ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ବଲଙ୍ଗୀରର ପାଟଣାଗଡ଼ ଗଞ୍ଜାମର ପୋଲସରା ଗୋଟିଏ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ, ଅନ୍ୟଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ସ୍ଥାନ ଭିନ୍ନ ହେଲେ ବି ଘଟଣା କିନ୍ତୁ ସମାନ ।
ମୁଁ ଚାର୍ଟଡ୍ ଆକାଉଣ୍ଟାଣ୍ଟ ହେବି ମୋ ବାପାର କଷ୍ଟ ଦୂର କରିବି। ଆଉ ମୋ ବାପା ଅଟୋ ଚଲେଇବେନି, କି ଆମେ ଆଉ ଏହି ଛୋଟିଆ ଘରେ ରହିବୁନି। ହେଲେ ବିଡ଼ମ୍ବନା, ଅଧୁରା ରହିଗଲା ଭୁବନେଶ୍ୱର ଶାସ୍ତ୍ରୀ ନଗରର ଶୁଭଲକ୍ଷ୍ମୀ ସାହୁଙ୍କର ଏ ଇଚ୍ଛା।
ଶୁଭଲକ୍ଷ୍ମୀ ଓ ଭାଗ୍ୟ ଲକ୍ଷ୍ମୀଙ୍କ ସିନା ଅକାଳରେ ଆରପାରିକୁ ଚାଲିଗଲେ, ହେଲେ ସେ ଦୁହିଁଙ୍କ ଆଖିରେ ଆଉ କିଏ ଦୁନିଆ ଦେଖିବ।
ଏପ୍ରିଲ ୨୯ରୁ ମେ ୭ ମାଟ୍ରିକ ଓ ଏପ୍ରିଲ ୨୮ରୁ ମେ ୩୧ ହେବ +୨ ପରୀକ୍ଷା ଆରମ୍ଭ ହେବ।
ଭୁବନେଶ୍ୱର ଡିସିପି କହିଛନ୍ତି, ଅଭିଯୁକ୍ତ ସ୍ତ୍ରୀ ଓ ସୁପାରି କିଲର ଧରାପଡ଼ିବା ପରେ ସତ ସାମ୍ନାକୁ ଆସିବ।
ଦୁର୍ଘଟଣା ନା ଅନ୍ୟ କାରଣରୁ ଛାତରୁ ଖସିପଡ଼ିଲେ ତାହା ଜଣାପଡ଼ିନି।
ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଲେ ଗଜପତି ଏସ୍ପି
ଏନ୍ଡିଏମ୍ସି କର୍ମଚାରୀ ଓ ଅଧିକାରୀ ବୁଲଡୋଜର ସହ ଜାହାଙ୍ଗିରପୁରୀରେ ପହଞ୍ଚି ବେଆଇନ ନିର୍ମାଣ ଭାଙ୍ଗିବା ଆରମ୍ଭ କରିଥିଲେ।
ଉତ୍କଳୀୟ କାରୁକାର୍ଯ୍ୟର ଝଲକ ଏହି ବ୍ୟାରିକେଡ୍ରେ ଦେଖିବାକୁ ମିଳିବ।
ସମ୍ପୃକ୍ତ ସରପଞ୍ଚ ଜାତିକୁ ନେଇ ଆକ୍ଷେପ କରିଥିବା ସେ ଏତଲାରେ ଦର୍ଶାଇଛନ୍ତି।
ସଡ଼କ ସୁରକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ନିୟମ ସଂଶୋଧନ କରୁଛନ୍ତି।
ଗାଡ଼ିରେ ବସିଥିବା ଅଭିଯୁକ୍ତ ଜଣକ ପୀଡ଼ିତଙ୍କୁ ତାଙ୍କ ଗୋଡ଼ ଚାଟିବାକୁ ବାଧ୍ୟ କରିଥିଲେ।
ଆମେରିକା ଏହାକୁ ହାଲୁକା ଭାବେ ନେଇ ପାରିବ ନାହିଁ ବୋଲି କହିଥିଲେ ବର୍ଣ୍ଣସ।
ଋଷର ସମରସଜ୍ଜାକୁ ଦେଖି ଲାଗୁଥିଲା କିଭ୍ର ପତନ ଅବସମ୍ଭାବୀ।
ଡ୍ରାଇଭର ଭାଇମାନଙ୍କ ପ୍ରତି ଆମର ସହାନୁଭୂତି ଅଛି। କିନ୍ତୁ କାଲି ଯେଉଁଭଳି ସେମାନେ ବ୍ୟବହାର କଲେ ତାହା ନିନ୍ଦନୀୟ।
ସେଭଳି କିଛି ପରିସ୍ଥିତି ଉପୁଜିଲେ ସତର୍କ ରହିବା ପାଇଁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦେଇଛୁ।