ବଙ୍ଗୋପସାଗରରେ ସୃୃଷ୍ଚ ବାତ୍ୟା ଅସାନି ପ୍ରବଳ ବାତ୍ୟାର ରୂପ ନେଇଛି। ହେଲେ ଏହା ଉପକୂଳ ଅତିକ୍ରମ କରୁ ନଥିବାରୁ ବାତ୍ୟା ଭୟ ତ ଟଳିଛି, ହେଲେ ପ୍ରଭାବରେ ୧୦ ତାରିଖ ସଂଧ୍ୟାରୁ ୧୨ ତାରିଖ ଯାଏଁ ରାଜ୍ୟର ଉପକୂଳବର୍ତ୍ତି ଜିଲ୍ଲାରେ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଡାକରା ପାଇ ଦିଲ୍ଲୀରେ ରାଜ୍ୟ କଂଗ୍ରେସ୍ ନେତା। ୯ ବିଧାୟକଙ୍କ ସମେତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଶରତ ପଟ୍ଟନାୟକ ଓ ଜୟଦେବ ଜେନାଙ୍କ ଭଳି ବରିଷ୍ଠ ନେତା। ଆସନ୍ତାକାଲି ରାହୁଲ ଗାନ୍ଧି ଓଡିଶା କଂଗ୍ରେସ ନେତୃତ୍ୱଙ୍କ ସହ କରିବେ ଓ୍ୱାନ୍ ଟୁ ଓ୍ୱାନ୍ ଆଲୋଚନା। ପିସିସି ସଭାପତି ଚୟନ ସହ...
ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଖୋଜାଖୋଜି ଜାରି ରହିଛି।
ଦଳ ପାଇଁ କେବଳ ରସେଲ ୧୯ଟି ବଲ୍ରେ ୪୫ ରନ୍ ସଂଗ୍ରହ କରିଥିଲେ।
ରାଜସ୍ଥାନ ରୟାଲ୍ସ ୧୯୦ ରନ ବିଜୟର ପିଛା କରି ଶେଷ ଓଭରରେ ଏହାକୁ ହାସଲ କରିନେଇଥିଲା।
୧୦ ତାରିଖ ସଂଧ୍ୟାରୁ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀ ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ।
ଆଶା ଥିଲା ଆଇପିଏଲ୍ ବେଟିଂରେ ଦୁଇ ପଇସା ଆୟ ହେବ। ଝିଅ ବାହାଘର ପାଇଁ ବକେୟା ଥିବା ଧାରକରଜ ଶୁଝି ହୋଇଯିବ। ହେଲେ ସେହି ଜୁଆଖେଳର ପରିଣାମ ଯେ କେତେ ଭୟଙ୍କର ହେବ ସେ କଥା ଜାଣିପାରିନଥିଲେ ମା, ପୁଅ।
ରାତି ଅଧରେ ଘରେ ପଶି ଚୋରି। ଆଉ ଚୋରି ପରେ ଘର ମାଲିକାଣୀଙ୍କୁ ମୁଣ୍ଡିଆ ମାରି ଫେରାର ମାରିଲେ ଚୋର ଦଳ। ଦୁଇ ଦିନ ତଳେ ଭୁବନେଶ୍ୱର ଧଉଳି ଥାନା ଅନ୍ତର୍ଗତ ନୂଆଗାଁର ବଳରାମ ବିହାରରେ ଏଭଳି ଏକ ଲୁଟ୍ ଘଟଣା ସାମ୍ନାକୁ ଆସିବା ପରେ ଚୋରଙ୍କ ଏ ମୁଣ୍ଡିଆ...
ଓଡ଼ିଶା ଉପରୁ ଟଳିଲା ବାତ୍ୟା ବିପଦ। ବଙ୍ଗୋପସାଗରରେ ସୃଷ୍ଟ ଅବପାତ କାଲି ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେଲେ ବି ସେଇ ରୂପରେ ଉପକୂଳ ଛୁଇଁବାର ସମ୍ଭାବନା ନାହିଁ। ଏମିତିକି ଏହା ଓଡ଼ିଶା କିମ୍ବା ଆନ୍ଧ୍ର ପ୍ରଦେଶ କେଉଁଠି ବି ଲ୍ୟାଣ୍ଡଫଲ କରିବାର ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି...
ଉପାନ୍ତ ହେଉ କି ଉପକୂଳ। ଖରା ତାତିଠୁ କେତେ କଷ୍ଟଦାୟକ ଜଳଯନ୍ତ୍ରଣା ? ଓଟିଭି ସଂଗ୍ରହ କରିଛି ଦୁର୍ଦ୍ଦଶାର ଚିତ୍ର। ମାଲକାନଗିରି ବଣ୍ଡାଘାଟିରେ ଆଦିମ ଜନଜାତିର ଲୋକେ ପାଣି ପାଇଁ କେମିତି କଲବଲ, ଚିତ୍ର ନଦେଖିଲେ ବିଶ୍ୱାସ ହେବନି। ଏଣେ କେନ୍ଦ୍ରାପଡ଼ାର ଏକ ଗାଁରେ ଗରାଏ ପାଣି ପାଇଁ ତ...
ସାଧାରଣ ଜନତାଙ୍କ ମଧ୍ୟରେ କିଛି ଅନ୍ତର ନାହିଁ ଆଉ ଏଠି ଭିଆଇପି କଲଚର ନାହିଁ।
ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ଏହି ଟିମ୍ ଆଜି ଘଟଣାସ୍ଥଳରେ ଚଢାଉ କରିଥିଲା।
ଦାମ-ଦେବାଶିଷ କଳି ନୂଆ ନୁହେଁ। ପୂର୍ବରୁ ଏହାର ଅନେକ ନଜିର ରହିଛି ମାତ୍ର ଏବେ ପୁଅ ସମ୍ବିତଙ୍କ ସହ ଦେବାଶିଷଙ୍କର ଆରମ୍ଭ ହୋଇଛି ନୂଆ ଅଧ୍ୟାୟ।
ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀ ପାଳନ ବେଳେ ପ୍ରଭା ଗାଏବ୍ ଥିବା ଚର୍ଚ୍ଚା ଭିତରେ କିନ୍ତୁ ଓଟିଭିକୁ ଏମାର ମଠର ପୂଜକ ଦେଇଛନ୍ତି ଏକ୍ସକ୍ଲୁସିଭ୍ ତଥ୍ୟ।
୧୮ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର।
୧୦ ତାରିଖ ପୂର୍ବରୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରୁ ସ୍ଥଳଭାଗକୁ ଫେରି ଆସିବାକୁ ପରାମର୍ଶ।