• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsna Mohapatra

Jyotsna Mohapatra

Editor

୧୯୯୧ ମସିହାରେ ଜନ୍ମିତ ଜ୍ୟୋତ୍ସ୍ନା ମହାପାତ୍ର ଜଣେ ଲେଖିକା ଓ ଡାଏଟିସିଆନ୍। ଖୋର୍ଦ୍ ...more

୧୯୯୧ ମସିହାରେ ଜନ୍ମିତ ଜ୍ୟୋତ୍ସ୍ନା ମହାପାତ୍ର ଜଣେ ଲେଖିକା ଓ ଡାଏଟିସିଆନ୍। ଖୋର୍ଦ୍ଧାର ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟରୁ 'ଉଦ୍ଭିଦ ବିଜ୍ଞାନ'ରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେହି ଶିକ୍ଷାନୁଷ୍ଠାନରେ 'ପରୀକ୍ଷାଗାର ସହାୟକ' ଭାବେ କାର୍ଯ୍ୟରେ ଯୋଗଦାନ। ଏହାପରେ 'ପୋଷଣ ଓ ଖାଦ୍ୟ ଉଦ୍ୟୋଗ' ବିଭାଗରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି କିମ୍ସରେ ପ୍ରଶିକ୍ଷଣ। ଏବେ ନିଜର 'ନ୍ୟୁଟ୍ରିହେଲଥ' ନାମକ ଡାଏଟିଂ କ୍ଲିନିକରେ କାର୍ଯ୍ୟରତ। ଓଡ଼ିଆ ସାହିତ୍ୟରେ ସେ ମଧ୍ୟ ଜଣେ ଯୁବଲେଖିକା।

less

Posts by Jyotsna Mohapatra

Why tea become an addiction
Nutrients: କାହିଁକି ଚା’ ପିଇବା ଏକ ନିଶା ପାଲଟିଯାଏ ?

ଆଜିକାଲି ଚା’ ଘରେ ଘରେ ପରିଚିତ। ପ୍ରତିଟି ସକାଳ ଯଦି ଚା’ରୁ ଆରମ୍ଭ ନ ହୁଏ ତେବେ ଦିନଟି ବେକାର ଲାଗେ। ଚା’ର ତ ଅନେକ ଉପକାରୀ ଗୁଣ ଅଛି, କିନ୍ତୁ ଆମେ ଯେମିତି ଭାବେ ଚା’ ପିଉ ତାହା କେତେ ଦୂର ଠିକ୍ ଜାଣିବା ପାଇଁ ପଢନ୍ତୁ।

Types and benefits of millet
Nutrients: ଅନେକ ପୋଷକରେ ଭରପୂର ମିଲେଟ୍; କୋଲେଷ୍ଟରଲ୍‌କୁ ନିୟନ୍ତ୍ରଣ କରେ, ଇମ୍ୟୁନ୍ ସିଷ୍ଟମ୍ ଠିକ୍ ରଖେ

ଆଜିକାଲି ମିଲେଟ୍‌ର ଚାହିଦା ବଢିବାରେ ଲାଗିଛି। ମିଲେଟ୍ ଖାଇବା ନେଇ ଲୋକେ ସଚେତନ ହେଉଛନ୍ତି। ତେବେ ମିଲେଟ୍ କ’ଣ ଓ ଏହାକୁ କାହିଁକି ଖାଇବା। ଏଥିରେ କେଉଁ ସବୁ ପୋଷକ ତତ୍ତ୍ୱ ଅଛି ଜାଣିବା ପାଇଁ ଆସନ୍ତୁ ପଢିବା।

How important fasting is to the body
ଶରୀର ପାଇଁ କେତେ ଜରୁରୀ ଉପବାସ

ଉପବାସ ପରମ୍ପରା ଆମ ସମାଜରେ ବହୁକାଳରୁ ରହିଆସିଛି। ଖାଲି ଆମ ସମାଜ କାହିଁକି ପ୍ରାୟ ସବୁ ସମାଜରେ ରହିଛି। ଉପବାସର କ’ଣ ଆମ ଶରୀର ଉପରେ ସତରେ କିଛି ପ୍ରଭାବ ରହିଛି? ଯଦି ରହିଛି ତେବେ ଭଲ ନା ଖରାପ? ଆସନ୍ତୁ ଜାଣିବା…

Should we adopt a modern diet?
ପାରମ୍ପରିକ ଖାଦ୍ୟାଭ୍ୟାସ ଛାଡ଼ି ଆମେ ଆଧୁନିକ ଖାଦ୍ୟାଭ୍ୟାସ ଆପଣେଇବା ଉଚିତ କି?

ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଲୋକେ ଅନେକ କିଛି ଆପଣେଇ ନେଉଛନ୍ତି। ଡାଏଟିସିଆନଙ୍କ ବିନା ପରାମର୍ଶରେ ଜିମ୍‌ ପ୍ରଶିକ୍ଷକଙ୍କ କହିବାନୁସାରେ ସେମାନେ ଯାଉଛନ୍ତି। ଆଧୁନିକ ଖାଦ୍ୟାଭ୍ୟାସକୁ ମାନି ଚଳିବାକୁ ଉଚିତ ମନେ କରୁଛନ୍ତି। ଏହା କେତେଦୂର ଠିକ୍‌ ଆସନ୍ତୁ ଜାଣିବା।

Arthritis
ଆଣ୍ଠୁ-ଗଣ୍ଠି ଦରଜରୁ ମୁକ୍ତି ପାଇବା ପାଇଁ ଅଭ୍ୟାସ କରନ୍ତୁ ଏହି ସବୁ ଖାଦ୍ୟ, ପାଖ ମାଡ଼ିବନି ଆର୍ଥ୍ରାଇଟିସ୍

ଆର୍ଥ୍ରାଇଟିସ୍ ଏକ ସାଧାରଣ ଶବ୍ଦ ହୋଇଥିଲେ ହିଁ ୧୫୦ ପ୍ରକାର ଗୁଣ ରଖିଥାଏ । ମୁଖ୍ୟତଃ ଏହା ଆମ ଅସ୍ଥି, ମାଂଶପେଶୀ ଓ ଗଣ୍ଠିସ୍ଥାନକୁ ପ୍ରଭାବିତ କରିଥାଏ ।

Vitamin C for deasesless body
ନିରୋଗ ରହିବାକୁ ଚାହୁଁଥିଲେ ନିୟମିତ ଖାଆନ୍ତୁ ଭିଟାମିନ୍ ‘ସି’

ହଠାତ୍ ବର୍ଷା ହେଲେ ବିଭିନ୍ନ ପ୍ରକାର ଭୂତାଣୁଜନିତ ରୋଗ ଦେଖାଯାଏ। ଏହା ହେବାର କାରଣ ହେଉଛି ପ୍ରକୃତିରେ ଋତୁ ପରିବର୍ତ୍ତନ ସହ ଆମ ଶରୀର ଖାପଖୁଆଇବାକୁ ସମୟ ଲାଗେ। ଏଥିପାଇଁ ଆମକୁ ଆମ ଶରୀରକୁ ସର୍ବଦା ଯେକୌଣସି ପ୍ରକାର ପାରିପାର୍ଶ୍ୱିକ ପରିବର୍ତ୍ତନ ସହ ଖାପଖୁଆଇବାକୁ ପ୍ରସ୍ତୁତ ରଖିବା ଉଚିତ।...

Superfood Kinuaa, good for health
ଅନେକ ରୋଗରୁ ଦୂରେଇ ରଖୁଥିବା ଗୋଟିଏ ସୁପର୍‌ଫୁଡ୍ - କିନୁଆ

କେବେ ଖାଇଛନ୍ତି କି କିନୁଆ? ଅନେକ ଭାବୁଥିବେ ଯେ ଏ କିନୁଆଟା ଏମିତି କି ପ୍ରକାର ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ଯେ ସେଇଟା ଜାଣିବା ଦରକାର। ତେବେ ଆସନ୍ତୁ ସେ ବିଷୟରେ ଆଲୋଚନା କରିବା।

How to take care a new mother
ନୂଆ ମା’ର ପୋଷଣ କିପରି ହେବା ଉଚିତ, ଆସନ୍ତୁ ଜାଣିବା

ଯେତେବେଳେ ଏକ ନାରୀ ନିଜ ସନ୍ତାନକୁ ଜନ୍ମଦିଏ ସେତେବେଳେ ତା’ର ଶରୀର ଭିନ୍ନ ହର୍‌ମୋନ୍‌ର କ୍ଷରଣ ହେତୁ ବହୁ ପ୍ରକାର ପରିବର୍ତ୍ତନର ସାମ୍ନା କରେ। ତେଣୁ ପ୍ରସବ ପରେ ସେ ନିଜର ମୋଟା ପଣ, କ୍ଲାନ୍ତପଣ, ଖାଦ୍ୟାଭ୍ୟାସ ସହ ଶିଶୁର ସ୍ତନ୍ୟପାନ ଆଦିକୁ ନେଇ ଚିନ୍ତିତ ରୁହେ। ତେବେ...

How to releas from acidity
ଏସିଡିଟିରୁ ଉପଶମ ପାଇଁ ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା

ଏସିଡିଟି ବା ଗ୍ୟାଷ୍ଟ୍ରିକ୍ ସମସ୍ୟାର ମୁଖ୍ୟ କାରଣ ହେଉଛି ଖାଦ୍ୟ ଖାଇବାର ସମୟ ଠିକ୍ ନ ରହିବା ବା ଅଧିକାଂଶ ସମୟ ପେଟ ଖାଲି ରହିବା। ଆଜିକାଲି ଏହି ସମସ୍ୟା ପ୍ରାୟ ଘରେ ଘରେ। ତେବେ ଏଥିରୁ କିପରି ମୁକ୍ତି ପାଇବା ଆସନ୍ତୁ ଜାଣିବା।

How to prepare whey protein in home
ଛେନା ପାଣିର ଏହି ପୋଷକ ଗୁଣଗୁଡ଼ିକ ଜାଣନ୍ତୁ

ଛେନା ପାଣିକୁ ବିଭିନ୍ନ ପ୍ରକ୍ରିୟାକରଣ କରି ଏହାର ଜଳୀୟ ଅଂଶ ନିର୍ଗତ କଲା ପରେ ଏହାକୁ ହ୍ୱେ ପ୍ରୋଟିନ୍ ପାଉଡର୍ ଭାବେ ବ୍ୟବହାର କରାଯାଏ। ବଜାରରେ ବ୍ୟବସାୟିକ ଉଦ୍ଦେଶ୍ୟରେ ବିଭିନ୍ନ କମ୍ପାନୀ ଦ୍ୱାରା ଏହି ପ୍ରୋଟିନ୍ ପ୍ରସ୍ତୁତ ହୋଇ ବିକ୍ରି ହେଉଛି। ତେବେ ଆମେ ଆଜି ଜାଣିବା ଏହି...

Diet for summer season
ଖରାଦିନ ପାଇଁ ୫ ଟି ଦରକାରୀ ଖାଦ୍ୟ

ଖରାଦିନେ ଦେହର ଜଳୀୟ ଅଂଶକୁ ନିୟନ୍ତ୍ରିତ କରିବାକୁ ବଜାରରେ ମିଳୁଥିବା ପାନୀୟଗୁଡ଼ିକ ପ୍ରକୃତରେ ଆମ ଶରୀରର ଜଳୀୟ ପରିମାଣକୁ କମ୍ କରିଦେଇଥାଏ। ଏସବୁ ପାନୀୟ ନ ପିଇ କିଛି ଉପକାରୀ ଖାଦ୍ୟ ପଦାର୍ଥ ଖାଇଲେ ଆମ ଶରୀରର ଜଳୀୟ ଅଂଶର ଆବଶ୍ୟକତାକୁ ନିୟନ୍ତ୍ରଣରେ ରଖିପାରିବା। ଏବେ ଚାଲନ୍ତୁ ଏହି...

How important breakfast
ସକାଳ ଜଳଖିଆର ବିଶେଷତ୍ୱ; କ’ଣ ଖାଇବା ଉଚିତ

ଦିନର ଭୋଜନ ସକାଳ ଜଳଖିଆରୁ ଆରମ୍ଭ ହେଉଥିବାରୁ ଏହା ଜରୁରୀ ଯେ ଏହି ଖାଇବା ପୁଷ୍ଟିକର ହେବ । ପ୍ରୋଟିନ୍, ଭିଟାମିନ୍ ବି କ୍ୟାଲ୍‌ସିୟମ୍, ଲୌହ ଓ ତନ୍ତୁ ଜାତୀୟ ଖାଦ୍ୟ ହିଁ ଆମ ଦିନଯାକର ଆବଶ୍ୟକ ପୋଷଣ ପାଇଁ ଦରକାର । ଏହା ଦ୍ୱାରା ଅତ୍ୟଧିକ ପାଚନ...

Pakhal Divas
ପଖାଳ ଭଲ କରିଦିଏ ପାକସ୍ଥଳୀ ଓ କ୍ଷୁଦାନ୍ତ୍ରର କ୍ଷତ

ଆମେ ଓଡ଼ିଆମାନେ ବାପ ଅଜା ଅମଳରୁ ପଖଆଳଭାତକୁ ନିତିଦିନିଆ ଖାଦ୍ୟ ଭାବେ ଖାଉଛେ ।

The food habits for old age
ବୟସ୍କମାନଙ୍କ ପାଇଁ ଜରୁରୀ ଖାଦ୍ୟାଭ୍ୟାସ

ବୟସ ବୃଦ୍ଧି ସହ ଧିରେ ଧିରେ ଶାରୀରିକ ସ୍ତରରେ ବିଭିନ୍ନ ପରିବର୍ତ୍ତନ ଦେଖାଯାଏ। ଏଣୁ ଏସବୁ ସହ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଖାପ ଖୁଆଇବାକୁ ହେଲେ ଆମକୁ ତାଙ୍କର ଖାଦ୍ୟପେୟ ଓ ଜରୁରୀ ପୋଷଣର ଧ୍ୟାନ ରଖିବାକୁ ପଡ଼ିବ। ଆସନ୍ତୁ ଜାଣିବା କେଉଁ କେଉଁ ଦିଗ ପ୍ରତି ଧ୍ୟାନ...

How to cure gout
ଗାଉଟ୍ ବା ଗଣ୍ଠିବାତ ଥିଲେ କ’ଣ ଖାଇବେ

ଆମେ ଆମ ଦୈନନ୍ଦିନ ଖାଦ୍ୟରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଖାଦ୍ୟସାର ସବୁ ମିଶାଇ ଖାଇବା ଉଚିତ। ଯଦି କୌଣସି କାରଣରୁ ଆମ ଖାଦ୍ୟରେ କୌଣସି ପୋଷକ ବା ନ୍ୟୁଟ୍ରିଏଣ୍ଟ୍‌ର ମାତ୍ରା କମ୍ ବେଶୀ ହେଲା ତେବେ ଆମକୁ ନାନା ଶାରୀରିକ ସମସ୍ୟା ଭୋଗିବାକୁ ପଡ଼ିବ। ସେହିପରି ଏକ ରୋଗ...

PCOD problem of women
PCOD ସମସ୍ୟା ଥିଲେ କ’ଣ ଖାଇବେ

ମହିଳାଙ୍କ ଶରୀରରେ ଯଦି ପୁରୁଷ ସେକ୍ସ ହର୍‌ମୋନ୍‌ର ମାତ୍ରା ବଢ଼ିଯାଏ ତେବେ ତାହା ସେମାନଙ୍କୁ ପ୍ରଭାବିତ କରେ। ଏହି ହର୍‌ମୋ୍‌ର ଅନିୟମିତତା କାରଣରୁ କିଛି ମହିଳାଙ୍କର ଓଭାରୀରୁ ଅଣ୍ଡା ନିର୍ଗତ ହେବା ଡେରି ହୋଇଥାଏ ବା ଓଭାରୀରେ ସିଷ୍ଟ୍‌ ହେବା କାରଣରୁ କୌଣସିଟି ବି ଅଣ୍ଡା ପକ୍ୱ ହୋଇ...

Right diet for adolescence
କିଶୋରାବସ୍ଥା ପାଇଁ କେତୋଟି ଉତ୍ତମ ଖାଦ୍ୟାଭ୍ୟାସ

ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ହେଉଛି କିଶୋରାବସ୍ଥା। ଯଦି ଆପଣଙ୍କର ପିଲାମାନେ କିଶୋରାବସ୍ଥା ଦେଇ ଗତି କରୁଛନ୍ତି ତେବେ ସେମାନଙ୍କ ଖାଦ୍ୟାଭ୍ୟାସକୁ ଆପଣ କିପରି ଶୃଙ୍ଖଳିତ ଓ ସୁସ୍ଥ କରିପାରିବେ ତାହା ଜାଣିବା ନିହାତି ଜରୁରୀ। ତେବେ ଆସନ୍ତୁ କେତେକ ଟିପ୍ସ ଉପରେ ନଜର ପକେଇବା।

5 foods that rich in protein for vegetarian
ନିରାମିଷାଶୀଙ୍କ ପାଇଁ ୫ଟି ଖାଦ୍ୟ; ଦେଇଥାଏ ସମସ୍ତ ଆବଶ୍ୟକୀୟ ପ୍ରୋଟିନ୍

ଆମିନୋ ଏସିଡ୍ ଜୀବନ ସାରା ଶରୀରର କୋଷ ବୃଦ୍ଧିରେ ସହାୟ ହୁଏ। ପ୍ରାଣୀଜ ଖାଦ୍ୟରେ ଏହା ପ୍ରଚୁର ପରିମାଣରେ ଥାଏ। କିନ୍ତୁ ଯେଉଁମାନେ ଆମିଷ ଖାଆନ୍ତି ନାହିଁ ସେମାନଙ୍କୁ ଏହା ଉଦ୍ଭିଦଜାତ ଦ୍ରବ୍ୟରୁ ହିଁ ଆହରଣ କରିବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା ସେପରି କେତେକ ନିରାମିଷ ଖାଦ୍ୟ...

Food as Medicine: What It Means and How to Reap the Benefits
ଆପଣଙ୍କ ଖାଦ୍ୟରେ ହିଁ ଲୁଚି ରହିଛି ଆପଣଙ୍କ ଔଷଧ,ଜାଣନ୍ତି କି?

ଆମେ ଯେଉଁ ଖାଦ୍ୟ ସବୁ ଖାଉ ସେଥିରେ ଏସବୁ ନ୍ୟୁଟ୍ରିଏଣ୍ଟ ଭରପୂର ଥାଏ। ଯଦି ନିହାତି ଦରକାର ହୁଏ ତେବେ ଡାକ୍ତର ଆମକୁ ଔଷଧ ରୂପରେ ଏସବୁ ଖାଇବାକୁ କହିଥାନ୍ତି। 

These information below get rid from diabetes
ଡାଇବେଟିସ୍‌ରୁ ମୁକ୍ତି ଚାହୁଁଛନ୍ତି କି? ପଢ଼ନ୍ତୁ ନିମ୍ନରେ ଦିଆଯାଇଥିବା କିଛି ତଥ୍ୟ

ସାଧାରଣତଃ ରକ୍ତରେ ସୁଗାର ଅଧିକ ବାହାରିବା ମାତ୍ରେ ଲୋକେ ପାରମ୍ପରିକ ଖାଦ୍ୟ ଛାଡି କଞ୍ଚା ପରିବା, ଫଳ ଆଦି ଖାଇବା ଆରମ୍ଭ କରିଦିଅନ୍ତି। କିଛି ଲୋକ ତ ଅନ୍ୟମାନଙ୍କଠୁ ଶୁଣି କଲରା ଜୁସ୍, ନିମ ପିତା ଆଦି ଖାଇବା ଆରମ୍ଭ କରିଦିଅନ୍ତି, ଯାହାକି ପରେ ଅନ୍ୟ ଶାରୀରିକ ଅସୁବିଧାକୁ...

୧୯୯୧ ମସିହାରେ ଜନ୍ମିତ ଜ୍ୟୋତ୍ସ୍ନା ମହାପାତ୍ର ଜଣେ ଲେଖିକା ଓ ଡାଏଟିସିଆନ୍। ଖୋର୍ଦ୍ଧାର ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟରୁ 'ଉଦ୍ଭିଦ ବିଜ୍ଞାନ'ରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେହି ଶିକ୍ଷାନୁଷ୍ଠାନରେ 'ପରୀକ୍ଷାଗାର ସହାୟକ' ଭାବେ କାର୍ଯ୍ୟରେ ଯୋଗଦାନ। ଏହାପରେ 'ପୋଷଣ ଓ ଖାଦ୍ୟ ଉଦ୍ୟୋଗ' ବିଭାଗରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି କିମ୍ସରେ ପ୍ରଶିକ୍ଷଣ। ଏବେ ନିଜର 'ନ୍ୟୁଟ୍ରିହେଲଥ' ନାମକ ଡାଏଟିଂ କ୍ଲିନିକରେ କାର୍ଯ୍ୟରତ। ଓଡ଼ିଆ ସାହିତ୍ୟରେ ସେ ମଧ୍ୟ ଜଣେ ଯୁବଲେଖିକା।