ପେଟ୍ରୋଲ୍ ପଲିଟିକ୍ସ ଖେଳୁଛନ୍ତି କି ଏଇ ୭ ରାଜ୍ୟ ? ତୈଳ ଦର ବୃଦ୍ଧି ଯୋଗୁଁ ସାରା ଦେଶ ସନ୍ତୁଳି ହେଉଥିବା ବେଳେ, କେନ୍ଦ୍ରର ପରାମର୍ଶ ସତ୍ତ୍ୱେ ଏହି ୭ଟି ରାଜ୍ୟ ଭାଟ୍ କମାଇନଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ସଙ୍କଟମୋଚକ ପ୍ରଭୁ ହନୁମାନଙ୍କ ନାଁରେ ଚାଲିଛି ମୁଦ୍ରା ରାକେଟ୍। ହନୁମାନ ପଇସା ପାଇଁ ବାଜିରେ ଲାଗୁଛି ଜୀବନ। କେଉଁଠି ମୁଣ୍ଡ ଗଡୁଛି ତ କେଉଁଠି କୋଟି କୋଟିର ଖେଳ। ଓଡ଼ିଶାରୁ ଅନ୍ତରାଷ୍ଟ୍ରୀୟ ବଜାର ଯାଏଁ ଲମ୍ବିଛି ହନୁମାନ ପଇସା ରାକେଟ୍।
ସୁର ବନାମ ନିରଞ୍ଜନ। କାଲି ସୋ-କଜ୍ ମାଗିଥିଲେ ନିରଞ୍ଜନ। ଆଉ ଆଜି ସାଂଘାତିକ ଉତ୍ତର ଦେଲେ ସୁର। ଇଏ ସେହି ସମୟର ଦୃଶ୍ୟ ହାତରେ ଲଫାଫା ଧରି ସିଧା ରାଜ୍ୟ କଂଗ୍ରେସ ଭବନ ଯାଇଥିଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ବାଟରେ ପିସିସି ପ୍ରବକ୍ତାଙ୍କୁ ଭେଟି ସଭାପତିଙ୍କ...
୨୦୧୯ ନିର୍ବାଚନର ଟିକେଟବଣ୍ଟା ଓ ଫଳାଫଳ ଉପରେ ଯେଉଁମାନେ ବିବୃତ୍ତି ଦେଇଥିଲେ ତାହା ଦଳର ଗାରିମା ବଢ଼ାଇଛି କି ?
କଂଗ୍ରେସ ଦଳ ମୁଖ୍ୟ ସଚେତକ ପଦରୁ ତାରା ବାହିନୀପତି ଇସ୍ତଫା ଦେଇଥିବା କୁହାଯାଉଛି।
ଲକ୍ଷ୍ମୀଙ୍କ ସ୍ୱାମୀ ଦିଲ୍ଲୀପ ବେହେରା ଫେରାର ଥିବା ସୂଚନା ମିଳିଛି।
ରାଜଧାନୀରେ ମନ ମୋହୁଛି ଆଦିବାସୀ ମେଳା। ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି ମେଳାରେ ଆଦିବାସୀଙ୍କ କଳାକୃତି ଓ ଉପକରଣ ସତେ ଯେପରି ଶୋଭା ପାଉଛି। ଏହି ମେଳା ୨ ତାରିଖ ତାରିଖ ଯାଏ ଚାଲିବ।
ଶ୍ରୀନିବାସ ସେମିତି ଟ୍ରକର ବମ୍ଫର ଉପରେ ଝୁଲି ରହିଥିଲେ
ଖରାକୁ ଦେଖି ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି।
ସ୍କୃଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଶିକ୍ଷାମନ୍ତ୍ରୀଙ୍କୁ ନିବେଦନ କରିଛି ସମିତି।
ପୂର୍ବରୁ ଲୋକସଭା ସାଂସଦ ନିଜ ନିର୍ବାଚନମଣ୍ଡଳୀ ଅଞ୍ଚଳରୁ ୧୦ ଜଣ ପିଲାଙ୍କୁ ନାଁ ଲେଖାଇବାକୁ ସୁପାରିଶ କରିପାରୁଥିଲେ।
୩ କିଲୋମିଟର ଆସିବା ପରେ ଗୋଟେ ଭ୍ୟାନିଟି କିଏ ଛାଡିଥିବା ଦେଖିଥିଲେ।
ଘନ ଘନ ପାଓ୍ୱାର କଟ୍କୁ ନେଇ ଜନ ଅସନ୍ତୋଷ ପରେ ଚେତିଲେ ରାଜ୍ୟ ସରକାର। ଆଜି ସ୍ଥିତିର ସମୀକ୍ଷା କରି ଦିନରେ ପାଓ୍ୱର କଟ୍ ନକରିବା ଏବଂ ନିରବଛିନ୍ନ ଭାବେ ବିଜୁଳି ଯୋଗାଇ ଦେବାକୁ ଡିସ୍କମ୍ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ତେବେ ବିଜୁଳି ବଳକା ରାଜ୍ୟ ବୋଲି ଦାବି...
ରାଜ୍ୟର ଦୁଗ୍ଧଚାଷୀଙ୍କ ପାଇଁ ଲାଭପ୍ରଦ ହେଉ କି ନହେଉ କିଛି ଅଧିକାରୀଙ୍କ ପାଇଁ କିନ୍ତୁ ଯେମିତି ଦୁଧିଆଳୀ ଗାଈ ପାଲଟିଛି ଓମଫେଡ୍। ପୂର୍ବରୁ ପଲିଥିନ୍ କିଣା ଓ ବିଜ୍ଞାପନ ଦୁର୍ନୀତି ଅଭିଯୋଗ ପରେ ଏବେ ବିଭାଗୀୟ ଅଡିଟ୍ ଧରିଥିବା ୨୦୭ କୋଟି ଟଙ୍କାର ଆର୍ଥିକ ଅନିୟମିତତାକୁ ନେଇ ଚର୍ଚ୍ଚା।
ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପ୍ରକଳ୍ପ କାମକୁ ନେଇ ବଢୁଛି ବିବାଦ। କିଏ କହୁଛି କର, ତ କିଏ କହୁଛି ବନ୍ଦ କର।
ଚଳଚଞ୍ଚଳ ରାଜଧାନୀରେ ଖାଁଖାଁ ରାସ୍ତାଘାଟ। ସୂର୍ଯ୍ୟଦେବଙ୍କ ଅଗ୍ନି ବର୍ଷା କାରଣରୁ ରାସ୍ତାକୁ ବାହାରିବାକୁ ସାହାସ କରିପାରୁନାହାନ୍ତି ଲୋକେ। ହେଲେ ଏଠି କିନ୍ତୁ ବିପରିତ ଚିତ୍ର। ଧୁ ଧୁ ଖରାକୁ ବଳି ଯାଉଛି ପେଟର ତାତି।