• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsna Mohapatra

Jyotsna Mohapatra

Editor

୧୯୯୧ ମସିହାରେ ଜନ୍ମିତ ଜ୍ୟୋତ୍ସ୍ନା ମହାପାତ୍ର ଜଣେ ଲେଖିକା ଓ ଡାଏଟିସିଆନ୍। ଖୋର୍ଦ୍ ...more

୧୯୯୧ ମସିହାରେ ଜନ୍ମିତ ଜ୍ୟୋତ୍ସ୍ନା ମହାପାତ୍ର ଜଣେ ଲେଖିକା ଓ ଡାଏଟିସିଆନ୍। ଖୋର୍ଦ୍ଧାର ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟରୁ 'ଉଦ୍ଭିଦ ବିଜ୍ଞାନ'ରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେହି ଶିକ୍ଷାନୁଷ୍ଠାନରେ 'ପରୀକ୍ଷାଗାର ସହାୟକ' ଭାବେ କାର୍ଯ୍ୟରେ ଯୋଗଦାନ। ଏହାପରେ 'ପୋଷଣ ଓ ଖାଦ୍ୟ ଉଦ୍ୟୋଗ' ବିଭାଗରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି କିମ୍ସରେ ପ୍ରଶିକ୍ଷଣ। ଏବେ ନିଜର 'ନ୍ୟୁଟ୍ରିହେଲଥ' ନାମକ ଡାଏଟିଂ କ୍ଲିନିକରେ କାର୍ଯ୍ୟରତ। ଓଡ଼ିଆ ସାହିତ୍ୟରେ ସେ ମଧ୍ୟ ଜଣେ ଯୁବଲେଖିକା।

less

Posts by Jyotsna Mohapatra

ଥାଇରଏଡ୍‌ର ଉପଚାର
Nutrition: ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଏ ଥାଇରଏଡ୍, କେମିତି କରିବେ ନିରାକରଣ

ଶରୀରର ପ୍ରତି ଆଭ୍ୟନ୍ତରୀଣ ବ୍ୟବସ୍ଥା ଓ ଜୈବ-ରାସାୟନିକ ପ୍ରକ୍ରିୟାଗୁଡ଼ିକ ପାଇଁ ଉପଯୁକ୍ତ ପରିମାଣର ଭିଟାମିନ୍, ଆୟୋଡିନ୍, ସେଲେନିୟମ୍ ଓ ଆଇରନ୍ ପରି ମାଇକ୍ରୋନ୍ୟୁଟ୍ରିଏଣ୍ଟ ଏବଂ ଲିପିଡ୍, ପ୍ରୋଟିନ୍ ତଥା କାର୍ବୋହାଇଡ୍ରେଟ୍ ପରି ମାକ୍ରୋନ୍ୟୁଟ୍ରିଏଣ୍ଟ ଆବଶ୍ୟକ ହୋଇଥାଏ। ଏବେ ନିମ୍ନରେ କେତେକ ଅତ୍ୟାବଶ୍ୟକ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଓ ଅନ୍ୟ ପୋଷକ ବିଷୟରେ...

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାର ଉପାୟ
Nutrition: ରୋଗ ପ୍ରତିରୋଧକ ଶକ୍ତି ପାଇଁ ଏହି ଖାଦ୍ୟସାର ବେଶ୍ ଉପଯୋଗୀ

ଶରୀରର ଅନେକ ପ୍ରକାର କାର୍ଯ୍ୟକାରିତା ମଧ୍ୟରୁ ପ୍ରତିରକ୍ଷା କାର୍ଯ୍ୟକାରିତା ନିୟନ୍ତ୍ରଣ ପାଇଁ ମଧ୍ୟ ଖାଦ୍ୟ ଓ ପୋଷକ ତତ୍ତ୍ୱର ଅତ୍ୟନ୍ତ ଆବଶ୍ୟକତା ରହିଛି। ଆମର ପ୍ରତିରକ୍ଷା ବ୍ୟବସ୍ଥା ଦୁଇ ପ୍ରକାର ହୋଇଥାଏ।

ନିଆରା ଆମ ଶ୍ରୀକ୍ଷେତ୍ର ଖାନା
Nutrition: ଆସ କିଏ ଖାଇବ ଆମ ପୁରୀ ପ୍ରସିଦ୍ଧ ଖାନା

ପୁରୀର ଖାଇବା ନାଁ ଶୁଣିଲେ ଆପଣଙ୍କ ମନରେ କ‘ଣ ଭାବ ଆସେ, ଫେଣୀ ବା ଖଜା, କ୍ଷୀର ସର, ଅବଢ଼ା, ଏହି ସବୁ ଖାଦ୍ୟ ନିଶ୍ଚୟ ଆସୁଥିବ। ହେଲେ ଏହା ବ୍ୟତୀତ ପୁରୀର ଅନ୍ୟ ସୁସ୍ୱାଦୁ ଖାଦ୍ୟମାନଙ୍କ ବିଷୟରେ ଜାଣିଲେ ଆପଣ ତୁରନ୍ତ ପୁରୀ ଆସି ସେସବୁ ଚାଖିବାକୁ...

ଫଳ ଖାଇବାର କେତୋଟି ନିୟମ
Benefits OF Eating Fruits: ପ୍ରାକୃତିକ ଉପାୟରେ ପାଚୁଥିବା ଫଳ ବିଭିନ୍ନ ରୋଗ ପାଇଁ ରାମବାଣ

ଠିକ୍ ରୂପେ ପ୍ରାକୃତିକ ଉପାୟରେ ପାଚିଥିବା ଫଳ ପାଚନରେ ସହଜ ହୋଇଥାଏ ଏବଂ ଶରୀରର ଉର୍ଜ୍ଜା ବା ଓଜସ୍‌କୁ ଦୃଢ଼ କରିଥାଏ। ତେବେ ଆସନ୍ତୁ ଆଜି କଥା ହେବା ଫଳ ଖାଇବାର କିଛି ନିୟମ ଓ ଆମ ସ୍ୱାସ୍ଥ୍ୟ ପାଇଁ ଏହାର ମହତ୍ତ୍ୱ ବିଷୟରେ।

ରୋଷେଇ କରିବା ପୂର୍ବରୁ ଧ୍ୟାନ ଦିଅନ୍ତୁ
Nutrition: ଆପଣ ରୋଷେଇ ବେଳେ ସଠିକ୍ ପାତ୍ର ବ୍ୟବହାର କରୁଛନ୍ତି ତ...ନହେଲେ ଆସିପାରେ ସ୍ୱାସ୍ଥ୍ୟ ସମସ୍ୟା

ଆପଣ ରୋଷେଇ କଲାବେଳେ କେଉଁ ପାତ୍ର ବ୍ୟବହାର କରିବାକୁ ଭଲ ପାଆନ୍ତି। ଜାଣନ୍ତି କି, ପୋଷଣ ବିଜ୍ଞାନ ରନ୍ଧନ କରିବା ପାଇଁ ଉପଯୋଗୀ ପାତ୍ର ବିଷୟରେ କ’ଣ ମତ ଦିଏ ?

ମହାପ୍ରସାଦ ମହାପ୍ରସାଦ
Healthy Mahaprasad: ସ୍ୱାସ୍ଥ୍ୟକର ମହାପ୍ରସାଦ ପାଟିକୁ ସୁଆଦ ଯେମିତି, ଦେହକୁ ହିତ ବି ସେମିତି

ଜାଣନ୍ତି କି, ଆମ ମହାପ୍ରଭୁଙ୍କ ଭୋଗ ମହାପ୍ରସାଦର ଅବଢ଼ା ଡାଲି ଯେମିତି ପାଟିକୁ ସୁଆଦ, ସେପରି ଦେହକୁ ହିତ।

Dahibara
History of Dahibara: କେବେ ଆରମ୍ଭ ହେଲା ଦହିବରା...ଜାଣନ୍ତୁ ଏହାର ଇତିହାସ...

ଫାଷ୍ଟ ଫୁଡ୍, ରେଡ଼ିମେଡ୍ ଫୁଡ୍, ଜଙ୍କ୍ ଫୁଡ୍, ହେଲଦି ଫୁଡ୍, ଆଉ ଗୋଟେ ଟ୍ରେଣ୍ଡ୍ ହେଲା ଷ୍ଟ୍ରିଟ୍ ଫୁଡ୍। ମାନେ ଯାହା ଷ୍ଟ୍ରିଟ୍‌ରେ ମିଳେ। ଷ୍ଟ୍ରିଟ୍ ମାନେ ସହରର ଗଳିକୁ ବୁଝାଏ। ଷ୍ଟ୍ରିଟ୍ ଫୁଡ୍ ହେଲା ଲୋକମାନଙ୍କ ଦ୍ୱାରା ଅସ୍ଥାୟୀ ଠେଲା।

Importance of winter diet
Nutrition: କେଉଁ ଋତୁରେ କ’ଣ ଖାଇବେ, ଜାଣନ୍ତୁ ଶରୀର ଉପରେ ଏହାର କ’ଣ ପ୍ରଭାବ

ଶୀତଦିନ ଆସିବା ମାତ୍ରେ ପିଲାମାନଙ୍କଠାରେ ଥଣ୍ଡା କାଶ ଆଦି ଦେଖାଯାଏ। ଜଳବାୟୁର ପରିବର୍ତ୍ତନ ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମିଯାଏ, ଏଣୁ ଏହା ପୁନଃ ବିକାଶ କରିବାକୁ ଆମକୁ ଉପଯୁକ୍ତ ପୋଷକ ତତ୍ତ୍ୱ ଯୁକ୍ତ ଖାଦ୍ୟ ଗ୍ରହଣ କରିବାକୁ ପଡ଼ିବ। ସେଥିପାଇଁ ଋତୁ ପରିବର୍ତ୍ତନ ହେବା...

What are the benefits of kanji
Nutrienits: କାଞ୍ଜି ଭଲ କରେ ଛୋଟ ପିଲାଙ୍କ ତରଳ ଝାଡ଼ା

କାଞ୍ଜି କେବଳ ଯେ ଆମ ପାଟି ସୁଆଦ କରେ, ତାହା ନୁହେଁ, ବରଂ ଆମ ଶରୀର ପାଇଁ ମଧ୍ୟ ଅନେକ ଉପକାରିତା ଏହାର ରହିଛି। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳି।

Mindful Eating Benefits
Mindful Eating Benefits: ଅନ୍ୟମନସ୍କ ହୋଇ ଖାଦ୍ୟ ଖାଇଲେ ସ୍ୱାସ୍ଥ୍ୟ ଉପରେ ପଡ଼େ ଖରାପ ପ୍ରଭାବ

ଯଦି ଆପଣ ଖାଦ୍ୟପେୟକୁ ନେଇ ସଚେତନ ରହୁଛନ୍ତି ତଥା ସେହି ସମ୍ପର୍କିତ ଭିଡ଼ିଓମାନ ଦେଖିବା ଜାରି ରଖିଛନ୍ତି, ତେବେ ଗୋଟିଏ ପଦ ଆପଣଙ୍କ ଆଖିରେ ନିଶ୍ଚୟ ପଡ଼ିଥିବ, ତାହା ହେଲା- ମାଇଣ୍ଡ୍‌ଫୁଲ୍ ଇଟିଂ ବା ମନପ୍ରାଣ ଦେଇ ଖାଦ୍ୟଗ୍ରହଣ କରିବା।

Which is more useful between rice and roti
Nutrients: ଭାତ ଓ ରୁଟି...କାହାର ଆରମ୍ଭ କେବେ, ଜାଣନ୍ତୁ

ଆମ ଓଡ଼ିଶାରେ ତ ଭାତ ସାଙ୍ଗକୁ ଡାଲି ଓ ଆଳୁ ଚକଟା ଟିକେ ହୋଇଗଲେ ହିଁ ଆତ୍ମା ଶାନ୍ତି ହୋଇଯାଏ। ଏଥିପାଇଁ ଆମ ଦେଶରେ ଧାନ ବହୁଳ ମାତ୍ରାରେ ଚାଷ କରାଯାଏ। ତେବେ ଆସନ୍ତୁ ଆଜି ଜାଣିବା ଭାତ ତଥା ବିଭିନ୍ନ ଭାତ ଜାତୀୟ ଖାଦ୍ୟରେ ଆମ ଶରୀର...

Some useful tips for breast cancer
Nutrients: ସ୍ତନ କର୍କଟ ପାଇଁ କିଛି ଉପାଦେୟ କଥା

ସ୍ତନ କର୍କଟ ମୃତ୍ୟୁ ପର୍ଯ୍ୟନ୍ତ ନେଇଯିବାର କ୍ଷମତା ରଖେ। । ତେବେ ଆସନ୍ତୁ ଡାକ୍ତରଙ୍କ ଆଗରେ ମନଖୋଲି ମହିଳାମାନେ କଥାହେବାକୁ ସଂକୋଚ କରୁଥିବା ଏକ ବ୍ୟାଧି ସ୍ତନ କର୍କଟ ବିଷୟରେ ଆଜି ଜାଣିବା।

World heart day 2024 Diet for healthy heart
Nutrients: ସୁସ୍ଥ ହୃଦୟ ପାଇଁ କ’ଣ ଖାଇବେ

ଯଦି ଆପଣ ଡାଇବେଟିସ୍, କୋଲେଷ୍ଟରଲ୍, ଉଚ୍ଚ ରକ୍ତଚାପ, ଓଜନଧିକ୍ୟ ଆଦି ଲକ୍ଷଣରେ ଆଗରୁ ପୀଡ଼ିତ ଥାଆନ୍ତି କିମ୍ୱା ସିଗାରେଟ୍ ପିଉଥାଆନ୍ତି, ତେବେ ଆପଣଙ୍କଠାରେ ହୃଦ୍‌ରୋଗର ସମ୍ଭାବନାକୁ ଏଡ଼ାଇ ଦିଆଯାଇନ ପାରେ।

Dietary habits and malnutrition of children
Nutrients: ଟିକେ ଟିକେ କଥାରେ ଆପଣଙ୍କ ଛୁଆ ଚିଡ଼ଚିଡ଼ା ହେଉଛି କି...ଜାଣନ୍ତୁ କାରଣ ଓ ପ୍ରତିକାର

ଆପଣଙ୍କ ଘରେ କେହି ଛୋଟ ଛୁଆ ଟିଭି ଦେଖୁଥିବା ବେଳେ କେବେ ଆପଣ ଯଦି ରିମୋଟ୍ ଛଡ଼େଇ ନିଅନ୍ତି କିମ୍ୱା ଚ୍ୟାନେଲ ବଦଳେଇବାକୁ ଚେଷ୍ଟା କରନ୍ତି, ସେମାନେ କିପରି ପ୍ରତିକ୍ରିୟାଶୀଳ ହୋଇଉଠନ୍ତି। ଏପରି ପରିସ୍ଥିତି ଯଦି କେବେ ଆପଣଙ୍କ ସହ ହେଉଛି ତେବେ ଏହି ଲେଖାଟି ଆପଣଙ୍କ ପାଇଁ।

Why is nutrition week celebrated?
National Nutrition Week : କ’ଣ ଖାଇବେ, କେତେବେଳେ ଖାଇବେ...କେମିତି ରହିବେ ଫିଟ୍...

ପୋଷଣ ବା ନ୍ୟୁଟ୍ରିସନ୍ କହିଲେ ଆପଣ କ’ଣ ବୁଝନ୍ତି। ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ଖାଦ୍ୟସାରଯୁକ୍ତ ସ୍ୱାସ୍ଥ୍ୟକର ଖାଦ୍ୟଗ୍ରହଣ କରିବା ଓ ତାହା ଆମ ଶରୀର ଦ୍ୱାରା ଶୋଷିତ ହେବା ପ୍ରକ୍ରିୟାକୁ ପୋଷଣ କୁହାଯାଏ। ଉପଯୁକ୍ତ ପୋଷକଯୁକ୍ତ ଖାଦ୍ୟ ଆମର ପୋଷଣ ଠିକ୍ ରଖିବା ସହ...

World Breast Feeding Week 2024 know how to breast feed
Nutrients: ଶିଶୁ ଠିକରେ କ୍ଷୀର ଖାଉ ନାହିଁ କି… ଜାଣନ୍ତୁ କ’ଣ ରହିଛି କାରଣ

ସାଧାରଣ ଭାବେ ନବଜାତ ଶିଶୁର ସ୍ତନ୍ୟପାନ ଖୁବ ସହଜ ଲାଗୁଥିଲେ ମଧ୍ୟ ମାଆ ସହ ଆବଶ୍ୟକଠାରୁ କମ୍ ସଂସ୍ପର୍ଶରେ ରହିଲେ ଶିଶୁର ସ୍ତନରୁ କ୍ଷୀର ଖାଇବା ପ୍ରକ୍ରିୟାର ଆରମ୍ଭ ହେବା ସହଜ ହେବ ନାହିଁ। ଏଥିଯୋଗୁଁ ମାଆର ସ୍ତନରେ ବିଭିନ୍ନ ସମସ୍ୟା ଦେଖାଯାଏ।

Health tips Benefits of Santula
Nutrients: ଓଡ଼ିଆର ପ୍ରିୟ ଖାଦ୍ୟ ସନ୍ତୁଳା; ସୁଆଦିଆ ସାଙ୍ଗକୁ କରେ ଅନେକ ରୋଗର ନିରାକରଣ

ସନ୍ତୁଳାର ଆରମ୍ଭ ଆମ ଓଡ଼ିଶାରୁ। ଏମିତି ପରିବାକୁ ସିଝାଇ ଖାଇବାରୁ ହିଁ ଆରମ୍ଭ ସନ୍ତୁଳାର। ସବୁଠାରୁ ସହଜ, ସରଳ, ଅଳ୍ପ ସମୟରେ ହେଇପାରୁଥିବା, କମ୍ ପରିବାରେ ମଧ୍ୟ ପ୍ରସ୍ତୁତ ହୋଇପାରୁଥିବା ଏକ ସାତ୍ତ୍ୱିକ ଖାଦ୍ୟ ହେଉଛି ସନ୍ତୁଳା।

Yoga Day
International Yoga Day 2024: ନିୟମିତ ଯୋଗ କରୁଛନ୍ତି ତ ଖାଆନ୍ତୁ ଏହି ସବୁ ଖାଦ୍ୟ, ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ...

ଯୋଗ ଶବ୍ଦର ବ୍ୟବହାର ଋକବେଦରେ ରହିଛି। ଏଣୁ ଏହା ଏକ 800 ଖ୍ରୀ.ପୂ ରୁ 400 ଖ୍ରୀ.ଅ ଭିତରେ ଏହାର ଉତ୍ପତ୍ତି ବୋଲି ଧରାଯାଇପାରେ। ତେବେ ଖ୍ରୀ.ପୂ. ତୃତୀୟରୁ ଚତୁର୍ଥ ମଧ୍ୟରେ ଥିବା କଥା ଉପନିଷଷଦରେ ପ୍ରଥମେ ଏହାର ବ୍ୟବହାରିକ ଅର୍ଥ ବ୍ୟାଖ୍ୟା କରାଯାଇଥିଲା।

Raja Festival 2024; Raja festival honors nature and women
Raja Parba 2024: ପରମ୍ପରାରେ ରଜ; ପ୍ରକୃତି ଓ ନାରୀଙ୍କୁ ସମ୍ମାନ ଦିଏ ଏହି ପର୍ବ

ଓଡ଼ିଶାରେ କୃଷି ବିକାର ମୁଖ୍ୟ ମାନଦଣ୍ଡ ହୋଇଥିବା ହେତୁ ଆମର ପ୍ରାୟ ସମସ୍ତ ପର୍ବ କୃଷିଭିତ୍ତିକ ହୋଇଥାଏ। ଅକ୍ଷୟ ତୃତୀୟାଠୁ ନେଇ ରଜ, ଗହ୍ମା ପୂର୍ଣ୍ଣିମା, ମାଣବସା ଏମିତି ବାରମାସରେ ତେର ପର୍ବ। ଏପରିକି ଆମ ଓଡ଼ିଆଙ୍କ ଆରାଧ୍ୟ କାଳିଆ ଠାକୁର ମଧ୍ୟ ଠିକ ଏହିପରି ସବୁ ପର୍ବ...

Betle  in tradition; Remedy for asthma and heart disease
Nutrients: ପରମ୍ପରାରେ ପାନ; ଆସ୍‌ଥମା ଓ ହୃଦ୍‌ରୋଗ ପାଇଁ ରାମବାଣ

ଆପଣଙ୍କ ଭିତରେ ଯଦି କେହି ପାନ ଖାଉଥିବା ଲୋକ ଅଛନ୍ତି ତେବେ ଏହି ବିଷୟଟି ଆପଣଙ୍କ ପାଇଁ। ଏହି ଲେଖାରେ ଆସନ୍ତୁ ପାନ ସହ ଜଡିତ କିଛି ପରମ୍ପରା ଓ ବିଜ୍ଞାନ ବିଷୟରେ ଜାଣିବା।

୧୯୯୧ ମସିହାରେ ଜନ୍ମିତ ଜ୍ୟୋତ୍ସ୍ନା ମହାପାତ୍ର ଜଣେ ଲେଖିକା ଓ ଡାଏଟିସିଆନ୍। ଖୋର୍ଦ୍ଧାର ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟରୁ 'ଉଦ୍ଭିଦ ବିଜ୍ଞାନ'ରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେହି ଶିକ୍ଷାନୁଷ୍ଠାନରେ 'ପରୀକ୍ଷାଗାର ସହାୟକ' ଭାବେ କାର୍ଯ୍ୟରେ ଯୋଗଦାନ। ଏହାପରେ 'ପୋଷଣ ଓ ଖାଦ୍ୟ ଉଦ୍ୟୋଗ' ବିଭାଗରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି କିମ୍ସରେ ପ୍ରଶିକ୍ଷଣ। ଏବେ ନିଜର 'ନ୍ୟୁଟ୍ରିହେଲଥ' ନାମକ ଡାଏଟିଂ କ୍ଲିନିକରେ କାର୍ଯ୍ୟରତ। ଓଡ଼ିଆ ସାହିତ୍ୟରେ ସେ ମଧ୍ୟ ଜଣେ ଯୁବଲେଖିକା।