ଉପାନ୍ତ ହେଉ କି ଉପକୂଳ। ଖରା ତାତିଠୁ କେତେ କଷ୍ଟଦାୟକ ଜଳଯନ୍ତ୍ରଣା ? ଓଟିଭି ସଂଗ୍ରହ କରିଛି ଦୁର୍ଦ୍ଦଶାର ଚିତ୍ର। ମାଲକାନଗିରି ବଣ୍ଡାଘାଟିରେ ଆଦିମ ଜନଜାତିର ଲୋକେ ପାଣି ପାଇଁ କେମିତି କଲବଲ, ଚିତ୍ର ନଦେଖିଲେ ବିଶ୍ୱାସ ହେବନି। ଏଣେ କେନ୍ଦ୍ରାପଡ଼ାର ଏକ ଗାଁରେ ଗରାଏ ପାଣି ପାଇଁ ତ ରାତି ଅଧରୁ ଲାଗୁଛି ଲାଇନ୍। ଦେଖିବା ଗ୍ରାଉଣ୍ଡ ରିପୋର୍ଟ
Published: Chandan Shishu
Last updated: 07 May 2022, 10:02 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।