ପ୍ରମାଣ ଲୁଚାଇବାକୁ ଘରେ ଥିବା ଲୁଗା ଏବଂ ବହିଖାତାକୁ ଏକାଠି କରି ନିଆଁ ଲଗାଇ ଦେଇଥିଲା।
ପାଉଁଶ ଗଦାରେ ପରିଣତ ହୋଇଛି କୋଟି କୋଟି ଟଙ୍କାର ସାମଗ୍ରୀ।
ସୁନା ବିସ୍କୁଟ, ସୁନା ଅଳଙ୍କାର, କିଛି ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ଭିଜିଲାନ୍ସ ଜବତ କରିଛି।
କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାକୁ ନେଇ ହୁଲସ୍ତୁଲ କାଶ୍ମୀର ଘାଟି। ସୁରକ୍ଷା ଓ ନ୍ୟାୟ ପାଇଁ ଜାଗା ଜାଗାରେ ପଣ୍ଡିତ ସଂପ୍ରଦାୟର ପ୍ରୋଟେଷ୍ଟ ମାର୍ଚ୍ଚ। ପ୍ରତିବାଦ ଶୋଭଯାତ୍ରା ବେଳେ ଶ୍ରୀନଗରରେ ପ୍ରଦର୍ଶନକାରୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ସେପଟେ ଏହାକୁ ନେଇ ରାଜନୀତି ବି ତେଜିଛି।
ଉପରମୁହାଁ ବଜାର ଦର ଖାଦ୍ୟ ସାମଗ୍ରୀ ସମେତ ଅତ୍ୟାବଶକୀୟ ଜିନିଷର ଦରଦାମ୍ ବଢିଛି । ହାତ ମାରିବାକୁ ବି ଡର ଲାଗୁଛି । ଟମାଟୋ କିଲୋ ପିଛା ଶହେ, ଚିକେନ୍ ପାଖାପାଖି ୩ ଶହ ଆକାଶଛୁଆଁ ଦରକୁ ଦେଖି ମୁଣ୍ଡରେ ହାତ ଦେଲେଣି ଖାଉଟି । ଚାହିଦା ତୁଳନାରେ...
ନିଆଁ ଦ୍ରୁତଗତିରେ ଅନ୍ୟ ଅଞ୍ଚଳକୁ ବ୍ୟାପି ଯାଇ ଭୟଙ୍କର ରୂପ ଧାରଣ କରିଥିଲା।
ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ନିଇତି ନୂଆ ନୂଆ କେଁ। ପ୍ରଥମରୁ ଡିଜାଇନ୍ ଓ ଗଭୀର ଖନନକୁ ନେଇ ଅସନ୍ତୋଷ ଚରମସୀମାରେ ପହଞ୍ଚିଥିବାବେଳେ ଏବେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିଷିଦ୍ଧାଞ୍ଚଳ ବାହାରକୁ ସ୍ଥାନାନ୍ତର ନିଷ୍ପତ୍ତିକୁ ନେଇ ତେଜିଲାଣି ବିବାଦ।
୨୭ ତାରିଖ ସୁଦ୍ଧା ମୌସୁମୀ ବାୟୁ କେରଳ ପହଞ୍ଚିବାର ସମ୍ଭାବନା ରହିଛି।
ଜୁନ୍ ୨୮ରେ ହାଜର ହୋଇ ଜବାବ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଏହି ପରିବର୍ତ୍ତନ ଦ୍ୱାରା ତୃତୀୟ ପକ୍ଷ ଆପ୍ ଗୁଡିକ ପ୍ରଭାବିତ ହେବ।
କେନ୍ଦ୍ର ସରକାର ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି।
ଉପକୂଳ ଦେଇ ସମାନ୍ତରାଳ ଭାବେ ଓଡ଼ିଶା ଉପକୂଳ ଯିବାର ସମ୍ଭାବନା ରହିଛି।
୨୦୧୯ରେ ବଙ୍ଗୋପସାଗରେ ବାତ୍ୟା ଫନି ସୃଷ୍ଟି ହୋଇଥିବା ବେଳେ ଦକ୍ଷିଣ ଭାରତ ମହାସଗରରେ ବାତ୍ୟା ଲୋର୍ଣ୍ଣା ସୃଷ୍ଟି ହୋଇଥିଲା।
ଆନ୍ଧ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ୭୦ରୁ ୮୦ କିମି ରହିବ।