• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

CJI-CM meet
PILକୁ ନେଇ ଉଦବେଗ ପ୍ରକାଶ କଲେ ସିଜେଆଇ

ଦେଶରେ ସୁଲଭ, ତ୍ୱରିତ ନ୍ୟାୟ ଆବଶ୍ୟକ। ଅଦାଲତରେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦେବା ଦରକାର। ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀ-ମୁଖ୍ୟ ବିଚାରପତି ସମ୍ମିଳନୀକୁ ଉଦଘାଟନ କରି ଏଭଳି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

Superstition
ବୃଦ୍ଧ ବାପାକୁ ପୁଅର ବଳି ଉଦ୍ୟମ

ନିଜ ଜନ୍ମଦାତାକୁ କୌଣସି ପୁଅ କଣ କେବେ ବଳିଦେବାକୁ ଯୋଜନା କରିପାରେ। ଏକ ସଭ୍ୟ ସମାଜ ପାଇଁ କଥାଟା ଆଦୌ ଗ୍ରହଣୀୟ ହୋଇନପାରେ, କିନ୍ତୁ କଳାହାଣ୍ଡି ଜିଲ୍ଲାରୁ ଆଜି ଆସିଛି ଏମିତି ଏକ ଚକିତ କଲାଭଳି ଘଟଣା।

Cyclone
ମେ ମାସରେ ପୁଣି ଓଡ଼ିଶାକୁ ବାତ୍ୟା ଭୟ

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ପୂର୍ବାନୁମାନ। ସମ୍ଭାବ୍ୟ ବାତ୍ୟା ନେଇ ଦେଉଛି ସଙ୍କେତ। ମେ ମାସ ପ୍ରଥମ ସପ୍ତାହରେ ଆସିପାରେ। ସାଇକ୍ଲୋନ ମେ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ନିକଟସ୍ଥ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ତାପରେ ତାହା ସାଇକ୍ଲୋନର ରୂପ ନେବାର ସମ୍ଭାବନା ରହିଛି।  

Chella Kumar Opts New Strategy For Reviving Congress In Odisha
ଅନ୍ୟ ଦଳର ନେତାଙ୍କୁ ଭେଟି ମାଗୁଛନ୍ତି ଫିଡବ୍ୟାକ୍ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର

କଂଗ୍ରେସକୁ ଷ୍ଟ୍ରଙ୍ଗ କରିବା ପାଇଁ ଚେଲ୍ଲା କୁମାରଙ୍କ ନୂଆ ଫର୍ମୁଲା। କେବଳ ଦଳୀୟ ନେତା ନୁହଁନ୍ତି ଦଳ ବାହାରୁ ମଧ୍ୟ ବରିଷ୍ଠ ନେତାଙ୍କର ଫିଡବ୍ୟାକ ନେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ। 

Acharya Harihar Cancer Hospital
କମିଲା କ୍ୟାନସର ହସ୍ପିଟାଲ୍ ଆଗରେ ରୋଗୀଙ୍କ ଦୁର୍ଦ୍ଦଶା: ଓଟିଭିରେ ବାରମ୍ବାର ଖବର ପରେ ଚେତିଲା ସରକାରୀ କଳ

ଶେଷରେ ସରକାରୀ କଳର ନିଦ ଭାଙ୍ଗିଲା। କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ସାମ୍ନାରେ ରୋଗୀଙ୍କ ଦୁର୍ଦ୍ଦଶା ନେଇ ବାରମ୍ବାର ଖବର ପ୍ରସାରଣ ପରେ, ସେମାନଙ୍କ ପାଇଁ ତୁରନ୍ତ ଅସ୍ଥାୟୀ ସେଡ୍ ତିଆରି କରି ରଖାଯିବ ବୋଲି କହିଛନ୍ତି ହସ୍ପିଟାଲ୍ ନିର୍ଦ୍ଦେଶକ। 

ବିଡିଓ କୃଷ୍ଣଚନ୍ଦ୍ର ଦଳପତି ଓ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ
ଦେଖା ନଦେବାରୁ ବିଡିଓଙ୍କୁ ପିଟିଲେ ବିଧାୟକ !

ବିଧାୟକଙ୍କ ବିରୋଧରେ ମାମଲା ଦେବା ସହ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଡିଓ। 

News Fuse
୩୦୦ ମହିଳାଙ୍କୁ ନେଇ ମନ୍ତ୍ରୀଙ୍କୁ ଫୋନ୍‌ କଲେ ସୁର ଭାଇ

୩୦୦ ମହିଳାଙ୍କୁ ନେଇ ମନ୍ତ୍ରୀଙ୍କୁ ଫୋନ୍‌ କଲେ ସୁର ଭାଇ। ହ୍ୟାଲୋ କହିଲେନି ବରଂ ହୁଳହୁଳି ଦେଲେ। କହିଲେ, ରେଡ୍ଡି ରେଡ୍ଡି ଆମେ ଲିଷ୍ଟ ପଠାଇ ଦେବୁ। ଇଲୋ ଇଏ କୋଉ ମନ୍ତ୍ରୀଙ୍କୁ ଫୋନ୍‌ କରିଥିଲେ କି ସୁର ଭାଇ?

Apana Eka Nuhanti
ବାପାଙ୍କୁ ବଞ୍ଚାଇବା ପାଇଁ ସରକାରଙ୍କୁ ସାହାଯ୍ୟ ମାଗୁଛନ୍ତି ଦୁଇ ନାବାଳିକା ଝିଅ

କଙ୍କଡ଼ାହାଡ଼ର କରୁଣ କାହାଣୀ। ମାଆ ଆରପାରିରେ ବାପା ବିଛଣାରେ। ଯିଏ ଦିନେ ରୋଜଗାର କରି ପରିବାର ଚଳାଉଥିଲା ସିଏ ଆଜି ରୋଗ ଶଯ୍ୟାରେ। ଆଣ୍ଠୁଗଣ୍ଠିର ଯନ୍ତ୍ରଣା ଛଟପଟ ହେଉଛନ୍ତି ରସିକ। ଭୋକ ଉପାସରେ ବାପାଙ୍କ ଚିକିତ୍ସା କେମିତି ହେବ ସେ ଚିନ୍ତାରେ ଦୁଇ ଝିଅ। ସରକାର ସାହାଯ୍ୟ ନମିଳିଲେ...

Twitter and Elon Musk
ଏଲନ ଏତେ ଟଙ୍କା ଆଣିଲେ କେଉଁଠୁ?

ଟ୍ୱିଟରକୁ ଯେତିକି ଟଙ୍କାରେ ଏଲେନ ମସ୍କ କିଣିଲେ ସେତିକି ଟଙ୍କାରେ ଇଣ୍ଡିଆରେ ୧୫୦ ଏମ୍ସ, ୩୫୦ ଷ୍ଟାଡ଼ିୟମ୍‌ ସହ ୨ ବର୍ଷ ପର୍ଯ୍ୟନ୍ତ ମିଳିପାରିଥାଆନ୍ତା ମାଗଣା ରାସନ। ଜାଣନ୍ତୁ କେତେ ଟଙ୍କାରେ ଟ୍ୱିଟରକୁ କିଣିଲେ ମସ୍କ

Meet Odisha's Indrajit
ସରକାରୀ ସ୍କୁଲରୁ କ୍ୟାନସର ସାଇଣ୍ଟିଷ୍ଟ୍‌

ଗାଁ ପାଇଁ ଗୌରବ ଆଣିଲେ ଇନ୍ଦ୍ରଜିତ୍‌। ଦିନେ ମଫସଲ ଗାଁର ସରକାରୀ ସ୍କୁଲରେ ପାଠ ପଢୁଥିଲେ। ପରେ ରେଭେନ୍ସା, ଓୟୁଏଟିରେ ପାଠ ପଢି ହାବାର୍ଡ ବିଶ୍ୱବିଦ୍ୟାଳୟରେ କ୍ୟାନସର ଔଷଧ ଉପରେ ରିସର୍ଚ୍ଚ କରୁଛନ୍ତି। ନିଜର ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ପାଇଁ ୧୦ ଦେଶ ଦେଲେଣି ପୁରସ୍କାର। ଏମିତି...

 Masks mandatory in Delhi
ଦେଶରେ ୩୩୭୭ ନୂଆ ମାମଲା ଚିହ୍ନଟ

କଣ କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର

ନାରାୟଣଙ୍କ ମାଆ ଓ ସାନ ଭାଇ
ଛୁଟି ନମିଳିବାରୁ ଘୁଞ୍ଚିଲା ଯବାନଙ୍କ ବାହାଘର

ପରିବାର ଲୋକଙ୍କ ମନରେ ତିଳେ ବି ଦୁଃଖ ନାହିଁ

ଆମ ପରିଚୟ ସ୍ୱନକ୍ଷତ୍ର ଉତ୍ସବ
ଆମ ପରିଚୟ ସ୍ୱନକ୍ଷତ୍ର ଉତ୍ସବ: ଶ୍ରୀଜଗନ୍ନାଥ ହିଁ ଓଡ଼ିଶାର ପରିଚୟ

ଉତ୍କଳର ପରିଚୟ ଓ ଶ୍ରୀଜଗନ୍ନାଥଙ୍କ ମହିମା ଉପରେ ଆଲୋଚନା କରାଯାଇଥିଲା।

BHUBANESWAR CITY
ରାଜଧାନୀ ଭୁବନେଶ୍ୱରରେ ମିଳିବ ମାଗଣା WiFi

ରାଜଧାନୀର ଯୁବକ ଯୁବତୀ, ଛାତ୍ରଛାତ୍ରୀ ଓ ବିଶେଷ କରି ଗରିବ ଲୋକମାନେ ଉପକୃତ ହେବେ।

CHSE Exams
ଦୁଇ ବର୍ଷ ପରେ ଏକଜାମ୍ ସେଣ୍ଟରରେ ବସିଲେ ପିଲା

ହାତରେ ଆଡମିଟ୍ କାର୍ଡ, ମୁହଁରେ ମାସ୍କ ପରୀକ୍ଷା କେନ୍ଦ୍ର ବାହାରେ ଛାତ୍ରଛାତ୍ରୀଙ୍କ ଲମ୍ବା ଧାଡି। ୨ ବର୍ଷ ପରେ ଅଫଲାଇନ୍ ପରୀକ୍ଷା ମହାମାରୀ କରୋନାର ଦାଉ କମିବା ପରେ ପ୍ରଥମ ବୋର୍ଡ ଏଗଜାମ୍। ଏଥିପାଇଁ ପରୀକ୍ଷାର୍ଥୀଙ୍କ ମଧ୍ୟରେ କମ୍ ନଥିଲା ଉତ୍କଣ୍ଠା। 

Acharya Harihar Cancer Hospital
ରୋଗ ଯନ୍ତ୍ରଣାଠୁ ବଳିଯାଉଛି ବ୍ୟବସ୍ଥାର ସମ୍ବେଦନହୀନତା

ମାଗଣା ସେବା ପାଇବାକୁ ଗରିବ ରୋଗୀଟିଏ ବି ଧାଇଁ ଆସୁଛି ରାଜ୍ୟର ବଡ଼ ବଡ଼ ଡାକ୍ତରଖାନାକୁ। ହେଲେ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପରିସରରେ, ମୁଣ୍ଡଫଟା ଖରାରେ ଦିନ ଦିନ ଧରି ଶହ ଶହ ରୋଗୀ ଓ ସେମାନଙ୍କ ସପର୍କୀୟ ଯେମିତି ପଡ଼ି ରହିଛନ୍ତି, ଯନ୍ତ୍ରଣା ଦେଖିଲେ ଆପଣଙ୍କ...

Srimandir Corridor Project
ଅପରାଜିତାଙ୍କୁ ପୁରୀ ବିଧାୟକଙ୍କ ସମର୍ଥନ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଉଠାଇଥିବା କିଛି ମୌଳିକ ପ୍ରଶ୍ନକୁ ନେଇ ଅଡୁଆରେ ରାଜ୍ୟ ସରକାର। ଜେସିବି ମେସିନ୍ ଦ୍ୱାରା ନିଷିଦ୍ଧାଞ୍ଚଳରେ ୩୦ ଫୁଟ୍ ଗାତ ଖୋଳିବାକୁ କେଉଁ ଇଂଜିନିୟର ଓ ବିଶେଷଜ୍ଞ ଅନୁମତି ଦେଇଥିଲେ ବୋଲି ଅପରାଜିତା ପଚାରିଥିବା ପ୍ରଶ୍ନ ଜନସାଧାରଣଙ୍କ ମନରେ...

Congress Disturbance
ରାଜ୍ୟ ପ୍ରଭାରୀଙ୍କ ଉପରେ ନାହିଁ କି ଭରସା?

ରାଜ୍ୟ କଂଗ୍ରେସରେ ଘଡିକେ ଘୋଡା ଛୁଟୁଛି। ଦିଲ୍ଲୀ ପହଞ୍ଚିଛି ରାଜ୍ୟ କଳି। ହାଇକମାଣ୍ଡଙ୍କ ପାଖରେ ପହଞ୍ଚି ଲବି ଆରମ୍ଭ କରିଛନ୍ତି ବିଭିନ୍ନ ଗୋଷ୍ଠୀ। ପ୍ରଭାରୀ ଚେଲା କୁମାର ଦୁଇ ଦିନ ଧରି ଦଳୀୟ କର୍ମୀ ଓ ବିଧାୟକଙ୍କ ମତାମତ ନେଇ ଦିଲ୍ଲୀରେ ପହଞ୍ଚିବା ପୂର୍ବରୁ ସେଠାରେ ରୁଣ୍ଡ ହୋଇଛନ୍ତି ଦଳର...

Know Mystery Behind Maharashtrian Couple, Daughter Death In Bhubaneswar
୧୫ ମାସର ଶିଶୁକୁ ହତ୍ୟା ପରେ ଜୀବନ ହାରିଦେଲେ ବାପା, ମା

ଜୀବନ୍ତ ଲାଗୁଥିବା ଏ ହସ, ହସରେ ରହିଗଲା। ଏହି କୁନି ଝିଅର କଅଁଳ ଡାକ ଆଉ ଶୁଭିବନି। ଯୁବ ଦମ୍ପତିଙ୍କ ଏ ଖୁସିର ମୁହୂର୍ତ୍ତ ଆଉ ଆସିବନି। କାରଣ ଆଜିଠୁ ସବୁକିଛି ଫଟୋରେ ରହିଗଲା। କଠୋର ନିଷ୍ପତ୍ତି କ୍ରମେ ମୃତ୍ୟୁକୁ କୋଳେଇ ନେଇ ଚିରନିଦ୍ରାରେ ଶୋଇଯାଇଛନ୍ତି ସମସ୍ତେ।

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।