ଆବଶ୍ୟକ ପଡ଼ିଲେ ସ୍କୁଲକୁ ଆଂଶିକ ବନ୍ଦ କରାଯିବ ବୋଲି କହିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ।
କଟକଣା ଅବଧିରେ ସାମୁଦ୍ରିକ ମତ୍ସ୍ୟଜୀବୀ ହାତ ବାନ୍ଧି ବସିଥିବାରୁ ସେମାନଙ୍କୁ ପେଟପାଟଣା ଚିନ୍ତା ଘାରୁଛି।
ମଲ୍ର ୬ରୁ ୭ଟି ସୋ ରୁମ୍ରେ ଲାଗିଥିଲା ନିଆଁ।
ଶେଷଥର ପାଇଁ ୨୦୧୯ରେ ସୁଲୋଚନା ଦାସଙ୍କୁ ରାଜ୍ୟ ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷ କରିଥିଲେ ରାଜ୍ୟ ସରକାର।
ଶିବ ଘରେ ପ୍ରବେଶ କରି ପ୍ରଥମେ ଖଟରେ ଶୋଇଥିବା ଭାଇବୋହୂଙ୍କୁ ହାଣିଲା।
ରାତି ଅନ୍ଧାରରେ ଏ ଦୃଶ୍ୟ ଦେଖିବା ପରେ ହଠାତ ତାଜୁବ ହୋଇଯାଇଥିଲା ପୁରା ତୋହରା ଗାଁ।
ଗୋଟିଏ ପଟେ ଅସହ୍ୟ ଗରମ ତ ଅନ୍ୟପଟେ ଅଘୋଷିତ ବିଦ୍ୟୁତ୍ କାଟ୍
ଚଳିତ ସିଜିନରେ ତାତିର ସବୁ ରେକର୍ଡ ପାର୍ କରିଛି ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର।
ବିଶ୍ୱବାସୀଙ୍କ ପାଇଁ ଶୁଭଙ୍କର ନୁହେଁ ବୋଲି ପାଞ୍ଜିକାରେ ପରିଷ୍କାର ଭାବେ ଉଲ୍ଲେଖ କରିଛି
ଘଟଣାର ଦିନକ ପରେ ମଧ୍ୟ ଶୋକରେ ବୁଡ଼ିଛି କୁସୁପୁର ଗାଁ।
PPP ମୋଡ୍ରେ ଆଉ ଚାଲିପାରିବନି ସେଲ୍ଫ ଫାଇନାନ୍ସ କୋର୍ସ।
ଓଡ଼ିଆ ଲୋକଙ୍କ ମୁଖ୍ୟ ଖାଦ୍ୟ ଭାତ। ତେଣୁ ରାଜ୍ୟକୁ ଶତ ପ୍ରତିଶତ ଚାଉଳ ଦିଆଯାଉ। କେନ୍ଦ୍ର ସରକାରଙ୍କୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଏ ସଂକ୍ରାନ୍ତ ଚିଠି ପରେ ଚାଉଳ-ଗହମ ଆବଣ୍ଟନ ଅନୁପାତକୁ ନେଇ ସୃଷ୍ଟି ହୋଇଛି ବିବାଦ
ତିନି ଦିନ ବିତିଲା, ତଥାପି ମିଳୁନି କ୍ଲୁ। ଏବେ ବି ସସପେନ୍ସରେ ତିନି ଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ ଘଟଣା।କେମିତି ଓ କେଉଁ ପରିସ୍ଥିତିରେ ଗୋଟିଏ ଡାଳରେ ଝୁଲିପଡ଼ିଲେ ତିନି ତିନି ଜଣ ଯୁବତୀ?
କେନ୍ଦ୍ର ସରକାରଙ୍କ ଫୋକସରେ ଓଡ଼ିଶାର ୧୦ ଆକାଂକ୍ଷୀ ଜିଲ୍ଲା। ୧୦ ଆକାଂକ୍ଷୀ ଜିଲ୍ଲାକୁ ଯାଇ ବିକାଶ କାମର ସମୀକ୍ଷା କରିବେ ୧୦ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ରୀୟ ଅନୁଦାନ କିଭଳି ଖର୍ଚ୍ଚ ହେଉଛି, ବିକାଶ କାମ କେତେ ଆଗେଇଛି, ଆଜିଠୁ ଆରମ୍ଭ ହୋଇଛି ସମୀକ୍ଷା।
ଶେଷ ମୁହୂର୍ତ୍ତରେ ହାତ ଛାଡି ଦେଲା ଜୀବନ। ଦେଖନ୍ତୁ, କେତେ ହୃଦୟ ବିଦାରକ ଏହି ଦୃଶ୍ୟ। ବାୟୁସେନା ଉଦ୍ଧାରକାରୀଙ୍କ ପ୍ରୟାସ ସଫଳ ହୋଇଥିଲେ ହୁଏତ ବଞ୍ଚି ଯାଇଥାଆନ୍ତେ ବ୍ୟକ୍ତି ଜଣଙ୍କ, ମାତ୍ର ଆଖି ପିଛୁଳାକେ ସବୁ ଶେଷ।
ବୀଭତ୍ସ, ଭୟଙ୍କର, ବର୍ବର। ନା ଦେଖିହେଉଛି, ନା ଦେଖାଇହେଉଛି। ଦୃଶ୍ୟ ଦେଖିଲେ ଥରି ଉଠୁଛି ସର୍ବାଙ୍ଗ। କଟକ ଜିଲ୍ଲା ମାହାଙ୍ଗାର କୁସୁପୁର ଗାଁରେ ଗୋଟିଏ ପରିବାରର ପାଞ୍ଚ ପାଞ୍ଚ ଜଣଙ୍କୁ ନିର୍ମମ ହତ୍ୟା, ନିର୍ବାକ କରିଦେଉଛି ସମସ୍ତଙ୍କୁ।
ଯାତ୍ରୀମାନଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ଭାରତୀୟ ରେଳ ନିରନ୍ତର ପ୍ରୟାସ ଜାରି ରଖିଛି । ଏହି କ୍ରମରେ ଭାରତୀୟ ରେଳ ନଆ ଭିଷ୍ଟାଡୋମ୍ କୋଚ୍ ପ୍ରସ୍ତୁତ କରିଛି । ଯାହା କି ଏବେସୁଦ୍ଧା ଭାରତର ସବୁଠାରୁ ଅତ୍ୟାଧୁନିକ ବା ହାଇ-ଟେକ୍ ରେଳ କୋଚ୍ । ଏପ୍ରିଲ ୧୧ରୁ...
ତିନି ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ଗତ ରବିବାରଠୁ ଚାଲିଛି ପୋଲିସର ତନାଘନା।