ଆପଣଙ୍କ ଘରେ କେହି ଛୋଟ ଛୁଆ ଟିଭି ଦେଖୁଥିବା ବେଳେ କେବେ ଆପଣ ଯଦି ରିମୋଟ୍ ଛଡ଼େଇ ନିଅନ୍ତି କିମ୍ୱା ଚ୍ୟାନେଲ ବଦଳେଇବାକୁ ଚେଷ୍ଟା କରନ୍ତି, ସେମାନେ କିପରି ପ୍ରତିକ୍ରିୟାଶୀଳ ହୋଇଉଠନ୍ତି। ଏପରି ପରିସ୍ଥିତି ଯଦି କେବେ ଆପଣଙ୍କ ସହ ହେଉଛି ତେବେ ଏହି ଲେଖାଟି ଆପଣଙ୍କ ପାଇଁ।
ପୋଷଣ ବା ନ୍ୟୁଟ୍ରିସନ୍ କହିଲେ ଆପଣ କ’ଣ ବୁଝନ୍ତି। ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ଖାଦ୍ୟସାରଯୁକ୍ତ ସ୍ୱାସ୍ଥ୍ୟକର ଖାଦ୍ୟଗ୍ରହଣ କରିବା ଓ ତାହା ଆମ ଶରୀର ଦ୍ୱାରା ଶୋଷିତ ହେବା ପ୍ରକ୍ରିୟାକୁ ପୋଷଣ କୁହାଯାଏ। ଉପଯୁକ୍ତ ପୋଷକଯୁକ୍ତ ଖାଦ୍ୟ ଆମର ପୋଷଣ ଠିକ୍ ରଖିବା ସହ...
ସାଧାରଣ ଭାବେ ନବଜାତ ଶିଶୁର ସ୍ତନ୍ୟପାନ ଖୁବ ସହଜ ଲାଗୁଥିଲେ ମଧ୍ୟ ମାଆ ସହ ଆବଶ୍ୟକଠାରୁ କମ୍ ସଂସ୍ପର୍ଶରେ ରହିଲେ ଶିଶୁର ସ୍ତନରୁ କ୍ଷୀର ଖାଇବା ପ୍ରକ୍ରିୟାର ଆରମ୍ଭ ହେବା ସହଜ ହେବ ନାହିଁ। ଏଥିଯୋଗୁଁ ମାଆର ସ୍ତନରେ ବିଭିନ୍ନ ସମସ୍ୟା ଦେଖାଯାଏ।
ସନ୍ତୁଳାର ଆରମ୍ଭ ଆମ ଓଡ଼ିଶାରୁ। ଏମିତି ପରିବାକୁ ସିଝାଇ ଖାଇବାରୁ ହିଁ ଆରମ୍ଭ ସନ୍ତୁଳାର। ସବୁଠାରୁ ସହଜ, ସରଳ, ଅଳ୍ପ ସମୟରେ ହେଇପାରୁଥିବା, କମ୍ ପରିବାରେ ମଧ୍ୟ ପ୍ରସ୍ତୁତ ହୋଇପାରୁଥିବା ଏକ ସାତ୍ତ୍ୱିକ ଖାଦ୍ୟ ହେଉଛି ସନ୍ତୁଳା।
ଯୋଗ ଶବ୍ଦର ବ୍ୟବହାର ଋକବେଦରେ ରହିଛି। ଏଣୁ ଏହା ଏକ 800 ଖ୍ରୀ.ପୂ ରୁ 400 ଖ୍ରୀ.ଅ ଭିତରେ ଏହାର ଉତ୍ପତ୍ତି ବୋଲି ଧରାଯାଇପାରେ। ତେବେ ଖ୍ରୀ.ପୂ. ତୃତୀୟରୁ ଚତୁର୍ଥ ମଧ୍ୟରେ ଥିବା କଥା ଉପନିଷଷଦରେ ପ୍ରଥମେ ଏହାର ବ୍ୟବହାରିକ ଅର୍ଥ ବ୍ୟାଖ୍ୟା କରାଯାଇଥିଲା।
ଓଡ଼ିଶାରେ କୃଷି ବିକାର ମୁଖ୍ୟ ମାନଦଣ୍ଡ ହୋଇଥିବା ହେତୁ ଆମର ପ୍ରାୟ ସମସ୍ତ ପର୍ବ କୃଷିଭିତ୍ତିକ ହୋଇଥାଏ। ଅକ୍ଷୟ ତୃତୀୟାଠୁ ନେଇ ରଜ, ଗହ୍ମା ପୂର୍ଣ୍ଣିମା, ମାଣବସା ଏମିତି ବାରମାସରେ ତେର ପର୍ବ। ଏପରିକି ଆମ ଓଡ଼ିଆଙ୍କ ଆରାଧ୍ୟ କାଳିଆ ଠାକୁର ମଧ୍ୟ ଠିକ ଏହିପରି ସବୁ ପର୍ବ...
ଆପଣଙ୍କ ଭିତରେ ଯଦି କେହି ପାନ ଖାଉଥିବା ଲୋକ ଅଛନ୍ତି ତେବେ ଏହି ବିଷୟଟି ଆପଣଙ୍କ ପାଇଁ। ଏହି ଲେଖାରେ ଆସନ୍ତୁ ପାନ ସହ ଜଡିତ କିଛି ପରମ୍ପରା ଓ ବିଜ୍ଞାନ ବିଷୟରେ ଜାଣିବା।
ଡାଏବେଟିସ୍ ଥିଲେ ଭାତ ଖାଇବାରେ ପ୍ରତିବନ୍ଧକ ଲଗାଯାଏ। କେହି କେହି ତ ଭାତ ଖାଇବା ପୂରା ବନ୍ଦ ହିଁ କରିଦିଅନ୍ତି। ତେବେ ସତରେ କ'ଣ ଭାତ ବନ୍ଦ କରି କେବଳ ରୁଟି ଖାଇବା ଦ୍ୱାରା ଡାଏବେଟିସ୍ ନିୟନ୍ତ୍ରଣରେ ରୁହେ? ତେବେ ଆସନ୍ତୁ ଏ ବିଷୟରେ ଜାଣିନେବା।
ଆପଣ ଜାଣନ୍ତି କି, ଫଳମାନଙ୍କ ରାଜା କୁହାଯାଉଥିବା ଆମ୍ୱ ଖାଇବାକୁ ଯେତିକି ମିଠା ସେତିକି ପୁଷ୍ଟିତତ୍ତ୍ୱରେ ମଧ୍ୟ ଭରପୂର। ତେବେ ଆସନ୍ତୁ ଆମ୍ୱର ଏହି ପୌଷ୍ଟିକ ଗୁଣ ବିଷୟରେ ଜାଣିନେବା।
ମଖନା ବା ପଦ୍ମ ମଞ୍ଜି ଏପରି ଏକ ଖାଦ୍ୟ ଯାହା ବର୍ତ୍ତମାନ ଖାଦ୍ୟ ବଜାରରେ ସହଜରେ ମିଳୁଥିବା ଏକ ପୌଷ୍ଟିକ ନଟସ୍। ଏହା ଅନେକ ପ୍ରକାରେ ଆମର ଶରୀରକୁ ସୁସ୍ଥ ରଖେ। ଖାଲି ପାଟିକୁ ସ୍ୱାଦ ନୁହେଁ, ଏହା ଆମ ଦେହକୁ ମଧ୍ୟ ହିତ। ଆସନ୍ତୁ ଆଜି ଏହି...
ପଖାଳ ଏବେ ସୋସିଆଲ ମିଡ଼ିଆ ମାଧ୍ୟମରେ ବିଶ୍ୱରେ ଲୋକପ୍ରିୟ ହୋଇପାରିଛି। ଗୁଗୁଲରେ ପଖାଳ ଟାଇପ୍ କଲେ ଏକ ଛୁଙ୍କ ପଡ଼ିଥିବା ପଖାଳ କଂସା ସାଙ୍ଗରେ ସୁସଜ୍ଜିତ ଆଳୁ ଚକଟା, ମାଛ ଭଜା, ବଡ଼ି ଚୁରା, ଶାଗ ଭଜା, ବେସର ଭଜା, ପିଠଉ ଭଜା ଇତ୍ୟାଦି କେତେ କଣ ରଖାଯାଇଥିବା...
ଅନ୍ୟ ସମସ୍ତ ଅଙ୍ଗ ସୁସ୍ଥ ଥିବା ସତ୍ତ୍ୱେ ଯଦି ଆଖି ଅକାମୀ ହୋଇପଡ଼େ, ତେବେ ଆପଣଙ୍କର ଦୁନିଆକୁ ଜାଣିବା ମୁସ୍କିଲ ହୋଇପଡ଼ିବ। ତେବେ ଆସନ୍ତୁ ଆଜି କିଛି ଏପରି ଖାଦ୍ୟ ବିଷୟରେ ଜାଣିବା ଯାହା ଆମ ଆଖିର ସ୍ୱାସ୍ଥ୍ୟକୁ ଠିକ୍ ରଖିବ।
ଛୋଟଛୁଆମାନଙ୍କୁ ଚକୋଲେଟ୍ ଖାଇବାକୁ ଖୁବ ଭଲଲାଗେ। କ୍ରିମ୍ ବିସ୍କୁଟ୍, ଜୁସ୍, ଜାମ୍, ଆଇସକ୍ରିମ୍ ଆଦି ନାଁ ଶୁଣିଲେ ପିଲାମାନେ ଜିଦ୍ କରନ୍ତି ଖାଇବାକୁ ଏବଂ ଆମେ ମଧ୍ୟ ସାଙ୍ଗେ ସାଙ୍ଗେ ଆଣିଦେଉ। ହେଲେ କେବେ ଭାବିଛନ୍ତି କି ଏସବୁ ସେମାନଙ୍କ ଦାନ୍ତ ପାଇଁ କେତେ ହାନିକାରକ? କେବେ ସେମାନଙ୍କ...
ପିଲାର ସ୍କୁଲକୁ ଯିବାର ସଠିକ୍ ବୟସ କେତେ ହେବା ଜରୁରୀ ଆପଣ ଜାଣନ୍ତି କି? ସ୍କୁଲକୁ ଛାଡ଼ିବା ଆଗରୁ କେହି ବୁଦ୍ଧିଜୀବୀଙ୍କ ସହ କେବେ ବିଚାର ବିମର୍ଶ କରିଛନ୍ତି କି? ବୋଧହୁଏ ନା। କିଛି ଲୋକ ହଁ କରି ବି ପାରନ୍ତି। ଆଜି ଏଇ ବିଷୟରେ ଟିକେ ଆଲୋଚନା...
ଭିନ୍ନ ଭିନ୍ନ ଦେଶର ଖାଇବାର ପ୍ରିଫରେନ୍ସ ବା ଚାହିଦା ଅନୁଯାୟୀ ଅଲଗା ଅଲଗା ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ ହୁଏ, ଖାଦ୍ୟର ଉପାଦାନ ମଧ୍ୟ ଅଲଗା ହୋଇଥାଏ। ଆମେ ଭାତ ଓ ରୁଟି ସହ କିଛି ତରକାରୀ ଖାଇବା ବେଳେ ଇଟାଲୀରେ କେକ୍ ଓ ପାଉଁରୁଟି ତଥା ମଇଦାରୁ ତିଆରୁ...
ଆଜିକାଲି ବଜାରରେ ମିଳୁଥିବା ଖାଇବା ତେଲରେ କିଛି ଏମିତି ଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ତେଲକୁ ସଠିକ୍ ଢଙ୍ଗରେ ବ୍ୟବହାର ନ କରିପାରିଲେ ଏଥିରେ ଥିବା ଉପକାରୀ ସ୍ନେହସାର ମଧ୍ୟ ଅପକାରୀ ହୋଇଯାଏ। ତେବେ ଆସନ୍ତୁ ଜାଣିବା ଆମେ କିପରି ଭଲ ତେଲ ପାଇବା।
ଆମର ଖାଦ୍ୟପେୟ ଓ ଜୀବନଶୈଳୀ ଏପରି ବଦଳିଗଲାଣି ଯେ ଆମେ ଡାଇବେଟିସ୍, ଏସିଡିଟି ପରି କିଛି ଜୀବନଶୈଳୀ ସମ୍ୱନ୍ଧିତ ବ୍ୟାଧିରେ ଆକ୍ରାନ୍ତ ହେବାର ସମ୍ଭାବନା ଖୁବ ଅଧିକ। ତେବେ ଆଜି ଆମେ ଜାଣିବା ଯଦି ଜଣେ ଡାଇବେଟିସ୍ ଥିବା ମହିଳା ଗର୍ଭଧାରଣ କରନ୍ତି ତେବେ ତାଙ୍କ ପାଇଁ କ’ଣ...
ଛୁଆକୁ ଉତ୍ତମ ଭାବେ ଘରେ ପ୍ରସ୍ତୁତ ସୁଷମ ଖାଦ୍ୟ ଦେବା ଯଦିଓ ଏକ ଚ୍ୟାଲେଞ୍ଜ୍, କିନ୍ତୁ ଅସମ୍ଭବ ନୁହେଁ। ଆଜିକାଲି ବାପା-ମାଆ ପ୍ରାୟତଃ ଚାକିରି କରୁଛନ୍ତି ଓ ନିଜ ନିଜ କାମରେ ବ୍ୟସ୍ତ ରହୁଛନ୍ତି। ଏଥିପାଇଁ ସେମାନେ ରେଡି ଟୁ ଇଟ୍ ଖାଇବା ଛୁଆଙ୍କୁ ଦିଅନ୍ତି। ଆସନ୍ତୁ ଜାଣିବା...
କ୍ୟାନ୍ସର୍ ନା ଶୁଣିଲେ ଯେ କେହି ବି ଭୟ କରିବା ଥୟ। ଏହି ରୋଗ ଆକ୍ରମଣରୁ ବଞ୍ଚିବାର ବାଟଟି ଏ ଯାଏଁ ବାହାରି ନାହିଁ। ତେବେ ଏମିତି କିଛି ଉପାୟ ଅଛି ଯାହାକୁ ମାନିବା ଦ୍ୱାରା ଆମେ କେବେ ବି କ୍ୟାନ୍ସର୍ର ଶିକାର ହେବା ନାହିଁ, ଆସନ୍ତୁ ଜାଣିବା…
ଦିନେ ପ୍ରତି ଘରେ ପରିଚିତ ଥିବା ମିଲେଟ୍ ବା ମାଣ୍ଡିଆକୁ ଆମେ ସହଜରେ ଭୁଲିଯାଇଛେ। ସିମେଇ, ଚାଉମିନ୍, ବର୍ଗର, ମୋମୋ ଆଦିକୁ ଆପଣେଇ ନେଇଛେ। ମିଲେଟ୍ ଗୁଣବତ୍ତା, ଔଷଧୀୟ ଗୁଣ ସବୁ କିପରି ଆମ ପାଇଁ ଉପଯୋଗୀ ତାହା ଏବେ ଏବେ ଆମ ନଜରକୁ ଆସିଛି। ଆସନ୍ତୁ ଜାଣିବା।