ରାସ୍ତାରେ ବସି କାନ୍ଦୁଥିବା ମହିଳା ଜଣଙ୍କ ହେଉଛନ୍ତି ପ୍ରେମୀଯୁଗଳ। କଥାଟା ବିଶ୍ୱାସ ହେଉନଥିଲେ ବି ସତ। ଡେଲାଙ୍ଗର ଜଣେ ମହିଳା ବିବାହ କରିବା ପରେ ସ୍ୱାମୀଙ୍କ ସହ ଭୁବନେଶ୍ୱରରେ ରହି କାମଧନ୍ଦା କରନ୍ତି। ସ୍ୱାମୀ ରାଜମିସ୍ତ୍ରୀ କାମ କରିବାରୁ ସକାଳୁ ସକାଳୁ ଖାଇପିଇ ଘରୁ ପଳାନ୍ତି । ଏକୁଟିଆ ରହୁଥିବା ଏହି ମହିଳା ଜଣକ ଘରେ ବସିଥିବା ବେଳେ ହଠାତ୍ ରଙ୍ଗ ନମ୍ବରରୁ ଆସେ କଲ୍
ଆପଣ କଳ୍ପନା କରିପାରିବେ କି କେବଳ ପାଣି ପିଇ କେହି ବଞ୍ଚିପାରିବେ! ସମ୍ଭବତଃ ନୁହେଁ। କିନ୍ତୁ ଜଣେ ବ୍ୟକ୍ତି କେବଳ ପଇଡ ପାଣି ପିଇ ବଞ୍ଚିଛନ୍ତି। ସେ ୨୪ ବର୍ଷ ହେଲା ଏପରି କରିଆସୁଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ଅଛି। ବୃଦ୍ଧ ହୋଇଥିଲେ ମଧ୍ୟ ତାଙ୍କ ମୁହଁରେ ଚିକ୍କଣତା ରହିଛି ଏବଂ ସେ ନିଜ ଶରୀରକୁ ନେଇ ବହୁତ ଖୁସି ବି ଅଛନ୍ତି।
ନିଜ ଝିଅ ବୟସର ନାବାଳିକାଙ୍କୁ ବିବାହ କରିବାକୁ ଚାହୁଁଥିଲେ ୪୭ ବର୍ଷୀୟ ବ୍ୟକ୍ତି। ହେଲେ ତାଙ୍କର ଏହି ପ୍ରସ୍ତାବରେ ରାଜି ହୋଇନଥିଲେ ୧୬ ବର୍ଷୀୟ ନାବାଳିକା। ଶେଷରେ ସମ୍ପୃକ୍ତ ନାବାଳିକାଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିଥିଲା।
ଫ୍ୟାସନର କଥା କହିଲେ ଆପଣ ବିଭନ୍ନ ପ୍ରକାର ସାର୍ଟ, ଲେହେଙ୍ଗା, ଶାଢ଼ି ଓ ଅନେକ ଡିଜାଇନର ପୋଷାକ କିଣିଥିବେ ଏବଂ ପିନ୍ଧିବି ଥିବେ ନିଶ୍ଚୟ । ହେଲେ ଆପଣ କେବେ ଭାବିଛନ୍ତି କି ଫ୍ୟାସନ ପାଇଁ ଅଖାରେ ତିଆରି ପ୍ୟାଣ୍ଟ ପିନ୍ଧିବା କଥା ।
କିଛି ସ୍କୁଲ୍ ଛାତ୍ର ବିପଦପୂର୍ଣ୍ଣ ରିଲ୍ସ ବନାଇଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ଦେହରେ ଥିଲା ଧଳାରଙ୍ଗର ଡାକ୍ତରୀ ପୋଷାକ। ଆଉ ବେକରେ ଥିଲା ଷ୍ଟେଥୋ। ଯୁବତୀଙ୍କୁ କନ୍ୟା ବେଶରେ ପରୀକ୍ଷା ହଲରେ ଦେଖିବା ପରେ ସମସ୍ତେ ତାଜୁବ ହୋଇଗଲେ। ଯୁବତୀ ଜଣକ କେମିତି ଗହଣା ଓ ଶାଢୀରେ ସଜେଇ ହୋଇ ପ୍ରାକ୍ଟିକାଲ ଲ୍ୟାବ କୋର୍ଟ ପିନ୍ଧି ପରୀକ୍ଷା ହଲକୁ ବୀର ଦର୍ପରେ ଯାଉଛନ୍ତି।
ଅମରେଲି ଜିଲ୍ଲା ରାଜୁଲା ତହସିଲ ଅଂଚଳର ରାମପଡ଼ାରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ଇନ୍ଷ୍ଟାଗ୍ରାମ୍ରେ ଭାଇରାଲ୍ ହେଉଛି ଆଈମା’ଙ୍କ ଷ୍ଟଣ୍ଟ୍। ଏଥିରେ ଜଣେ ୬୭ ବର୍ଷ ବୟସ୍କା ବୃଦ୍ଧ ଉପରେ ଝୁଲୁଥିବା ଦଉଡିରେ ସାଇକେଲ ଚଲାଉଥିବାର ନଜର ଆସିଛନ୍ତି। ତାଙ୍କ ଆଖିରେ ଏତେ ଆତ୍ମବିଶ୍ୱାସ ଦେଖାଯାଉଛି ଯେ ଭିଡିଓ ଦେଖିବା ପରେ ଲୋକଙ୍କ ଆଖି ଟେରା ହୋଇଯାଉଛି।
ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ଝିଅ ବ୍ୟାଟ୍ ଧରି ଚମତ୍କାର ସଟ୍ ମାରୁଛନ୍ତି। ଏହି ଭିଡିଓକୁ କ୍ରିକେଟରର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଶେୟାର କରିଛନ୍ତି।
ନିଶାରେ ଉବୁଟୁବୁ ଜଣେ କଣ୍ଟେନର ଡ୍ରାଇଭର ଏକ କାର୍କୁ ରାସ୍ତାରେ ୪ କି.ମି. ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା ଦେଖିବାକୁ ମିଳିଛି।ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ଖାଲି ଆପଣ ନୁହଁନ୍ତି ଯିଏ ବି ସେହି ଭିଡିଓ ଦେଖୁଛି ଟିକେ ଥମି ଯାଉଛି ।
ଯୁବକ ଜଣକ ନିଜ ବୟସଠୁ ଅଧିକ ବୟସର ଜଣେ ମହିଳାଙ୍କୁ ପ୍ରପୋଜ କରିଥିଲେ। ଏଥିରେ ରାଗିଯାଇ ସମ୍ପୃକ୍ତ ମହିଳା ବିଚ୍ ରାସ୍ତାରେ ସର୍ବ ସମ୍ମୁଖରେ ଯୁବକଙ୍କୁ ଚପଲରେ ମାଡ଼ ମାରିଥିଲେ।
ପରିବାର ଲୋକଙ୍କ ସହମତି ପାଇଁ ସୋନିଆ ଦୀର୍ଘ ୨୨ ବର୍ଷ ଅପେକ୍ଷା କରିଥିଲେ। ଶେଷରେ ପରିବାର ଲୋକ ଅନ୍ୟ ଜାତିରେ ବିବାହ ପାଇଁ ତାଙ୍କୁ ଅନୁମତି ଦେଇଥିଲେ।
ବେକରେ ରାଇଫଲ ପକାଇ ନାଚ କରୁଥିଲେ । ହାତରେ ବନ୍ଧୁକ ଧରି ବୁଲୁଥିଲେ ।
ସୋସିଆଲ୍ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଏକ କାଉ ଡ୍ରୋନ୍ ଉପରେ ଆକ୍ରମଣ କରୁଥିବା ଦେଖାଯାଉଛି। ସେ ଏହାକୁ ଧରି ଉଡୁଛି ମଧ୍ୟ।
ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ଡ୍ୟୁପ୍ଲିକେଟ୍ ମୋଦି। ସେ ସିନା ବିକ୍ରି କରୁଥିଲେ ଚା’, ଏ କିନ୍ତୁ ବିକ୍ରି କରୁଛନ୍ତି ଚାଟ୍ ଆଉ ଗୁପ୍ଚୁପ୍। ଆପଣ ବି ଏହି ଭିଡିଓ ଦେଖିଲେ ଆପଣଙ୍କ ଆଖି ଧୋକା ଖାଇଯିବ। ଆପଣ ବି ଭାବିବେ ଏ ବୋଧହୁଏ ନରେନ୍ଦ୍ର ମୋଦି।
ବସ୍ରେ ୱିଣ୍ଡୋ ସିଟ୍ ପାଇବା ପାଇଁ ଦୁଇ ପାସେଞ୍ଜର ଝଗଡ଼ା ଲାଗିବା କଥା ଆପଣ ନିଶ୍ଚୟ ଶୁଣିଥିବେ। ଟ୍ରେନ୍ରେ ମଧ୍ୟ ଏମିତି ଘଟଣା କିଛି ନୂଆ ନୁହେଁ । କିନ୍ତୁ ବିମାନରେ ଏମିତି ଘଟଣା ଘଟିବା ଏବଂ ଏଥିପାଇଁ ବିମାନ ୨ ଘଣ୍ଟା ବିଳମ୍ବରେ ଛାଡ଼ିବା କଥା ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ।
ଦୁର୍ବୃତ୍ତର ଗୋଡ଼କୁ ଗୁଳି କରିଥିଲା ପୋଲିସ । ଆଉ ସେଇଠି ହିଁ ଚିତ୍କାର କରି ତଳେ ପଡ଼ିଯାଇଥିଲା ଦୁର୍ବୃତ୍ତ ।
ଡ୍ୟାନ୍ସିଂ ଷ୍ଟାଇଲରେ ଜଣେ ଯୁବତୀ ବିଚ୍ ରାସ୍ତାରେ ବାଇକ୍ ଚଲାଉଥିବା ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ଲକ୍ଷ ଲକ୍ଷ ଟଙ୍କାର ହୀରା ହାର ଚୋରି କରି ନେଲା ମୂଷା। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।