ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ଲକଡାଉନ। ୧୪ ଦିନିଆ ଲକଡାଉନ୍ ପାଇଁ କମିଶନରେଟ୍ ପୋଲିସର କଡ଼ାକଡ଼ି ବ୍ୟବସ୍ଥା। ଉଭୟ ଭୁବନେଶ୍ୱର ଏବଂ କଟକ ସହରରେ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ପୋଲିସ କମିଶନର। ଲକଡାଉନ୍ ସମୟରେ ଭୁବନେଶ୍ୱରରେ ୫୩ଟି…
ନୂଆଦିଲ୍ଲୀ: ଫେଲ୍ ମାରିଲା କଡା କଟକଣା। ଷ୍ଟ୍ରିଟ୍ ବାୟୋ ବବଲ୍ ସତ୍ତ୍ୱେ ଇଣ୍ଡିଆନ୍ ପ୍ରିମିୟର ଲିଗ୍କୁ ଭେଦ କଲା ମହାମାରୀ କରୋନା। କୋଭିଡରେ ସଂକ୍ରମିତ ହେଲା ଏହି ପ୍ରିମିୟର ଟୁର୍ଣ୍ଣାମେଣ୍ଟ। ଏକାଧିକ ଖେଳାଳି ଓ ସପୋର୍ଟ ଷ୍ଟାଫ୍ ସଂକ୍ରମିତ ହେବା ପରେ…
ଭୁବନେଶ୍ୱର: ଆନ୍ଧ୍ର ଓ ତେଲେଙ୍ଗାନା ଫେରନ୍ତାଙ୍କ ଲାଗି କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ। ଆନ୍ଧ୍ର ଓ ତେଲେଙ୍ଗାନା ଫେରନ୍ତାଙ୍କ ଲାଗି କଟକଣା ଜାରି କରାଯାଇଛି। କଟକଣା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଉଭୟ ରାଜ୍ୟରୁ ଫେରିଥିଲେ ୧୪ ଦିନିଆ…
ଭୁବନେଶ୍ୱର: କରୋନା ଏବେ ସାରା ଦେଶରେ ନିଜର କରାଳ ରୂପ ଦେଖାଉଛି। ମହାମାରୀର ଦ୍ୱିତୀୟ ଲହରରେ ପ୍ରତିଦିନ ଲକ୍ଷାଧିକ ଲୋକ ସଂକ୍ରମିତ ହେଉଛନ୍ତି। କୋଭିଡ୍ ୧୯ର ଏହି ପ୍ରକୋପରୁ ଓଡ଼ିଶା ମଧ୍ୟ ବାଦ୍ ପଡିନାହିଁ। ରାଜ୍ୟର ବିଭିନ୍ନ ହସ୍ପିଟାଲରେ ବହୁ ସଂଖ୍ୟାରେ…
ଭୁବନେଶ୍ୱର: ଲକଡାଉନ ସମୟରେ କମିଶନରେଟ ପୋଲିସର ବିଶେଷ ବ୍ୟବସ୍ଥା ହୋଇଛି। ଅଭିଯୋଗ ଥିଲେ ଘରକୁ ଯାଇ ଅଭିଯୋଗପତ୍ର ଗ୍ରହଣ କରିବ ପୋଲିସ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ। ଲକଡାଉନ ବେଳେ ଲୋକେ ଥାନାକୁ ନଆସିବା ଲାଗି ପଦକ୍ଷେପ…
ବ୍ରହ୍ମପୁର: ବ୍ରହ୍ମପୁର ଗୋଳନ୍ଥରା ଥାନା ଭିତରେ ଅଭିଯୁକ୍ତର ଆତ୍ମହତ୍ୟା ଘଟଣାରେ ୨ ପୋଲିସ କର୍ମଚାରୀ ସସପେଣ୍ଡ। DIG ଓ ଏସପିଙ୍କ ଘଟଣା ସ୍ଥଳ ପରିଦର୍ଶନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗୋଳନ୍ଥରା ଥାନାର ୨ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତି ଏସପି।…
ଛେଣ୍ଡିପଦା: କରୋନା ଭୟରେ ହଜିଯାଉଛି ମାନବିକତା। କରୋନା ରୋଗୀଙ୍କୁ ଆଶ୍ୱାସନା ଓ ସାହାଯ୍ୟ କରିବା ବଦଳରେ ତାଙ୍କୁ ଦିଆଯାଉଛି ମାନସିକ ନିର୍ଯାତନା। କରୋନା ମହାମାରୀ ବର୍ତ୍ତମାନ ଅନେକ ପରିବାରକୁ ନିଶ୍ଚିହ୍ନ କରିଦେଉଛି। ଏହା ଠାରୁ ଅଧିକ ଦୁଃଖ ଦେଉଛି କରୋନା ରୋଗୀଙ୍କ…
ଯେବେଠୁ ମାଡ଼ିଚାଲିଛି କରୋନା, ସେଦିନଠୁ ଆପଣ ବେଶ୍ ପରିଚିତ କୋଭିଡ୍ ଯୋଦ୍ଧାଙ୍କ ସହ। ଯେଉଁ ଯୋଦ୍ଧାଙ୍କ ପାଇଁ ଆଜି ବର୍ତ୍ତିଯାଇଛି ଅନେକ ଜୀବନ। ଦ୍ୱିତୀୟ ଈଶ୍ୱର ଭାବେ ଆବିର୍ଭାବ ହୋଇ ରାତିଦିନ ମଣିଷଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଡାକ୍ତର ଓ ନର୍ସ। ତେବେ…
ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ ଚଳିତ ଆଇପିଏଲ ସିଜିନର ଷ୍ଟାର କ୍ରିକେଟର୍ ଲୋକେଶ ରାହୁଲ । ପେଟରେ ଆପେଣ୍ଡିସାଇଟସ୍ ହୋଇଥିବା କାରଣରୁ ସେ ଭର୍ତ୍ତି ହୋଇଥିବା ଜଣାଯାଇଛି । ହଠାତ୍ ତାଙ୍କର ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି…
କୋଲକାତା: ବହୁ ପ୍ରତୀକ୍ଷିତ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ବିଜେପିର ବଙ୍ଗ ଅଭିଯାନ ଫେଲ। ବିକାଶକୁ ମାତ୍ ଦେଲା ଖେଲା ହବେ। ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ମହାବିଜୟ ହୋଇଛି। କ୍ରମାଗତ ତୃତୀୟ ଥର ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ…
ନୂଆଦିଲ୍ଲୀ: ସାରା ଦେଶରୁ କୋଭିସିଲ୍ଡ ଯୋଗାଣ ପାଇଁ ସେରମ ଉପରେ ଚାପ ପକାଯାଉଛି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଖୋଦ୍ ସେରମ ସିଇଓ ଅଦାର ପୁନାୱାଲା । ଲଣ୍ଡନର ଟାଇମ୍ସ ପତ୍ରିକାକୁ ସାକ୍ଷାତକାର ଦେଇ ପୁନାଓ୍ବାଲା କହିଛନ୍ତି, ତାଙ୍କୁ ଦେଶର…
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଜ ନାଗରିକଙ୍କୁ ଭାରତ ସମେତ ୭ଟି ଦେଶ ବୁଲିବା ଉପରେ କଟକଣା ଜାରି କରିଛି ଇସ୍ରାଏଲ । ଏନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ସେଥିରେ…
କଣ ଏହି କୋଭିଡ୍-୧୯ ଭୂତାଣୁ, କେଉଁଠୁ ଆସିଲା, କିଭଳି ବ୍ୟାପିଲା, କଣ ଏହାର ଚିକିତ୍ସା, ଏଥିରୁ କିଭଳି ମୁକ୍ତି ପାଇବ ମଣିଷ ସମାଜ? ସଂକ୍ରମଣ ବ୍ୟାପିବାକୁ ଦେଢ ବର୍ଷ ହୋଇଯାଇଥିଲେ ବି କାହା ପାଖରେ ନାହିଁ ସ୍ପଷ୍ଟ ଉତ୍ତର ରୂପ ବଦଳାଇବା…
ଭୁବନେଶ୍ୱର: ଅସହ୍ୟ ଗରମରୁ ଆଜି ସାମାନ୍ୟ ଆଶ୍ୱସ୍ତି ମିଳିଛି । ୪୦ ଡିଗ୍ରୀ ଉପରେ ୫ଟି ସହର ରହିଛି । ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି । ଜାଣନ୍ତୁ କେଉଁଠି କେତେ ରହିଛି ତାପମାତ୍ରା ? ୪୧.୩ ଡିଗ୍ରୀ…
ଉଦଳା: କରୋନା ରୂପ କେବଳ ଭୂତାଣୁରେ ସୀମିତ ନାହିଁ ବରଂ ସମ୍ପର୍କ ଆଗରେ କଣ୍ଟା ହୋଇ ଠିଆ ହୋଇଛି। ଏଭଳି ସ୍ଥିତି ହୋଇଛି ଯେ, ଜଣେ ଅନ୍ୟ ଜଣକୁ ସାହାଯ୍ୟ ପାଇଁ ହାତ ପତାଇଲେ, ସହାନୁଭୁତି ତ ଦୂରର କଥା ବରଂ…
ଭୁବନେଶ୍ୱର: ଓଟିଭି ସିଏଫ୍ଓଙ୍କୁ ଉଠାଇ ନେଲା କ୍ରାଇମ୍ବ୍ରାଞ୍ଚ। ଖୋର୍ଦ୍ଧା ଜିଲ୍ଲା ସାରୁଅ ଜମି କିଣାବିକା ମାମଲାରେ ଓଟିଭି ସିଏଫ୍ଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇମ୍ବ୍ରାଞ୍ଚ ଉଠାଇ ନେଇଛି। OTV ସିଏଫ୍ଓଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେବା ପ୍ରସଙ୍ଗରେ କାନ୍ଦି କାନ୍ଦି ପ୍ରତିକ୍ରିୟା ଦେଲେ ମନୋରଂଜନଙ୍କ ୮୪ ବର୍ଷୀୟା ମା। ସେ କହିଛନ୍ତି...