• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Student

accident
ସମୁଦ୍ରରେ ବୁଡ଼ି ଛାତ୍ରୀ ମୃତ, ନିଖୋଜ ଛାତ୍ରୀଙ୍କୁ ଉଦ୍ଧାର ପାଇଁ ପହଞ୍ଚିଲା ଏୟାରକ୍ରାଫ୍ଟ

ଛତ୍ରପୁର ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ରରେ ବୁଡ଼ି ଯାଇଥିବା ଛାତ୍ରୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ।

 Amlan scheme
ଖରାଛୁଟିରେ ଛାତ୍ରଛାତ୍ରୀଙ୍କୁ ମିଳିବ ଆଇରନ ଓ ଫଲିକ ଏସିଡ୍ ବଟିକା

ଟାବଲେଟ୍‌ ବାଣ୍ଟିବାକୁ ଶିକ୍ଷକମାନଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ

 Unique ID system
ଶିକ୍ଷା କ୍ଷେତ୍ରରେ ଜାଲିଆତି ରୋକିବାକୁ ବଡ଼ ପଦକ୍ଷେପ : ଆସନ୍ତା ଅଗଷ୍ଟରୁ ଲାଗୁ ହେବ ଷ୍ଟୁଡେଣ୍ଟ ୟୁନିକ୍ ଆଇଡି

ଗୋଟିଏ ପ୍ଲାଟଫର୍ମରେ ରହିବ ଦେଶର ସବୁ ଛାତ୍ରଛାତ୍ରୀଙ୍କ ତଥ୍ୟ,ଜି- ଟ୍ୱେଣ୍ଟି ସମ୍ମିଳନୀରେ NETF ଅଧ୍ୟକ୍ଷଙ୍କ ସୂଚନା

tragic incident
ମଧ୍ୟାହ୍ନ ଭୋଜନ ପରଷିବା ବେଳେ ଅଘଟଣ : ତତଲା ଡାଲି ହଣ୍ଡାରେ ପଡ଼ିଗଲେ ଛାତ୍ରୀ

ହସ୍ପିଟାଲରେ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି ଛାତ୍ରୀ । ଖରା ଦିନେ ପୋଡ଼ା ଘା ଅସହ୍ୟ ଯନ୍ତ୍ରଣା ଦେଉଥିବା ବେଳେ ହସ୍ପିଟାଲ ପରିସର ତାଙ୍କ କାନ୍ଦଣାରେ ଫାଟି ପଡ଼ୁଛି ।

tragic story
କପି କରି ଧରା ପଡ଼ିଗଲେ, ଲାଜରେ ଫାଶୀ ଲଗାଇ ଝୁଲିପଡ଼ିଲେ ଛାତ୍ରୀ

ଅସହ୍ୟ ହେଲା ଅପମାନ । କପି କରି ଧରାପଡ଼ିବା ପରେ ଜୀବନ ହାରିଲେ ଛାତ୍ରୀ ।

morning school starts from 11th april
ଆସନ୍ତା ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

Students caught driving without license
ଗାଡ଼ି ଚଢ଼ିବାକୁ ମନ, ହେଲେ ନିୟମ ମାନିବାକୁ ନାରାଜ; ଫସିଲେ ଛାତ୍ରଛାତ୍ରୀ

ବିନା ଲାଇସେନ୍ସରେ ଗାଡ଼ି ଚଲାଇ ଫସିଲେ ସ୍କୁଲ୍ ଓ କଲେଜ ଛାତ୍ରଛାତ୍ରୀ। ୧୮ ବର୍ଷରୁ କମ୍ ପୁଅଝିଅମାନେ ବିନା ହେଲ୍‌ମେଟ୍‌ ଓ ଡିଏଲ୍‌ରେ ଗାଡ଼ି ଚଲାଇବାରୁ ଆଜି ସାରା ରାଜ୍ୟରେ ହଜାର ହଜାର ଟଙ୍କା ତଣ୍ଡ ଗଣିଛନ୍ତି ଅଭିଭାବକ।

Education Loan
ଆପଣ କରିଛନ୍ତି କି ଷ୍ଟଡି ଲୋନ୍‌ ? ଜାଣିନିଅନ୍ତୁ...

ପିଲାମାନଙ୍କ ପାଠପଢ଼ା ପାଇଁ ଅନେକ ବ୍ୟାଙ୍କ ଲୋନ୍‌ ଦେଇଥାଏ । କିଛି ବ୍ୟାଙ୍କ ସ୍ୱଳ୍ପ ସୁଧ ନେଉଥିବା ବେଳେ କିଛି ବ୍ୟାଙ୍କ ଅଧିକ ସୁଧ ମଧ୍ୟ ନେଇଥା’ନ୍ତି ।

BSE
ମାଟ୍ରିକ୍ ପରୀକ୍ଷା ବିଭ୍ରାଟ; ତ୍ରୁଟି ସୁଧାରିବାକୁ ବୋର୍ଡକୁ ନିର୍ଦ୍ଦେଶ

ବିବାଦ, ବିଭ୍ରାଟ, ତ୍ରୁଟି । ଏସବୁ ଯେମିତି ମାଟ୍ରିକ ପରୀକ୍ଷା ଲାଗି ପ୍ରତିଶବ୍ଦ ପାଲଟିଗଲାଣି । ଚିନ୍ତାରେ ଛାତ୍ରଛାତ୍ରୀ, ଅଭିଭାବକ । ପ୍ରତିବର୍ଷ ମାଟ୍ରିକ ପରୀକ୍ଷା ଆସିଲେ, ସାଙ୍ଗରେ ବିବାଦ ବି ଆସିଥାଏ ।

BSE
ମାଟ୍ରିକ୍ ପରୀକ୍ଷା ବିଭ୍ରାଟ; ତ୍ରୁଟି ସୁଧାରିବାକୁ ବୋର୍ଡକୁ ନିର୍ଦ୍ଦେଶ

ବିବାଦ, ବିଭ୍ରାଟ, ତ୍ରୁଟି । ଏସବୁ ଯେମିତି ମାଟ୍ରିକ ପରୀକ୍ଷା ଲାଗି ପ୍ରତିଶବ୍ଦ ପାଲଟିଗଲାଣି । ଚିନ୍ତାରେ ଛାତ୍ରଛାତ୍ରୀ, ଅଭିଭାବକ । ପ୍ରତିବର୍ଷ ମାଟ୍ରିକ ପରୀକ୍ଷା ଆସିଲେ, ସାଙ୍ଗରେ ବିବାଦ ବି ଆସିଥାଏ ।

Father dropped daughter at the wrong board exam center
Viral: ଝିଅକୁ ଭୁଲ୍ ପରୀକ୍ଷା କେନ୍ଦ୍ରରେ ଛାଡି ଚାଲିଗଲେ ବାପା, ତା’ପରେ…

ସୋସିଆଲ ମିଡିଆରେ ଏଭଳି ଖବର ଭାଇରାଲ ହେବାରେ ଲାଗିଛି। ବୋର୍ଡ ପରୀକ୍ଷା ଦେଉଥିବା ଜଣେ ଛାତ୍ରୀଙ୍କୁ ତାଙ୍କ ବାପା ଭୁଲ ପରୀକ୍ଷା କେନ୍ଦ୍ରରେ ଛାଡି ଦେଇଛନ୍ତି। ଏହା ପରେ ସେ ଘାବରେଇ ଯାଇଥିଲେ ଆଉ କାନ୍ଦିଥିଲେ। ତା’ପରେ କ’ଣ ହେଲା ଜାଣନ୍ତୁ…

Sleep is important before exams
World Sleep Day: ପରୀକ୍ଷା ପୂର୍ବ ରାତିରେ ଅନିଦ୍ରା ହେଉଥିଲେ ମନେ ରହିବ ନାହିଁ ପାଠ

ବର୍ତ୍ତମାନ ପରୀକ୍ଷାର ଋତୁ। ପ୍ରତ୍ୟେକ ପିଲା ଚାହାନ୍ତି ପରୀକ୍ଷାରେ ଭଲ ମାର୍କ ଆଣିବା । ଏଭଳି କ୍ଷେତ୍ରରେ ଅନେକ ପିଲା ଅଛନ୍ତି ଯେଉଁମାନେ ପରୀକ୍ଷାର ପୂର୍ବ ରାତିରେ ଅନିଦ୍ରା ହୋଇ ପ୍ରସ୍ତୁତ ହୁଅନ୍ତି। ଆପଣ ଜାଣିଛନ୍ତି କି, ଏହା ଅନେକ ସମସ୍ୟାର କାରଣ ହୋଇଥାଏ। ଆସନ୍ତୁ ଜାଣିବା…

Why sleep is important before exams?
ପରୀକ୍ଷା ପୂର୍ବରୁ କାହିଁକି ଶୋଇବା ଜରୁରୀ ? ଜାଣନ୍ତୁ ୬ଟି କାରଣ...

ଆପଣ ଜାଣନ୍ତି କି, ପରୀକ୍ଷା ପୂର୍ବରୁ ଶୋଇବା ନିହାତି ଜରୁରୀ । କାରଣ ଭଲ ନିଦ ହେବା ଦ୍ୱାରା ଜଣେ ପରୀକ୍ଷାର୍ଥୀଙ୍କୁ ଅନେକ ଫାଇଦା ମିଳିଥାଏ ।

student
ପରୀକ୍ଷା ହଲ୍‌ ଭିତରୁ ତଡ଼ିଦେଲେ ଶିକ୍ଷୟିତ୍ରୀ, ଏବେ ଛାତ୍ରଙ୍କ ପତ୍ତା ମିଳୁନି

ମାଟ୍ରିକ ପରୀକ୍ଷା ଦେବାକୁ ଯାଇ ପରୀକ୍ଷାର୍ଥୀ ନିଖୋଜ

Student sets fire on principal for delay in marksheet
ମାର୍କସିଟ୍ ଦେବାରେ ବିଳମ୍ବ ହେବାରୁ ପ୍ରିନ୍ସପାଲଙ୍କ ଦେହରେ ନିଆଁ ଲଗାଇଦେଲେ

ସେମିଷ୍ଟାର୍‌ର ଫଳାଫଳ ଜୁଲାଇ ୨୦୨୨ରେ ଆସିଥିଲା। ଛାତ୍ରଙ୍କୁ ଏଯାଏ ମିଳିଲା ନାହିଁ ମାର୍କସିଟ୍। ରାଗିଗଲେ ଛାତ୍ର। ପ୍ରିନ୍ସପାଲଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ।

Girl Students Run For 2 Km On National Highway To Reach Exam Centre
ଟ୍ରାଫିକ୍ ଜାମ୍‌ରେ ଫସିଲେ ପରୀକ୍ଷାର୍ଥୀ, ସେଣ୍ଟରରେ ପହଞ୍ଚିବାକୁ ୨ କିଲୋମିଟର ଧାଇଁଲେ...

ଜାତୀୟ ରାଜପଥରେ ଟ୍ରାଫିକ୍ ଜାମ୍। ପରିସ୍ଥିତି ଏମିତି ହେଲା ଯେ, ପଛକୁ ପଛ ଶହ ଶହ ଗାଡ଼ି ଅଟକି ରହିଲା। ଶେଷରେ ପରୀକ୍ଷାର୍ଥୀ କାଳ ବିଳମ୍ବ ନକରି ଜାତୀୟ ରାଜପଥର କଡ଼େ କଡ଼େ ଧାଇଁବାକୁ ଲାଗିଲେ।

Naveen Patnaik
କଲେଜ ପାଇଁ ସର୍ବନିମ୍ନ ସୁବିଧା ନାହିଁ, ହେଲେ ଘୋଷଣା ହେଲା ବିଶ୍ୱବିଦ୍ୟାଳୟ !

ନୂଆ ବିଶ୍ୱବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଘୋଷଣା । କୌଣସି ସ୍ଥାନରେ ସ୍ନାତକ ପାଇଁ ବି ଏଯାଏଁ ନାହିଁ ସର୍ବନିମ୍ନ ସୁବିଧା ।

Student As Labor In School
5T ସ୍କୁଲ୍‌ରେ ଲେବର କାମ କରୁଛନ୍ତି ଛାତ୍ର, ମନା କଲେ ମାର୍କ କାଟିବାକୁ ଶିକ୍ଷକଙ୍କ ଧମକ

ଏଭଳି ଗୁରୁତର ଅଭିଯୋଗ ଆସିଛି ଖୋର୍ଦ୍ଧା ପାଇକ ତିଗିରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ବିରୋଧରେ ।

School
ଏ କି ଅବସ୍ଥା ! ଛାତରୁ ଖସୁଛି ସିମେଣ୍ଟ ଖଣ୍ଡ, କାନ୍ଥରୁ ପ୍ଲାଷ୍ଟର; ବିପଦରେ ଛାତ୍ରଛାତ୍ରୀ

ଉପଜିଲ୍ଲପାଳଙ୍କୁ ଅବଗତ କରାଯିବା ପରେ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

Despite cabinet decision of OCS exam in Odia language
ଓଡ଼ିଆରେ ଆସିବନି ଓଏଏସ୍ ପରୀକ୍ଷାର ପ୍ରଶ୍ନ

୧୯୮୦ ମସିହାରୁ ସବୁ ରାଜ୍ୟରେ ଆଞ୍ଚଳିକ ଭାଷାରେ ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷା ଅନୁଷ୍ଠିତ ହେଉଛି।

MBBS student works as laborer to arrange funds for studies
ଡାକ୍ତରୀ ପାଠ ପଢିବାକୁ ମୂଲ ଲାଗୁଛନ୍ତି ଇଫୁ

ବିଲ ଭିତରେ ପଶି ଧାନ କାଟୁଥିବା ଯୁବକ ଜଣକ କୌଣସି ଶ୍ରମିକ ନୁହଁନ୍ତି। ସେ ଜଣେ ଡାକ୍ତରୀ ଛାତ୍ର ା

Education System
ଏମିତି ଗାଁ ଯେଉଁଠି ପିଲାମାନେ କଲେଜ ପିଣ୍ଡା ମାଡ଼ି ନାହାନ୍ତି, ହାଇସ୍କୁଲ ଦେଖିବା ବି ୟାଙ୍କ ସ୍ୱପ୍ନ

ଉଚ୍ଚଶିକ୍ଷାରୁ ବଞ୍ଚିତ ଯାମୁଯୋରୀ କଇଁଙ୍ଗ ଗାଁର ଛାତ୍ରଛାତ୍ରୀ, ଗାଁରୁ କେହି ହେଲେ କଲେଜ ମାଟି ମାଡ଼ି ନାହାନ୍ତି

Education
CBSE ରାସ୍ତାରେ ମାଧ୍ୟମିକ ଶିକ୍ଷା ବୋର୍ଡ, ନବମ-ଦଶମ ପିଲାଙ୍କ ପାଇଁ ୪ ନୂଆ ବିଷୟ

ପିଲାଙ୍କ ବୌଦ୍ଧିକ ଓ ଶାରୀରିକ ବିକାଶ ଉଦ୍ଦେଶ୍ୟ । ଉଭୟ ନବମ ଓ ଦଶମ ଶ୍ରେଣୀ ପିଲା ପଢ଼ିବେ । ୧୦୦ ମାର୍କର ହେବ ପରୀକ୍ଷା ।

Ragging
ଛାତ୍ରଙ୍କୁ ଡାକି ନେଇ ନିର୍ଧୁମ ଛେଚିଲେ, କାରଣ କେହି କହିପାରୁ ନାହାନ୍ତି..

ସଇଁତଳା ଥାନାରେ ପୀଡ଼ିତ ଛାତ୍ରଙ୍କ ଅଭିଯୋଗ ପରେ ପୋଲିସର ଛାନ୍‌ଭିନ୍‌ । ଘଟଣାର ତଦନ୍ତ ପାଇଁ କମିଟି ଗଠନ କରାଯାଇଛି କହିଲେ କଲେଜ ଅଧ୍ୟକ୍ଷ ।