• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Politics

Contractor
‘ବାହାରିଆ ଅଣଓଡ଼ିଆ ଠିକାଦାରଙ୍କୁ କାମ ଦେବା ହୋଇଥିଲା ବଡ଼ ଷଡ଼ଯନ୍ତ୍ର’

ଅଣ ଓଡ଼ିଆଙ୍କୁ କାମ ଦେବା ପାଇଁ ଛୋଟ ଛୋଟ କାମକୁ ମିଶାଇ ହଜାରେ କୋଟିରୁ ଅଧିକ ବଡ଼ ଟେଣ୍ଡର କରାଯାଉଥିଲା। ଏସବୁର ଖୋଳତାଡ ନିହାତି ଆବଶ୍ୟକ ବୋଲି ମଧ୍ୟ ସେ ଦାବି କରିଛନ୍ତି।

CM Mohan Majhi
ପାଖରେ ବସାଇ ଲୋକଙ୍କ ଗୁହାରି ଶୁଣିଲେ ସିଏମ୍ ମୋହନ

ପ୍ରଥମ ଦିନରେ ୧୫୫୦ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ଓ ଟିମ୍ । ଅନ୍ ଦି ସ୍ପଷ୍ଟ ଫୈସଲା ପାଇ କୃତ୍ୟ କୃତ୍ୟ ଜନତା ।

CM Mohan Majhi
‘ଜନତା-ସରକାର ମଝିରେ ଥିଲା ଲୁହା ପାଚେରୀ, ଏବେ ହଟି ଯାଇଛି’

ଅନେକ ଲୋକେ ନ୍ୟାୟ ପାଇବାରେ ବଞ୍ଚିତ ହେଉଥିଲେ ହେଲେ ଏବେ ନ୍ୟାୟ ପାଇବେ। ଆଗାମୀ ଦିନରେ ସବୁ ବିଭାଗର ଅଧିକାରୀ ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଉଛି। ସବୁ ଜିଲ୍ଲାରେ ଲୋକଙ୍କ ଅଭିଯୋଗ ଶୁଣାଯିବ ବୋଲି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ।

Pranab Balabantaray
ବବି ଫଶିଲେ, ଜିତୁ ବି ଫଶିବେ ! ପ୍ରାଇଭେଟ୍ ପ୍ଲଟ୍‌ରେ ବିଧାୟକ ଓ ସାଂସଦ ପାଣ୍ଠି ଲାଗିଲା କେମିତି ?

ସାଂସଦ ଓ ବିଧାୟକ ପାଣ୍ଠିରେ ତିଆରି ହୋଇଛି ଢାବା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ହେଲେ କଥାଟି ସମ୍ପୂର୍ଣ୍ଣ ସତ। ଯାଜପୁର ଧର୍ମଶାଳାର ବଲେ ବଲେ ଢାବା ଓ ଲଜ୍‌ରେ ବିନିଯୋଗ ହୋଇଛି ସାଂସଦ ଓ ବିଧାୟକ ପାଣ୍ଠି।

Mohan Majhi To Meet Amit Shah
ମୋଦିଙ୍କୁ ଭେଟିଲେ ଏବେ ଶାହକୁ ଭେଟିବେ ମୋହନ

ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା ସୂଚନା ମିଳିଛି।

Odisha Government
ନୂଆ ମୋହନ ସରକାରଙ୍କ ପାଇଁ ଅଛି ଏହିସବୁ ଚ୍ୟାଲେଞ୍ଜ୍

ବର୍ତ୍ତମାନ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଥିବା ବିଜେଡି ମାର୍କା ଅଫିସରଙ୍କୁ ବଦଳି ଚାଲିଛି। କର୍ପୋରେସନ ଗୁଡ଼ିକରେ ଏ ସରକାରର ଲୋକ ଅବସ୍ଥାପିତ ହୋଇନାହାଁନ୍ତି, ତେଣୁ କାମ କେବେ ଆରମ୍ଭ ହେବ ତାହା ଦେଖିବାର କଥା।

Sarat Pattnaik
ନିର୍ବାଚନ ବିପର୍ଯ୍ୟୟ ପରେ ବଢ଼ିଲା ରାଜ୍ୟ କଂଗ୍ରେସରେ କନ୍ଦଳ

ଇସ୍ତଫା ଚର୍ଚ୍ଚା ଭିତରେ ପିସିସି ସଭାପତିଙ୍କୁ ଦଳ ଭିତରୁ ବଢୁଛି ବିରୋଧ । ମୁହଁ ଖୋଲି ଚର୍ଚ୍ଚାକୁ ଖଣ୍ଡନ କି ସ୍ବୀକାର କଲେନି ପିସିସି ସଭାପତି ।

THE GREAT ODISHA POLITICAL CIRCUS EP 764| ଜ୍ୱାଇଁ ଯିବେ  ବାପଘର
THE GREAT ODISHA POLITICAL CIRCUS EP 764| ଜ୍ୱାଇଁ ଯିବେ ବାପଘର

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

LAccMI Bus
କୋଟି କୋଟିର ଅର୍ଥ ଖର୍ଚ୍ଚ, ରାସ୍ତାରେ ଗଡୁନି ଲକ୍ଷ୍ମୀବସ୍

କୋଟି କୋଟି ଟଙ୍କାର ଦାମୀ କମ୍ପାନୀ ବସ୍ କିଣାଯିବାର ମାସ କେଇଟା ଭିତରେ ରକ୍ଷଣାବେକ୍ଷଣ ଅଭାବରୁ ଲକ୍ଷ୍ମୀ ବସ୍‌ର ସ୍ଥାୟିତ୍ୱକୁ ନେଇ ଉଠିଲାଣି ପ୍ରଶ୍ନ। ରାୟଗଡ଼ା, ନବରଙ୍ଗପୁର, ଜୟପୁର ଆଦି ଅନେକ ସହରରେ ଲକ୍ଷ୍ମୀ ବସ୍ ଯୋଜନାରେ ବହୁ ବସ୍ କିଣାଯାଇ, ସେବାରେ ନଲାଗି ପଡ଼ିରହିଥିବାରୁ ଏ ଯୋଜନାକୁ ନେଇ ସାଧାରଣରେ ସମାଲୋଚନା ବି ବଢି ଚାଲିଛି।

LAccMI Bus
ଗ୍ରୀନ ସିଗ୍ନାଲ ଦେଲେ ମନ୍ତ୍ରୀ ! ବଦଳିବ ଲକ୍ଷ୍ମୀ ବସ୍‌ ନାଁ, ଆବଶ୍ୟକତା ନଥିବା ଜାଗାରେ ବନ୍ଦ ହେବ ?

ନବରଙ୍ଗପୁର, ଜୟପୁର, ରାୟଗଡ଼ା ସବୁଠି ଖୋଲା ଆକାଶ ତଳେ, ମାସ ମାସ ଧରି ଖତ ଖାଉଛି ଅରଖ ନୂଆ ଲକ୍ଷ୍ମୀ ବସ୍। ଗତ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଆରମ୍ଭ କରିଥିବା ଲକ୍ଷ୍ମୀ ବସ୍ ଯୋଜନାରେ କିଣା ହୋଇ ଆସିବା ପରେ ସେବାରେ ନଲାଗି ପଡ଼ିରହିଛି ଦାମୀ କମ୍ପାନୀର ବ୍ରାଣ୍ଡ ନ୍ୟୁ ଏସି ବସ୍।

BJD
ନିର୍ବାଚନ ହାରିବା ପରେ ଇଣ୍ଡି ମେଣ୍ଟ ଆଡକୁ ଢଳିବ କି ବିଜେଡି ?

ନିର୍ବାଚନ ହାରିବା ପରେ ଆଭିମୁଖ୍ୟ ବଦଳାଉଛି ବିଜେଡି। ସମଦୂରତା ଭୁଲି ବିଜେପିର ପ୍ରମୁଖ ବିରୋଧୀ ସାଜିବାକୁ ରଣନୀତି।

BJD
ଇଣ୍ଡି ମେଣ୍ଟ ଆଡ଼କୁ ଢ଼ଳିବ କି ଶଙ୍ଖ ?

ନିର୍ବାଚନ ହାରିବା ପରେ ଇଣ୍ଡି ମେଣ୍ଟ ଆଡକୁ ଢଳିବ କି ବିଜେଡି? ସମଦୂରତା ଭୁଲି ସମମିତ୍ରତା ଫଣ୍ଡା ଆପଣାଇବ କି? ଏବେ ରାଜନୈତିକ ମହଲରେ ଏଭଳି ଚର୍ଚ୍ଚା ଜୋର ଧରିଛି।

Bobby Das
ସରକାରୀ ବାସଭବନରେ ବିଜେଡି ନେତା ବବି ଦାସଙ୍କ ଆଲିସାନ୍ ବଙ୍ଗଳା

ବବିଙ୍କ ଆଲିସାନ୍ ବଙ୍ଗଳାକୁ ନେଇ ତେଜିଲା ରାଜନୀତି । ବେଆଇନ୍ ନିର୍ମାଣ ହୋଇଥିଲେ ହେବ କାର୍ଯ୍ୟାନୁଷ୍ଠାନ କହିଲା ଜିଏ ବିଭାଗ ।

Mines Mafia
‘ଛାଡ଼ ପାଇବେନି ଖଣି ଲୁଟେରା, ଚାଲିଛି ଖୋଳତାଡ଼.. ସବୁ ଜେଲ ଯିବେ !’

ଖୋଲିବ ଖଣି ଦୁର୍ନୀତି ପେଡ଼ି । ବନ୍ଧା ହେବେ ଖଣି ମାଫିଆ । ଏହା ସହ ଶାହା କମିଶନ ସୁପାରିଶକୁ ମଧ୍ୟ ତର୍ଜମା କରି ଅମଳ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

Boby Das Quarters
ବବିଙ୍କ କ୍ୱାର୍ଟର୍ସରେ GA ଅଧିକାରୀ, କହିଲେ ବେଆଇନ ନିର୍ମାଣ ହୋଇଥିଲେ କାର୍ଯ୍ୟାନୁଷ୍ଠାନ

ଲୁଚି ଛପି କିଛି ବ୍ୟକ୍ତି ଏହି କ୍ବାର୍ଟର୍ସ ଭିତରେ ହୋଇଥିବା ନିର୍ମାଣକୁ ଭାଙ୍ଗିବାରେ ଲାଗିଛନ୍ତି। ତେବେ କାହିଁକି ଓ କିଏ ଏହାକୁ ଭାଙ୍ଗୁଛି ସେଥିପାଇଁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି।

Odisha Politics
ବବିଙ୍କ ସରକାରୀ ଘରେ ଭଙ୍ଗାରୁଜା, ଅଣ୍ତରଗ୍ରାଉଣ୍ତରେ ଚାଲିଥିଲା କ'ଣ ?

ବିଜେଡି ନେତା ବବି ଦାସଙ୍କ ସରକାରୀ ଘରେ ଭଙ୍ଗାରୁଜା ଚାଲିଛି । ତେବେ କାହିଁକି ଭଙ୍ଗାରୁଜା ଚାଲିଛି ଏବଂ ଅଣ୍ଡରଗ୍ରାଉଣ୍ଡରେ କ’ଣ ଚାଲିଥିଲା, ସେ ନେଇ ଖୋଳତାଡ଼ ଚାଲିଛି।

Odisha Politics BJD
ଦିଲ୍ଲୀରେ ଏଥର ବିଜେଡିର ସରକାରୀ ବିରୋଧୀ ସ୍ୱର

ରାଜ୍ୟ ସ୍ୱାର୍ଥ ପାଇଁ ଏଥର ଦିଲ୍ଲୀରେ ପ୍ରମୁଖ ବିରୋଧୀ ଦଳ ଭାବେ କାମ କରିବାକୁ ନବୀନ ଦେଇଛନ୍ତି ଗୁରୁମନ୍ତ୍ର।

Odisha Politics BJD
ସମଦୂରତାରୁ ସିଧା ବିରୋଧୀ ! ଏଥର ଦିଲ୍ଲୀରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିବ BJD

ଲୋକସଭାରେ ସଂଖ୍ୟା ଶୂନ ପରେ ବିଜେଡିକୁ ଭରସା ରାଜ୍ୟସଭା । ଓଡ଼ିଶା ସ୍ୱାର୍ଥ ଲଢେଇ ପାଇଁ ନବୀନ ନିବାସରେ ରଣନୀତି ।

 BJD MLA Pratap Deb
ମୁଖ୍ୟମନ୍ତ୍ରୀଙ୍କ ଖଣି ଯଚା ମନ୍ତବ୍ୟକୁ ନେଇ ବିଜେଡି କଲା କାଉଣ୍ଟର

ମୁଖ୍ୟମନ୍ତ୍ରୀଙ୍କ ଖଣି ଯଚା ମନ୍ତବ୍ୟର ଜବାବ ରଖିଲା ବିଜେଡି । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ ।

Naveen Patnaik
ଭାଙ୍ଗିଯିବ କି BJD ? ନବୀନଙ୍କୁ ଘାରିଛି ଦଳ ଭାଙ୍ଗିଯିବା ଚିନ୍ତା!

ନବୀନ କହିଛନ୍ତି ରାଜ୍ୟରେ ବିଜେପି ସରକାରରେ ୨ରୁ ୩ ଜଣ MLA ସଂଖ୍ୟା ଗରିଷ୍ଠତାରୁ ଅଧିକ ଅଛନ୍ତି, କେନ୍ଦ୍ରରେ ବି ଅଳ୍ପସଂଖ୍ୟକ ସରକାର ଚାଲିଛି। ତେଣୁ ପରିଶ୍ରମ କରନ୍ତୁ, ଏକଜୁଟ୍ ରୁହନ୍ତୁ ଆଉ ଦଳକୁ ମଜବୁତ ରଖନ୍ତୁ ବୋଲି ନବୀନ ନିଜ ଦଳର ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି।

Sarat Pattnaik
ପିସିସି ସଭାପତିଙ୍କୁ କାହିଁକି ହେଲା କାଳି ମାଡ଼ ? 

ପାର୍ଟି ଅଫିସ୍ ଚାମ୍ବରକୁ ଧସେଇ ପଶି କାଳିମାଡ଼ କଲେ ଅଜଣା ବ୍ୟକ୍ତି । ନିଟ୍ ବିଭ୍ରାଟ ବିକ୍ଷୋଭ ଭଣ୍ଡୁର ପାଇଁ ବିଜେପିର ଅପଚେଷ୍ଟା- ଶରତ ପଟ୍ଟନାୟକ

Kabisurya Nagar
ସରଗରମ କବିସୂର୍ଯ୍ୟନଗର ପଲିଟିକ୍ସ, ଚାଲିଛି ହାଇଡ୍ରାମା...

ନିୟମ ଅନୁସାରେ ଉପାଧ୍ୟକ୍ଷଙ୍କୁ କାହିଁକି ଏତେ ଦିନ ଯାଏ ଦାୟିତ୍ୱ ଦିଆଯାଇନଥିଲା ବୋଲି କହି ବିଡିଓଙ୍କୁ ଘେରିଥିଲେ ନିର୍ବାଚନ ଜନପ୍ରତିନିଧି ।

Taraprasad Bahinipati
‘ସେ ପୁରା ଫିଟ୍‌, ଆଗରୁ କାହିଁକି ଏମିତି ହେଉଥିଲେ ମୁଁ ବୁଝିପାରୁନି’

ନବୀନବାବୁଙ୍କ ହାତ କ’ଣ ପାଇଁ ଏମିତି ଥରୁଥିବା ପ୍ରଶ୍ନରେ ତାରା କହିଛନ୍ତି, ଜାଣିଶୁଣି ଏମିତି କରୁଥିବେ ବୋଲି ଭାବୁଛି। ଡ୍ରାମା କରୁଥିଲେ। ଲେଖା ଛିଡିଗଲା। ପାଇଟି ସରିଲାବୋଲି ତାରା କହିଛନ୍ତି।

Naveen Patnaik
ବାଜିଲା ମୋହର, ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହେଲେ ନବୀନ

ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହେଲେ । ବିଜେଡି ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Naveen Patnaik - Narendra Modi
ଆଗରୁ ଅସୁସ୍ଥ ଲାଗୁଥିଲେ, ଏବେ ପୂରା ଫିଟ୍

ନବୀନ ସୁସ୍ଥ ଅଛନ୍ତି ନା ନାହିଁ, ସେ ବାବଦରେ ଓଡ଼ିଶାବାସୀଙ୍କ ଜାଣିବାର ଅଧିକାର ରହିଛି ବୋଲି ମୋଦି କହିଥିଲେ ।