• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

Special Story - UP govt mandates no work for women after 7 pm
ଏଣିକି ସନ୍ଧ୍ୟା ୭ଟା ପରେ ଅଫିସ୍‌ରେ କାମ କରିବେନି ମହିଳା, ଯଦି କଲେ....

ଏଣିକି ସନ୍ଧ୍ୟା ୭ଟା ପରେ ଅଫିସ୍‌ରେ କାମ କରିବେନି ମହିଳା। ବିନା ଅନୁମତିରେ ସକାଳ ୬ ପୂର୍ବରୁ ପଡ଼ିବନି ସିପ୍ଟ...ସନ୍ଧ୍ୟାରେ ଅଫିସ୍‌ କାମ ବିଳମ୍ବ ହେଲେ କମ୍ପାନୀ ବହନ କରିବ ଏଇ ସବୁ ଖର୍ଚ୍ଚ....ଦେଖନ୍ତୁ ଏହି ଭିଡ଼ିଓ

naveen patnaik
ପଞ୍ଚମ ପାଳିର ପ୍ରଥମ ୩ ବର୍ଷରେ କେତେ ସଫଳ ନବୀନ ?

ଶେଷ ହେଲା ନବୀନଙ୍କ ପଞ୍ଚମ ପାଳିର ତୃତୀୟ ବର୍ଷ । 5-T, ସ୍ମାର୍ଟ ସ୍କୁଲ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ମିଶନ୍ ଶକ୍ତି ଓ ଧାର୍ମିକ ପୀଠର ସୌନ୍ଦର୍ଯ୍ୟକରଣ ଆଦି ନୂଆ ନୂଆ ଯୋଜନା ଆରମ୍ଭ କରି ଲୋକପ୍ରିୟତା ବଜାୟ ରଖିବାକୁ ଉଦ୍ୟମ କରିଥିଲେ ରାଜ୍ୟ ସରକାର ।

Nepal plane crash, 4 missing are Odia
ଧାନ ବିହନ କିଣାରେ ଏ ଡିବିଟି କଣ

ନେପାଳ ବିମାନ ଦୁର୍ଘଟଣାରେ ନିଖୋଜ ହୋଇଥିବା ୪ ଭାରତୀୟ ହେଉଛନ୍ତି ଓଡ଼ିଶାର । ସେମାନେ ହେଲେ ଅଶୋକ ତ୍ରିପାଠୀ, ପତ୍ନୀ ବୈଭବୀ ତ୍ରିପାଠୀ, ପୁଅ ଧନୁଷ ତ୍ରିପାଠୀ ଓ ଝିଅ ରିତିକା ତ୍ରିପାଠୀ। ନେପାଳର ମୁସ୍ତାଙ୍ଗ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏକ ଘରୋଇ ବିମାନରେ ଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ମିଶାଇ ୨୨ ଜଣ ଥିବାବେଳେ, ସେମାନଙ୍କ ମଧ୍ୟରେ ୪ ଭାରତୀୟ ପର୍ଯ୍ୟଟକ ଥିଲେ ବୋଲି ସୂଚନା ମିଳିଥିଲା।

Govt rules are changing for farmer day by day
ଧାନ ବିହନ କିଣାରେ ଏ ଡିବିଟି କଣ

ଚାଷୀଙ୍କ ପାଇଁ ଘଡ଼ିକୁ ଘଡ଼ି ବଦଳୁଛି ସରକାରୀ ନିୟମ। ଏଥର ବିହନ କିଣା ପାଇଁ ଲାଗୁ ହୋଇଛି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍ ବା ଡିବିଟି ବ୍ୟବସ୍ଥା। ଅର୍ଥାତ୍ ଚାଷୀ ଧାର୍ଯ୍ୟ ଦାମ ଦେଇ ବିହନ ନେବେ, ସବ୍‌ସିଡି ଟଙ୍କା ପରେ ଆକାଉଣ୍ଟକୁ ଫେରିବ। ମିଳିଛି ଏମିତି ଏକ ସରକାରୀ ବିଜ୍ଞପ୍ତି ପ୍ୟାକ୍ସ। ଲ୍ୟାମ୍ପସ ଓ ସ୍ୱୀକୃତି ପ୍ରାପ୍ତ ଡିଲର ଧାର୍ଯ୍ୟ ଦରରେ ଚାଷୀଙ୍କୁ ବିହନ ବିକିବାକୁ ଏଥିରେ ଉଲ୍ଲେଖ ରହିଛି।

Hundreds of trees felled
ଏମ୍‌ଏଲ୍‌ଏ ବାବୁଙ୍କ ଉଆସ ପାଇଁ ପଡ଼ିଆ ପାଲଟିଲା ଅଧା ଭୁବନେଶ୍ୱର

ଗର୍ଜନର ଆଢୁଆଳରେ କଟାସରିଲାଣି ବର, ଅଶ୍ୱତ୍ଥ, ବଉଳ, ଆମ୍ବ, ନିମ୍ବ, ପଣସ, ବେଲ, କରଞ୍ଜ, କଦମ୍ବ, ଦେବଦାରୁ, ଅଶୋକ, ରାଧାଚୁଡ଼ା ଆଦିକୁ ମିଶାଇ ପ୍ରାୟ ୪ଶହ ଗଛ । ଆଗକୁ ଆହୁରି ଟଳିବ ୪ ରୁ ୫ଶହ ଗଛ ।

Hundreds of trees felled
ବିଧାୟକଙ୍କ କ୍ୱାଟର୍ସ ନିର୍ମାଣ ପାଇଁ କଣ ନିହାତି ଜରୁରୀ ଗଛ ବଳି ?

ବର୍ଷ ପରେ ବର୍ଷ ରାଜଧାନୀବାସୀ ଯେଉଁ ଅସହ୍ୟ ଗ୍ରୀଷ୍ମପ୍ରବାହର ସାମ୍ନା କରୁଛନ୍ତି, ତା ପଛରେ ଉଭେଇ ଯାଉଥିବା ସବୁଜବଳୟ ବି ବହୁ ମାତ୍ରାରେ ଦାୟୀ । ଏଭଳି ସ୍ଥିତିରେ ଦଶଗୁଣ ବୃକ୍ଷରୋପଣ କରିବି କହି, ଦଶନ୍ଧି ଦଶନ୍ଧି ପୁରୁଣା ବୃକ୍ଷକୁ ନିଶ୍ଚିହ୍ନ କରିଦେବା କେତେ ଯୁକ୍ତିଯୁକ୍ତ?

Accident
ରାଜ୍ୟରେ କେତେ ସୁରକ୍ଷିତ ଘାଟି ରାସ୍ତା ? ରାସ୍ତା ଦୁର୍ଘଟଣାରେ ୧୨ ନଂ ରେ ଓଡ଼ିଶା

ମେ ୨୫ କଳିଙ୍ଗା ଘାଟି ଦୁର୍ଘଟଣା, ଏପ୍ରିଲ୍ ୧୭-୨୦୧୬ ଗଇଲୋ ଘାଟି ଦୁର୍ଘଟଣା, ରାଜ୍ୟର ଦୁଇ ପ୍ରମୁଖ ଘାଟି ଦୁର୍ଘଟଣା ପରେ ପ୍ରଶ୍ନ ଉଠୁଛି କାହିଁକି ଏ ରାସ୍ତାରେ ବାରମ୍ବାର ଘଟୁଛି ଆକ୍ସିଡେଣ୍ଟ ? ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ନା ଚାଳକଙ୍କ ପାଇଁ ସଚେତନତାର ଅଭାବ ? 

Accident
କାହିଁକି ଘାଟି ରାସ୍ତାରେ ବାରମ୍ବାର ଆକ୍ସିଡେଣ୍ଟ?

ନିକଟରେ କଳିଙ୍ଗା ଘାଟି ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜୀବନ ଯିବା ପରେ ପ୍ରଶ୍ନ ରାଜ୍ୟରେ କେତେ ସୁରକ୍ଷିତ ଘାଟି ରାସ୍ତା ? କଳିଙ୍ଗା, ଗଇଲୋ ଅବା କୋରାପୁଟ ସବୁଠି ପ୍ରଶାସନିକ ତ୍ରୁଟିକୁ ଦାୟୀ କରିଛନ୍ତି ସାଧାରଣ ଲୋକେ ଓ ସଡ଼କ ସୁରକ୍ଷା ବିଶେଷଜ୍ଞ ।

RS polls
ପୁଣି ଚକମା ଦେଲେ ନବୀନ, ବିରୋଧିଙ୍କ ଅକଲ ଗୁଡୁମ୍

ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ନିରଞ୍ଜନ ବିଶି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଖାଲିଥିବା ୪ ରାଜ୍ୟସଭା ଆସନ ପାଇଁ ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡି ।

RS polls
ରାଜ୍ୟାସଭା ପ୍ରାର୍ଥୀ ଘୋଷଣା କରିଛି ବିଜେଡି

ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ନିରଞ୍ଜନ ବିଶି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଖାଲିଥିବା ୪ ରାଜ୍ୟସଭା ଆସନ ପାଇଁ ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡି । ଯେଉଁଥିରେ ମହିଳା, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ଓ ସାଧାରଣ ବର୍ଗ ଭଳି ସବୁ ବର୍ଗରୁ ପ୍ରତିନିଧିତ୍ୱର ସୁଯୋଗ ଉପକୂଳ ଓ ପଶ୍ଚିମ ଓଡ଼ିଶାକୁ ଗୁରୁତ୍ୱ ଦିଆଯାଇଛି ।

Parents Resort to Begging
ପୁଅର ଜୀବନ ବଞ୍ଚାଇବା ପାଇଁ ଭିକ ମାଗୁଛନ୍ତି ବାପା-ମା

ଅସାଧ୍ୟ ରୋଗରେ ପଡ଼ିଛି ପୁଅ। ଚିକିତ୍ସା କରାଇବା ପାଇଁ ବାପା-ମାଆଙ୍କ ପାଖରେ ପଇସା ନାହିଁ। କେମିତି ପୁଅକୁ ବଂଚାଇବେ ସେନେଇ ଅନେକ ସଂଘର୍ଷ କରୁଛନ୍ତି। ହେଲେ ଉପାୟ କିଛି ମିଳୁନି। ଶେଷରେ ବାଧ୍ୟ ହୋଇ ଏମିତି ଭିକ ମାଗୁଛନ୍ତି ବାପା-ମାଆ। ଦୋକାନ ଦୋକାନ ବୁଲୁଛନ୍ତି, ପୁଅ ପାଇଁ ଟଙ୍କା ଯୋଗାଡ଼ କରୁଛନ୍ତି...ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ.

Special Story | Koraput Collector makes provision for computer training to blind students
କମ୍ପ୍ୟୁଟର ଦେଖିନାହାନ୍ତି କିନ୍ତୁ ଟାଇପ୍‌ କରିବାରେ ଏମାନେ ମାଷ୍ଟର....

ଆଖିକୁ ଦେଖାଯାଉନି, କମ୍ପ୍ୟୁଟରକୁ କେବେ ଦେଖିନାହାନ୍ତି। କିନ୍ତୁ ଟାଇପ୍‌ ଏମିତି କରୁଛନ୍ତି ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଦେଖନ୍ତୁ କେମିତି ଧଡାଧଡ୍‌ ଟାଇପ୍‌ କରୁଛନ୍ତି ଏଇ ଦୃଷ୍ଟିବାଧିତ ପିଲା...

Special Story | Parents resort to begging for son’s treatment in Odisha
ପୁଅକୁ ବଞ୍ଚାଇବା ପାଇଁ ଭିକ ମାଗୁଛନ୍ତି ବାପା-ମାଆ

ଅସାଧ୍ୟ ରୋଗରେ ପଡ଼ିଛି ପୁଅ। ଚିକିତ୍ସା କରାଇବା ପାଇଁ ବାପା-ମାଆଙ୍କ ପାଖରେ ପଇସା ନାହିଁ। କେମିତି ପୁଅକୁ ବଂଚାଇବେ ସେନେଇ ଅନେକ ସଂଘର୍ଷ କରୁଛନ୍ତି। ହେଲେ ଉପାୟ କିଛି ମିଳୁନି। ଶେଷରେ ବାଧ୍ୟ ହୋଇ ଏମିତି ଭିକ ମାଗୁଛନ୍ତି ବାପା-ମାଆ। ଦୋକାନ ଦୋକାନ ବୁଲୁଛନ୍ତି, ପୁଅ ପାଇଁ ଟଙ୍କା ଯୋଗାଡ଼ କରୁଛନ୍ତି...ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ...

Special Story - Man without sight repairs cycle
ଆଖିକୁ ଦେଖାଯାଉନି...ଅଣ୍ଡାଳି ଅଣ୍ଡାଳି ସଜାଡ଼ୁଛନ୍ତି ସାଇକେଲ୍‌....ଗୀତ ଏମିତି ଗାଉଛନ୍ତି ଯେ ଥରେ ଶୁଣିଲେ ବାରମ୍ବାର ଶୁଣିବେ...

ଆଖିକୁ ଜମାରୁ ଦେଖାଯାଉନି। କିନ୍ତୁ ନମ୍ବର ୱାନ ସାଇକେଲ୍ ମେକାନିକ୍‌। ନୂଆ ହେଉ କି ପୁରୁଣା...ସାଇକେଲ୍‌ ସଜାଡ଼ିବାରେ ସେ ମାହିର। ଆଉ ୟାଙ୍କ ସାଇକେଲ୍‌ ଦୋକାନକୁ ଯିଏ ଆସିଛି ସିଏ ସାଇକେଲ୍‌ ତ ସଜାଡ଼ିଛି ଆଉ ଦିଲ୍ଲୀପଙ୍କ ସୁମଧୁର ଭଜନ ଓ ଜଣାଣ ଶୁଣି ନିଜକୁ ଧନ୍ୟ ମନେ କରୁଛି...ଦେଖନ୍ତୁ କେମିତି ସାଇକେଲ ସଜାଡ଼ିବା ସହ ଗାଉଛନ୍ତି ଗୀତ ।

Special Story - Region in Tamil Nadu which glows with fireflies
ଗୋଟିଏ ଜାଗାରେ କୋଟି କୋଟି ଜୁଳୁଜୁଳିଆ ପୋକ: ଝଲସୁଛି ପୂରା ଅଞ୍ଚଳ...

ଏ ଦୃଶ୍ୟ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଆଉ କହିବେ, ଏଇଟା ବୋଧହୁଏ କୌଣସି ସାଜସଜ୍ଜା ହୋଇଥିବା ଟେଣ୍ଟ ହାଉସ୍‌। କିନ୍ତୁ ନା...ଇଏ ଜୁଳୁଜୁଳିଆ ପୋକଙ୍କ ବାସସ୍ଥାନ। ସେମାନଙ୍କର ଆଲୋକରେ ଆଲୋକିତ ହେଉଛି ପୂରା ଅଂଚଳ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ

Man without sight repairs cycle
ଆଖିକୁ ଦେଖାଯାଉନି, ଅଣ୍ଡାଳି ଅଣ୍ଡାଳି ସଜାଡ଼ୁଛନ୍ତି ସାଇକେଲ୍‌

ଆଖିକୁ ଜମାରୁ ଦେଖାଯାଉନି। କିନ୍ତୁ ନମ୍ବର ୱାନ ସାଇକେଲ୍ ମେକାନିକ୍‌। ନୂଆ ହେଉ କି ପୁରୁଣା...ସାଇକେଲ୍‌ ସଜାଡ଼ିବାରେ ସେ ମାହିର।

Girl with one leg
ସୋସିଆଲ୍ ମିଡିଆର କମାଲ୍; ଏଣିକି ଦୁଇ ଗୋଡ଼ରେ ଚାଲିକି ସ୍କୁଲ ଯିବ ସୀମା

ସୀମାକୁ ମିଳିଲା କୁତ୍ରିମ ଗୋଡ । ଏବେ ସୀମା ନିଇତି ସ୍କୁଲ ଯିବ, ନିଜର ଦୁଇ ଗୋଡରେ ଚାଲିକି ଯିବ । କାହିଁକି ନା ୧୦ ବର୍ଷର ସୀମାକୁ ଲଗାଯାଇଛି କୃତ୍ରିମ ଗୋଡ । ସୀମା ଏବେ ପୁରା ଫିଟ୍ । ଦୁଇ ଗୋଡରେ ଚାଲିପାରିବ, ଖେଳିପାରିବ, ଅନ୍ୟମାନଙ୍କ ଭଳି ସ୍କୁଲ ଯାଇପାରିବ ।

Shankaracharya
ଲୋକମତ ବିରୋଧରେ ଗଲେ ଚେତିବେ: ଶଙ୍କରାଚାର୍ଯ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବଢୁଛି ରାଜ୍ୟ ସରକାରଙ୍କ ଅଡୁଆ । ବିବାଦ ଯେତିକି ବଢୁଛି, ଚାପ ସେତିକି ପଡୁଛି । ଏହା ଭିତରେ ପୁଣିଥରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

Balasore man
ସରକାର ଶୁଣିଲେନି, ନିଜସ୍ୱ ଖର୍ଚ୍ଚରୁ ପିଲାଙ୍କ ପାଇଁ ପାଇଖାନା ତିଆରି କରିଦେଲେ ରଞ୍ଜନ...

ବାରମ୍ବାର ଗୁହାରି ପରେ ବି ଶୁଣିଲାନି ପ୍ରଶାସନ। ନିଜସ୍ୱ ଖର୍ଚ୍ଚରୁ ସଞ୍ଚୟ କରି ପିଲାଙ୍କ ପାଇଁ ପାଇଖାନା ତିଆରି କରିଦେଲେ ରଞ୍ଜନ। ପିଲା କହିଲେ ଦୀର୍ଘଦିନର ସ୍ୱପ୍ନ ହେଲା ପୂରଣ...ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ ହେବେ ରଞ୍ଜନ

Bride Turned Man
ରାତି ଅଧରେ ପୁଅ ପାଲଟିଲା ଫେସବୁକ୍‌ ପ୍ରେମିକା, ସଂସାର ଗଢ଼ିବା ସ୍ୱପ୍ନ ହୋଇଗଲା ଚୁରମାର୍‌

ଯାହାକୁ ଜୀବନସାଥୀ କରିବାର ଇଚ୍ଛା ରଖି ବିବାହର ପ୍ରତିଶ୍ରୁତି ଦେଇଥିଲେ, ଯେତେବେଳେ ଜାଣିଲେ ସିଏ ପୁଅ ବୋଲି ସବୁ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯାଇଛି ।

seema
ଆଉ ଡେଇଁ ଡେଇଁ ସ୍କୁଲ ଯିବନି ଦିବ୍ୟାଙ୍ଗ ଝିଅ : ସୀମାକୁ ମିଳିଲା କୃତ୍ରିମ ଗୋଡ଼

ସୀମା ଏବେ ସାଧାରଣ ପିଲାଙ୍କ ପରି ଚାଲପାରିବ । କେହିଁ ତାକୁ ଆଉ ଅଟକାଇ ପାରିବ ନାହିଁ । ତା’ ପାଖରେ ନା ଏବେ ଅଛି ଅନ୍ୟ ଉପରେ ନିର୍ଭରଶୀଳତା ନା ଗରିବି ।

Special Story
ମିଳିଲା କଳାହାଣ୍ଡିରୁ କଲମ୍ବିଆ ଟିକେଟ : ବିଦେଶ ଯାଇ ଗରିବ ବାପାର ନାଁ ରଖିବ ଲାଲୁ !

ବାପା ରାଜମିସ୍ତ୍ରୀ କାମ କରୁଛନ୍ତି। ଦୁଃଖକଷ୍ଟରେ ଘର ଚଳୁଛି। ଆଉ ପୁଅ ୱାର୍ଲଡ ଚାମ୍ପିୟନ ହେବ ବୋଲି ସ୍ୱପ୍ନ ଦେଖୁଛି। ଖାଲି ସ୍ୱପ୍ନ ଦେଖୁନି, କଳାହାଣ୍ଡିରୁ କଲମ୍ବିଆ ଯିବାକୁ ଟିକେଟ୍ ପାଇ ସାରିଛି।

Texas school shooting
ଆମେରିକା ସ୍କୁଲରେ ଗୁଳି ୧୯ କୁନି ପିଲାଙ୍କ ସହ ୨୧ ମୃତ

ବିଦ୍ୟାର ମନ୍ଦିରରେ ଭୟ ଓ ଆତଙ୍କର ବାତାବରଣ । ଟେକ୍ସାସ ରବ୍ ଏଲିମେଣ୍ଟାରୀ ସ୍କୁଲରେ ଘଟିଥିବା ଗୁଳିକାଣ୍ଡ ଭୟାଭୟ ବାତାବରଣ ସୃଷ୍ଟି କରିଛି । ଆତଙ୍କିତ ପିଲାଙ୍କୁ ସୁରକ୍ଷିତ ସ୍ଥାନକୁ ଶିକ୍ଷକ ଶିକ୍ଷୟିତ୍ରୀ ନେଉଯାଉଥିବା ବେଳେ ଅନ୍ୟପଟେ ଶୋକରେ ଡୁବି ରହିଛନ୍ତି ଅଭିଭାବକ । ପରସ୍ପରକୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରୁଛନ୍ତି ।

Talented Sport Person
ଅଜଣା ପଲ୍ଲୀରୁ ଅନ୍ତର୍ଜାତୀୟ ମଞ୍ଚ

ଲାଲୁଙ୍କ ବାପା ମାଆ ଦେଖାଉଛନ୍ତି ସଫଳତାର ପଦକ । ନିଜ ମେହନତରେ ପଦକ ହାସଲ କରିଛନ୍ତି ଲାଲୁ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଆଶ୍ରମପଡାରେ ତାଙ୍କ ଘର ।

Texas school shooting
ଆମେରିକା ସ୍କୁଲରେ ପୁଣି ଗର୍ଜିଲା ବନ୍ଧୁକ; ଗୁଳିମାଡ଼ରେ ୧୯ କୁନି ପିଲାଙ୍କ ସହ ୨୧ ମୃତ

କଣ ପାଇଁ ଏଭଳି ଜଘନ୍ୟ କାଣ୍ଡ ଘଟାଇଲା ରାମୋସ? କଣ ହୋଇଥାଇପାରେ କୁନି ପିଲାଙ୍କ ଉପରେ ତା ଆକ୍ରୋଶର କାରଣ?