ପାର୍ଲାମେଣ୍ଟରେ ଆସିପାରେ ‘ୱାନ୍ ନେସନ-ୱାନ୍ ଇଲେକ୍ସନ’ ବିଲ୍ ।
କିଏ ହେବେ ବାଚସ୍ପତି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରଠାରୁ ଖାଲି ରହିଛି ବିଧାନସଭାର ବାଚସ୍ପତି ପଦବୀ ।
ଜାଗା ମିଶନରେ ଫର୍ମ-୨ ପରେ ସର୍ଭେକୁ ନେଇ ଦ୍ୱନ୍ଦ୍ୱ । ଡ୍ରୋନ୍ ସର୍ଭେକୁ ନେଇ ପ୍ରଶ୍ନ ଉଠାଇଲେ ହିତାଧିକାରୀ..
ଜାଗା ମିଶନରେ ଫର୍ମ-୨ ପରେ ସର୍ଭେକୁ ନେଇ ଦ୍ୱନ୍ଦ୍ୱ । ଡ୍ରୋନ ସର୍ଭେକୁ ନେଇ ପ୍ରଶ୍ନ ଉଠାଇଲେ ହିତାଧିକାରୀ । କାହାକୁ ମେଞ୍ଚେ ତ କାହାକୁ କେଞ୍ଚେ ।
କମିଲା ଗ୍ୟାସ୍ ଦର, ରାଜ୍ୟରେ ଆଉ ୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଉଜ୍ଜ୍ୱଳା ।
ଜାଗା ମିଶନରେ ମିଳୁଥିବା ଫର୍ମ-୨କୁ ନେଇ ନାନା ଦ୍ୱନ୍ଦ୍ୱ । କେବଳ ଭୋଗ ଦଖଲ ଛଡ଼ା ଆଉ କିଛି କରିପାରିବେନି ହିତାଧିକାରୀ । ବିରୋଧୀଙ୍କ ପ୍ରଶ୍ନ ‘୨୦୧୮ର ଯୋଜନା, ଏବେ ପଟ୍ଟା ବାଣ୍ଟିଲ କାହିଁକି’?
ସେପଟେମ୍ବର ୨ୟ ସପ୍ତାହରେ ଭାଙ୍ଗିବାକୁ ହୋଇପାରେ ନିଷ୍ପତ୍ତି । ଲୋକସଭା ଭୋଟ୍ ବି ଆଗୁଆ ହେବା ନେଇ କଳ୍ପନା ଜଳ୍ପନା ।
ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଏକାନ୍ତ ଅନୁଗତ ଶଶିକଳା । ତାମିଲନାଡୁ ରାଜନୀତିରେ ଅନ୍ୟତମ ପ୍ରଭାବଶାଳୀ ଚେହେରା ଭି.କେ.ଶଶିକଳା ।
ବିରୋଧୀ ନେତାଙ୍କୁ ଚେକ୍ ଦେବାକୁ ବିଜେଡିର ନୂଆ ଷ୍ଟ୍ରାଟେଜୀ । ଅପରାଜିତା ଓ ପ୍ରଦୀପଙ୍କୁ ଘେରିବା ପରେ ଉଠିଲା ପ୍ରଶ୍ନ ।
ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଜମି ପଟ୍ଟା ଭେଳିକି । ଜାଗା ମିଶନ ଜରିଆରେ ଜାଗା ପଟ୍ଟା ବାଣ୍ଟିଲେ ରାଜ୍ୟ ସରକାର ।
ସଂସଦରେ ଜଙ୍ଗଲ ସଂରକ୍ଷଣ ଆଇନ, ୨୦୨୩ ସଂଶୋଧିତ ଅଧିନିୟମ ପାରିତ ହୋଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବାର ସପ୍ତାହେ ନପୁରୁଣୁ ଓଡିଶା ଜଙ୍ଗଲ ବିଭାଗ ‘ଡିମ୍ଡ ଫରେଷ୍ଟ’କୁ ଅଣଜଙ୍ଗଲ ଜମି କାର୍ଯ୍ୟରେ ଲଗାଇବା ପାଇଁ ଯେଉଁ ନିଷ୍ପତ୍ତି ନେଇଥିଲା ଏଥିରେ ଶିଳ୍ପ ପାଇଁ ବିଭାଗୀୟ ‘ବ୍ୟାକୁଳତା’ ସାମ୍ନାକୁ ଆସିଛି । ଏହି ବିବାଦୀୟ ନିଷ୍ପତ୍ତି ନେବାର ୩ ଦିନ ପରେ ପୁଣି ବିଭାଗ ଏହାକୁ ପ୍ରତ୍ୟାହାର କରି ନେଇଛି।
ଏପରି ଲୋକକୁ ଆପଣାଇ ଧର୍ମେନ୍ଦ୍ର କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି । ନିଜ ସ୍ୱାର୍ଥ ସାଧନ ପାଇଁ ପ୍ରଶାନ୍ତଙ୍କୁ ଧର୍ମେନ୍ଦ୍ର କୋଳେଇ ନେବାକୁ ଯାଉଛନ୍ତି ବୋଲି କହିଛନ୍ତି ସସ୍ମିତ ।
5-T ସଚିବଙ୍କ ବିଭିନ୍ନ ଗସ୍ତ କାର୍ଯ୍ୟକ୍ରମର ଖର୍ଚ୍ଚକୁ ଚନ୍ଦ୍ରୟାନ-୩ ମିଶନ ଖର୍ଚ୍ଚ ସହ ତୁଳନା କରିଛନ୍ତି।
ନିର୍ଯାତନା ଅଭିଯୋଗ ନେଇ ଥାନାରେ ଏତଲା ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଏନେଇ ନିର୍ଦ୍ଦେଶ ଦେବାକୁ ସେ ହାଇକୋର୍ଟରେ ଆବେଦନ କରିଥିବା ସୂଚନା ମିଳିଛି ।
ଏଥିଲାଗି ମୁଖ୍ୟମନ୍ତ୍ରୀ ଦାୟୀ। ବିଜୁ ପଟ୍ଟନାୟକଙ୍କ ଭଳି ସାହସୀ ବ୍ୟକ୍ତିଙ୍କ ପୁଅ ଏପରି କରିବେ ବିଶ୍ୱାସ ହେଉନି।’
ରାଜନେତାମାନେ କ୍ରୀତଦାସ ହେବା ଓଡ଼ିଆଙ୍କ ସ୍ୱାଭିମାନ ପ୍ରତି ଅଭିଶାପ।’
ଏହାସହ କୋଭିଡ୍ ସମୟରେ ତାଙ୍କର ମନ୍ତବ୍ୟକୁ ନେଇ 5T ସଚିବ ଯେଉଁକଥା କହିଥିଲେ, ତା’ର ପ୍ରମାଣ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଥିବ, ସେନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେଇପାରିବେ ବୋଲି ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ଭୁବନେଶ୍ୱର ଉପକଣ୍ଠ ଭଗବତୀପୁର ଓ ଗିରିଙ୍ଗାଘାଟ ମୌଜାରେ ୧୫୦ ଏକର ଜମି ଜବରଦଖଲ ହୋଇଛି। ତାର ବାଡ଼ ଦେଇ ଏହାକୁ ଘେରାବନ୍ଦୀ କରାଯାଇଛି।
5T ସଚିବଙ୍କ କାର୍ଯ୍ୟକ୍ରମକୁ ସେ ଯାଉଥିବା ବେଳେ ତାଙ୍କୁ ବିରୋଧ କରାଯାଇଛି । ଗୋପାଳପୁର ବିଧାୟକ ଭାବେ ସେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ ।
ଲାଞ୍ଜିପଲ୍ଲୀ NH ନିକଟରେ ତାଙ୍କୁ ବିରୋଧ କରିଛନ୍ତି ବିଜେଡି କର୍ମୀ । ଫଳରେ ରାସ୍ତା ଉପରେ ଦୀର୍ଘ ସମୟ ଧରି ଅଟକି ରହିଛନ୍ତି ବିଧାୟକ ।
ସରକାରୀ କାର୍ଯ୍ୟକ୍ରମରେ ୪ ହଜାର ପୋଲିସ ଜଗିବେ। ଓଡ଼ିଶା ଲୋକଙ୍କୁ କ’ଣ ଭାବୁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ।
ଜିଲ୍ଲା ଯୁବ ମୋର୍ଚ୍ଚା ସଂପାଦକ ଆଲୋକ ଶତପଥୀଙ୍କୁ ମଧ୍ୟ ଉଠାଇନେଇଛି । ଆଲୋକ ଶତପଥୀ ବେଗୁନିଆପଡ଼ାରେ ଛିଡ଼ା ହୋଇଥିବା ବେଳେ ଉଠାଇନେଲା ପୋଲିସ ।
ଯାହାକୁ ନେଇ ଗଂଜାମ ଜିଲ୍ଲା ରାଜନୀତିରେ ହଲଚଲ୍ ସାଙ୍ଗକୁ ସୋସିଆଲ ମଡିଆରେ ବି ଭାଇରାଲ୍ ।