ଆଜିକୁ ୩୭ ବର୍ଷ ତଳେ ଏକ ପ୍ଲେନ ହାଇଜାକ୍ ଘଟଣାରେ ପ୍ରାଣ ହରାଇଥିଲେ ନିର୍ଜା ଭାନଟ୍ । ନିଜର ସାହାସିକତା ଓ ବୁଦ୍ଧି ବଳରେ ଅନେକ ଲୋକଙ୍କୁ ବିପଦ ମୁହଁରୁ ବଞ୍ଚାଇଥିଲେ ।
ସିମ୍ କାର୍ଡ ବିକ୍ରି ପାଇଁ ଆସିଲା ନୂଆ ନିୟମ । ଯେ କେହି ଚାହିଁଲେ ବିକି ପାରିବେନି । କେବଳ ପଞ୍ଜୀକୃତ ବିକ୍ରେତାଙ୍କୁ ମିଳିବ ସିମ୍ କାର୍ଡ ବିକ୍ରି ଅନୁମତି ।
ରାଷ୍ଟ୍ରପତିଙ୍କ ପ୍ରେରିତ ପତ୍ରରେ ଆଗରୁ ଲେଖାଯାଉଥିଲା ପ୍ରେସିଡେଣ୍ଟ୍ ଅଫ୍ ଇଣ୍ଡିଆ । ହେଲେ ଜି-ଟ୍ୱେଣ୍ଟି ଆମନ୍ତ୍ରଣ ପତ୍ରରେ ଲେଖାଯାଇଛି ପ୍ରେସିଡେଣ୍ଟ୍ ଅଫ୍ ଭାରତ ।
ପ୍ରେମିକାର କଥା ଶୁଣି ପ୍ରେମିକର ଉଡ଼ିଗଲା ହୋସ୍ । ତା’ପରେ..
ଇଣ୍ଡିଆ ନାଁ ଇଂରେଜମାନେ ଦେଇଛନ୍ତି । ତେଣୁ ଏବେ ଭାରତ ରଖାଯାଉ । ଭାରତ ନାଁ ରଖାଗଲେ ଗର୍ବ ଅନୁଭବ ହେବ । ଆମେ ଭାରତୀୟ, ଆମକୁ ଭାରତ ନାଁ ଦରକାର ବୋଲି କହିଛନ୍ତି ସେହୱାଗ ।
ସମ୍ବିଧାନର ଧାରା ୧ ରେ ରହିଛି ଯେ ଇଣ୍ଡିଆ ହିଁ ଭାରତ । ଉଭୟ ହିଁ ଆମ ଦେଶର ନାମ ।
ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି ।
ନେପାଳ ଟିମ୍ ବ୍ୟାଟିଂ କରୁଥିବା ବେଳେ ଷ୍ଟାଡିୟମରେ ନେପାଳୀ ଗୀତ ବାଜୁଥିଲା । ଏହି ଗୀତରେ ବିରାଟ କୋହଲି ବେଶ୍ ନିଆରା ଅନ୍ଦାଜରେ ନାଚୁଥିବାର ଦେଖିବାକୁ ମିଳିଥିଲା ।
ଛାତ୍ର ରାଜନୀତିରୁ କାଉନସିଲର..ସାତସାତ ଥରର ବିଧାୟକ । ପୂରା ଦକ୍ଷିଣ ଓଡ଼ିଶାରେ ଥିଲା ତାଙ୍କର ଦବଦବା..ଅବର୍ତ୍ତମାନକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ନେତା ଓ ସମର୍ଥକ
ବର୍ଷିୟାନ୍ ନେତା । କାନ୍ଦବୋବାଳିରେ ଫାଟି ପଡିଲା ପୂରା ଦିଗପହଣ୍ଡି । ସୂର୍ଯ୍ୟଙ୍କ ଅନ୍ତିମ ବିଦାୟ ଦେଖିବାକୁ ଉପସ୍ଥିତ ଥିଲେ ଶହଶହ ଲୋକ
ବଢ଼ୁଛି ବଜ୍ର ବିପତ୍ତି । ଯାଉଛି ଜୀବନ । ରାଜ୍ୟ ସରକାରଙ୍କ ତଥ୍ୟ କହୁଛି, କେବଳ ଗତକାଲି ଅପରାହ୍ନ ସାଢ଼େ ୫ଟା ସୁଦ୍ଧା ରାଜ୍ୟରେ ୬୨ ହଜାର ୩୫୦ ଥର ବିଜୁଳି ମାରିଛି ।
ଏ ନୋଟ୍ ଦେଖିଲେ ହୋସ୍ ଉଡିଯିବ । ଥାକ ମରାଯାଇଛି ଖାଲି ୫ ଶହ ଟଙ୍କିଆ ନୋଟ୍...ଅସଲି ଦେଖାଯାଉଛି ସତ ହେଲେ ଏହା ପୂରା ନକଲି
ବିଜେପିର ଟାର୍ଗେଟ୍ । କ୍ଷମତାକୁ ଆସିବା, ଅଧିକ ଲୋକସଭା ସିଟ୍ ଜିତିବା । ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ତୀବ୍ର କରିବା
ଚନ୍ଦ୍ରରେ ଶୋଇଛି ପ୍ରଜ୍ଞାନ, ଏଣେ ସୂର୍ଯ୍ୟ ଆଡ଼କୁ ଆଗେଇ ଚାଲିଛି ଆଦିତ୍ୟ-L1। ଇସ୍ରୋ ଚନ୍ଦ୍ରୟାନ-୩ର ରୋଭର୍ ପ୍ରଜ୍ଞାନକୁ ସ୍ଲିପ ମୋଡରେ ରଖିଥିବା ବେଳେ, ଆଜି ଆଦିତ୍ୟ-L1ର ପ୍ରଥମ କକ୍ଷପଥ ପରିବର୍ତ୍ତନ କରିଛି ।
ରାଜ୍ୟରେ ବଢୁଛି ଜାଲ୍ ନୋଟର କାରବାର । ଗତକାଲି ସୋନପୁରରୁ ୪୧ ଲକ୍ଷରୁ ଅଧିକ ଟଙ୍କାର ୫ଶହ ଟଙ୍କିଆ ଜାଲ୍ ନୋଟ୍ ଜବତ କରିଛି କ୍ରାଇମବ୍ରାଂଚ STF ।
ରାଜ୍ୟରେ ୩ ଦିନ ହେଲା ଆତଙ୍କ ମଚାଇଛି ବଜ୍ରପାତ। ମାରୁଛି ଘନଘନ ବିଜୁଳି-ଘଡ଼ଘଡ଼ି । ଚାଲିଯାଉଛି ବହୁ ମୂଲ୍ୟବାନ ଜୀବନ । ଗତକାଲି କେବଳ ଗୋଟିଏ ଦିନରେ ରାଜ୍ୟରେ ୧୨ ଜଣଙ୍କ ଜୀବନ ଯାଇଥିବା ବେଳେ ଗତ ୫ ବର୍ଷରେ ବଜ୍ରପାତ ନେଲାଣି ୧୭ଶହରୁ ଅଧିକ...
ନବୀନ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ବିଜେପିର ଆକ୍ସନ ପ୍ଲାନ । ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ କିଭଳି ଅଧିକରୁ ଅଧିକ ସିଟ୍ ମିଳିବ ସେଥିପାଇଁ ରୋଡ୍ ମ୍ୟାପ୍ ଉପରେ ଦଳର କୋର୍ ଟିମ୍ ବୈଠକରେ ହୋଇଛି ବିସ୍ତୃତ ଆଲୋଚନା ।
ଗଞ୍ଜାମରେ ନେତୃତ୍ବ ସଂକଟରେ ବିଜେଡି । ୨୪ ପାଇଁ ଚ୍ୟାଲେଞ୍ଜ ପାଲଟିବ ବଢୁଥିବା ଗୋଷ୍ଠୀ କନ୍ଦଳ ।
ଚାରିଆଡ଼ ଅନ୍ନା ଅମର ରହେ ନାରା ଶୁଭୁଥିଲା । ତାରି ଭିତରେ ବଡ଼ ପୁଅ ବିପ୍ଲବ ପାତ୍ର ମୁଖାଗ୍ନି ଦେବା ପରେ ପଞ୍ଚଭୂତରେ ବିଲୀନ ହୋଇଗଲେ ଗଂଜାମ ଜିଲ୍ଲାର ଅନ୍ୟତମ ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ, ପୂର୍ବତନ ବାଚସ୍ପତି ଓ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ।
ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ଷ୍ଟାଡିୟମରେ ବାଜିଲା 'ରାମ ସିୟା ରାମ' ଗୀତ ।