• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Viral Video

Babushan Mohanty
ଛିଣ୍ଡୁନି ଷ୍ଟାର କଳି ! ୫ କୋଟିର ମାନହାନି ମକଦ୍ଦମା, ୟୁଟ୍ୟୁବ୍‌ରୁ ଭିଡିଓ ଡିଲିଟ୍ ପାଇଁ ପ୍ରକୃତିଙ୍କ ଆବେଦନ

ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତି ଏବଂ ଶ୍ୱଶୁର ଲଳିତ ଶତପଥୀଙ୍କ ବିରୋଧରେ ଭୁବନେଶ୍ୱର କୋର୍ଟରେ ଦାୟର କରିଛନ୍ତି ୫ କୋଟିର ମାନହାନି ମୋକଦ୍ଦମା ।

Train, Viral Video
ବାପ୍‌ରେ ବାପ୍‌ ଏତେ ରାଗ ! ଚଳନ୍ତା ଟ୍ରେନ୍‌ ଆଗକୁ ପତ୍ନୀଙ୍କୁ ଠେଲି ଦେଲା ସ୍ୱାମୀ, ଦେଖନ୍ତୁ ଭିଡିଓ

କଥାରେ ଅଛି ରାଗ ହେଉଛି ବ୍ରହ୍ମ ଚଣ୍ଡାଳ । ସେଇ ରାଗ ହିଁ ମଣିଷର ସବୁଠୁ ବଡ଼ ଶତ୍ରୁ ।

Zomato Delivery Lady
କାଖରେ ଦୁଇ ଛୁଆଙ୍କୁ ଧରି ଜମାଟୋ ଡେଲିଭରି କରୁଛନ୍ତି ମହିଳା; ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ

ଏମିତି ଏକ ମହିଳାଙ୍କ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ମହିଳା ଜଣଙ୍କ ସାଙ୍ଗରେ ଦୁଇଟି କୋମଳମତୀ ଶିଶୁଙ୍କୁ ଧରି ଖରାତରାରେ ଫୁଡ୍‌ ଡେଲିଭରି କରୁଛନ୍ତି ।

Viral Video
ରୋଡ୍ ଜାମ୍ କଲେ ଶହ ଶହ ବତକ, ଅଫିସ୍ ପହଞ୍ଚିବାରେ ବିଳମ୍ବ ! ଦେଖନ୍ତୁ ଭିଡିଓ

ଗୋଟିଏ କି ଦୁଇଟି ବତକ ନୁହେଁ, ଶହ ଶହ ବତକ ରାସ୍ତା ମଝିକୁ ଚାଲି ଆସିଲେ । ଆଉ ଗାଡ଼ିକୁ ଅଟକାଇଦେଲେ । ଏମିତିକି ଗାଡ଼ି ଚାରିପଟେ ବେଢ଼ିଗଲେ ।

Murder accused cuts birthday cake while sitting inside police van
ପୋଲିସ୍‌ ଭ୍ୟାନ୍‌ରେ ବସି ବର୍ଥ ଡେ’ କେକ୍‌ କାଟିଲା ହତ୍ୟା ଅଭିଯୁକ୍ତ, ଭିଡିଓ ଭାଇରାଲ୍‌...

ଜଣେ ହତ୍ୟା ଅଭିଯୁକ୍ତ ପୋଲିସ୍‌ ଭ୍ୟାନ୍‌ ଭିତରେ ବସି ଜନ୍ମଦିନ ପାଳୁଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି। ସମର୍ଥକମାନେ ସାଙ୍ଗରେ କେକ୍‌ ଆଣିବା ସହ ଭ୍ୟାନ୍‌ ଭିତରେ ବସିଥିବା ଅଭିଯୁକ୍ତ ରୋଶନ ଝା’ଙ୍କୁ ଏହାକୁ କାଟିବା ପାଇଁ କହିଥିଲେ।

Muslim boy dressed up as Krishna on janmashtmi
ମୁସଲମାନ ମହିଳାଙ୍କ ହିନ୍ଦୁ ପ୍ରେମ; ପୁଅକୁ କରିଲେ କୁନି କୃଷ୍ଣ

ସାମ୍ପ୍ରଦାୟିକ ଦଙ୍ଗା ସତ୍ତ୍ୱେ ଆଜି ବି ଭାରତରେ ରହିଛି ଭାଇଚାରା। ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି। ଜଣେ ମୁସଲମାନ ମା’ ତାଙ୍କ ପୁଅକୁ କରିଛନ୍ତି କୁନି କୃଷ୍ଣ।

Viral Video
ଇନ୍ସପେକ୍ଟର ବାବୁ ବିନ୍‌ ବଜାଇଲେ, କନ୍‌ଷ୍ଟେବଳ ବାବୁ ନାଗିନ୍‌ ଡ୍ୟାନ୍ସ କଲେ

ସୋସିଆଲ ମିଡିଆରେ ଭାଇରାଲ ହେଲା ପୋଲିସ ଅଧିକାରୀଙ୍କ ନାଗିନ୍‌ ଡ୍ୟାନ୍ସ ।

Bobby Kataria
ବବି କଟାରିଆଙ୍କ ଦାଦାଗିରି; ଟ୍ରାଫିକ୍‌ ରୋକି ମଦ ପିଇଲେ

ଗୁଡ଼ଗାଓଁରେ ରହୁଥିବା ବବି କଟାରିଆଙ୍କ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ୬ ଲକ୍ଷରୁ ଉର୍ଦ୍ଧ୍ୱ ଫଲୋଅର୍ସ ରହିଛନ୍ତି । ଆଇପିସି ଓ ଆଇଟି ଆକ୍ଟ ଅଧିନରେ ତାଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ।

Pakistani rabab artist plays jana gana mana
ପାକିସ୍ତାନୀ କଳାକାରଙ୍କ ବାଦ୍ୟରେ ଭାରତର ଜାତୀୟ ସଂଗୀତ

ଭାରତୀୟଙ୍କ ପାଇଁ ଜାତୀୟ ସଂଗୀତ ପରିବେଷଣ କଲେ ପାକିସ୍ତାନୀ କଳାକାର। ‘ଜନ ଗଣ ମନ’କୁ ବଜେଇ ସେ ଭାରତୀୟଙ୍କ ପ୍ରୀୟ ହୋଇଯାଇଛନ୍ତି। ପ୍ରତି ଭାରତୀୟଙ୍କ ପାଖରୁ ଛୁଟୁଛି ପ୍ରଶଂସାର ସୁଅ।

Mother Saves kid from snake bite video goes viral
ନାଗ ଫଣାରୁ ପୁଅକୁ ଟାଣି ଆଣିଲା ମା’, ଭିଡିଓ ଭାଇରାଲ୍‌

ଜଣେ କୁନି ଶିଶୁୁକୁ ନାଗ ସାପ ଚୋଟ ମାରିବା ପୂର୍ବରୁ ହିଁ ତା ମା’ ତାକୁ ଟାଣି ଆଣି ଜୀବନ ବଞ୍ଚାଇ ଦେଉଛନ୍ତି। ଫଳରେ ଏକ ନିଶ୍ଚିତ ଅଘଟଣରୁ ନିଜ ପୁଅକୁ ବଞ୍ଚାଇ ପାରିଛନ୍ତି ମହିଳା ଜଣକ।

Cow
ମନ୍ତ୍ରୀଙ୍କ ତ୍ରିରଙ୍ଗା ଶୋଭାଯାତ୍ରା ବେଳେ ପଶିଗଲା ଗାଈ

ତ୍ରିରଙ୍ଗା ଯାତ୍ରା ସମୟରେ ଏକ ଗାଈ ହଠାତ ପସି ଯାଇ ଗୁଜୁରାଟ୍‌ ପୂର୍ବ ଉପମୁଖ୍ୟମନ୍ତ୍ରୀଙ୍କୁ ଧକ୍କା ମାରିଥିଲା ।

Video Viral
ବୟସ ୭୦ ଟପିଲାଣି, ତଥାପି ମୁଣ୍ଡରେ ପାଛିଆ ମୁଣ୍ଡାଇ ପାମ୍ପଡ଼ ବିକୁଛନ୍ତି ବୃଦ୍ଧା ! ଭାଇରାଲ ହେଉଛି ଭିଡିଓ..

ଘରର ସେ ଏକମାତ୍ର ରୋଜଗାରିଆ ହୋଇଥିବା କାରଣରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏମିତି ବୁଲି ବୁଲି କରୁଛନ୍ତି ପାମ୍ପଡ ବେପାର ।

Bodybuilder bobby kataria was seen smoking a cigarette in the airplane
ବିମାନରେ ସିଗାରେଟ୍ ଟାଣି ବିବାଦରେ ବଡି ବିଲ୍‌ଡର୍‌ ବବି କଟାରିଆ

ବିବାଦରେ ବଡି ବିଲ୍‌ଡର୍‌ ବବି କଟାରିଆ। ବିମାନରେ ସିଗାରେଟ୍ ଟାଣି ବିବାଦକୁ ଆସିଛନ୍ତି। ବିମାନକୁ ସିଗାରେଟ୍ ଓ ଲାଇଟର କିପରି ଗଲା ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଲୋକେ।

De-Addiction Centre
ମଣିଷ ନା ରାକ୍ଷସ, ଦିବ୍ୟାଙ୍ଗଙ୍କୁ ପାଦ ଚଟାଇଲେ

ନିଶା ନିବାରଣ କେନ୍ଦ୍ରରେ ନିର୍ଯାତନା । ଦିବ୍ୟାଙ୍ଗ ଯୁବକଙ୍କୁ ପ୍ଲାଷ୍ଟିକ ପାଇପ୍‌ରେ ମାଡ । ଜୋର ଜବରଦସ୍ତ ପାଦ ଚଟାଇଲେ ମାଲିକ ।

Special story
ପ୍ରଥମେ ଦେବୀ ମାଆଙ୍କୁ ଜୁହାର ହେଲା, ତା’ପରେ ଦାନବାକ୍ସ ଧରି ଚୋର ଛୁ

ଦେବୀ ମାଆଙ୍କ ପାଖରେ ହାତ ଯୋଡ଼ି ପ୍ରଥମେ କ୍ଷମା ମାଗିଲା, ତା’ପରେ ଚୋରି କରିନେଲା ଚୋର ।

Men doing stunts on bulldozer
ବୁଲ୍‌ଡୋଜର ତିଆରି କରୁଛି ଆମ୍‌ଲେଟ୍ ଆଉ ଦେଉଛି ଷ୍ଟଣ୍ଟ୍

ଭାଇରାଲ୍ ହେଉଛି ବୁଲ୍‌ଡୋଜର୍ ଭିଡିଓ। କେଉଁ ବୁଲଡୋଜର ଗ୍ୟାସ୍ ଲଗେଇ ରୋଷେଇ କରୁଛି ତ ପୁଣି କିଏ ଆମଲେଟ୍ ତିଆରି କରୁଛି। ଏମିତି ବି ବୁଲଡୋଜର ଅଛି ଯାହାକୁ ଷ୍ଟଣ୍ଟ ଦେବା ଦେଖାଯାଉଛି।

Man fix brush on gun to use as electric toothbrush
ବନ୍ଧୁକରେ ତିଆରି ହେଲା ଟୁଥ୍ ବ୍ରଶ୍, ଟ୍ରିଗର ଦାବିଲେ ଦାନ୍ତ ସଫା

ଅଜବ ଯୁଗାଡ। ବନ୍ଧୁକରେ ତିଆରି ହେଇଛି ଦାନ୍ତ ଘଷା ବ୍ରଶ। ଟ୍ରିଗର ଦାବିଲେ କରିଦେଉଛି ଦାନ୍ତ ସଫା।

Viral Video
ରିୟଲିଟି ସୋ' କୁ ନେଇ ପ୍ରଶ୍ନ ଉଠାଇଲେ IAS ଅଧିକାରୀ, କହିଲେ କାହିଁକି ବାହାର କଲ ?

ଲତା ମଙ୍ଗେସ୍‌କରଙ୍କ ଚର୍ଚ୍ଚିତ ଗୀତ ‘ପୀୟା ତୋସେ ନେନା ଲାଗେ ରେ’ ଗୀତ ଗାଇବା ବେଳେ କାନ୍ଦି ପକାଇଲେ ଯୁବତୀ ।

Dog is taking care as own child
କୁକୁରକୁ ମା’ର ସ୍ନେହ ଦେଇ ପାଳୁଛନ୍ତି ମହିଳା

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଜଣେ ମହିଳା କିପରି ଏକ କୁକୁରକୁ ନିଜ ପିଲା ପରି ପାଳନ କରୁଛନ୍ତି। ଆପଣ ଦେଖିଲେ କହିବେ ବାଃ… ବାଃ…।

Man was hitting cow by the stick calf jumping immediately then what happened next see viral video
ସହ୍ୟ ହେଲାନି ମା’ର ଯନ୍ତ୍ରଣା ; ଆକ୍ରମଣକାରୀକୁ ପାନେ ଦେଲା ବାଛୁରୀ

ଖରାପ୍ କାମ କରୁଥିବା ବ୍ୟକ୍ତିଙ୍କୁ ପାନେ ଦେଲା ବାଛୁରୀ, ଦେଖନ୍ତୁ ଭିଡ଼ିଓ...

man showing magic to orangutan then he badly laughed in funny viral video
ଯାଦୁ ଦେଖି ହସି ହସି ଗଡ଼ିଲା ମାଙ୍କଡ଼, ଦେଖନ୍ତୁ ଭିଡ଼ିଓ...

ମାଙ୍କଡ଼ ଦେଖୁଛି ଯାଦୁ... ମ୍ୟାଜିକ୍‌ ଦେଖି ହସି ହସି ଗଡ଼ିଲା ମାଙ୍କଡ଼...ଦେଖନ୍ତୁ ଏହି ଅଜବ ଭିଡ଼ିଓ...

Shocking: Mother throws her child to death from fifth floor
ପିଶାଚୀ ସାଜିଲା ମାଆ: ୪ ମହଲାରୁ ଛୁଆକୁ ଠେଲିଦେଲା

୪ ମହଲାରୁ ୪ ବର୍ଷର ଛୁଆକୁ ଠେଲିଦେଲା ମାଆ, ହେଲେ ନିଜେ ବଞ୍ଚିଗଲା...

bird laughing like a human, watch the video
ଆଶ୍ଚର୍ଯ୍ୟ ! ଅବିକଳ ମଣିଷ ପରି ହସୁଛନ୍ତି ପକ୍ଷୀ, ଦେଖନ୍ତୁ ଭିଡ଼ିଓ...

ମଣିଷ ପରି ଠୋ ଠୋ ହୋଇ ହସୁଛନ୍ତି ପକ୍ଷୀ... ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ...

Babushan Mohanty
ଜମିଲା ବାବୁସାନଙ୍କ ବାର୍ଥ ଡେ ସେଲିବ୍ରେସନ

ଫ୍ୟାନଙ୍କ ଗହଣରେ ବି ଜମିଛି ଜନ୍ମଦିନ ପାଳନ । ଗତରାତିରେ ବାବୁସାନଙ୍କ ବାର୍ଥ ଡେ ସେଲିବ୍ରେସନ୍‌ ଦୃଶ୍ୟରୁ ହିଁ ଆଶା କରାଯାଉଛି, ଝଡ଼ ହଟିଯାଇଛି ।

Babushan Mohanty
ଷ୍ଟାର କଳିରେ ଯବନିକା କେବେ ? ବାବୁସାନଙ୍କ ଘରକୁ ଆସି ଆଶୀର୍ବାଦ ଦେଲେ ଶ୍ୱଶୁର

କେବେ ଏକାଠି ହେବେ ବାବୁସାନ ଓ ତୃପ୍ତି ? ଘର ସାମ୍ନାରୁ ହଟିଯିବାକୁ ମିଡ଼ଇାକୁ ଅପରାଜିତାଙ୍କ ଅପିଲ । ଇନଷ୍ଟାଗ୍ରାମରେ ପ୍ରକୃତିଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା ।