Advertisment

ଏମିତି ଏ ସମୟ ବଦଳେଇ ଦେଲା ପରିଚୟ ଗୀତରେ ରିଲ୍‌ କରୁଥିଲେ....ଏବେ ପୋଖରୀରୁ ମିଳିଲା ଶବ

ଦିନେ 'ଏମିତି ଏଇ ସମୟ, ବଦଳାଇ ଦେଲା ପରିଚୟ' ଗୀତରେ ଇନଷ୍ଟାଗ୍ରାମ୍‌ରେ ରିଲ୍‌ କରୁଥିଲେ। ଜୀବନରେ ସମୟ କେତେ ମୂଲ୍ୟବାନ ତାହାକୁ ନିଜେ ଭଲରେ ବୁଝୁଥିଲେ ଆଉ ଅନ୍ୟକୁ ବୁଝାଉଥିଲେ। ହେଲେ ସେ ମହିଳା ଜଣଙ୍କର ମୃତ୍ୟୁ ହୋଇଛି ।

author-image
Otv Khabar Bureau

ଦିନେ 'ଏମିତି ଏଇ ସମୟ, ବଦଳାଇ ଦେଲା ପରିଚୟ' ଗୀତରେ ଇନଷ୍ଟାଗ୍ରାମ୍‌ରେ ରିଲ୍‌ କରୁଥିଲେ। ଜୀବନରେ ସମୟ କେତେ ମୂଲ୍ୟବାନ ତାହାକୁ ନିଜେ ଭଲରେ ବୁଝୁଥିଲେ ଆଉ ଅନ୍ୟକୁ ବୁଝାଉଥିଲେ। ହେଲେ ସେ ମହିଳା ଜଣଙ୍କର ମୃତ୍ୟୁ ହୋଇଛି ।

Advertisment
Special Story Balasore Woman Reels Video
Advertisment
Advertisment