• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Politics

BJD
​​​​​​​ବଢୁଛି ବିଜେଡିର ଘର କଳି ! ଜଣଙ୍କ ପରେ ଜଣେ ଖୋଲୁଛନ୍ତି ବିପର୍ଯ୍ୟୟର ଗୁମର

ପ୍ରଦୀପ ମାଝୀଙ୍କ ପରେ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଅବିନାଶ ସାମଲ । ସୁପ୍ରିମୋଙ୍କ ସାମ୍ନାରେ ବିପର୍ଯ୍ୟୟ ୫ ଗୁମର ଖୋଲିଲେ ଅବିନାଶ ସାମଲ ।

BJD-BJP
Odisha Politics: ଆଗକୁ ହେବ କି ବଡ଼ ହଲଚଲ ? ‘୩ ମାସ ଭିତରେ BJDରେ ବଡ଼ ବିସ୍ଫୋରଣ’ !

ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଲେ ଯୋଗାଯୋଗରେ ବହୁ ବିଜେଡି ନେତା । ବିଜେଡିର କାଉଣ୍ଟର 'ଆମ ସଂପର୍କରେ ବି ଅଛନ୍ତି ତାଙ୍କ ଲିଡର' ।

Subhadra Scheme
ପ୍ରତୀକ୍ଷାର ଅନ୍ତ, ଖାତାକୁ ଗଲା ସୁଭଦ୍ରା ଟଙ୍କା ! ପ୍ରଥମ କିସ୍ତି ପାଇ ୨୫ଲକ୍ଷ ହିତାଧିକାରୀ ଖୁସି

ମୁଖ୍ୟମନ୍ତ୍ରୀ କହିଲେ ସ୍ୱାବଲମ୍ବୀ ହେବେ ରାଜ୍ୟର ମହିଳା । ସବୁ ଯୋଗ୍ୟ ଯେପରି ପାଇବେ, ତାକୁ ଗୁରୁତ୍ବ ଦିଆଯିବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

Subhadra Scheme
ପୂରା ହେଲା ପ୍ରତିଶ୍ରୁତି, ଆରମ୍ଭ ହେଲା ସୁଭଦ୍ରା ! ଲାଭବାନ ହେବେ କୋଟିଏରୁ ଅଧିକ ମହିଳା

ଜନତା ମୈଦାନରେ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । ଆବାସ ସହରୀ 2.0 ସହ ବହୁ ପ୍ରକଳ୍ପର କଲେ ଶୁଭାରମ୍ଭ ଓ ଶିଳାନ୍ୟାସ ।

Paradeep Politics
ବିଲ୍ ପାଇଁ ମହାଭାରତ, କୁଜଙ୍ଗରେ ବିଡିଓଙ୍କୁ ବିଜେଡି ମାଡ଼ !

ତେଜିଲା ପାରାଦୀପ ରାଜନୀତି । ଜାଣିଶୁଣି ବିଲ୍ ବନ୍ଦ କଲେ ନିଆଁ ଜଳିବା ନେଇ ଶଙ୍ଖ ଦଳର ଚେତାବନୀ ।

Lata Usendi
‘ବିଜେଡି ପାଖରେ ଆଉ ନାହିଁ ମହିଳା ଭୋଟ ବ୍ୟାଙ୍କ ନାହିଁ’

ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ ପାଇଁ ଭୁବନେଶ୍ବରରେ ପହଞ୍ଚିବା ପରେ ଲତା କହିଛନ୍ତି, ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାକୁ ପୂରଣ କରୁଛି ।

Aparajita Sarangi
ଭୁବନେଶ୍ୱର ପାଇଁ ୪ ପ୍ରସ୍ତାବ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

ନିଜ ସଂସଦୀୟ କ୍ଷେତ୍ରରେ ଅଟକିଥିବା ଉନ୍ନୟନମୂଳକ କାର୍ଯ୍ୟ ନେଇ ଆଲୋଚନା । ଅଟକି ରହିଥିବା ୪ଟି ପ୍ରସ୍ତାବ ସଂପର୍କରେ ଲିଖିତ ଜଣାଇଲେ ଅପରାଜିତା ।

Odisha Politics
୨୪ ନିର୍ବାଚନକୁ ନେଇ ହାଇକୋର୍ଟରେ ରେକର୍ଡ ମାମଲା !

ପରାଜିତ ପ୍ରାର୍ଥୀଙ୍କ ୩୦ଟି ମିଥ୍ୟା ସତ୍ୟପାଠ ମାମଲା । ଭୁଲ୍ ତଥ୍ୟ, ଶିକ୍ଷାଗତ ଯୋଗ୍ୟତା ଓ ଜାତି ପ୍ରମାଣପତ୍ରକୁ ନେଇ କେଶ୍ ।

Ravenshaw University
ତେଜୁଛି ରେଭେନ୍ସା ବିବାଦ ! କପିଳେନ୍ଦ୍ର ଦେବଙ୍କ ନାଁରେ ନାମିତ କରିବାକୁ ସାହିତ୍ୟିକଙ୍କ ପରାମର୍ଶ

ତୀବ୍ର ନିନ୍ଦା କଲା ହେରିଟେଜ୍ ଫୋରମ୍ । ନାଁ ପରିବର୍ତ୍ତନ ସପକ୍ଷରେ ଯୁକ୍ତି ବାଢ଼ିଲେ ସାଂସଦ ଭର୍ତ୍ତୃହରି ।

Odisha Politics
ଛାଡୁନି କ୍ୱାର୍ଟର ମୋହ ! ପଦ ନଥାଇ ବି ସରକାରୀ ଘର ମାଡ଼ି ବସିଛନ୍ତି ୨୭ Ex-MLA

ଆଲର୍ଟ ସତ୍ତ୍ୱେ କ୍ୱାର୍ଟର ନପାଇ ଗେଷ୍ଟ ହାଉସରେ ରହୁଛନ୍ତି ବହୁ ମନ୍ତ୍ରୀ-MLA । ତୁରନ୍ତ କ୍ବାର୍ଟର ଖାଲି କରିବାକୁ ପୂର୍ବତନ ବିଧାୟକଙ୍କୁ ଜିଏ ନୋଟିସ୍ ।

Paradeep BJD
ଚରମ ସୀମାରେ ପାରାଦୀପ BJD କଳି, ସମ୍ବିତଙ୍କୁ ଦଳୀୟ କର୍ମୀଙ୍କ ଶାଣିତ ଆକ୍ରମଣ

ସାଙ୍ଗଠନିକ ବୈଠକକୁ ସମ୍ବିତ ରାଉତରାୟଙ୍କୁ ଡକାହେଲାନି । ପାରାଦୀପ ନଗର ବିଜେଡି ସଭାପତି ବସନ୍ତ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ବୈଠକ ।

Retired Officer
ଓଟିଭି ପ୍ରଭାବ ! ଅବସର ପରେ ଅଧିକାରୀଙ୍କୁ ମନଇଚ୍ଛା ପୁନଃନିଯୁକ୍ତିରେ ରୋକ୍

ନୂଆ ଗାଇଡ୍ ଲାଇନ୍ ଜାରି କଲେ ରାଜ୍ୟ ସରକାର । ମୋଟ୍ ପଦବିର ୧ ପ୍ରତିଶତ ଦିଆଯାଇପାରିବ ପୁନଃନିଯୁକ୍ତି ।

Protest Lower PMG
ନାଯ୍ୟ ଦାବି ପୂରଣ ନାରାରେ କଂପୁଛି ଲୋୟର ପିଏମଜି

CRP-CM ସଂଘର ଗର୍ଜନ। ନିଖିଳ ଓଡ଼ିଶା ଜୀବିକା ମିଶନ ଶକ୍ତି Executive Committee ବା EC ସଂଘ ସଦସ୍ୟା ବି କରୁଛନ୍ତି ଚିତ୍କାର ।

Assembly
ବହୁ ବର୍ଷ ପରେ ପୂର୍ଣ୍ଣକାଳୀନ ଅଧିବେଶନ

ଦ୍ରବ୍ୟ ଓ ସେବା କର ବିଲ ସଂଶୋଧିତ ହୋଇଥିବାବେଳେ ବିଭିନ୍ନ ବିଭାଗ ର ଖର୍ଚ୍ଚ ଦାବି ଆଲୋଚନ ହୋଇଛି। ଓଡିଶା ବିନିଯୋଗ ବିଲ ବି ପାରିତ ହୋଇଛି।

Naveen Patnaik
ଓଡ଼ିଆ ଅସ୍ମିତା କଥା କହି ସରକାରଙ୍କୁ ନବୀନଙ୍କ ବ୍ୟାକ୍‌ ଟୁ ବ୍ୟାକ୍‌ ଆଟାକ୍ !

ରାଜ୍ୟସଭା ସାଂସଦ ପାର୍ଟି ଛାଡିବା ବେଳରେ ନବୀନଙ୍କ ଭିନ୍ନ ରଣନୀତି । କାଲି ରେଭେନ୍ସା ଓ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ୍ ।

There are many basic problems in odisha Why sudden ravenshaw issue
ଅନେକ ମୌଳିକ ସମସ୍ୟା ଥାଉ ଥାଉ ଅଚାନକ ରେଭେନ୍ସାକୁ ନେଇ ଏତେ ଚର୍ଚ୍ଚା କାହିଁକି…

ଓଡିଶାର ସର୍ବପୁରାତନ ଦେଢଶହ ବର୍ଷର ଶିକ୍ଷାନୁଷ୍ଠାନ ରେଭେନ୍ସାର ନାମ ପରିବର୍ତ୍ତନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ବିତର୍କର ଆହ୍ୱାନ ଦେବା ପରେ ପ୍ରତିବାଦର ନିଆଁ ପ୍ରତିଫଳିତ ହୋଇଛି! ମହୁଫେଣାକୁ ଟେକା ଟିଏ ଫିଙ୍ଗିଲା ମାତ୍ରେ ଭଁ ଭଁ ହୋଇ ମହୁମାଛି ଚାରିଆଡେ ଛାଇଗଲା ଭଳି ଅଚାନକ ଝଡ ସୃଷ୍ଟି ହୋଇଛି ।

5T
5T ନାଁରେ ୫ ବର୍ଷ ଧରି ରାଜ୍ୟରେ ନାଟକ ଚାଲିଥିଲା କହିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡ଼ିଥିବା କହିଲେ ମୁଖ୍ୟମନ୍ତ୍ରୀ । 'ପଂଚାୟତରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଖୋଲିବାକୁ ନିଆଯିବ ନିଷ୍ପତ୍ତି'।

Odisha Politics
ଡାହା ମିଛ ଥିଲା କି ବିଜେଡି ସରକାରର ୫୭ ନୂଆ NAC ଘୋଷଣା ?

ନିର୍ବାଚନ ବେଳେ ଫାଙ୍କା ଘୋଷଣାର ଖୋଲିଗଲା ପୋଲ୍ । ପୋଲ୍ ଖୋଲିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

Nityanand Gond
ଖୋର୍ଦ୍ଧାରେ ୪୦୦-ପୁରୀରେ ୩୫୦-ସୁନ୍ଦରଗଡରେ ୪୧୭-ବାଲେଶ୍ୱରରେ ୧୩୧ ଭିକ୍ଷୁକ

ରାଜ୍ୟସରକାରଙ୍କ ସହାୟ ଯୋଜନା ମାଧ୍ୟମରେ ଛାତ୍ରବୃତ୍ତି, ଦକ୍ଷତା ପ୍ରଶିକ୍ଷଣ ଆଦି ପାଇଁ ସହାୟତା ରାଶି ପ୍ରଦାନ କରାଯାଉଛି ବୋଲି ଲିଖିତ ବିବୃତ୍ତି ଦେଇଛନ୍ତି ମନ୍ତ୍ରୀ।

BJP
ବିଧାନସଭାରେ କହିଲେ ମନ୍ତ୍ରୀ, ତାମିଲ ବାବୁଙ୍କ ପାଇଁ ସରକାର କଲା BJP

ତେବେ ଏନେଇ ପାଣ୍ଡିଆନଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିନଥିବା ବେଳେ ବିଜେଡି କହିଛି, ଭିକେ. ପାଣ୍ଡିଆନ ଜଣେ ଦକ୍ଷ ପ୍ରଶାସକ ଏବଂ ତାଙ୍କ ତତ୍ତ୍ୱାବଧାନରେ ରାଜ୍ୟରେ ବହୁତ ଉନ୍ନତିମୂଳକ କାମ ହୋଇଛି।

Subhadra Ratha
ଦୂର ହେବ ‘ସୁଭଦ୍ରା’ ଦ୍ୱନ୍ଦ୍ୱ, ଲୋକଙ୍କ ସଚେତନ କରିବା ପାଇଁ ଗଡ଼ବ ରଥ

ସଚେତନତା ଭ୍ୟାନରେ ଜଣେ ଜଣେ ନୋଡାଲ ଅଧିକାରୀ ଦାୟିତ୍ୱରେ ରହିବେ । ଭିଡିିଓ କନଫରେନ୍ସ ଜରିଆରେ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ।

Bapi Ray
ରେଭେନ୍ସା କଳି ! ୩ ବିଜେଡି ନେତାଙ୍କ ନାଁରେ ମାମଲା

ରେଭେନ୍ସା ନାଁ ପରିବର୍ତ୍ତନ କରା ନଯିବା ଦାବିରେ ବିଶ୍ୱବିଦ୍ୟାଳୟ ପରିସରରେ ମଶାଲ ଶୋଭାଯାତ୍ରା ଏବଂ କ୍ୟାମ୍ପସରେ ଅଣଛାତ୍ର ପ୍ରବେଶର ଅଭିଯୋଗକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ।

Naveen Patnaik
ତୃଣମୂଳ ସ୍ତରରେ ଭୁଶୁଡ଼ୁଥିବା ଦୁର୍ଗକୁ ଦେଖି ଟେନସନରେ ବିିଜେଡିି

ପଞ୍ଚାୟତ ଭୋଟ୍ ପୂର୍ବରୁ ଗୋଠ ଏକାଠି ପାଇଁ ନବୀନଙ୍କ ନିର୍ଦ୍ଦେଶ । ସୁପ୍ରିମୋଙ୍କ ନିର୍ଦ୍ଦେଶ ପରେ କସରତ ଚଳାଇଛି ବିଜେଡି ।

Naveen- Hinjili
ନବୀନଙ୍କ ଗଡ଼ରେ ନରହତ୍ୟାର ଲୋମଟାଙ୍କୁରା ଟ୍ରେଣ୍ଡ, ୨୪ ବର୍ଷରେ ଶହେ ମର୍ଡର !

ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ଉଦବେଗ । ହିଞ୍ଜିଳିରେ ୨୪ ବର୍ଷରେ ଶହେ ହତ୍ୟାକାଣ୍ଡ ତଥ୍ୟକୁ ନେଇ ହଟଚମଟ ।

High Court Bench
ପୁଣି ଚର୍ଚ୍ଚାରେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ, ଗୃହରେ ମୁଖ୍ୟମନ୍ତ୍ରୀ ରଖିଲେ ଉତ୍ତର...

'ରାଜ୍ୟରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନଥିବା ସୁପ୍ରିମକୋର୍ଟଙ୍କ ରାୟ'