• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

Ram Navami Violence
ରାମନବମୀ ପୂଜନରେ ବାଧା ସୃଷ୍ଟି ନା ହଷ୍ଟେଲ୍‌ରେ ଆମିଷ ଖିଆକୁ ବିରୋଧ?

ରାମନବମୀ ପୂଜନରେ ବାଧା ସୃଷ୍ଟି ନା ହଷ୍ଟେଲ୍‌ରେ ଆମିଷ ଖିଆକୁ ବିରୋଧ? କାରଣ ଯାହାବି ହୋଇଥାଉନା କାହିଁକି, ଧର୍ମୀୟ ଭାବନା ବନାମ୍ ବ୍ୟକ୍ତିଗତ ସ୍ୱାଧୀନତାକୁ ନେଇ, ପୁଣି ଅଶାନ୍ତ ହୋଇଛି ଜେଏନୟୁ କ୍ୟାମ୍ପସ୍

OPCC
କିଏ ହେବେ ପିସିସିର ପରବର୍ତ୍ତୀ ସଭାପତି ?

ନିରଞ୍ଜନଙ୍କ ପରେ କାହା ଉପରେ ଭରସା କରିବେ ହାଇକମାଣ୍ଡ ? ଏହାକୁ ନେଇ ଏବେ ସରଗରମ କଂଗ୍ରେସ୍ ରାଜନୀତି । ପଂଚାୟତ ଓ ପୌର ନିର୍ବାଚନରେ ଦଳର ବିପର୍ଯ୍ୟୟ ପରେ ପିସିସି ସଭାପତି ପରିବର୍ତ୍ତନ ଦାବି ଜୋର ଧରିଛି ।

Rope Way
୫ ଶହ ଫୁଟ ଉପରେ ଝୁଲୁଛି ଜୀବନ

ତାରରେ ଲଟକିଛି ୧୨-୧୨ଟି କ୍ୟାବିନ୍ । ଆଉ ତାଭିତରେ ୪୮ ଜଣ ପର୍ଯ୍ୟଟକ । ରବିବାର ଅପରାହ୍ନରୁ ଫଶି ରହିଛନ୍ତି ଯାତ୍ରୀ । କ୍ୟାବିନ୍ ଭିତରେ ୨୪ ଘଂଟା ବିତିଗଲାଣି । ପ୍ରତି ମୁହୂର୍ତ୍ତରେ ଭୟ ଆଉ ଆଶଙ୍କା ବଢିଚାଲିଛି । ଏହାରି ଭିତରେ ପର୍ଯ୍ୟଟକଙ୍କୁ ଉଦ୍ଧାର ଲାଗି...

Basudha Project
ବସୁଧା ବାଟବଣା? ବାଲଟିଏ ପାଣି ପାଇଁ ଲାଗୁଛି ଲମ୍ବା ଲାଇନ୍‌

ଟିଏ ପଟେ ପିଇବା ପାଣି ପାଇଁ ଲକ୍ଷ ଲକ୍ଷ ଟଙ୍କାରେ ପ୍ରକଳ୍ପ । ତ ଅନ୍ୟପଟେ ନଳକୂଅ ପାଖେ ବାଲଟିଏ ପାଣି ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା । ଧର୍ମଶାଳା ବ୍ଲକ କମାଗଡ଼ ପଞ୍ଚାୟତର ଖରାଦିନ ଆରମ୍ଭରୁ ଏମିତି ଜଳକଷ୍ଟରେ ସନ୍ତୁଳି ହେଉଛନ୍ତି ଭରତପୁର ଗାଁର ପ୍ରାୟ ୮୦...

Train Accident
କୋଣାର୍କ ଏକ୍ସପ୍ରେସ୍ ଧକ୍କାରେ ୫ ମୃତ

ଗୌହାଟି ଯାଉଥିବା ଏକ ଟ୍ରେନ୍ ବାଟରେ ଅଟକିଥିଲା। 

Nayagarh Celebrates Chhenapoda Dibas
ଏଣିକି ଏପ୍ରିଲ ୧୧ ଛେନାପୋଡ଼ ଦିବସ !

ନାପୋଡ଼ କଥା ଆସିଲେ ପାଟିରୁ ଲାଳ ଗଡ଼ିଯାଏ । ଛେନାରେ ତିଆରି ସୁସ୍ୱାଦୁ ମିଠା ଆମ ଓଡ଼ିଶାର ନୟାଗଡ଼ରେ ଏହାର ସୃଷ୍ଟି । ନୟାଗଡ ଛେନାପୋଡ଼କୁ ବିଶ୍ୱସ୍ତରୀୟ କରାଇବାକୁ ଆରମ୍ଭ ହୋଇଛି ପ୍ରୟାସ । ନୟାଗଡ଼ ଛେନାପୋଡ଼ର ସ୍ରଷ୍ଟା କୁହାଯାଉଥିବା ସୁଦର୍ଶନ ସାହୁଙ୍କ ଜନ୍ମ ଦିନକୁ ବିଶ୍ୱ ଛେନାପୋଡ଼...

Puri Medical College
ଶ୍ରୀଜଗନ୍ନାଥ ମେଡିକାଲ କଲେଜ୍ ଉଦଘାଟିତ

ଉଦଘାଟିତ ହେଲା ପୁରୀର ବହୁ ପ୍ରତିକ୍ଷୀତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ୍ ଓ ହସପିଟାଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଡିକାଲ କଲେଜର ଉଦଘାଟନ କରିଛନ୍ତି। ଉଦଘାଟନ ସମାରୋହରେ ଭର୍ଚୁଆଲରେ ଉପସ୍ଥିତ ରହିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ। 

Sand Art
ଶାନ୍ତି ପାଇଁ ବେଳାଭୂମିରେ ବାଲୁକାକଳା

ଋଷିଆ ୟୁକ୍ରେନ୍ ଯୁଦ୍ଧ ଭିତରେ ବିଶ୍ୱ ଶାନ୍ତି ଫେରାଇ ଆଣିବାକୁ ବାଲୁକା କଳା ପ୍ରଦର୍ଶନ। ପୁରୀ ବେଳାଭୂମିରେ ଏନେଇ ଋଷିଆ ଏବଂ ୟୁକ୍ରେନର ଭଗବତ୍ ପ୍ରେମୀ ଏକାଠି ହୋଇଥିଲେ। ଇଣ୍ଡୋ-ଋଷିଆ ଫ୍ରେଣ୍ଡସିପ୍ ସେଣ୍ଟର ଡାକ୍ତର ଦେବପ୍ରସାଦ ଦାଶ ଏଥିରେ ଯୋଗ ଦେଇ ମୃତକଙ୍କ ପାଇଁ ସମୂହ ଦୀପଦାନ କରିଥିଲେ। 

Death Suspense
ଗୋଟିଏ ଡାଳରେ ଝୁଲି ପଡିଲେ କଣ ପାଇଁ?

ଗଛ ଡାଳରେ ୩ ଯୁବତୀଙ୍କ ମୃତଦେହ, ହଟୁନି ସସ୍ପେନ୍ସ । ୨୪ ଘଂଟା ପରେ ବି ଜଣାପଡୁନି କାରଣ, ଆତ୍ମହତ୍ୟା ନା ହତ୍ୟା? ଖିଅ ଖୋଜୁଛି ପୋଲିସ୍

Lemon Price Hiked
ହୋଟେଲ କି ରେଷ୍ଟୁରାଣ୍ଟରେ ଖାଇବା ଥାଳିରୁ ଏବେ ଲେମ୍ବୁ ଉଭାନ !

ଲେମ୍ବୁର ଆକାଶଛୁଆଁ ଦର ପରେ କେମିତି ପଡ଼ିଛି ପ୍ରଭାବ, ନଦେଖିଲେ ଜାଣି ହେବନି। ହୋଟେଲ କି ରେଷ୍ଟୁରାଣ୍ଟରେ ଖାଇବା ଥାଳିରୁ ଏବେ ଲେମ୍ବୁ ଉଭାନ। ଗ୍ରାହକ ମାଗିଲେ, ଦୋକାନୀ ଶୁଣୁନାହାନ୍ତି। 

bjd
ଆଶାୟୀଙ୍କୁ ମ୍ୟାନେଜ୍ ବିଜେଡି ପାଇଁ ବଡ ଚ୍ୟାଲେଞ୍ଜ

ଦଳରେ କୁହୁଳୁଛି ପୁରୁଖା ନେତାଙ୍କ ଅସନ୍ତୋଷ I ୨୪ ନିର୍ବାଚନରେ ବିଜେଡି ଆପଣାଇବ କି ପୌର ଏକ୍ସପେରିମେଣ୍ଟ? ମହାନଗରରେ ନୂଆ ମୁହଁ ଓ ବସ୍ତି ମହିଳାଙ୍କୁ ଡେପୁଟି ମେୟର ପଦ

odisha
ସଂପତ୍ତି ତାଲିକା ଦେବାକୁ କୁନ୍ଥୁକୁନ୍ଥୁ ବାବୁ

ସଂପତ୍ତି ତାଲିକା ଦେବାକୁ କୁନ୍ଥୁକୁନ୍ଥୁ ବାବୁ। ତାରିଖ ପରେ ତାରିଖ ଗଡୁଛି, ହେଲେ ଦାଖଲ ହେଉନାହିଁ ସଂପତ୍ତି ବିବରଣୀ। ଯାହାକୁ ନେଇ ସାଧାରଣ ପ୍ରଶାସନ ବିଭାଗ ଚିଠି ପରେ ଚିଠି କରିଚାଲିଛି। 

Lemon Price Hiked
ହୋଟେଲ, ରେଷ୍ଟୁରାଣ୍ଟରେ ଖାଇବା ଥାଳିରୁ ଲେମ୍ବୁ ଗାଏବ !

ଲେମ୍ବୁର ହଠାତ୍ ଆକାଶଛୁଆଁ ଦରକୁ ନେଇ କଣ କହୁଛନ୍ତି ବ୍ୟବସାୟୀ?

Death Suspense
ଗଛ ଡାଳରେ ୩ ଯୁବତୀଙ୍କ ମୃତଦେହ, ହଟୁନି ସସପେନ୍ସ

ପୋଲିସ ରାତି ସାରା ମୃତଦେହ ଜଗି ରହିବା ପରେ ଆଜି ସକାଳୁ ମୃତଦେହ ଉଦ୍ଧାର କରିଥିଲା।

BJD Leader
ବିଜେଡି କେବେ ଶ୍ରେୟ ରାଜନୀତିରେ ବିଶ୍ୱାସ କରେ ନାହିଁ: ଦେବୀ ମିଶ୍ର

ମେଡିକାଲ କଲେଜ୍ ହସ୍ପିଟାଲ ପ୍ରକଳ୍ପ ଉଦଘାଟନରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟକୁ ତୁରନ୍ତ ଅବଗତ କରାଯିବା ଉଚିତ

Accidental Firing of Missile
କଠିନ ଦଣ୍ଡରେ ଦଣ୍ଡିତ ହେବେ ଏକାଧିକ ବାୟୁସେନା ଅଧିକାରୀ !

 ଘଟଣାକୁ ମାସେ ପୂରିବା ଆଗରୁ ତଦନ୍ତ ଶେଷ ହୋଇଛି।

Modi Biden Talk
କାଲି ମୋଦି-ବାଇଡେନ୍ କଥାବାର୍ତ୍ତା: ୩ ପ୍ରସଙ୍ଗ ଉପରେ ହେବ ଆଲୋଚନା

ଋଷ-ୟୁକ୍ରେନ୍ ଯୁଦ୍ଧ ସ୍ଥିତିରେ ଏହି ବୈଠକ ଖୁବ୍ ଗୁରୁତ୍ୱପୂର୍ଣ୍ଣ

Drowning Case
ମା'କୁ ମିଛ କହି ଘରୁ ବାହାରିଥିଲା, ଆଉ ଫେରିଲାନି ପୁଅ

ଆଉ ଫେରିବାର ବାଟ ସତେ ଯେମିତି ବନ୍ଦ ହୋଇଯାଇଥିଲା।

Drowning
ଯୋବ୍ରାରେ ଗାଧୋଇବା ବେଳେ ୩ ବୁଡ଼ିଗଲେ

ଖୋଜିବା ପାଇଁ ଓଡ୍ରାଫ ଟିମର ପ୍ରୟାସ

Engineer wife Arrest
ସ୍ୱାମୀର ଦୁର୍ନୀତିକୁ ପାଖରେ ରଖି ବନ୍ଧା ହେଲେ ସ୍ତ୍ରୀ

ଝୁମ୍ପୁଡ଼ି ଘରୁ କୋଟିଏରୁ ଅଧିକ ଟଙ୍କା ଜବତ ହେବା ସମସ୍ତଙ୍କୁ ଚମକାଇ ଦେଇଛି।

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।