• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Politics

Odisha Politics
ପାର୍ଲାମେଣ୍ଟରେ ବି ଉଠିବ 5T ପ୍ରସଙ୍ଗ, ସର୍ଭିସ୍ କଣ୍ଡକ୍ଟ ରୁଲ୍ ଉଲ୍ଲଂଘନ ନେଇ ପ୍ରଶ୍ନ କରିବ କଂଗ୍ରେସ

ବିଜେପି ବି ଉଠାଇବ ସଚିବଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ । ବିଜେଡି କହିଲା ଫାଇଭ୍-ଟି ମଡେଲ୍‌ର ହେବ ପ୍ରଚାର ।

BJD
ଟିଟୋର ସହଯୋଗୀ ଜିଲ୍ଲା ବିଜେଡି ଉପସଭାପତି, ପ୍ରଶାନ୍ତଙ୍କୁ ଦୋଷ ଦେଲେ ସମ୍ବିତ

ବିଜେଡିରେ କେଁ । ପ୍ରଶାନ୍ତଙ୍କୁ ଦୋଷ ଦେଲେ ସମ୍ବିତ । ଜଗତସିଂହପୁର ଜିଲ୍ଲା ବିଜେଡି ଉପସଭାପତି ପଦକୁ ନେଇ ବଢ଼ିଲା ବିବାଦ । ଟିଟୋ ସହଯୋଗୀ ଜ୍ୟୋତିକାନ୍ତ ପରିଡ଼ା ଓରଫ ବାପୁଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି ।

Poor Odisha
ରାଜ୍ୟରେ ଦାରିଦ୍ର୍ୟତା କମୁଛି ହେଲେ, ରାଜ୍ୟ ଅଧିକ ଗରିବ ହେଉଛି

ନୀତି ଆୟୋଗ ରିପୋର୍ଟ କହୁଛି, ଗତ ୫ ବର୍ଷରେ ଦେଶର ଦାରିଦ୍ର୍ୟ ହାର ୨୪.୮୫ । ପ୍ରତିଶତରୁ ଖସି ୧୪.୯୬ ପ୍ରତିଶତରେ ପହଞ୍ଚିଥିବା ବେଳେ ସାଢ଼େ ୧୩ କୋଟି ଲୋକ ।

BJD, Odisha Politics
ଓଡ଼ିଶାରେ ବି ପଡୁଛି ଜାତୀୟ ରାଜନୀତିର ପ୍ରଭାବ ! କ’ଣ କରିବ BJD ?

NDA କ୍ୟାଂପରେ ୩୮, INDIA କ୍ୟାଂପରେ ୨୬ ଦଳ । ଜୟରାମ ରମେଶଙ୍କ ତ୍ରିଶଙ୍କୁ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି ।

Odisha Politics
Odisha Politics: ଜଗନ୍ନାଥ ସଂସ୍କୃତି ଆଳରେ ଏଣ୍ଟ୍ରି ମାରୁଛି କି ଧର୍ମ ରାଜନୀତି ?

‘ନବୀନ ଓଡ଼ିଶା’ ସ୍କିମକୁ ଅସ୍ତ୍ର କରିଛି କି ଶଙ୍ଖ ଦଳ? ଧାର୍ମିକ ଭାବାବେଗକୁ ଧରି ଗାଁ ଭୋଟ୍ ଟାଣିବାକୁ ଫନ୍ଦି କହିଲା ବିଜେପି  ।

V.K Pandian
5T ସଚିବଙ୍କ କାର୍ଯ୍ୟକ୍ରମ ପରେ ଚେୟାର ପିଙ୍ଗା ଫୋପଡା ଭିଡିଓ ଭାଇରାଲ୍

ସମ୍ବଲପୁର ଧନକଉଡ଼ାରେ ଗତକାଲି 5T ସଚିବ ଭି.କେ. ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ଶେଷ ହେବା ପରେ ସଭାସ୍ଥଳରେ ସୃଷ୍ଟି ହୋଇଥିଲା ଉତ୍ତେଜନା ।

VK Pandian
ଯୁଆଡ଼େ ଗଲେ ସିଆଡ଼େ 5T ସଚିବଙ୍କୁ କଳାପତାକା ଦେଖାଇଲେ...

ପାଣ୍ଡିଆନ ଯେଉଁ ଯେଉଁ ଅଞ୍ଚଳ ଯାଉଛନ୍ତି ସେଠି ସେଠି ବିକ୍ଷୋଭ ପ୍ରଦର୍ଶନ ହେଉଛି ।

Ganjam News
ରାଜନୈତିକ ବିବାଦରୁ ବାସନ୍ଦ ପରିବାର; ପିଲାଙ୍କୁ ବି ସ୍କୁଲ ଯିବା ମନା

ଗ୍ରାମରୁ ବାସନ୍ଦ ପରିବାର ଉପରେ ରାଗ ସୁଝାଇବାକୁ ଗ୍ରାମବାସୀ ମିଟିଂ କରି ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ପିଲା ଛାଡୁନ ଥିବା ଅଭିଯୋଗ ହେଉଥିଲାବେଳେ କମିଟି ସଭାପତି କିନ୍ତୁ ବାସନ୍ଦ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ।

Ganjam News
ରାଜନୈତିକ ବିବାଦରୁ ବାସନ୍ଦ ପରିବାର; ପିଲାଙ୍କୁ ବି ସ୍କୁଲ ଯିବା ମନା

ଗ୍ରାମରୁ ବାସନ୍ଦ ପରିବାର ଉପରେ ରାଗ ସୁଝାଇବାକୁ ଗ୍ରାମବାସୀ ମିଟିଂ କରି ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ପିଲା ଛାଡୁନ ଥିବା ଅଭିଯୋଗ ହେଉଥିଲାବେଳେ କମିଟି ସଭାପତି କିନ୍ତୁ ବାସନ୍ଦ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ।

Odisha Politics, BJD - BJP
୨୪ ଭୋଟ୍ ପାଇଁ BJPର କମରକଷା, କର୍ମୀଙ୍କ କାନରେ ବିଜୟ ମନ୍ତ୍ର ଫୁଙ୍କିଲେ ବଂଶଲ

ଖୋର୍ଦ୍ଧା କାର୍ଯ୍ୟକାରିଣୀରେ ବିଜେଡିକୁ ଗୋଷ୍ଠୀ କନ୍ଦଳ ଚିନ୍ତା । ଚର୍ଚ୍ଚାରେ ବିଜେଡି ନେତା ପାଟଶାଣୀଙ୍କ ଟିକଟ୍ କଟା ମନ୍ତବ୍ୟ ।

Odisha Politics, Naveen Patnaik
ରାଜ୍ୟରେ ଗ୍ରିଭାନ୍ସର ନୂଆ ଷ୍ଟାଇଲ୍ ନିଷ୍ପତ୍ତିକୁ ନେଇ ତେଜିଲା ବିବାଦ

ରାଜ୍ୟରେ ସ୍ଥାଣୁ ପାଲଟିଛି କି ଅଭିଯୋଗ ଶୁଣାଣି ବ୍ୟବସ୍ଥା ? ଜିଲ୍ଲା ପ୍ରଶାସନର କ୍ଷମତା ସଂକୋଚନ ଆଶଙ୍କା କରି ବର୍ଷିଲେ ବିରୋଧୀ ।

THE GREAT ODISHA POLITICAL CIRCUS EP 720 |ନେତାଙ୍କ ଚେୟାର ଚିନ୍ତା
THE GREAT ODISHA POLITICAL CIRCUS EP 720 |ନେତାଙ୍କ ଚେୟାର ଚିନ୍ତା

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

VK Pandian
​​​​​​​5T ସଚିବଙ୍କ ଗସ୍ତ ନେଇ ବଢୁଛି ସରକାରଙ୍କ ଅଡୁଆ । ଗୋ-ବ୍ୟାକ୍ ନାରା ପରେ ଟେନ୍‌ସନ୍‌ରେ ପାଣ୍ଡିଆନ

କେବଳ ବିରୋଧ ହେଉନି ଏବେ ସଚିବଙ୍କ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବି ସିଧାସଳଖ ନିଶାନା କରାଯାଉଛି। ଏହାକୁ ନେଇ ସରକାର ଅଡୁଆରେ ପଡ଼ିବା ପରେ ବଦଳିଛି ଆଭିମୁଖ୍ୟ।

VK Pandian
ଲଗାତର ବିରୋଧ ପରେ, ବଦଳିଲା କି ପାଣ୍ଡିଆନ୍‌ଙ୍କ ଜିଲ୍ଲା ଗସ୍ତ ଷ୍ଟାଇଲ୍ !

ପାଣ୍ଡିଆନଙ୍କ ପଲିଟିକାଲ ଷ୍ଟାଇଲ୍ ଗସ୍ତକୁ ନେଇ ଥମୁନି ବିରୋଧ । ତୀବ୍ର ବିରୋଧ ପରେ ରାଜ୍ୟ ସରକାରଙ୍କ ନୂଆ ଚାଲ୍ ।

BJP Leader Pradip Purohit Big Statement On 5T Secretary
‘ବିଜେଡିର ସାଧା ଟିକେଟ୍‌ ପାଣ୍ଡିଆନଙ୍କ ହାତରେ, ଦସ୍ତଖତ କରିସାରିଛନ୍ତି ମୁଖ୍ୟମନ୍ତ୍ରୀ’

5T ସଚିବଙ୍କୁ ନେଇ ବିଜେପି ନେତା ପ୍ରଦୀପ ପୁରୋହିତ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ‘ସବୁ ବିଧାନସଭା ଓ ଲୋକସଭା ସାଧା ଟିକେଟ୍‌ ପାଣ୍ଡିଆନଙ୍କ ହାତରେ ଅଛି।’

MP Aparajita Sarangi On Naveen Patnaik And 5T Secretary
‘ମୁଖ୍ୟମନ୍ତ୍ରୀ ଅସୁସ୍ଥ; ତାଙ୍କୁ ଗୃହବନ୍ଦୀ କରାଯାଇଛି, ଏଇ ୪ ବର୍ଷ ହେଲା ଏମିତି ଚାଲିଛି’

ମୁଖ୍ୟମନ୍ତ୍ରୀ କାହିଁକି ବାହାରିବେନି କି କାହିଁକି ଘୋଷଣା କରିବେନି ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବଦଳରେ 5T ସଚିବ ସବୁଆଡ଼େ ଗସ୍ତ କରୁଛନ୍ତି ।

Dharmendra Pradhan - Aparajita Sarangi
କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବେ ଧର୍ମେନ୍ଦ୍ର, ସାମିଲ ହୋଇପାରନ୍ତି ଅପରାଜିତା !

ମନ୍ତ୍ରିମଣ୍ଡଳରୁ ବାଦ ନ ପଡିଲେ ବି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିଭାଗ ବଦଳିପାରେ ବୋଲି ମଧ୍ୟ ଚର୍ଚ୍ଚା। ବାହାନଗା ରେଳ ଦୁର୍ଘଟଣା ଯୋଗୁଁ ନେଇ ତାଙ୍କ ବିଭାଗ ବଦଳାଇପାରନ୍ତି ପ୍ରଧାନମନ୍ତ୍ରୀ।

BJD, Sankha Bhawan
ନିର୍ବାଚନ ପୂର୍ବରୁ ଗୋଷ୍ଠୀକନ୍ଦଳ ଦୂର ପାଇଁ ବିଜେଡିର ଜୋରଦାର ପ୍ରୟାସ

କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ଆଗକୁ ବଡ଼ ଆନ୍ଦୋଳନ ପାଇଁ ଯୁବ ବିଜେଡି କାର୍ଯ୍ୟକାରିଣୀରେ ବ୍ଲୁ-ପ୍ରିଣ୍ଟ ।

2024 Lok Sabha polls
୨୪ ନିର୍ବାଚନରେ ଓଡ଼ିଶାରେ କେମିତି ପଦ୍ମ ଫୁଟାଇବ ବିଜେପି ?

ସଂଗଠନ ମଜଭୁତ ଉପରେ ଫୋକସ୍, ଗାଦି ଦଖଲ ପାଇଁ ରାଜ୍ୟ ମୁଖିଆଙ୍କୁ ଦିଆଗଲା ପ୍ଲାନ୍ ।

THE GREAT ODISHA POLITICAL CIRCUS EP 719 | ଯାହା କହୁଚ କୁହ  ମୁହଁ ଲୁଚେଇଥାଅ
THE GREAT ODISHA POLITICAL CIRCUS EP 719 | ଯାହା କହୁଚ କୁହ ମୁହଁ ଲୁଚେଇଥାଅ

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

5t secretary
5T ସଚିବ ଭି.କେ.ପାଣ୍ଡିଆନଙ୍କ କାରକେଡ୍‌କୁ ଅଣ୍ଡାମାଡ଼

ସୁବର୍ଣ୍ଣପୁର ଗସ୍ତ ସମୟରେ 5T ସଚିବ ଭି.କେ.ପାଣ୍ଡିଆନଙ୍କ କାରକେଡ୍‌କୁ ଅଣ୍ଡାମାଡ଼ ହୋଇଥିବା ଜଣାପଡ଼ିଛି ।

BJD Politics
ନବୀନ ନିବାସରେ ବୁଝାସୁଝା, ହେଲେ ଗ୍ରାଉଣ୍ଡରେ ଛକାପଞ୍ଝା

ବିଜେଡିକୁ ଟେନସନ୍ ଗୋଷ୍ଠୀ କନ୍ଦଳ। ନବୀନ ନିବାସରେ ବୁଝାସୁଝା, ହେଲେ ଗ୍ରାଉଣ୍ଡରେ ଛକାପଞ୍ଝା। ସମ୍ବଲପୁରରେ ଫାଟ ଜଳଜଳ, ବବିଙ୍କ ଗସ୍ତବେଳେ ବାହାର ନେତାଙ୍କ ସ୍ୱାଗତକୁ ନେଇ ଚର୍ଚ୍ଚା। କବିସୂର୍ଯ୍ୟନଗରରେ ଲତିକାଙ୍କ ବିରୋଧରେ ଅସନ୍ତୁଷ୍ଟଙ୍କ ମେଳି

BJD Politics
ସମ୍ବଲପୁର ବିଜେଡିରେ ଫାଟ ଜଳଜଳ, ଗଞ୍ଜାମ ସ୍ଥିତି ବି ସଙ୍ଗୀନ !

ସମ୍ବଲପୁର ସହର ଭିତରେ ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସଙ୍କ ସମେତ ଅନେକ ନେତା ପ୍ରଣବଙ୍କୁ ସ୍ୱାଗତ କରିଥିଲେ।

Sanjukta Mahala
‘ମାଆଙ୍କୁ ଧମକାଇ ପେନ୍‌ସନ୍‌ ହଡ଼ପ କରୁଛନ୍ତି ବିଜେଡି ନେତ୍ରୀ ସଂଯୁକ୍ତା ମହଲା’

ଏନେଇ ସଂଯୁକ୍ତା ମହଲାଙ୍କ ପ୍ରତିକ୍ରିୟା ମିଳିନାହିଁ । ସଂଯୁକ୍ତା ମହଲା ବିଜୁ ଜନତା ଦଳର ଉପ ସଭାନେତ୍ରୀ ଥିବା ବେଳେ ଓଡ଼ିଶା ଶ୍ରମିକ କଲ୍ୟାଣ ବୋର୍ଡ଼ର ସଦସ୍ୟ ଅଛନ୍ତି ।