Advertisment

୨୪ ନିର୍ବାଚନରେ ଓଡ଼ିଶାରେ କେମିତି ପଦ୍ମ ଫୁଟାଇବ ବିଜେପି ?

ସଂଗଠନ ମଜଭୁତ ଉପରେ ଫୋକସ୍, ଗାଦି ଦଖଲ ପାଇଁ ରାଜ୍ୟ ମୁଖିଆଙ୍କୁ ଦିଆଗଲା ପ୍ଲାନ୍ ।

author-image
Satyendu Shekher Mishra

୨୪ ନିର୍ବାଚନରେ ଓଡ଼ିଶାରେ କେମିତି ପଦ୍ମ ଫୁଟାଇବ ବିଜେପି ? ବିଜେପିର ମିଶନ୍ ଓଡ଼ିଶା ପାଇଁ ଗୌହାଟୀ ବୈଠକରେ ମାନସ ମନ୍ଥନ । ସଂଗଠନ ମଜଭୁତ ଉପରେ ଫୋକସ୍, ଗାଦି ଦଖଲ ପାଇଁ ରାଜ୍ୟ ମୁଖିଆଙ୍କୁ ଦିଆଗଲା ପ୍ଲାନ୍ ।

Advertisment
BJD BJP Congress Odisha Politics
Advertisment
Advertisment