ନିର୍ବାଚନ ପୂର୍ବରୁ ଗୋଷ୍ଠୀକନ୍ଦଳ ଦୂର ପାଇଁ ବିଜେଡିର ଜୋରଦାର ପ୍ରୟାସ । ସମ୍ବଲପୁର ଗୋଷ୍ଠୀ ବିବାଦର ସମାଧାନ ପାଇଁ ଶଙ୍ଖଭବନରେ ହେଲା ତାଳିପକା ଉଦ୍ୟମ । ଏପଟେ କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ଆଗକୁ ବଡ଼ ଆନ୍ଦୋଳନ ପାଇଁ ଯୁବ ବିଜେଡି କାର୍ଯ୍ୟକାରିଣୀରେ ବ୍ଲୁ-ପ୍ରିଣ୍ଟ ।
Published By: Satyendu Shekher Mishra
Last updated: 06 July 2023, 08:52 PM IST
ବାପାଙ୍କ ହତ୍ୟା ନେଇ ମୁହଁ ଖୋଲିଛନ୍ତି ଝିଅ ଦୀପାଳି ଦାସ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଲେ ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ଦେବୁ। ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ବେଳେ ପରିବାରରେ ଆଲୋଚନା ଚାଲିଥିବା ନେଇ କହିଲେ।