ର କୌଣସି ଆପତ୍ତି ନାହିଁ। G20 ସମ୍ମିଳନୀରେ ଯୋଗ ଦେବାକୁ ଦିଲ୍ଲୀ ଆସିଥିବା ମିଳିତ ଜାତିସଂଘର ମହାସଚିବକଙ୍କ ମୁଖ୍ୟ ମୁଖପାତ୍ର ଷ୍ଟିଫେନ ଡୁଜାରିକ ଏହି କଥା କହି
ରୂପା ଥାଳିରେ ଖାଇବେ ଖାସ୍ ଅତିଥି । ଆସନ୍ତୁ ଜାଣିବା ଆଜିର ମେନ୍ୟୁରେ କ’ଣ ରହିଛି..
5T ସଚିବଙ୍କ ଜିଲ୍ଲା ଗସ୍ତ ବିବାଦ ପରେ ଏବେ ପ୍ରଚାରଧର୍ମୀ ପୋଷ୍ଟରକୁ ନେଇ ରାଜନୈତିକ ଝଡ଼ । ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଲାଗିଥିବା ପାଣ୍ଡିଆନଙ୍କ ଷ୍ଟିକରକୁ ନେଇ ମୁହାଁମୁହିଁ ହୋଇଛନ୍ତି ଛାତ୍ର ବିଜେଡି ଓ ଏବିଭିପି । ପାଣ୍ଡିଆନଙ୍କ ପଲିଟିକାଲ୍ ପ୍ରମୋସନ ପାଇଁ ଚାରିଆଡ଼େ ପୋଷ୍ଟର ମରାଯାଉଥିବା ଚର୍ଚ୍ଚା...
କେଉଁ ଦଳରୁ ଲଢିବେ ସୁରଙ୍କ ପୁଅ ମନ୍ମଥ । ନିଷ୍ପତ୍ତିକୁ ନେଇ ବାପା-ପୁଅଙ୍କ ମଧ୍ୟରେ କଥା କଟାକଟି । ପୁଅ କହୁଛନ୍ତି କଂଗ୍ରେସରୁ ଲଢିବିନି । ବାପା କହୁଛନ୍ତି ଯଦି ଲଢିବୁ କଂଗ୍ରେସରୁ । ଏଣେ ବାପାଙ୍କ ସହ କଥାବାର୍ତ୍ତା ହୋଇନି, ଯଦି ମୋ ଆକଳନ ଭୁଲ ତେବେ...
ଦିନକ ପରେ ନୂଆଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି ଦୁଇ ଦିନିଆ G-20 ରାଷ୍ଟ୍ରଗୋଷ୍ଠୀ ବୈଠକ । ଏହି ଶିଖର ସମ୍ମିଳନୀ ଲାଗି ନୂଆଦିଲ୍ଲୀରେ ପହଞ୍ଚୁଛନ୍ତି ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଓ ଅନ୍ୟ ନିମନ୍ତ୍ରିତ ଅତିଥି । ଯେଉଁଥି ପାଇଁ ଏବେ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ଦିଲ୍ଲୀ ମହାନଗରୀ...
ବିଜ୍ଞାପନ ଓ ବାସ୍ତବତା, ୟା ଭିତରେ ଯେମିତି ଆକାଶପାତାଳ ତଫାତ୍ । ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ନେଇ ପ୍ରତିଦିନ କୋଟି କୋଟି ଟଙ୍କା ବ୍ୟୟରେ ଖବରକାଗଜମାନଙ୍କରେ ପ୍ରକାଶିତ ବିଜ୍ଞାପନକୁ କେବଳ ପ୍ରଚାରସର୍ବସ୍ୱ ବୋଲି ବିରୋଧୀ ସିଧାସଳଖ ଅଭିଯୋଗ ଆଣୁଥିବାବେଳେ ବିଜେଡି ତାର ଜବାବ ରଖିଛି । ହେଲେ ଗ୍ରାଉଣ୍ଡ ଜିରୋରେ...
ଭୁବନେଶ୍ୱର ଉପକଣ୍ଠ ଡେରାସ୍ ଅଞ୍ଚଳରେ ସରକାର ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମିଲିଭଗତରେ ଚାଲିଥିବା ଜମି ଜବରଦଖଲର ବଡ଼ ଖୁଲାସା । ଡେରାସ୍ କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ପୋତି ଫାର୍ସହାଉସ୍ ତିଆରି କରାଯାଇଥିଲା । ଯାହାର ସତକୁ ମାଟି ଖୋଳି ସାମ୍ନାକୁ ଆଣିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ବିବାହ ଯୋଗ୍ୟା ଝିଅଟିଏ, ପରିବାର ଲୋକଙ୍କ ନିଷ୍ପତ୍ତି ବିରୋଧରେ ପ୍ରେମ ବିବାହ କରିବାରୁ ରାଗ ଓ ଅଭିମାନରେ ଝିଅ ପାଇଁ ଶୁଦ୍ଧି ହୋଇ ଗଲେ ଆତ୍ମୀୟ ଓ ଜ୍ଞାତି କୁଟୁମ୍ବ । ଏହି ଘଟଣା କେନ୍ଦ୍ରାପଡ଼ା ଆଳି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ନୂଆଦିଲ୍ଲୀର ପ୍ରଗତି ମୈଦାନରେ ପ୍ରସ୍ତୁତ ଭାରତ ମଣ୍ଡପମରେ ଏକାଠି ହେବେ ବିଶ୍ୱର ୨୦ରୁ ଅଧିକ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ।
ମନ୍ମଥଙ୍କ ବୟାନ ପରେ ସୁରଙ୍କ ଘରେ ଆରମ୍ଭ ହୋଇଛି ରାଜନୈତିକ ହାଇଡ୍ରାମା । ଛିଡୁନି ନିର୍ବାଚନ ଲଢିବାର ଅଙ୍କ । ବାପା ପୁଅଙ୍କ ମତମତାନ୍ତରକୁ ନେଇ ବଢୁଛି ଦ୍ୱନ୍ଦ୍ୱ ।
ଗୋଟେ ପଟେ ବିବାହ, ଅନ୍ୟପଟେ ଶୁଦ୍ଧିକ୍ରିୟା । ଏପଟେ ବେଦି ଉପରେ ଯିଏ କନ୍ୟା ବେଶରେ ବସିଛି, ତାରି ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳିର ପର୍ବ ।
SHG ହିତାଧିକାରୀଙ୍କୁ ବାଧକ ସାଜିଛି ପିଛିଲା ଲୋନ୍ । ଗ୍ରାଉଣ୍ଡ ଜିରୋରେ ବଢୁଛି ଅସନ୍ତୋଷ ।
ଭାଦ୍ରବରେ ବର୍ଷାକୁ ଅନେଇଛି ଭଦ୍ରକ । ଜମି ଫାଟି ଆଁ କଲାଣି, ରୁଆ ଧାନ ଜଳି ଯାଉଛି । ପ୍ରଥମେ ବୈତରଣୀ ବଢିରେ ଚାଷ ଧୋଇଗଲା, ଆଉ ଏବେ ଅନାବୃଷ୍ଟି ଦାଉ ସାଧିଛି ।
ଚେନ୍ରେ ବନ୍ଧା ବଢ଼ିଲା ଝିଅ । କାରଣ ବେଡି ନପଡ଼ିଲେ ସେ କୁଆଡ଼େ ଚାଲିଯିବ । ସେଥିପାଇଁ ବଢିଲା ଝିଅର ଗୋଡ଼ରେ ବେଡି ପକାଇ ରଖୁଛନ୍ତି ପରିବାର ଲୋକେ । ଯେଉଁ ବୟସରେ ଖେଳକୁଦ କରିବାକଥା, ସେହି ସମୟରେ ଘରର ଚାରି କାନ୍ଥ ଭିତରେ ଜୀବନ ବିତାଉଛି କୁନିଝିଅ...
ଛେଳି ପାଇଁ ଟ୍ରେନ୍ ଟିକେଟ୍ କାଟି ପ୍ରଶଂସା ସାଉଁଟୁଛନ୍ତି ମହିଳା । ଟିଟିଇ ବି ହୋଇଗଲେ ଆଶ୍ଚର୍ଯ୍ୟ, ଆଉ କହିଲେ..
ନୃଶଂସ ସ୍ୱାମୀ । ଯୌତୁକ ପାଇଁ ସ୍ତ୍ରୀର ଜୀବନକୁ ବାଜିରେ ଲଗାଇଦେଲା ।
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲାରେ ଜାରି ରହିଛି ବର୍ଷା। କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇଛି।
ଯୋଗୀଙ୍କ ସାନ ଭାଇ ଶୈଳେନ୍ଦ୍ର ବିଷ୍ଟ କିଛିଦିନ ତଳେ ସୁବେଦାର ମେଜର୍ ପଦବୀକୁ ପଦୋନ୍ନତି ପାଇଛନ୍ତି ।
ରୋହିତ ଶର୍ମା, କ୍ରିକେଟ ଜଗତର ଏତ ଚର୍ଚ୍ଚିତ ତଥା ସଫଳ ନାମ । ଭାରତୀୟ କ୍ରିକେଟର ଅନ୍ୟତମ ମହାରଥୀ । ହେଲେ ୨୦୧୧ ବିଶ୍ୱକପ ସ୍କ୍ୱାଡରୁ ବାଦ୍ ପଡ଼ିଥିଲେ ରୋହିତ, ଏବେ ତାଙ୍କ ନେତୃତ୍ୱରେ ୨୦୨୩ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ଖେଳିବ ଭାରତୀୟ ଟିମ ।