• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

Bride Trashed on Marriage Mandap
ବେଦୀ ଉପରେ ହାତରୁ ଶଙ୍ଖା ଫୋପାଡ଼ିଲେ କନିଆଁ, ବର ବେହୋସ୍

ବର ବେହୋସ ହୋଇ ପଡ଼ିଯିବାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।

Ashoka Vatika
ନିରବି ଯାଇଛି ରାମାୟଣର ମୁକସାକ୍ଷୀ ଅଶୋକ ବାଟିକା

ପାଖାପାଖି ମାସେ ହେଲାଣି ଶ୍ରୀଲଙ୍କାରେ ଅସ୍ଥିରତା ଲାଗି ରହିଥିବା ବେଳେ ପ୍ରଭାବିତ ହୋଇଛି ପର୍ଯ୍ୟଟନ କ୍ଷେତ୍ର।

Father Kills Self
ପୁଅ ମରିଗଲା ବୋଲି ଜୀବନ ହାରିଦେଲା ବାପା

ରେଲେୱେ ପୋଲିସ ଆସିବା ଆଗରୁ ପରିବାର ଲୋକେ ପୁଅର ଅନ୍ତିମ ସଂସ୍କାର କରି ଦେଇଥିଲେ।

Tirtol MLA
ବାହା ହେବେ ତିର୍ତ୍ତୋଲ ବିଧାୟକ, ନିଜ ପ୍ରେମିକାକୁ କରିବେ ଜୀବନ ସାଥୀ

ଉଭୟ ସବ୍ ରେଜିଷ୍ଟ୍ରାର ଅଫିସରେ ହାଜର ହେବେ ବୋଲି ସ୍ଥିର ହୋଇଥିବା ଉଭୟଙ୍କ ଓକିଲ ସୂଚନା ଦେଇଛନ୍ତି।

MonkeyPox
କରୋନା ବେଳେ ଆଉ ଏକ ଆତଙ୍କ 'ମଙ୍କିପକ୍ସ' !

୪ ବ୍ୟକ୍ତିଙ୍କ ଉପରେ ଅଧିକ ତଦନ୍ତ ଚାଲିଥିବା ନେଇ UKHSA କହିଛି।

Russian Troop
କମୁଛି ପୁଟିନ ସେନାର ଦବଦବା: ଋଷ ସୀମାରେ ପହଞ୍ଚିଲେ ୟୁକ୍ରେନ୍ ଆର୍ମି

ଫେବୃଆରୀ ଠାରୁ ଏକ ତୃତୀୟାଂଶ ଲଢେଇରେ ରୁଷ ସେନାକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି ବୋଲି ଦାବି କରିଛି ବ୍ରିଟେନ୍ ପ୍ରତିରକ୍ଷା ମନ୍ତ୍ରାଳୟ।

Sri Lanka Crsis
ଶ୍ରୀଲଙ୍କାରେ ବଡ଼ ସଙ୍କଟ: ଦିନକ ପାଇଁ ଅଛି ପେଟ୍ରୋଲ

୧୪ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମେ ମାସର ଦରମା ଦେବା ପାଇଁ ମଧ୍ୟ ସରକାରଙ୍କ ପାଖରେ ଟଙ୍କାର ଅଭାବ ରହିଛି

EPF Dob Update
EPFରେ ନୂଆ ପରିବର୍ତ୍ତନ: ଜନ୍ମତାରିଖ ଭୁଲଥିଲେ ଅନଲାଇନ୍‌ରେ ହୋଇପାରିବ ଅପଡେଟ୍‌

ପୁରା ଅନଲାଇନ୍ ପ୍ରକ୍ରିୟାକୁ ନେଇ ଇପିଏଫ୍ଓ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି।

Long night begins
୪ ମାସ କାଳ ଆକାଶରେ ଦେଖା ଦେବେନି ସୂର୍ଯ୍ୟ

ସାଧାରଣତଃ ରୁତୁଚକ୍ର ଅନୁସାରେ ପୃଥିବୀର ବିଭିନ୍ନ ପ୍ରାନ୍ତରେ ସୂର୍ଯ୍ୟ କରିଣ ପଡ଼ିଥାରଏ।

MP aparajita Sarangi
'୩ଟି ଗୁରୁଦାୟିତ୍ୱରେ ଜଣେ ବ୍ୟକ୍ତି, ସଂଯୋଗ ନା ଯୋଜନା ?'

ଏହି ପ୍ରକ୍ରିୟା କେତେ ସ୍ୱଚ୍ଛ ଏବଂ ଏଥିରେ ପାରଦର୍ଶିତା କେଉଁଠି ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି

Not Unnatural Offence
ଓଠକୁ ଚୁମ୍ବନ ଦେବା ଅପ୍ରାକୃତିକ ଯୌନ ସମ୍ପର୍କ ନୁହେଁ: ବମ୍ବେ ହାଇକୋର୍ଟ

ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ଓ ଅଭିଯୁକ୍ତଙ୍କୁ ଜେଲ ହୋଇଥିଲା।

The identification of the deceased
ଗାଧୋଇବା ବେଳେ ବିପକ୍ଷ ଗୋଷ୍ଠୀଙ୍କ ଆକ୍ରମଣ, ପାଣି ଭିତରୁ ବାହାରିଲା ୫ ମୃତଦେହ

ସ୍ଥାନୀୟ ଲୋକେ ପୁଲିସ୍‌ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

dwarf Couple
ସାଢ଼େ ତିନି ଫୁଟର ବରକୁ ମିଳିଲା ୩ ଫୁଟର କନିଆଁ

ବିବାହ କାର୍ଯ୍ୟକ୍ରମ ବି ବେଶ ଧୁମଧାମରେ ହୋଇଛି। 

PM Modi visits Nepal
ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନକୁ ଯିବେ ମୋଦି

ମାୟାଦେବୀ ମନ୍ଦିରରେ ମୋଦି ପୂଜାର୍ଚ୍ଚନା କରିବେ।

Assam Flood
ଆସାମରେ ବନ୍ୟାର ତାଣ୍ଡବ: ୫୭ ହଜାର ଲୋକ ଜଳବନ୍ଦୀ

ଆସାମର କୋପିଲି ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

Hot Wave
ଦିଲ୍ଲୀରେ ୪୯ ଡିଗ୍ରୀ ଟପିଲା ତାପମାତ୍ରା

 ୧୯୬୬ ପରେ ଆଜି ଗୁରଗାଁଓର ତାପମାତ୍ରା ରେକର୍ଡ ଛୁଇଁଛି।

Special story
୧୪ଥର ଚାମ୍ପିଅନ୍ ଇଣ୍ଡୋନେସିଆକୁ ହରାଇ ପ୍ରଥମ ଥର ପାଇଁ ଥୋମାସ୍ କପ୍ ଜିତିଲା ଭାରତ

ବ୍ୟାଡମିଣ୍ଟନରେ ଭାରତକୁ ବଡ଼ ସଫଳତା ।  ବିଶ୍ୱ ପୁରୁଷ ଟିମ୍ ଚାମ୍ପିଅନସିପ୍ କୁହାଯାଉଥିବା ଥୋମାସ୍ କପ୍ ଇତିହାସରେ ପ୍ରଥମ ଥର ପାଇଁ ଟାଇଟଲ୍ ବିଜେତା ଭାବେ ନିଜ ନାମକୁ ଲିପିବଦ୍ଧ କରିଛି  ଭାରତ । 

puri
ନିୟନ୍ତ୍ରଣ ଅଞ୍ଚଳରେ ନିର୍ମାଣାଧୀନ କୋଠାକୁ ନେଇ ନୂଆ କେଁ, ନୂଆ ବିବାଦ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ନିତି ନୂଆ ନୂଆ କେଁ । ସଦ୍ୟତମ ବିବାଦରେ ଏବେ ଯୋଡ଼ି ହୋଇଛି ନିର୍ମାଣାଧୀନ ଶ୍ରୀମନ୍ଦିର କାର୍ଯ୍ୟାଳୟର ପ୍ରଶାସନିକ କୋଠା ।

Ink attack
କେନ୍ଦ୍ର ମନ୍ତ୍ରୀ ସଂଜୀବ ବାଲିଆନଙ୍କ ଗାଡ଼ିକୁ କାଳିମାଡ

ଆଜି ପୁରୀ ଗସ୍ତରେ ଯାଇଥିବା ବେଳେ ସନ୍ଧ୍ୟାରେ ମାର୍କେଟ ଛକଠାରେ ତାଙ୍କ ଗାଡ଼ି ଉପରକୁ କାଳିମାଡ଼ କରିଥିରେ ଛାତ୍ର କଂଗ୍ରେସର କର୍ମୀ।

Sidharth Routray
ପୁଅ ଚଢିଲା ଏଭରେଷ୍ଟ, ବାପା ବାଣ୍ଟିଲେ ମିଠା

ଏଭେରେଷ୍ଟ ଶିଖରରେ ପହଞ୍ଚିବା ପାଇଁ ସିଦ୍ଧାର୍ଥଙ୍କୁ ମାସେ 27 ଦିନ ସମୟ ଲାଗିଥିଲା। 

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।