• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

Chhatrapur Murder Case
ଭାବି ସ୍ୱାମୀଙ୍କ ହତ୍ୟା ଓ ଯୁବତୀଙ୍କ ଆତ୍ମହତ୍ୟାକୁ ନେଇ ତୁମୁଳକାଣ୍ଡ

ମେ ୧୩ ତାରିଖରେ ଧୂମଧାମରେ ହୋଇଥାନ୍ତା ବିବାହ। ପରସ୍ପରକୁ ଜୀବନ ସାଥୀ କରି ସାତ ଜନ୍ମ ପାଇଁ ଶପଥ ନେଇଥାନ୍ତେ ଉଭୟ ପତି-ପତ୍ନୀ। ହେଲେ ବ୍ୟବସାୟିକ ଶତ୍ରୁତାରୁ ଭାବି ସ୍ୱାମୀଙ୍କୁ ହତ୍ୟା ପରେ ନିୟତିର ଏ ନିଷ୍ଠୁର ବିଚାରକୁ ସହଜେ ଗ୍ରହଣ କରିପାରିଲେନି ଭାବି ପତ୍ନୀ।

Bulldozer ATM Booth
ବୁଲଡୋଜର ଲଗାଇ ତାଡ଼ିନେଲେ ଏଟିଏମ୍

କ୍ୟାପସନ୍‌ରେ ସେ ଉଲ୍ଲେଖ କରିଛନ୍ତି ଯେ - ପୁଣିଥରେ ବୁଲଡୋଜର।

Wriddhiman Saha and Boria Majumdar
ଋଦ୍ଧିମାନଙ୍କୁ ଧମକ ଦେଇ ୨ ବର୍ଷ ବାସନ୍ଦ ହେବେ ବୋରିଆ !

ଭାରତୀୟ ଟେଷ୍ଟ ଦଳରୁ ବାଦ୍‌ପଡ଼ିବା ପରେ ଋଦ୍ଧିମାନ ଶାହାଙ୍କୁ ବୋରିଆ ଚିଡ଼ାଇଥିଲେ।

Offline Exam
ଅଫଲାଇନ୍‌ରେ ହେବ ଏକଜାମ୍‌: ପ୍ରବଳ ଗ୍ରୀଷ୍ଣ ପ୍ରବାହ ସାଙ୍ଗକୁ କରୋନା ସଂକ୍ରମଣ ହେବ ଚାଲେଞ୍ଜ୍‌

ଚଳିତ ବର୍ଷ ମାଟ୍ରିକ୍‌ରେ ୫ଲକ୍ଷ ୮୫ ହଜାର ୭୩୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

binapani mohanty
ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ

ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ ହୋଇଛି।

Accused Actor Arrested
'ମୋ ସହ ୨ ବର୍ଷ ସମ୍ପର୍କ ରଖି ଛାଡିଦେଲେ, ସବୁ ପ୍ରମାଣ ରଖିଛି'

 ସେ ମୋତେ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ

Heat Wave In Bhubaneswar
ଭୁବନେଶ୍ୱରରେ ପ୍ରାଣ ଛାଡ଼ିଯିବା ପରି ସ୍ଥିତି କାହିଁକି ?

କାହିଁକି ରାଜଧାନୀରେ ଏଭଳି ନିଆଁବର୍ଷା କହିଲେ ପାଣିପାଗ ବିଜ୍ଞାନୀ

ରାଣା ଦମ୍ପତିଙ୍କୁ ବାନ୍ଧିଲା ପୋଲିସ
ହନୁମାନ ଚାଳିଶା ବିବାଦ: ରାଣା ଦମ୍ପତିଙ୍କୁ ବାନ୍ଧିଲା ପୋଲିସ

ରାଣା ଦମ୍ପତିଙ୍କୁ ଗିରଫ ପରେ ଏହାକୁ ନେଇ ମହାରାଷ୍ଟ୍ର ରାଜନୀତି ତେଜିବାରେ ଲାଗିଛି।

 Govt Safeguarding Keonjhar Collector
କେନ୍ଦୁଝର କଲେକ୍ଟର ଆଶିଷ ଠାକରେଙ୍କ ପ୍ରତି ରାଜ୍ୟ ସରକାରଙ୍କର କାହିଁକି ଏତେ ଦରଦ?

କେନ୍ଦୁଝର କଲେକ୍ଟର ଆଶିଷ ଠାକରେଙ୍କ ପ୍ରତି ରାଜ୍ୟ ସରକାରଙ୍କର କାହିଁକି ଏତେ ଦରଦ? ଆଦିବାସୀଙ୍କ ସମସ୍ୟାକୁ ଅଣଦେଖା କରୁଥିବା ଜଣେ ଜିଲ୍ଲାପାଳଙ୍କୁ ବଞ୍ଚେଇବାକୁ କଣ ପାଇଁ ଏତେ ଆନ୍ତରିକତା? ତାକୁ ନେଇ ଆଲୋଚନା ସମାଲୋଚନା ଚାଲିଥିବାବେଳେ ଜିଲ୍ଲାପାଳଙ୍କୁ ସୁରକ୍ଷା ଦେବାକୁ କେମିତି ଅଣ୍ଟା ଭିଡ଼ିଛନ୍ତି ସରକାର, ଇଏ ତାର...

Unscheduled Power Cuts
ବେଡ଼ି ଉପରେ କୋରଡ଼ା ମାଡ଼ କରୁଛି ଘନଘନ ବିଜୁଳି କାଟ

ଡହଡହ ଖରାରେ ଜୀବନ ଡହଳ ବିକଳ। ନା ଘରେ ରହି ହେଉଛି ନା ବାହାରେ। ତା ସାଙ୍ଗକୁ ପୁଣି ବେଡ଼ି ଉପରେ କୋରଡ଼ା ମାଡ଼ କରୁଛି ଘନଘନ ବିଜୁଳି କାଟ।

 BJD High-Level Meeting
ଆଗାମୀ ରଣନୀତି କଣ ରହିଛି?: ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ରିପୋର୍ଟ ମାଗିଲେ ନବୀନ

ଗୋଟିଏ ପଟେ ବିଜେଡିକୁ ସଙ୍ଗଠନ ମଜଭୁତ୍ କରିବା ଚିନ୍ତା ଘାରିଥିବା ବେଳେ ଟେନସନ୍ ବଢାଉଛି ଅନ୍ତର୍ଦ୍ୱନ୍ଦ୍ୱ।

 Govt Safeguarding Keonjhar Collector
ଆଶିଷ ଠାକ୍‌ରେଙ୍କ ସ୍ଥାନରେ ହାଜର ହେବେ ସୁପ୍ରିମକୋର୍ଟ ଓକିଲ

ଆଦିବାସୀ ବିରୋଧୀ ଅଫିସରଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଛି କଂଗ୍ରେସ।

Unscheduled Power Cuts
ବିଦ୍ୟୁତ୍ ବଳକା ରାଜ୍ୟ ଓଡ଼ିଶାରେ କାହିଁକି ହେଉଛି ଅଘୋଷିତ ପାୱାରକଟ୍‌ ?

ପ୍ରଶ୍ନ, ବିଦ୍ୟୁତ୍ ବଳକା ରାଜ୍ୟ ହେବା ସତ୍ତ୍ୱେ କାହିଁକି ବିଜୁଳି କାଟ୍ ହେଉଛି ?

ଅଭିଯୁକ୍ତା ସିଲସିଲା ବେହେରା
ଡ୍ରାଇଭର ଅଶୋକ ସାହୁଙ୍କ ସହ ମୋର ସମ୍ପର୍କ ଭାଇ-ଭଣଣୀ ପରି

ଗତ ୪ ବର୍ଷ ଧରି ସେ ପରକୀୟା ସମ୍ପର୍କରେ ରହିଆସୁଛନ୍ତି।

ଲାଇନ୍‌ ପାର ହେବା ବେଳେ ମାଡ଼ିଆସିଲା ଟ୍ରେନ୍
୨୭ ମଇଁଷିଙ୍କୁ ଦଳିଦେଲା ଲୌହ ଦାନବ

ପିତାମହଲ ନିକଟରେ ମଇଁଷି ପଲକୁ ଏକ୍ସପ୍ରେସ ଟ୍ରେନ୍ ଧକ୍କା ଦେଇଛି। 

Heat Wave
୨୭ ଯାଏ ଅଗ୍ନି ବର୍ଷା !

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ।

Heat Wave Conditions in Bhubaneswar
ତାତିରେ ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର

ମଧ୍ୟପ୍ରଦେଶ ଓ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।

kotia
କୋଟିଆକୁ ନିଜର କରିବାକୁ ଯେମିତି ପଣ କରିଛି ପଡ଼ୋଶୀ ଆନ୍ଧ୍ର

ଓଡ଼ିଶାରେ ପଶି ଆନ୍ଧ୍ରର ନୂଆ ଦାଦାଗିରି । ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ହକ୍ ଜାହିର କରିବାକୁ ପ୍ରୟାସ । କୋଟିଆ ପଞ୍ଚାୟତର ଉପର ସେମ୍ବିର ଅଙ୍ଗନବାଡ଼ି କେନ୍ଦ୍ର କାନ୍ଥରେ ଅଣୁ ଜଳବିଭାଜିକା ପ୍ରକଳ୍ପର ମାନଚିତ୍ର ଆଙ୍କି ବିବରଣୀ ପ୍ରଦାନ କରିଛନ୍ତି ଆନ୍ଧ୍ର ସରକାର...

vaccine
୫ରୁ ୧୧ ବର୍ଷ ପିଲାଙ୍କ ପାଇଁ ଆସୁଛି କରୋନା କବଚ

୫ରୁ ୧୧ ବର୍ଷ ପିଲାଙ୍କୁ ଖୁବ୍ ଶୀଘ୍ର ମିଳିପାରେ କରୋନା କବଚ । ଏଥିପାଇଁ ହାଇଦ୍ରାବାଦର ବାୟଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କର୍ବୋଭ୍ୟାକ୍ସ ଟିକାର ଜରୁରୀ ବ୍ୟବହାର ଅନୁମତି ଲାଗି ଡଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ, ଡିସିଜିଆଇଙ୍କୁ ସୁପାରିଶ କରିଛି ଏକ୍ସପର୍ଟ କମିଟି । କରୋନାର ଚତୁର୍ଥ ଲହର...

Lot of Self-Financing Course, Professor unavailable
ସେଲ୍ଫ ଫାଇନାନ୍ସିଂ କୋର୍ସର ରିୟଲିଟି ଚେକ୍

ରାଜ୍ୟରେ ଖୋଲିଛି ମାଳମାଳ ସେଲ୍ଫ ଫାଇନାନ୍ସିଂ କୋର୍ସ, ହେଲେ କେଉଁଠି ଅଧ୍ୟାପକ ପଦବୀ ଖାଲି ତ ଆଉ କେଉଁଠି ଭିତ୍ତିଭୂମିର ଅଭାବ ରହିଛି। ସାବତ ପୁଅ ନ୍ୟାୟରେ ଚାଲିଛି ଏହି ସବୁ କୋର୍ସ। ଗୁଣାତ୍ମକ ଶିକ୍ଷା ମିଳୁ ନ ଥିବାରୁ ଛାତ୍ରଛାତ୍ରୀ ଏହି କୋର୍ସଗୁଡିକରୁ ମୁହଁ ଫେରାଇବା ଆରମ୍ଭ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।