ଗାଥା ବଖାଣୁଛି ଇତିହାସର କଳା ଧଳା ଫଟୋ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଡାକରା ଦିଆଯାଇଥିବା ଭାରତ ଛାଡ ଆନ୍ଦୋଳନ ହେଉ ଅବା ଅସହଯୋଗ ଆନ୍ଦୋଳନ ଏବଂ ଲବଣ ସତ୍ୟାଗ୍ରହ।
ସରକାରୀ ଗାଡ଼ିର ଅପବ୍ୟବହାର ହେଉଛି କି ? ସରକାରୀ ବାବୁମାନେ ଚଢୁଥିବା ଗାଡି ବାବଦକୁ ଖର୍ଚ୍ଚରେ ହେଉଛି କି ହେରଫେର? ଭଡା ଗାଡି ବାବଦକୁ ଖର୍ଚ୍ଚ ପାଇଁ ଅର୍ଥ ବିଭାଗର ନୂଆ ଗାଇଡଲାଇନ ପରେ ଉଠିଛି ଏମିତି ପ୍ରଶ୍ନ।
ଦୁର୍ଘଟଣାରେ ୯ ଜଣ ଯବାନ ସହିଦ୍ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି।
ବଜାରରେ ଏବେ ପିଆଜ କିଲୋ ପ୍ରତି ୩୦ରୁ ୩୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ସେପ୍ଟେମ୍ବରରେ ତାହା ଦୁଇ ଗୁଣା ଅର୍ଥାତ୍ ୫୫ରୁ ୬୦ ଟଙ୍କାରେ ବିକ୍ରି ହେବା ଆଶଙ୍କା ରହିଛି।
'ପ୍ରବଳ' ହେଉଛି ପ୍ରଥମ ରିଭଲବର୍ ଯାହା ସାଇଡ୍ ସୁଇଙ୍ଗ୍ ସିଲିଣ୍ଡର, ଯାହା ଦ୍ୱାରା ଟ୍ରିଗର୍କୁ ମାରିବା ପାଇଁ ସହଜ ହୋଇଥାଏ।
ଇଡକୋ ଜମିରେ ଗଢ଼ି ଗଢିଉଠିଥିବା ଶିଳ୍ପାଞ୍ଚଳ ଏବେ ବଣବୁଦାରେ ନିଜ ପରିଚୟ ହରାଇଛି। ମାଲିକମାନେ ନିଜ ନିଜର ମେସିନ୍ ଓ ଯନ୍ତ୍ରପାତି ନେଇ ଚାଲି ଗଲେଣି। ଇଣ୍ଡଷ୍ଟ୍ରିରେ ତାଲା ପଡିଛି ଆଉ ବାହାରେ ଝୁଲୁଛି ଖଣ୍ଡେ ଟିଣ ସାଇନ୍ ବୋର୍ଡ।
ଶାସନ ବ୍ୟବସ୍ଥାକୁ ପୁଣି ଶାସକ ଦଳ ବିଧାୟକ ସୌମ୍ୟଙ୍କ ଟାର୍ଗେଟ୍। ଫାଇଭ୍-ଟି ସଚିବଙ୍କୁ ସିଧା ନିଶାନା। ହେଲିକପ୍ଟରରେ ବୁଲି ଅଭିଯୋଗ ଗ୍ରହଣକୁ କଡ଼ା ସମାଲୋଚନା। ନିଜ ଜନ୍ମଦିନରେ ନିଜ ଖବର କାଗଜରେ 'ଆମ ଘରର ହାଲଚାଲ' ସ୍ତମ୍ଭରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ, ଏ 'ଜନ୍ମଦିନର ଅନୁଚିନ୍ତା' ଶୀର୍ଷକ ଲେଖାକୁ...
ଲଘୁଚାପ ସବଳ, ସକ୍ରିୟ। ତୁହାକୁ ତୁହା କାଚୁଛି। ୨୪ ଘଣ୍ଟାରେ ୫ ସ୍ଥାନରେ ଅତିପ୍ରବଳ ତ ୩୦ରୁ ଅଧିକ ସ୍ଥାନରେ ନିର୍ଦ୍ଧୁମ୍ ବର୍ଷିଛି।
ମାଟ୍ରିକ୍ ପରେ ଯୁକ୍ତ ଦୁଇ। ୬ ମାସ ପୂର୍ବରୁ ଘୋଷଣା ହେଲା ତାରିଖ। ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୧୩ ଯାଏ ହେବ ପରୀକ୍ଷା। ନିର୍ବାଚନୀ ବର୍ଷରେ ଶୃଙ୍ଖଳିତ ପରୀକ୍ଷା ଲାଗି ସିଏଚ୍ଏସ୍ଇ କିଛି ଏଭଳି ପ୍ରସ୍ତୁତି କରୁଛି।
ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛିଛି। ଏହା ପ୍ରଭାବରେ ୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ।
ଶକ୍ତି ବିଭାଗର ଏଭଳି ନିଷ୍ପତ୍ତିକୁ ନେଇ ଉଠିଛି ପ୍ରଶ୍ନ। କାହିଁକି ନା ଓଡିଶା ହେଉଛି ବିଜୁଳି ବଳକା ରାଜ୍ୟ। ତଥାପି କାହିଁକି ଶକ୍ତି ବିଭାଗକୁ ଘାରିଲା ସରକାରୀ କାର୍ଯ୍ୟାଳୟରେ ବିଜୁଳି ବଞ୍ଚାଇବା ଚିନ୍ତା। ଆଉ ମାତ୍ର ୫ ବର୍ଷର ଫ୍ୟାନ, ଏସି ଖୋଲି ନୂଆ ଲାଗିଲେ କେତେ ବିଜୁଳି ବଞ୍ଚାଇ ପାରିବ ଶକ୍ତି...
ଗ୍ରୁପର ଏହି ମହିଳା ମାନେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଏହି ୧୦ହଜାରରୁ ଅଧିକ ତ୍ରିରଙ୍ଗା ପତାକା ତିଆରି କରିବାରେ ସକ୍ଷମ ହୋଇଛନ୍ତି। କେବଳ ତ୍ରିରଙ୍ଗା ପତାକା ନୁହଁ ବରଂ କରୋନା କାଳରେ ସଞ୍ଜିବନୀ ପାଲଟିଥିବା ହଜାର ହଜାର ମାସ୍କ ତିଆରି କରି ଅନ୍ୟର ଜୀବନ ବଞ୍ଚାଇବାରେ ସକ୍ଷମ...
ସୌର କର୍କଟ ମାସ ଶ୍ରାବଣ (ମଳ)କୃଷ୍ଣପକ୍ଷ। ଇଂରାଜୀରେ ୧୪ ତାରିଖ ସୋମବାର। ଚନ୍ଦ୍ର- ମିଥୁନ ରାତ୍ରି ୦୪.୨୫ ଗତେ କର୍କଟ। ତିଥି – ୧୩ଶୀ ଦିବା ୧୦.୨୫ ଗତେ ୧୪ଶୀ। ଘାତ ଚନ୍ଦ୍ର –ନାସ୍ତି, ଘାତ ବାର – ମିଥୁନ
ସଂସଦରେ କେନ୍ଦ୍ର ସରକାରଙ୍କୁ ବିଜେଡିର ସମର୍ଥନ, ପରେ ନବୀନ-ଶାହ ଭେଟଘାଟକୁ ନେଇ ଦୁଇ ଦଳର କର୍ମୀ ଓ ନେତା ଏବେ ଦ୍ୱନ୍ଦ୍ୱରେ।
ରୋଡ୍ ଆକ୍ସିଡେଣ୍ଟର ରକ୍ଷକ ସାଜିବେ ଏନସିସି କ୍ୟାଡେଟ୍। ନେବେ ସଡ଼କ ସୁରକ୍ଷା ପ୍ରଶିକ୍ଷଣ। ଯୋଗାଇଦେବେ ଫାଷ୍ଟ ଏଡ୍ ସେବା ଏବଂ ସାଜିବେ ଦୁର୍ଘଟଣା ପରର ପ୍ରଥମ ସେବାକାରୀ।
ପଛରେ ପତ୍ନୀ ଗୋଡାଇ ଚିତ୍କାର କରୁଥିଲେ। ମୋ ଝିଅକୁ ବଂଚାଅ। ତଥାପି ଅଟକି ନଥିଲେ ପ୍ରକାଶ, ଦେଖୁ ଦେଖୁ କଅଁଳା ଝିଅକୁ ଧରି ନଈ ଭିତରକୁ ଡେଇଁ ପଡିଥିଲେ।
ନୀଳାଚଳ ୨୦୦୪ ମସିହାରେ ଆସାମ ରାଇଫଲ୍ସରେ ଯୋଗଦାନ କରିଥିଲେ। ଏହି ଖବର ମିଳିବା ପରେ ଗାଁରେ ଶୋକାକୂଳ ପରିବେଶ ଲାଗି ରହିଛି।
ଚେନ୍ନାଇରେ ମାଲେସିଆକୁ ୪-୩ ଗୋଲରେ ହରାଇ ଭାରତ ଆଜି ଚାମ୍ପିଅନ୍ ହୋଇଛି।
ଦିଲ୍ଲୀରୁ ଆରମ୍ଭ ହୋଇଥିବା ବିଜେପି-ବିଜେଡି କୋଳାକୋଳି। ଆଗକୁ ନେବ କେଉଁ ସମୀକରଣର ରୂପ ? ସଂସଦରେ ମୋଦୀ ସରକାରକୁ ଶଙ୍ଖଦଳର ହୃଦୟ ଖୋଲା ସମର୍ଥନ ଓ ପରସ୍ପରକୁ ଶାହ-ନବୀନଙ୍କ ପ୍ରଶଂସା ପରେ ହଲଚଲ ଦିଲ୍ଲୀରୁ ଭୁବନେଶ୍ୱର ରାଜନୀତି।
ସହିଦର ମୁକଟ ପିନ୍ଧି ପ୍ରଥମ ଓ ଶେଷଥର ପାଇଁ ଦେହରେ ଜାତୀୟ ପତାକା ଘୋଡ଼ି ହୋଇ ଗାଁକୁ ଫେରୁଥିଲା ବୀର ପୁଅ...ଗାଁ ଦାଣ୍ଡ ଦେଇ ଶୋଭାଯାତ୍ରା ଲମ୍ବିଥିଲା ଯେ ଲମ୍ବିଥିଲା ଆଖି ପାଇବା ଯାଏଁ।