• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsna Mohapatra

Jyotsna Mohapatra

Editor

୧୯୯୧ ମସିହାରେ ଜନ୍ମିତ ଜ୍ୟୋତ୍ସ୍ନା ମହାପାତ୍ର ଜଣେ ଲେଖିକା ଓ ଡାଏଟିସିଆନ୍। ଖୋର୍ଦ୍� ...more

୧୯୯୧ ମସିହାରେ ଜନ୍ମିତ ଜ୍ୟୋତ୍ସ୍ନା ମହାପାତ୍ର ଜଣେ ଲେଖିକା ଓ ଡାଏଟିସିଆନ୍। ଖୋର୍ଦ୍ଧାର ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟରୁ 'ଉଦ୍ଭିଦ ବିଜ୍ଞାନ'ରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେହି ଶିକ୍ଷାନୁଷ୍ଠାନରେ 'ପରୀକ୍ଷାଗାର ସହାୟକ' ଭାବେ କାର୍ଯ୍ୟରେ ଯୋଗଦାନ। ଏହାପରେ 'ପୋଷଣ ଓ ଖାଦ୍ୟ ଉଦ୍ୟୋଗ' ବିଭାଗରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି କିମ୍ସରେ ପ୍ରଶିକ୍ଷଣ। ଏବେ ନିଜର 'ନ୍ୟୁଟ୍ରିହେଲଥ' ନାମକ ଡାଏଟିଂ କ୍ଲିନିକରେ କାର୍ଯ୍ୟରତ। ଓଡ଼ିଆ ସାହିତ୍ୟରେ ସେ ମଧ୍ୟ ଜଣେ ଯୁବଲେଖିକା।

less

Posts by Jyotsna Mohapatra

Diet for summer season
ଖରାଦିନ ପାଇଁ ୫ ଟି ଦରକାରୀ ଖାଦ୍ୟ

ଖରାଦିନେ ଦେହର ଜଳୀୟ ଅଂଶକୁ ନିୟନ୍ତ୍ରିତ କରିବାକୁ ବଜାରରେ ମିଳୁଥିବା ପାନୀୟଗୁଡ଼ିକ ପ୍ରକୃତରେ ଆମ ଶରୀରର ଜଳୀୟ ପରିମାଣକୁ କମ୍ କରିଦେଇଥାଏ। ଏସବୁ ପାନୀୟ ନ ପିଇ କିଛି ଉପକାରୀ ଖାଦ୍ୟ ପଦାର୍ଥ ଖାଇଲେ ଆମ ଶରୀରର ଜଳୀୟ ଅଂଶର ଆବଶ୍ୟକତାକୁ ନିୟନ୍ତ୍ରଣରେ ରଖିପାରିବା। ଏବେ ଚାଲନ୍ତୁ ଏହି...

How important breakfast
ସକାଳ ଜଳଖିଆର ବିଶେଷତ୍ୱ; କ’ଣ ଖାଇବା ଉଚିତ

ଦିନର ଭୋଜନ ସକାଳ ଜଳଖିଆରୁ ଆରମ୍ଭ ହେଉଥିବାରୁ ଏହା ଜରୁରୀ ଯେ ଏହି ଖାଇବା ପୁଷ୍ଟିକର ହେବ । ପ୍ରୋଟିନ୍, ଭିଟାମିନ୍ ବି କ୍ୟାଲ୍‌ସିୟମ୍, ଲୌହ ଓ ତନ୍ତୁ ଜାତୀୟ ଖାଦ୍ୟ ହିଁ ଆମ ଦିନଯାକର ଆବଶ୍ୟକ ପୋଷଣ ପାଇଁ ଦରକାର । ଏହା ଦ୍ୱାରା ଅତ୍ୟଧିକ ପାଚନ...

Pakhal Divas
ପଖାଳ ଭଲ କରିଦିଏ ପାକସ୍ଥଳୀ ଓ କ୍ଷୁଦାନ୍ତ୍ରର କ୍ଷତ

ଆମେ ଓଡ଼ିଆମାନେ ବାପ ଅଜା ଅମଳରୁ ପଖଆଳଭାତକୁ ନିତିଦିନିଆ ଖାଦ୍ୟ ଭାବେ ଖାଉଛେ ।

The food habits for old age
ବୟସ୍କମାନଙ୍କ ପାଇଁ ଜରୁରୀ ଖାଦ୍ୟାଭ୍ୟାସ

ବୟସ ବୃଦ୍ଧି ସହ ଧିରେ ଧିରେ ଶାରୀରିକ ସ୍ତରରେ ବିଭିନ୍ନ ପରିବର୍ତ୍ତନ ଦେଖାଯାଏ। ଏଣୁ ଏସବୁ ସହ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଖାପ ଖୁଆଇବାକୁ ହେଲେ ଆମକୁ ତାଙ୍କର ଖାଦ୍ୟପେୟ ଓ ଜରୁରୀ ପୋଷଣର ଧ୍ୟାନ ରଖିବାକୁ ପଡ଼ିବ। ଆସନ୍ତୁ ଜାଣିବା କେଉଁ କେଉଁ ଦିଗ ପ୍ରତି ଧ୍ୟାନ...

How to cure gout
ଗାଉଟ୍ ବା ଗଣ୍ଠିବାତ ଥିଲେ କ’ଣ ଖାଇବେ

ଆମେ ଆମ ଦୈନନ୍ଦିନ ଖାଦ୍ୟରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଖାଦ୍ୟସାର ସବୁ ମିଶାଇ ଖାଇବା ଉଚିତ। ଯଦି କୌଣସି କାରଣରୁ ଆମ ଖାଦ୍ୟରେ କୌଣସି ପୋଷକ ବା ନ୍ୟୁଟ୍ରିଏଣ୍ଟ୍‌ର ମାତ୍ରା କମ୍ ବେଶୀ ହେଲା ତେବେ ଆମକୁ ନାନା ଶାରୀରିକ ସମସ୍ୟା ଭୋଗିବାକୁ ପଡ଼ିବ। ସେହିପରି ଏକ ରୋଗ...

PCOD problem of women
PCOD ସମସ୍ୟା ଥିଲେ କ’ଣ ଖାଇବେ

ମହିଳାଙ୍କ ଶରୀରରେ ଯଦି ପୁରୁଷ ସେକ୍ସ ହର୍‌ମୋନ୍‌ର ମାତ୍ରା ବଢ଼ିଯାଏ ତେବେ ତାହା ସେମାନଙ୍କୁ ପ୍ରଭାବିତ କରେ। ଏହି ହର୍‌ମୋ୍‌ର ଅନିୟମିତତା କାରଣରୁ କିଛି ମହିଳାଙ୍କର ଓଭାରୀରୁ ଅଣ୍ଡା ନିର୍ଗତ ହେବା ଡେରି ହୋଇଥାଏ ବା ଓଭାରୀରେ ସିଷ୍ଟ୍‌ ହେବା କାରଣରୁ କୌଣସିଟି ବି ଅଣ୍ଡା ପକ୍ୱ ହୋଇ...

Right diet for adolescence
କିଶୋରାବସ୍ଥା ପାଇଁ କେତୋଟି ଉତ୍ତମ ଖାଦ୍ୟାଭ୍ୟାସ

ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ହେଉଛି କିଶୋରାବସ୍ଥା। ଯଦି ଆପଣଙ୍କର ପିଲାମାନେ କିଶୋରାବସ୍ଥା ଦେଇ ଗତି କରୁଛନ୍ତି ତେବେ ସେମାନଙ୍କ ଖାଦ୍ୟାଭ୍ୟାସକୁ ଆପଣ କିପରି ଶୃଙ୍ଖଳିତ ଓ ସୁସ୍ଥ କରିପାରିବେ ତାହା ଜାଣିବା ନିହାତି ଜରୁରୀ। ତେବେ ଆସନ୍ତୁ କେତେକ ଟିପ୍ସ ଉପରେ ନଜର ପକେଇବା।

5 foods that rich in protein for vegetarian
ନିରାମିଷାଶୀଙ୍କ ପାଇଁ ୫ଟି ଖାଦ୍ୟ; ଦେଇଥାଏ ସମସ୍ତ ଆବଶ୍ୟକୀୟ ପ୍ରୋଟିନ୍

ଆମିନୋ ଏସିଡ୍ ଜୀବନ ସାରା ଶରୀରର କୋଷ ବୃଦ୍ଧିରେ ସହାୟ ହୁଏ। ପ୍ରାଣୀଜ ଖାଦ୍ୟରେ ଏହା ପ୍ରଚୁର ପରିମାଣରେ ଥାଏ। କିନ୍ତୁ ଯେଉଁମାନେ ଆମିଷ ଖାଆନ୍ତି ନାହିଁ ସେମାନଙ୍କୁ ଏହା ଉଦ୍ଭିଦଜାତ ଦ୍ରବ୍ୟରୁ ହିଁ ଆହରଣ କରିବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା ସେପରି କେତେକ ନିରାମିଷ ଖାଦ୍ୟ...

Food as Medicine: What It Means and How to Reap the Benefits
ଆପଣଙ୍କ ଖାଦ୍ୟରେ ହିଁ ଲୁଚି ରହିଛି ଆପଣଙ୍କ ଔଷଧ,ଜାଣନ୍ତି କି?

ଆମେ ଯେଉଁ ଖାଦ୍ୟ ସବୁ ଖାଉ ସେଥିରେ ଏସବୁ ନ୍ୟୁଟ୍ରିଏଣ୍ଟ ଭରପୂର ଥାଏ। ଯଦି ନିହାତି ଦରକାର ହୁଏ ତେବେ ଡାକ୍ତର ଆମକୁ ଔଷଧ ରୂପରେ ଏସବୁ ଖାଇବାକୁ କହିଥାନ୍ତି। 

These information below get rid from diabetes
ଡାଇବେଟିସ୍‌ରୁ ମୁକ୍ତି ଚାହୁଁଛନ୍ତି କି? ପଢ଼ନ୍ତୁ ନିମ୍ନରେ ଦିଆଯାଇଥିବା କିଛି ତଥ୍ୟ

ସାଧାରଣତଃ ରକ୍ତରେ ସୁଗାର ଅଧିକ ବାହାରିବା ମାତ୍ରେ ଲୋକେ ପାରମ୍ପରିକ ଖାଦ୍ୟ ଛାଡି କଞ୍ଚା ପରିବା, ଫଳ ଆଦି ଖାଇବା ଆରମ୍ଭ କରିଦିଅନ୍ତି। କିଛି ଲୋକ ତ ଅନ୍ୟମାନଙ୍କଠୁ ଶୁଣି କଲରା ଜୁସ୍, ନିମ ପିତା ଆଦି ଖାଇବା ଆରମ୍ଭ କରିଦିଅନ୍ତି, ଯାହାକି ପରେ ଅନ୍ୟ ଶାରୀରିକ ଅସୁବିଧାକୁ...

10 foods that increase in imunity of your child
୧୦ଟି ସୁଷମ ଖାଦ୍ୟ ଯାହା ଆପଣଙ୍କ ଶିଶୁକୁ ବାହ୍ୟ ସଂକ୍ରମଣରୁ ବଞ୍ଚାଇବ

ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ କୋଉ ବାପା-ମା ବା ଚିନ୍ତିତ ନୁହନ୍ତି। ତେବେ ଏଠି ଜାଣନ୍ତୁ, ଶିଶୁକୁ ବାହ୍ୟ ସଂକ୍ରମଣରୁ ବଞ୍ଚାଇବା ପାଇଁ କ’ଣ କୁହନ୍ତି ପୁଷ୍ଟି ବିଜ୍ଞାନୀ ଜ୍ୟୋତ୍ସ୍ନା ମହାପାତ୍ର।

୧୯୯୧ ମସିହାରେ ଜନ୍ମିତ ଜ୍ୟୋତ୍ସ୍ନା ମହାପାତ୍ର ଜଣେ ଲେଖିକା ଓ ଡାଏଟିସିଆନ୍। ଖୋର୍ଦ୍ଧାର ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟରୁ 'ଉଦ୍ଭିଦ ବିଜ୍ଞାନ'ରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେହି ଶିକ୍ଷାନୁଷ୍ଠାନରେ 'ପରୀକ୍ଷାଗାର ସହାୟକ' ଭାବେ କାର୍ଯ୍ୟରେ ଯୋଗଦାନ। ଏହାପରେ 'ପୋଷଣ ଓ ଖାଦ୍ୟ ଉଦ୍ୟୋଗ' ବିଭାଗରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି କିମ୍ସରେ ପ୍ରଶିକ୍ଷଣ। ଏବେ ନିଜର 'ନ୍ୟୁଟ୍ରିହେଲଥ' ନାମକ ଡାଏଟିଂ କ୍ଲିନିକରେ କାର୍ଯ୍ୟରତ। ଓଡ଼ିଆ ସାହିତ୍ୟରେ ସେ ମଧ୍ୟ ଜଣେ ଯୁବଲେଖିକା।