ବାତ୍ୟା ପ୍ରଭାବରେ ୧୦ ତାରିଖରେ ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ବିଭିନ୍ନ ସମୟରେ ନାନା ଆଳ କରି ପାୟଲଙ୍କଠୁ ୯୭ ଲକ୍ଷ ଟଙ୍କା ହାତେଇ ନେଇଥିଲା।
ମୁସଲିମ୍ ସମ୍ପ୍ରଦାୟର ସବୁଠୁ ବଡ଼ ପର୍ବ ଇଦ୍ ପାଇଁ ଉତ୍ସବମୁଖର ହୋଇଉଠିଛି ମସଜିଦ। ଭୁବନେଶ୍ୱର ୟୁନିଟ୍-୪ ସ୍ଥିତ ମସଜିଦରେ ମୁସଲିମ ସମ୍ପ୍ରଦାୟର ଭାଇମାନେ ଏକାଠି ହୋଇ ପରସ୍ପରକୁ ଇଦ୍ ମୁବାରକ ଜଣାଇଛନ୍ତି।
କେନ୍ଦ୍ରାପଡ଼ା ମାଟିର ଲଢ଼ୁଆ ନେତାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବୈଜୟନ୍ତ ପଣ୍ଡା
କରୋନା କଟକଣା କୋହଳ ହେବା ପରେ ଏଥର ଇଦ୍ ଜୋରସୋରରେ ପାଳନ କରୁଛନ୍ତି ଲୋକେ।
ଅକ୍ଷୟ ତୃତୀୟାରେ ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବ।
ଓଡ଼ିଆ ପରମ୍ପରାରେ ଅକ୍ଷୟ ତୃତୀୟାର ବେଶ ମହତ୍ୱ ରହିଛି। କୃଷକ ଜମିରେ ପହଞ୍ଚି ଧରିତ୍ରୀ ଦେବୀ ଓ ଲକ୍ଷ୍ମୀ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ଭୋଗ, ନୈବେଦ୍ୟ ଅର୍ପଣ କରି ଲଙ୍ଗଳ ଚଳାଏ।
ଗତ ଫେବୃଆରୀରେ ୧୪.୨୬ ଲକ୍ଷ ଆକାଉଣ୍ଟକୁ ହ୍ୱାଟ୍ସ ଆପ୍ ବ୍ୟାନ କରିଥିଲା।
ଯେକୌଣସି ନୂତନ କାର୍ଯ୍ୟ ଯେପରି ଗୃହାରମ୍ଭ, ନୂଆ ଗହଣା କିଣିବା, ନୂଆ କରି ବ୍ୟବସାୟ ଆରମ୍ଭ କରିବା ଆଦି କାମ ଏହି ଦିନରୁ ଆରମ୍ଭ ହୋଇଥାଏ।
୧୯୮୦ ମସିହାରେ ଡ୍ରିମ୍ ଗର୍ଲ ହେମାମାଳିନୀଙ୍କ ହାତ ଧରିଥିଲେ ଧର୍ମେନ୍ଦ୍ର।
ବିଡିଓଙ୍କୁ ମାଡ଼ ମାରିଥିବା ନେଇ ବିଧାୟକଙ୍କ ନାଁରେ ମାମଲା ରୁଜୁ ହୋଇଥିଲା।
ବାପଘର ଲୋକଙ୍କ ପକ୍ଷରୁ ବୁଝାମଣା ପାଇଁ ପୂର୍ବରୁ ଚେଷ୍ଟା କରାଯାଇଥିଲା।
ବିଜୁଳି ବଳକା ରାଜ୍ୟ ଓଡ଼ିଶାରେ କାହିଁକି ହେଉଛି ବିଜୁଳି କାଟ ? ୧୦ ହଜାର ମେଗାଓ୍ବାଟ୍ର ଉତ୍ପାଦନ କ୍ଷମତା ସତ୍ତ୍ୱେ କାହିଁକି ପିକ୍ ଚାହିଦା ମେଣ୍ଟାଇ ପାରୁନି ରାଜ୍ୟ ? କେଉଁଠି ରହୁଛି ତ୍ରୁଟି ? ଭିତ୍ତିଭୂମିର ଅଭାବ ନା ଡିମାଣ୍ଡ ସାଇଡ୍ ମ୍ୟାନେଜମେଣ୍ଟରେ ଅଧିକାରୀଙ୍କ ବିଫଳତା ?