ବିଜେଡିରେ ନେତୃତ୍ୱ ନାହିଁ । କେବେ ପ୍ୟାରୀ ମୋହନ ମହାପାତ୍ର ତ କେବେ ଭିକେ ପାଣ୍ଡିଆନ ଏଭଳି ଭାବେ ବିଜେଡିକୁ ଲିଜ୍ରେ ନେଇଥିଲେ ବୋଲି କହି କଡ଼ା ଟାଗେର୍ଟ କରିଛନ୍ତି ଜୟନାରାୟଣ ।
ବିଜେଡିର ବରିଷ୍ଠ ନେତା ଅତନୁଙ୍କ ଅଜବ ଅଙ୍କ ! ମହାକାଳପଡ଼ା ସଭାରେ ଗତକାଲି ଦେଇଥିବା ଭାଷଣରେ କହିଛନ୍ତି ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ।
ପ୍ରଥମେ ଦେବାଶିଷ ପରେ ମୁନ୍ନା ଖାଁ ଆଉ ଏବେ ଅତନୁ । ପୁଣି ଥରେ ସରକାରକୁ ଫେରିବାକୁ ଦମ୍ଭୋକ୍ତି ଦେଖାଉଛନ୍ତି ବିଜେଡି ନେତା ।
ନେତା ଓଡ଼ିଶାର କିନ୍ତୁ ମଇଦାନ ଝାଡ଼ଖଣ୍ଡ । ଓଡ଼ିଆ ଭୋଟରଙ୍କ ମନ ଜିଣିବାକୁ ଓଡ଼ିଶାର କଂଗ୍ରେସ ଓ ବିଜେପି ନେତା ଡେରା ପକାଇଛନ୍ତି ଝାଡଖଣ୍ଡରେ ।
ଗତ ଏକ ସପ୍ତାହରୁ ଅଧିକ ଦିନ ଧରି ଆଲୋଡନ ସୃଷ୍ଟି କରିଥିବା "ଆମ୍ବ ଟାକୁଆ ଖାଇ ଦୁଇ ଜଣଙ୍କ ମୃତ୍ୟୁ" ଘଟଣାକୁ ଯିବାବେଳେ ଆମ ପିଲା ଦିନେ ପଢିଥିବା ଉପରୋକ୍ତ ‘ଦେଲୁ ମୋତେ ମହାଶିକ୍ଷା’ କବିତାଟିର ମର୍ମକୁ ଉପସ୍ଥାପନ କରିବାର ଗୁରୁତ୍ୱ ବହନ କରେ ।
ପୂର୍ବତନ ବିଧାୟକ ଅମରଙ୍କ ପରେ ସୁଶାନ୍ତ ବେହେରାଙ୍କ ଆଟାକ୍ ।
ସଭାକୁ ମୁଖ୍ୟମନ୍ତ୍ରୀ ସିଧା ଯିବା ବଦଳରେ ତାଙ୍କ ପ୍ରତିନିଧିଙ୍କୁ ପଠାଇଲେ । ପ୍ରତିନିଧି ଯିବାରୁ ବିଜେଡି କର୍ମୀ, ବ୍ୟକ୍ତିବିଶେଷ ଅସନ୍ତୁଷ୍ଟ ଥିଲେ । ସେହି ଅସନ୍ତୋଷ କାରଣ ପାଇଁ ବିଜୁ ଜନତା ଦଳ ହାରିଲା ।
ନେତାଙ୍କ ଚରିତ୍ର ରିପୋର୍ଟ ଦେଉଥିଲେ ପୋଲିସ୍ ବାବୁ । ପୋଲିସ୍ ବିଧାୟକଙ୍କ କଥା ଶୁଣୁନଥିଲା । ଯାଜପୁର ଜିଲ୍ଲାରେ ଏମିତି ଚାଲିଥିଲା ଶାସନ । ଏଭଳି ସାଂଘାତିକ ଅଭିଯୋଗ କରି ବିଜେଡିର ଗୁମର ଖୋଲିଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ।
‘ପୂର୍ବରୁ କୌଣସି ନେତାଙ୍କୁ ଆମେ ଏଭଳି ସାଧାରଣ ଜୀବନ ଯାପନ କରୁଥିବା ଦେଖିନଥିଲୁ । ଏହି ବିଧାୟକ ଆମ ସହ ବସ୍ରେ ଆସିଲେ ଆଉ ଆମ କଥା ସବୁ ଶୁଣିଲେ ।’
୨୩ ଜିଲ୍ଲାରୁ ତଥ୍ୟ ଆସିନଥିବାରୁ ଆନ୍ତରିକତା ନଥିବା କହି ଘେରିଲା ବିଜେପି ।
ଦେବେନ୍ଦ୍ରଙ୍କ କଣ୍ଟାବାଞ୍ଜି ବାଣ ପରେ ନବୀନଙ୍କ ସ୍ପଷ୍ଟୀକରଣ । ବଢ଼ିଲା ଷଡ଼ଯନ୍ତ୍ର ଥିଓରି ଚର୍ଚ୍ଚା ।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସୁନନ୍ଦା ଦାସ ବିଜେପିରେ ସାମିଲ ହୋଇଛନ୍ତି ।
ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ଆଗୁଆ ଚାଉଳ ପାଇଁ ନିର୍ଦ୍ଦେଶ ।
କାଲି ଦିନତମାମ AICC ନେତାଙ୍କ ମାନସ ମନ୍ଥନ ପରେ ବି ଚିତ୍ର ଅସ୍ପଷ୍ଟ । ନିଷ୍କର୍ସ ଆସିବା ଆଗରୁ ବାହାରିଲାଣି ନେତାଙ୍କ ଗୋଡ଼ ଟଣାଟଣି ରୋଗ ।
ଓଡ଼ିଶାର ଅନେକ ରାଜନେତା ଅତୀତରେ ପ୍ରାକୃତିକ ବିପର୍ଯ୍ୟୟକୁ ରାଜନୀତିର ଆଧାର କରି ନିଜର କ୍ୟାରିୟର ତିଆରି କରିଛନ୍ତି । ଓଡ଼ିଶାରେ ନିକଟ ଅତୀତରେ ମରୁଡି ହୋଇନାହିଁ । ତେଣୁ ମରୁଡି ନେଇ ରାଜନୀତି ଦେଖିବାକୁ ମିଳିନାହିଁ ।
୫ ମାସ ହେଲା ଦଳରେ ଅଣଦେଖା ହେଉଥିବା ଅଭିଯୋଗ କରିଛନ୍ତି ସୁନନ୍ଦା ଦାସ।
ନିର୍ବାଚନ ବିପର୍ଯ୍ୟୟ ପରେ ବି BJDର ମୁହଁ ଭୁରୁଡି ।
୨୪ ବର୍ଷର ନିରବଛିନ୍ନ ସରକାରକୁ ପ୍ରତ୍ୟାଖ୍ୟାନ କରି ଲୋକେ ବିକଳ୍ପ ବାଛିଲେ । ଏବେ ‘ବିକଳ୍ପ ସରକାର’ ପୂର୍ବ ସରକାରଙ୍କ ସେହି ରାସ୍ତା ଠାରୁ ଭିନ୍ନତାର ପରିଚୟ ଦେଇ ଲୋକଙ୍କ ବିଶ୍ୱାସ ଓ ଭରସା ଜିତିବାର ସମୟ ଆସିଛି l
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ଓଡ଼ିଶାରେ ଏବେ ବାତ୍ୟା ଭୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧିନ ନୂଆ ବିଜେପି ସରକାର ବାତ୍ୟା ‘ଦାନା’କୁ କିଭଳି ଭାବରେ ମୁକାବିଲା କରୁଛନ୍ତି, ରାଜ୍ୟର ଧନ ଜୀବନକୁ ବାତ୍ୟା ମୁହଁରୁ ରକ୍ଷା କରିବା ଓ ପୁନଃରୁଦ୍ଧାର ପରିଚାଳନାରେ କେତେ ସଫଳ ହେଉଛନ୍ତି ତାହାରି ଉପରେ ସଭିଙ୍କ ନଜର ରହିଛି ।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
'କୁଚକ୍ରି ଗୋଷ୍ଠୀଙ୍କ ଦ୍ବାରା ପ୍ରଭାବିତ ହୋଇ ନୋଟିସ୍ କରାଯାଇଛି' । ଇସ୍ତଫା ପତ୍ରରେ ବିଜେଡି ଉପରେ ବର୍ଷିଲେ ବିଜୟଲକ୍ଷ୍ମୀ ।
ବିଜେଡି ଘର ସ୍ଥିତି ଦିନକୁ ଦିନ ବିଗୁଡୁଥିବାବେଳେ ନବୀନ କେମିତି ସଂଗଠନକୁ ସୁଦୃଢ କରି ରଖିପାରୁଛନ୍ତି ତାଉପରେ ନଜର।
ପୂର୍ବତନ ଧର୍ମଶାଳା ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ । ଧର୍ମଶାଳା କୁରିକଣା ଠାରେ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି ।