ବିଜେଡି ବିଧାୟକଙ୍କୁ ନବୀନଙ୍କ ଟ୍ୟୁସନକୁ ନେଇ ବର୍ଷିଲା ଶାସକ ଦଳ ।
ସୁଭଦ୍ରା ଯୋଜନାକୁ ନେଇ ତେଜିବାରେ ଲାଗିଛି ରାଜନୀତି । ନବୀନଙ୍କ ସମାଲୋଚନାର କଡ଼ା ଜବାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଶଙ୍ଖ ଭବନରେ ତାଲିମ୍ ନେବେ ବିଜେଡ଼ି ବିଧାୟକ । ବିଧାନସଭାରେ ଅୟୋଜିତ ବିଧାୟକ ପ୍ରଶିକ୍ଷଣ ଶିବିରକୁ ବୟକଟ୍ କରିଥିଲା ବିଜେଡି ।
ବିଜେଡିର ୨ ବିଧାୟକ ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଚଢ଼ିଯାଇଥିଲେ। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସୋର ବିଧାୟକ ମାଧବ ଧଡ଼ା ଓ ଦେବଗଡ଼ ବିଧାୟକ ରୋମାଞ୍ଚ ବିଶ୍ବାଳ ଚଢ଼ିଯାଇଥିଲେ।
ଯାଜପୁର ପାଇଁ ଭଣ୍ଡାର ଖୋଲି ଦେଇଥିଲେ କି ନବୀନ ?
ଗୃହରେ ପରିବହନ ମନ୍ତ୍ରୀଙ୍କ ତଥ୍ୟ ଖୋଲିଲା ଯୋଜନାର ପୋଲ୍ । ନିର୍ବାଚନ ପୂର୍ବରୁ ବିଜେଡି ସରକାରଙ୍କ ବାହାସ୍ଫୋଟିଆ ଯୋଜନା ।
ଆଳୁ ପାଇଁ ଗବର ଦରବାର : ନାଚ୍ ବସନ୍ତି ନାଚ୍ || OdishaTV is Odisha\'s no 1 News Channel. OTV being the
ବିଧାୟକ ଅଶୋକଙ୍କ ବୟାନକୁ ନେଇ ତେଜିଲା ରାଜନୀତି । ଆଗକୁ ବିଜେଡିର ବହୁ ନେତା ବିଜେପିରେ ମିଶିବେ କହିଲେ ଅଶୋକ।
ଏହା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଚାଉଳ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି।
ସମୟ ଅଭାବରୁ ଏଥର ଆନୁସଙ୍ଗିକ ପ୍ରସ୍ତୁତି ପରେ ଆରବର୍ଷ କଲେଜ ଭୋଟ୍ ହେବ କହିଲେ ଆଇନ ମନ୍ତ୍ରୀ ।
ସରକାରୀ ଦଳ ହେବା ପରେ ସଙ୍ଗଠନ ବଢ଼ାଇବାକୁ ରାଜ୍ୟ ବିଜେପିର ବ୍ଲୁପ୍ରିଣ୍ଟ । ଦୁଇ ଗୁଣା କାର୍ଯ୍ୟକର୍ତ୍ତା ପାଇଁ ଷ୍ଟ୍ରାଟେଜି । ପ୍ରତି ବୁଥରେ ୨୦୦, ଆଉ ସାରା ରାଜ୍ୟରେ କୋଟିଏ ଲୋକଙ୍କୁ ଦଳ ସହ ଯୋଡ଼ିବାକୁ ଲକ୍ଷ୍ୟ ।
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୂଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅଥିତି ଭାବେ ଯୋଗଦେଇଥିବା ବେଳେ ଆଇନ ମନ୍ତ୍ରୀ ଏହା କହିଛନ୍ତି ।
୩ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ପ୍ରସାଦ ସାମିଲ ହେବେ । ବିଜେଡିର ୨ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ପ୍ରଫୁଲ୍ଲ ଘଡେଇଙ୍କୁ ନିମନ୍ତ୍ରଣ ।
ଆଗକୁ ବିଜେପି ଯାଇପାରନ୍ତି ଆହୁରି ବହୁ କର୍ପୋରେଟର ! ମଧ୍ୟ ଭୁବନେଶ୍ବରରେ ତେଜୁଛି ଶଙ୍ଖ ଦଳରେ ଅସନ୍ତୋଷ ।
କଂଗ୍ରେସରୁ ଇସ୍ତଫା ଦେବା ପରେ OTVକୁ ଏକ ସାକ୍ଷାତକାର ଦେବା ଅବସରରେ ଅନେକ ଖୁଲାସା କରିଛନ୍ତି ବିଜୟ ପଟ୍ଟନାୟକ। ଜାଣିବା ପାଇଁ ପଢ଼ନ୍ତୁ।
ନୂଆ ଷ୍ଟିୟରିଂ କମିଟିରେ ନାହାନ୍ତି ତାରା, ନରସିଂହ, ନିରଞ୍ଜନ, ପ୍ରସାଦଙ୍କ ଭଳି ଅଭିଜ୍ଞ ।
ସବୁ ପ୍ରତିଶ୍ରୁତି ପାଳନ କରିବ ବିଜେପି ସରକାର କହିଲେ ମୁଖ୍ୟମନ୍ତ୍ରୀ । ବିରୋଧୀଙ୍କୁ ପରୋକ୍ଷରେ ବି ତୀର ମାରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଆଜି ପ୍ରକାଶ ପାଇବ ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି । ରାଜ୍ୟସଭା ସାଂସଦ ମମତା ମହାନ୍ତ ଇସ୍ତଫା ଦେବାପରେ ଖାଲି ପଡ଼ିଛି ଆସନ।
ମନ୍ତ୍ରୀ ନବ ଦାସ, ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାର ହେବ ପୁନଃ ତଦନ୍ତ । ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାର ପୁନଃ ତଦନ୍ତ ନେଇ ଆଇନମନ୍ତ୍ରୀଙ୍କ ସୂଚନା ।
ଭବାନୀପାଟଣା ପରେ ନିମାପଡ଼ା NAC ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା । ଯୁବ-ବରିଷ୍ଠଙ୍କୁ ଏକାଠି କଲାବେଳକୁ ଘାଇଲା କରୁଛି ଗୋଷ୍ଠୀ କନ୍ଦଳ ।
ରାଜ୍ୟରେ ମୋହନ ଚରଣ ମାଝିଙ୍କ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଇତି ମଧ୍ୟରେ କ୍ଷମତାରେ ଦୁଇ ମାସ ପୂର୍ଣ୍ଣ କରିବା ପାଇଁ ଯାଉଛି । ଏହା ମଧ୍ୟରେ ଦଳ ନିର୍ବାଚନ ପୂର୍ବରୁ ଦେଇଥିବା କିଛି ପ୍ରମୂଖ ପ୍ରତିଶ୍ରୁତି ପାଳନ କରିସାରିଛି ଏବଂ ଆଉ କିଛି ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ନିଷ୍ପତି ନେଇସାରିଛି ।
ମମତା ମହାନ୍ତ ଉଭୟ ଦଳ ଓ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇ ଏବଂ ବିଜେପିରେ ମିଶି ସମସ୍ତଙ୍କୁ ‘ସର୍ପ୍ରାଇଜ୍’ ଦେଇଛନ୍ତି। ସେହିଭଳି ନିର୍ବାଚନ ପରେ ଅଚାନକ ନବୀନଙ୍କ ଆକ୍ଟିଭ୍ନେସ୍ ମଧ୍ୟ ଆଣିଛି ସର୍ପ୍ରାଇଜ୍ ! ଏହା ଛଡା ଆହୁରି ନୂଆ ନୂଆ ସର୍ପ୍ରାଇଜ୍ ସାମ୍ନାକୁ ଆସୁଛି!
ଯାଜପୁରକୁ ରାଜ୍ୟସଭା ସାଂସଦ ପାଣ୍ଠି ବର୍ଷା । ୪ ବର୍ଷରେ ୧୧ ସାଂସଦ ଗୋଟିଏ ଜିଲ୍ଲାକୁ ଦେଇଛନ୍ତି ୧୪ କୋଟି ୮୨ ଲକ୍ଷ ଟଙ୍କା ।
ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା ଖର୍ଚ୍ଚ କେଉଁଠୁ ଆସିଛି । କିଏ ବହନ କରିଛି ଏତେ ଟଙ୍କା ?