• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

Muslim Teacher
ଖାଲି କୋରାନ୍‌ ନୁହେଁ, ମୁସଲିମ୍‌ ହୋଇ ବି ପଢ଼ାଉଛନ୍ତି ଗୀତା ଭାଗବତ

କିଏ ଗୀତାରୁ ଜ୍ଞାନ ଆହରଣ କରୁଛି ତ ଆଉ କିଏ କୋରାନକୁ କଣ୍ଠସ୍ଥ କରୁଛି । ଛୋଟ ଛୋଟ ପିଲାଙ୍କ ମୁହଁରୁ ନିସୃତ ଗୀତା ଓ କୋରାନର ବାଣୀରେ ଗୁଞ୍ଜରିତ ହେଉଛି ଶ୍ରେଣୀଗୃହ ।

Special Story
ବୟସ୍କଙ୍କ ମୁହଁରେ ହସ ଫୁଟାଇଲେ ଗାଁଲୋକ : ପୂଜି କରିବା ସହ ଆଶୀର୍ବାଦ ମାଗିଲେ

ଧାଡ଼ି ଧାଡି ହୋଇ ବସିଛନ୍ତି ବୟସ୍କ। ଏମାନଙ୍କ ପାଦ ଧୁଆ ଚାଲିଛି। କିଏ ଚନ୍ଦନ ମାରି ବନ୍ଦାପନା କରୁଛି ତ, ଆଉ କିଏ ନୂଆବସ୍ତ୍ର ଦେଇ ଆଶୀର୍ବାଦ ଭିକ୍ଷା କରୁଛନ୍ତି।

 E-Bicycle Designed By Assamese Student
ଏମିତିକା ଇ-ବାଇସାଇକେଲ, ଯାହାକୁ କେହି ଚୋରି କରିପାରିବେନି, ଜାଣନ୍ତୁ..

ଇଏ ଏମିତି ଏକ ଇ-ବାଇସାଇକେଲ୍‌ ଯାହାକୁ କେହି ଚୋରି କରିପାରିବେନି। ଯଦି ବି କେହି ଚୋରି କରନ୍ତି ତେବେ ସାଙ୍ଗେ ସାଙ୍ଗେ ଗୁଗୁଲ ଦେଇ ଦେବ ଲୋକେସନ୍‌। ଚୁଟ୍‌କିରେ ଆପଣ ପାଇଯିବେ ଆପଣଙ୍କ ଚୋରି ହୋଇଥିବା ଇ-ବାଇସାଇକେଲ୍‌। ଜାଣନ୍ତୁ ଏହାର ଦାମ୍‌ କେତେ?

Monkey Give Birth
ମା'ର ବେଦନାକୁ ବୁଝିପାରିଲେ ପୋଲିସ ବାବୁ; ମାଙ୍କଡ଼ ପେଟରୁ ଛୁଆକୁ ବାହାର କରି ଯନ୍ତ୍ରଣା ଦୂର କଲେ

ରାସ୍ତା କଡ଼ରେ ପ୍ରବଳ ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିଲା ମାଆ ମାଙ୍କଡ଼। କଷ୍ଟ ଦେଖିପାରିଲେନି ପୋଲିସ କନେଷ୍ଟବଳ। ସ୍ଥାନୀୟ ଲୋକଙ୍କ ସହାୟତାରେ ବାଣୀ ଅଖାରେ କରାଇଲେ ପ୍ରସବ...ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ, କନେଷ୍ଟବଳଙ୍କୁ କରାଯାଉଛି ଭୂରି ଭୂରି ପ୍ରଶଂସା

Odisha Congress
ପିକେଙ୍କ ନୂଆ ଫର୍ମୁଲା

ପଲିଟିକାଲ ଷ୍ଟ୍ରାଟେଜି ମେକର ପ୍ରଶାନ୍ତ କିଶୋରଙ୍କ ଫୋକସ୍‌ରେ ଓଡ଼ିଶା । ଓଡ଼ିଶାରେ କଂଗ୍ରେସର କମବ୍ୟାକ୍ ପାଇଁ ପ୍ରସ୍ତୁତ କରିଛନ୍ତି ରଣନୀତି । ସୋନିଆଙ୍କୁ ଭେଟି, ଦେଇଛନ୍ତି ରୋଡ ମ୍ୟାପ୍ । ପ୍ରଶାନ୍ତ କହିଛନ୍ତି ଦଳ ଓଡ଼ିଶାରେ ନୂଆ ଟିମ୍ କରି ୨୪ ନିର୍ବାଚନ ଏକାକୀ ଲଢୁ ।

Driver Protest
ଗୁଇନ୍ଦା ତଥ୍ୟ କେଉଁ କାମକୁ ?

ରାଜଧାନୀରେ ଡ୍ରାଇଭରଙ୍କ ଯୁଦ୍ଧଂଦେହୀ । ଠେଙ୍ଗା, ବାଡି ଧରି ରାଜରାସ୍ତାରେ ହଙ୍ଗାମା । ବାଉଁଶ ପୋତି ରାସ୍ତା ଅବରୋଧ, ଠପ୍ ପୂରା ଭୁବନେଶ୍ୱର । ତେବେ କାହିଁକି ସୃଷ୍ଟି ହେଲା ଏଭଳି ସ୍ଥିତି ? ଗୁଇନ୍ଦା ସୂଚନା ସତ୍ତ୍ୱେ କାହିଁକି ସ୍ଥିତି ନିୟନ୍ତ୍ରଣରେ ଫେଲ ମାରିଲା ପୋଲିସ ?

Fake Detergent
ପ୍ୟାକେଟ୍ ଅସଲି କିନ୍ତୁ ମାଲ୍ ନକଲି

କଟକରେ ଥମୁନି ଭେଜାଲ ସାମଗ୍ରୀ କାରବାର । ଏତେ ନକଲି ସାମଗ୍ରୀ କାରବାର ଧରାପଡ଼ୁଛି ଯେ, ପୁରା ପୋଖତ ଲୋକ ବି ଧୋକା ଖାଇଯିବ, କେଉଁଟା ଅସଲି କେଉଁଟା ନକଲି ।

Corrupt Police
ଭିଜିଲାନ୍ସ ରେଡ୍ ଏକ ଭେଳିକି !

ଅଭିଯୁକ୍ତଙ୍କ ବିରୋଧରେ କାହିଁକି ଚାର୍ଜସିଟ୍ ଦାଖଲ ହୋଇପାରୁନି, ଏଥିରେ ପ୍ରକ୍ରିୟାଗତ ସମସ୍ୟା ରହୁଛି । ନା ଜାଣିଶୁଣି ବିଳମ୍ବ କରାଯାଇଛି, ଯାହା ଦୁର୍ନତିଖୋର୍‌ଙ୍କୁ ଖସିବାର ବାଟ କଢ଼ାଉଛି ।

Covid 19
ବଢ଼ିଲା ଚତୁର୍ଥ ଲହର ଶଙ୍କା

ଡରାଇଲାଣି କୋଭିଡ୍‌ର ଚତୁର୍ଥ ଲହର । ସଜାଗ ହେଲେଣି ସରକାର । ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ଭାଗରେ କରୋନା ସଂକ୍ରମଣ ପୁଣି ବଢ଼ିବା ପରେ ଏବେ ଓଡ଼ିଶାରେ ଛନକା ।

8 Year Odia Girl
କୁନି ହାତରେ ରାମାୟଣ ଲେଖା; ଆମାଜନ୍‌ରେ ହେବ ପବ୍ଲିସ୍‌

କୌଣସି ପୌରାଣିକ ଶାସ୍ତ୍ର ପୁସ୍ତକ ରଚନା କରିବାକୁ ହେଲେ ଯେ କେତେ ବଡ ବଡ ଗ୍ରନ୍ଥ ପଢ଼ିବା ସହ ତର୍କ ଶାସ୍ତ୍ର, ଦର୍ଶନ ଶାସ୍ତ୍ର ଆଦି ଭଲ କରି ପଢିବା ଆବଶ୍ୟକ, ତାହାକୁ ଭୁଲ ପ୍ରମାଣିତ କରିଛନ୍ତି ୮ ବର୍ଷୀୟ ଓଡ଼ିଆ ଝିଅ ଓସିନ ।

OTV
ଦୀର୍ଘ ୨୫ ବର୍ଷରେ ପାଦ ଥାପିଲା ଓଟିଭି; ଓଟିଭି ମୁଖ୍ୟ କାର୍ଯ୍ୟାଳୟ ସମେତ ସବୁ ବ୍ୟୁରୋରେ ସେଲିବ୍ରେସନ୍

ଏପ୍ରିଲ ୧୮, ୧୯୯୭ ଆଜିର ଦିନରେ ଓଡିଶା ମାଟିରେ ଆରମ୍ଭ ହୋଇଥିଲା ଖବର ପ୍ରସାରଣର ଏକ ନୂଆ ଅଧ୍ୟାୟ । ଜନ୍ମ ନେଇଥିଲା ଓଡ଼ିଶା ଟେଲିଭିଜନ୍-ଓଟିଭି । ସ୍ୱଳ୍ପ ଭିତ୍ତିଭୂମି, ସୀମିତ ସମ୍ବଳ ଆଉ ସମସ୍ୟାର ସୁଅ ଭିତରେ ବାଟ କାଟି ଧିରେ ଧିରେ ଆଗକୁ ଯାଇଥିଲା । ସ୍ୱଛ, ନିରପେକ୍ଷ, ନିର୍ଭିକତାର ଖବର ପ୍ରସାରଣର ଧାରାକୁ ବ୍ରତ କରି ବର୍ଷ ପରେ ବର୍ଷ ଅତିକ୍ରମ କରିଥିଲା ଓଟିଭି ।

Padma Shri Prafulla Kar's Mortal
ପଞ୍ଚଭୂତରେ ବିଲୀନ ଶତ ଶତ ସୁରିଲା ଗୀତର ଯାଦୁଗର ପଦ୍ମଶ୍ରୀ ପ୍ରଫୁଲ୍ଲ କର

ସେ ଗୀତରେ ଅମର । ସଂଗୀତରେ ମଧ୍ୟ ଅମର । ସ୍ୱରରେ ବି ଅମର । ସିଏ ହେଉଛନ୍ତି ପ୍ରଫୁଲ୍ଲ କର । କମଳ ଦେଶର ରାଜକୁମାର ଗତକାଲି ୮୩ବର୍ଷ ବୟସରେ ପରପାରିକୁ ବାହୁଡ଼ିବା ପରେ ଆଜି ପଞ୍ଚଭୂତରେ ବିଲୀନ ହୋଇଛନ୍ତି ।

alligator
ଖାଇବାକୁ ଦେଲାବେଳେ ଯୁବତୀଙ୍କ ହାତକୁ କାମୁଡ଼ି ଭିଡ଼ିନେଲା କୁମ୍ଭୀର,ଆଉ ତା’ପରେ...

କିଏ ଜାଣିଥିଲା ଏମିତି ହେବ ବୋଲି। ସେଦିନ କୁମ୍ଭୀରକୁ ଖାଇବାକୁ ଦେଉଥିଲେ ଯୁବତୀ। ହଠାତ୍ ହାତକୁ ମାଡି ବସିଲା କୁମ୍ଭୀର। ପାଣିକୁ ଭିଡି ନେଇ ପାଟିରେ ପୂରାଇବା ବେଳେ ହେଲା . ...

special story
ଗୋଟିଏ ଫଟୋ କିଣିନିଏ କୋଟିଏ ମନ

ସେ ଫଟୋ ଉଠାଇ ପଇସା ରୋଜଗାର କରନ୍ତିନି ବରଂ ଟିକିଏ ଖୁସି ବାଣ୍ଟନ୍ତି।

ramachandra
ପରିଣତ ବୟସରେ ଲୋକ କଲ୍ୟାଣ ଚିନ୍ତା : ପେନସନ ଟଙ୍କାରେ କଂକ୍ରିଟ ଗାଧୁଆ ତୁଠ ନିର୍ମାଣ କରାଇଲେ ରାମଚନ୍ଦ୍ର

୮୪ ବର୍ଷୀୟ ଅବସରପ୍ରାପ୍ତ ସରକାରୀ ଚକବନ୍ଦୀ ଅଧିକାରୀ ରାମଚନ୍ଦ୍ର ଦାଶ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳ-ମଢ଼ିଆଳୀ ପଞ୍ଚାୟତର ଅନ୍ତର୍ଗତ ବନ୍ଦାଳ ଗ୍ରାମରେ ଘର । ଭଲରେ ଚାଲି ପାରୁନଥିଲେ ସୁଦ୍ଧା ପରିଣତ ବୟସରେ ଲୋକଙ୍କ ଚିନ୍ତା ଘାରିଛି

China On Mission To Find New Earth
ନୂଆ ପୃଥିବୀ ସନ୍ଧାନରେ ଚାଇନା, ଆରମ୍ଭ କରିବ ବଡ଼ ମିଶନ

ସବୁ ବେଳେ ନୂଆ କିଛି କରିବାର ପ୍ରୟାସ ଚଳାଇଛି ଚୀନ୍। ଏବେ ଏ ପୃଥିବୀରେ ରହିବାକୁ ଚାହୁଁ ନାହିଁ ଚାଇନା। ନୂଆ ଏକ ପୃଥିବୀ ଖୋଜିବାରେ ଲାଗି ପଡିଛି।

Odia Actor Shines In Tollywood
ହୃଦୟ ଛୁଇଁଲା ଓଡ଼ିଆ ପୁଅର ଆକ୍ଟିଂ, ତେଲୁଗୁ ଫିଲ୍ମର ମଚାଉଛନ୍ତି ଧୁମ୍‌

ତେଲୁଗୁ ଫିଲ୍ମରେ ଓଡ଼ିଆ ପୁଅର ଜବରଦସ୍ତ ଆକ୍ଟିଂ। ଡାଇଲଗ୍‌ ସାଙ୍ଗକୁ ଲଭ୍‌ ରୋମାନ୍ସ। ଆକ୍ସନ ସାଙ୍ଗକୁ ଅଭିନୟ...ସବୁଥିଲେ ଜଲୱା ଦେଖାଇଛନ୍ତି ଦିନେଶ...

Young Dancer Dances To The Beats Of Pushpa’s Samy Samy Song On US Street
ସାମି ସାମି ଗୀତରେ ନାଚିକି ଧୂଳି ଉଡ଼ାଇ ଦେଲେ ଜୈନିଲ୍‌ ମେହେଟ୍ଟା

ଫିଲ୍ମ ପୁଷ୍ପା, ଗୀତ ସାମି ସାମି...ଓଃ କି ଡ୍ୟାନ୍ସ। ସାମି ସାମି ଗୀତରେ ନାଚିକି ଧୂଳି ଉଡ଼ାଇ ଦେଲେ ଜୈନିଲ୍‌ ମେହେଟ୍ଟା...

Bhadrak Youth Kills Self After GF Cheats
ପ୍ରେମିକାକୁ ନେଇଗଲା ସାଙ୍ଗ, ଆତ୍ମହତ୍ୟା କଲେ ଯୁବକ

ଧୋକା ଦେଲା ସାଙ୍ଗ। ଯାହାକୁ ଦିନେ ନିଜ ଜୀବନଠୁ ଅଧିକ ଭଲପାଉଥିଲେ...ନିଜ ପ୍ରେମିକାକୁ ନେଇଗଲା ସେଇ ଧୋକାବାଜ୍‌ ସାଙ୍ଗ...ସହିପାରିଲେନି ଧୋକା। ଶେଷରେ ନିରାଶ ହୋଇ କରିଦେଲେ ଆତ୍ମହତ୍ୟା, ଲେଖି ଦେଇଗଲେ ଚିଠି...

Father Swept Away
ପୁଅ ସହ ଖେଳୁ ଖେଳୁ ଭିଡିନେଲା ସମୁଦ୍ର

ପୁଅ ଆଗରେ ସମୁଦ୍ରରେ ଭାସିଗଲେ ବାପା । ପୁରୀ ସମୁଦ୍ର ବେଳାଭୂମିରେ ବାପପୁଅ ଦୁହେଁ ଖେଳୁଥିଲେ । ପୁଅ ଆଗରେ ଷ୍ଟଣ୍ଟ ଦେଖାଉଥିଲେ ବାପା । ଷ୍ଟଣ୍ଟ ମାରୁ ମାରୁ ଲହଡ଼ି ଭିତରେ ଭାସିଗଲେ ବାପା ।

Love Story
ଚିନ୍ତା ବଢାଇଲାଣି ପ୍ରେମ ଜନିତ ଆତ୍ମହତ୍ୟା

ଭାବ ଆଉ ଆବେଗର ସଂପର୍କ ଭିତରେ ପ୍ରେମିକାଟିଏ ଯାହା ସହ ବାଟ ଚାଲିବାର ପଣ କରିଥିଲା, ତାଠୁ ମିଳିଲା ଧୋକ୍କା। ପ୍ରଥମେ ପ୍ରେମ ଓ ତାପରେ ଅସହ୍ୟ ହେଲା ପ୍ରତାରଣା। ଶେଷରେ ପ୍ରେମିକକୁ ଶେଷ ଚିଠି ଲେଖି ବିଦାୟ ନେଇଗଲା ପ୍ରେମିକାଟିଏ

Fire Accident
ମଲରେ ଅଗ୍ନିକାଣ୍ଡ ପରେ ଛାନିଆଁ ସହରବାସୀ।

ଚିନ୍ତା ବଢ଼ାଇଛି ମଲ୍ ନିଆଁ । କିଛି ଦିନ ତଳେ କଟକ ପରେ ଗତକାଲି ଭୁବନେଶ୍ୱର କେଶରୀ ମଲ୍‌ରେ ଅଗ୍ନିକାଣ୍ଡ ପରେ ଛାନିଆଁ ସହରବାସୀ

New Academic Session
ମେ' ମାସରୁ ଶିକ୍ଷାଦାନ ଓ ପରୀକ୍ଷା ପଦ୍ଧତିରେ ଆସିବ ନୂଆ ସଂସ୍କାର

ମେ ରୁ ଆରମ୍ଭ ହେବ ନୂଆ ଶିକ୍ଷା ବର୍ଷ । ଶିକ୍ଷାଦାନ ଓ ପରୀକ୍ଷା ପଦ୍ଧତିରେ ଆସିବ ନୂଆ ସଂସ୍କାର । କରୋନା ପାଇଁ ୭୦ ପ୍ରତିଶତ ସିଲାବସ୍‌ରେ ପାଠ ପଢା ଚାଲିଥିଲା । ଏଣିକି ପିଲାଙ୍କୁ ପଢାଯିବ ଶତ ପ୍ରତଶତ ସିଲାବସ୍ ।

New Academic Session
ପିଲାଙ୍କୁ ମିଳିବ ମାତ୍ର ୧୧ ଦିନର ଗ୍ରୀଷ୍ମ ଛୁଟି

ଦେଢ ମାସ ପରିବର୍ତ୍ତେ ଏଥର ସ୍କୁଲ୍ ପିଲାଙ୍କୁ ମିଳିବ ମାତ୍ର ୧୧ ଦିନର ଗ୍ରୀଷ୍ମ ଛୁଟି । ମହାମାରୀ ଦ୍ୱାରା ପ୍ରଭାବିତ ହୋଇଛି ଦୁଇ ବର୍ଷର ଶିକ୍ଷା କ୍ୟାଲେଣ୍ଡର ଓ ପାଠପଢ଼ା । ଏଥିରେ ସୁଧାର ଆଣିବା ଲାଗି ଖରା ଛୁଟିକୁ କମାଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

Woman Murders Father-In-Law
ନିଜ ପାପ ଲୁଚାଇବାକୁ ଯାଇ ଶ୍ୱଶୁରକୁ ଆରପାରିକୁ ପଠାଇଲା ବୋହୂ

ଏ କେମିତିକା ବୋହୂ? ନିଜର ପାପ ସମ୍ପର୍କକୁ ଲୁଚାଇବାକୁ ଯାଇ ଅନ୍ଧାର ରାତିରେ ଶ୍ୱଶୁରକୁ ମାରିଦେଲା। ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଗାଁ ଲୋକେ । ଯା’ ଖୋଲିଲେ ପରକୀୟା ପ୍ରୀତିର ରହସ୍ୟ..