• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Student

ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ

ପିଲାମାନେ ଭୟ କରନି, ଆମେ ସମସ୍ତେ ତୁମ ସାଥିରେ ଅଛୁ। 

Police Arrested A Fake Doctor Student In Bhubaneswar
ଡାକ୍ତରୀ ଛାତ୍ର କହି ପ୍ରେମ ଜାଲରେ ଫସାଉଥିଲେ ,ପୋଲିସ୍‌ ହାତରେ ଧରାପଡ଼ିଛି କାରନାମା।

ନିଜକୁ ନକଲି ଡାକ୍ତରୀ ଛାତ୍ର ପରିଚୟ ଦେଇ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଉ ଥିଲେ ପରେ ସେମାନଙ୍କଠୁ ଲୁଟ୍‌ କରୁଥିଲେ। ଶେଷରେ ପୋଲିସ୍‌ ହାତରେ ତାଙ୍କର ଏହି କାରନାମା ଧରାପଡ଼ିଛି।

china a new law in china will cut homework tutoring pressure on students
ପିଲାଙ୍କ ପାଇଁ ଚୀନ୍‌ର ନୂଆ ନିୟମ, ପାଠ କମ୍‌ ଖେଳ ବେଶି

ଚୀନ୍‌ର ପିଲାଙ୍କ ପାଇଁ ଖୁସି ଖବର । ପିଲାଙ୍କୁ ହୋମ୍‌ୱାର୍କ ଓ ଟ୍ୟୁସନ୍‌ର ଚାପ କମାଇବା ପାଇଁ ଚୀନ୍‌ ସରକାରଙ୍କ ପକ୍ଷରୁ ଏକ ନୂଆ ଆଇନ୍‌ ଘୋଷଣା କରାଯାଇଛି । ଯାହା ଦ୍ୱାରା ଚୀନ୍‌ର ଛାତ୍ରଛାତ୍ରୀଙ୍କ ପାଇଁ ହୋମୱାର୍କ ଏବଂ ଟ୍ୟୁସନର ପାଠପଢା ଚାପ ମାତ୍ରାଧିକ ହ୍ରାସ ହୋଇପାରିବ

ଠକେଇରେ ଶିକାର ହୋଇଥିବା ଛାତ୍ରୀ ଓ ଅଭିଯୁକ୍ତ
ମଡେଲିଂ ନାଁରେ ଲୁଟ୍‌ର ଶିକାର ହେଲେ ଫ୍ୟାସନ୍ ଡିଜାଇନିଂ ଛାତ୍ରୀ

ଟଙ୍କା ନେବା ପରେ ସେ ଆଉ ଧରା ଛୁଆଁ ଦେଇନଥିଲା। ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ଠକାମୀର ଶିକାର ହୋଇଥିବା ଛାତ୍ରୀ।ଅଭିଯୁକ୍ତ ନାଁରେ ପୂର୍ବରୁ ସହିଦ ନଗର ଥାନାରେ ମଧ୍ୟ ଠକେଇ ମାମଲା ରହିଥିବା ପୋଲିସ କହିଛି।

Class IX student suicide
ମୋବାଇଲ ଗେମ୍ ପାଇଁ ଜୀବନ ହାରିଲେ ନବମ ଶ୍ରେଣୀର ଛାତ୍ର 

ପୁଅ ଗେମ୍‌ ଖେଳୁଥିବା ଦେଖି ମା’ ବିରକ୍ତି ପ୍ରକାଶ କରିଥିଲେ। ଗେମ୍‌ ଖେଳିବାକୁ ମନା କରିବା ସହିତ ବିଷୟ ପଢ଼ିବାକୁ ସୌମ୍ୟକୁ ତାଙ୍କ ମାଆ କହିଥିଲେ। ମା’ ମନା କରିବାରୁ ମ୍ରିୟମାଣ ହୋଇ ସୌମ୍ୟ ଘର ଛାତ ଉପରକୁ ଚାଲି ଯାଇଥିଲେ।

tushar death case
ତୁଷାର ମୃତ୍ୟୁ ଘଟଣାରେ ଦୁଇ ଛାତ୍ର ଗିରଫ

କଟକ ମହାନଦୀ ସେତୁରୁ ନିଖୋଜ ଛାତ୍ର ତୁଷାରକାନ୍ତ ସାହୁଙ୍କ ଗାଡ଼ି ମିଳିଥିଲା। ଏହାର ୨ ଦିନ ପରେ ଅର୍ଥାତ ଅଗଷ୍ଟ ୫ରେ ଯୋବ୍ରା ଆନିକଟରୁ ଯୁକ୍ତ ଦୁଇ ଛାତ୍ର ତୁଷାରକାନ୍ତ ସାହୁଙ୍କ ମୃତଦେହ ମିଳିଥିଲ। ପରିବାର ଲୋକେ ତୁଷାରକାନ୍ତଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ।

jobra
ଜୋବ୍ରା ଆନିକଟରୁ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ, ସନ୍ଦେହ ଘେରରେ ଗର୍ଲଫ୍ରେଣ୍ଡ୍‌

କଟକ ମହାନଦୀ ଜୋବ୍ରା ଆନିକଟରୁ ଜଣେ ନିଖୋଜ ଛାତ୍ରଙ୍କ ମୃତଦେହ ମିଳିଛି। କିଛି ଦିନ ପୂର୍ବେ ଛାତ୍ର ଜଣକ ନିଖୋଜ ଥିବାବେଳେ ଆଜି ତାଙ୍କ ମୃତଦେହକୁ ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ ଆନିକଟରୁ ଉଦ୍ଧାର କରିଛନ୍ତି।

Icse students
ପ୍ରକାଶ ପାଇଲା ICSE ଦଶମ ଓ ଦ୍ୱାଦଶ ରେଜଲ୍ଟ

ଏପ୍ରିଲ ୧୬ରେ ସିଆଇଏସ୍‌ସିଇ ଆଇସିଏସ୍‌ଇ ୧୦ମ ଓ ଆଇଏସ୍‌ସି ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଆଇସିଏସ୍‌ଇ ୧୦ମ ବୋର୍ଡ ଓ ଦ୍ୱାଦଶ ପରୀକ୍ଷା ବାତିଲା କରିଥିଲା।