• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Politics

Minor Girl Death
ମାହାଙ୍ଗା ଛାତ୍ରୀ ମୃତ୍ୟୁ ମାମଲା; ହାତେ ମାପି ଚାଖଣ୍ଡେ ଚାଲୁଛି କି ପୋଲିସ ?

ମାହାଙ୍ଗାର ଦଶମ ଶ୍ରେଣୀ ଛାତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ ପଛରେ କିଏ ? ନାବାଳିକାଟି ଆତ୍ମହତ୍ୟା କଲା ନା ରାଜନେତାଙ୍କୁ ଢାଲ କରି ମାରିଦିଆଗଲା ? ଆଜିକୁ ଠିକ୍ ଦୁଇ ମାସ ତଳର ସମ୍ବେଦନଶୀଳ ମାମଲାର ସତ କାହିଁକି ସାମ୍ନାକୁ ଆଣୁନି ପୋଲିସ ?

BJD Leader Soumya Ranjan Patnaik Targets To 5T Secretary
5T ସଚିବଙ୍କୁ ସୌମ୍ୟଙ୍କ ଟାର୍ଗେଟ- ‘ସଚିବଙ୍କ ଗସ୍ତ ପାଇଁ ମନ୍ତ୍ରୀ ଓ ବିଧାୟକ ବର୍ଷାରେ ଛିଡ଼ା ହେଉଛନ୍ତି’

5T ସଚିବଙ୍କୁ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଟାର୍ଗେଟ । ମନ୍ତ୍ରୀ ବଡ଼ କି ସଚିବ ବଡ଼ ନେଇ ପୂର୍ବରୁ ଉଠାଇଥିବା ପ୍ରସଙ୍ଗକୁ ପୁଣି ଅବତାରଣା କରିଛନ୍ତି ସୌମ୍ୟ ।

Metro Rail Project
କଟାକ୍ଷ କରିଥିଲେ କେନ୍ଦ୍ରମନ୍ତ୍ରୀ..ଦିନକ ପରେ DPR ଦେଲେ ସରକାର

ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ମେଟ୍ରୋ ପ୍ରକଳ୍ପକୁ ନେଇ କଟାକ୍ଷ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଏହାର ଦିନକ ପରେ ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପର ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ ବା DPR ସାମ୍ନାକୁ ଆଣିଥିଲେ ରାଜ୍ୟ ସରକାର ।

Congress
ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସର ହୁଙ୍କାର !

ବିଜେଡି ସରକାରଙ୍କ ଏସବୁ ନୀତି ଓ କାର୍ଯ୍ୟକାରିତ ନେଇ କଂଗ୍ରେସ ଲୋକଙ୍କୁ ସଚେତନ କରିବ ବୋଲି କହିଛି। ପିସି କାରବାର ବନ୍ଦ, ବିଦ୍ୟୁତ ଦର ପ୍ରତ୍ୟାହାର ଭଳି ୯ ଦପା ଦାବି ନେଇ କଗ୍ରେସ ୩୧୪ ବ୍ଲକ ଘେରିବ ବୋଲି କହିଛି ।

Naveen Patnaik
ବଦଳିଲା ଷ୍ଟ୍ରାଟେଜୀ ! ଆଉ କେନ୍ଦ୍ର ଅବହେଳା ନୁହେଁ, କେବଳ ସ୍କିମ୍ ଆଣିବ ଭୋଟ

ଏଣିକି କେନ୍ଦ୍ର ଅବହେଳା ନୁହେଁ, ବିକାଶର ବାର୍ତ୍ତା ନେଇ ଲଢ଼ିବ ଦଳ । ଚାଷୀ, ଯୁବ, ମହିଳା, ଜନଜାତି ଭଳି ସବୁ ବର୍ଗଙ୍କୁ ଫୋକସ୍ ।

The politics of odisha is in hard-line state
୧୨ ବର୍ଷର ତପସ୍ୟା ଶୁଖୁଆ ପୋଡାରେ ଯିବନି ତ…

ସମଦୂରତ୍ୱର ସୀମା ଲଂଘି ଶାସକ ଦଳ ସମ୍ପର୍କର ଯେଉଁ ସେତୁ ଗଢିଛି ଏଥିରେ ରାଜ୍ୟବାସୀ କେତେ ଲାଭାନ୍ୱିତ ହେବେ ? ଓଡ଼ିଶାର ମୁଖ୍ୟ ବିରୋଧୀଦଳ ଭୂମିକା ନିର୍ବାହ କରୁଥିବା ବିଜେପି କିଭଳି ବିଜେଡି ଓ କଂଗ୍ରେସ ବିରୋଧୀ ଭୋଟକୁ ବିଶ୍ୱାସ ଜିତାଇବ ? ଆଗକୁ ଅଘୋଷିତ ମେଣ୍ଟ ହେବ କି ?

Odisha Politics
ଗଳିକନ୍ଦିରୁ ପାୱାର୍ କରିଡର୍ ଯାଏଁ ‘ଆଗୁଆ ନିର୍ବାଚନ’ ଚର୍ଚ୍ଚା

ଗଳି କନ୍ଦିରୁ ଚା' ଖଟି..ରାଜନେତାଠୁ ପାୱାର୍ କରିଡର୍..ସବୁଠି ସମସ୍ତଙ୍କ ମନରେ, ଏବେ କେବଳ ଦୁଇଟି ପ୍ରଶ୍ନ । ବିଧାନସଭାକୁ ଭାଙ୍ଗି ଆଗୁଆ ନିର୍ବାଚନକୁ ଯିବେ କି ନବୀନ ? ବିଜେପି-ବିଜେଡି ଭିତରେ କିଛି ବୁଝାମଣା ହେବାକୁ ଯାଉଛି କି ?

BJD - BJP
ଜାତୀୟ ସ୍ତରରେ ନବୀନଙ୍କ ଭାବମୂର୍ତ୍ତି ସଂକଟରେ ! ସନ୍ଦେହରେ ଜନତା, ଦ୍ୱନ୍ଦ୍ୱରେ କ୍ୟାଡର

ମୋଦି ସରକାରକୁ ଖୋଲା ସମର୍ଥନ ପରେ ଅଡୁଆରେ ବିଜେଡି । ବିଜେପି-ବିଜେଡିର ସମୁଦ୍ର-ନଦୀ ଉପାଖ୍ୟାନକୁ ନେଇ ବୟାନବାଜି ।

THE GREAT ODISHA POLITICAL CIRCUS EP 724 | ଗୁହାରି କରିବି କାହାକୁ  ଶୁଣିବ କିଏ  ?
THE GREAT ODISHA POLITICAL CIRCUS EP 724 | ଗୁହାରି କରିବି କାହାକୁ ଶୁଣିବ କିଏ ?

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Politics, BJD-BJP
ବଦଳୁଛି କି ବିଜେଡିର ସମଦୂରତା ଫର୍ମୁଲା ? NDA ଆଡକୁ ଢଳୁଛି କି ବିଜେଡି ?

ଓଡ଼ିଶା ରାଜନୈତିକ ମୈଦାନରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ କହୁଥିବା ବିଜେପି-ବିଜେଡି ଭିତରେ ଏବେ ଚାଲିଛି ପ୍ରଶଂସାର ପର୍ବ।

No Confidence Motion
ଦିଲ୍ଲୀ ସର୍ଭିସ୍ ବିଲ୍ କୁ ସମର୍ଥନ ପରେ ବିଜେଡିକୁ ଟାର୍ଗେଟ୍

ବିଜେଡିର ତଥାକଥିତ 'ସମଦୂରତା' ନୀତିକୁ ଜାତୀୟ ସ୍ତରରେ ତୀବ୍ର ସମାଲୋଚନା। କେନ୍ଦ୍ର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ବିରୋଧ ଓ ଦିଲ୍ଲୀ ସେବା ବିଲ୍ ସପକ୍ଷରେ ଭୋଟ୍ ଦେବା ପରେ ଦଳକୁ ସିଧାସିଧା ନିଶାନା କରିଛନ୍ତି ବିରୋଧୀ

No Confidence Motion
ଅନାସ୍ଥାକୁ ବିରୋଧ କରି ଅଡ଼ୁଆରେ BJD ! ନବୀନଙ୍କ ସମଦୂରତ୍ୱ ନୀତିକୁ ଜାତୀୟ ସ୍ତରରେ କଟାକ୍ଷ

ଦିଲ୍ଲୀ ସର୍ଭିସ୍ ବିଲ୍‌କୁ ସମର୍ଥନ ପରେ ବିଜେଡିକୁ ଟାର୍ଗେଟ୍ । ବାଧ୍ୟବାଧକତା କହି ବିରୋଧୀଙ୍କ ସମାଲୋଚନା ।

No Confidence Motion
ଅନାସ୍ଥାକୁ ନେଇ PMଙ୍କୁ ଘେରିଲେ ବିରୋଧୀ ! BJD କହିଲା ବହୁତ ଦେଇଛି, ବିରୋଧ କେମିତି କରିବୁ ?

ମଣିପୁର ପ୍ରସଙ୍ଗରେ ସଂସଦରେ ଆସ୍ଥା-ଅନାସ୍ଥାର ଲଢ଼େଇ । ଅନାସ୍ଥା ବିତର୍କରେ ଭାଗ ନେଇ ପିଏମଙ୍କୁ ଘେରିଲେ ବିରୋଧୀ ।

College Admission & Voter I Card Form
କଲେଜରେ ନାମ ଲେଖା ଫର୍ମ ସହିତ ମିଳିବ ଭୋଟର ଲିଷ୍ଟରେ ସାମିଲ ଲାଗି ଫର୍ମ

ପ୍ରଥମ ଥର ଲାଗି ଏପରି ଅଭିନବ ଢଙ୍ଗରେ ରାଜ୍ୟରେ ଯୁବ ଭୋଟରଙ୍କ ସଂଖ୍ୟା ବଢ଼ାଇବାକୁ ପଦକ୍ଷେପ ନେଇଛି ଉଚ୍ଚଶିକ୍ଷା ବିଭାଗ ।

Mo Ghara
ଏକ ପ୍ରକାର ଫେଲ୍ ମାରିଛି ରାଜ୍ୟ ସରକାରଙ୍କ ମୋ ଘର ଯୋଜନା

ହଜାର ହଜାର ହିତାଧିକାରୀ ନିଜ ଘର ମରାମତି ପାଇଁ ଏହି ଯୋଜନାରେ ଆବେଦନ କରୁଛନ୍ତି, ହେଲେ ମିଳୁଛି ହାତ ଗଣତିଙ୍କୁ ।

Mo Ghara
ଫେଲ୍ ମାରିଛି କି ମୋ ଘର ଯୋଜନା ? ହିତାଧିକାରୀଙ୍କ ଭିତରେ ବଢୁଛି ଅସନ୍ତୋଷ

ଫେଲ୍ ମାରିଛି କି ମୋ ଘର ଯୋଜନା ? ବାଲେଶ୍ୱରରେ ୧୭ ହଜାର ଆବେଦନକାରୀଙ୍କ ସ୍ଥାନରେ ମାତ୍ର ୩ ।

Coastal Highway Project In Odisha
ଓଡ଼ିଶା ହାତରୁ ଖସି ଯିବ କି କୋଷ୍ଟାଲ ହାଇ-ୱେ ପ୍ରୋଜେକ୍ଟ ?

ଟେଣ୍ଡର ବାତିଲ ପରେ ବଢିଲା ଅନିଶ୍ଚିତତା। ତେବେ କାହିଁକି ବାତିଲ ହେଲା ଟେଣ୍ଡର? ବାରମ୍ବାର ଡିଜାଇନରେ ପରିବର୍ତ୍ତନ ପଡ଼ିଲା କି ମହଙ୍ଗା?

Odisha Politics
କିଏ ଧରିଲେ ପାଣ୍ଡିଆନ୍‌ଙ୍କ ଗୋଡ଼ ? ପାରଳାଖେମୁଣ୍ଡି ବିଜେଡି ଟିକେଟ ପାଇଁ ଅଛନ୍ତି କି ଆଶାୟୀ !

ଆଗାମୀ ଦିନରେ ପାଣ୍ଡିଆନ ହିଁ ଟିକେଟ ଫାଇନାଲ କରିବେ ବୋଲି ମଧ୍ୟ ବିରୋଧୀ ଦଳ ସିଧାସଳଖ କହୁଛନ୍ତି । ଆଉ ଏହି ଟିକେଟ ଲୋଭରେ ଜଣେ ନେତା ଜଣକ ପାଣ୍ଡିଆନଙ୍କ ଗୋଡ଼ ଧରିବାକୁ ଯାଉଥିବା କୁହାଯାଉଛି।

Amit Shah
୪ ମାସିଆ ଟାସ୍କ ଦେଇଗଲେ ଶାହ; ପୂରଣ କରିବାକୁ ଜୋରଦାର୍‌ କସରତ

ଶାହଙ୍କ ଟାସ୍କକୁ କାର୍ଯ୍ୟକାରୀ କରିବା ପାଇଁ ବିଜେପିର କସରତ । ୪ ମାସିଆ ପ୍ଲାନକୁ ନେଇ ଆଗକୁ ବଢ଼ିବାକୁ ପଦ୍ମ ଦଳର ସଜବାଜ । ଶାହଙ୍କ ପରାମର୍ଶ- ରାଜଧାନୀର ନ ବସି ଗାଁକୁ ଯାଅ ।

amit shah
ଆସୁଛନ୍ତି ଶାହ ! କାର୍ଯ୍ୟକର୍ତ୍ତାଙ୍କଠାରୁ ନେବେ ହିସାବ...

ନକ୍ସଲ୍ ଦମନ ଓ ବିପର୍ଯ୍ୟୟ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ସହ କରିବେ ଆଲୋଚନା।

MP Pinaki Mishra
‘ବିଲ୍‌କୁ ସମର୍ଥନ କରିଛୁ, ବିଜେପିକୁ ନୁହେଁ’

ଦିଲ୍ଲୀ ବିଲ୍‌କୁ ସଂସଦରେ ବିଜେଡିର ସମର୍ଥନ ପ୍ରସଙ୍ଗରେ ଲୋକସଭାରେ ପ୍ରତିକ୍ରିୟା ରଖିଲେ ସାଂସଦ ପିନାକୀ ମିଶ୍ର ।

THE GREAT ODISHA POLITICAL CIRCUS EP 722 | ବର୍ଷା ଯୁଆଡ଼େ ଛତା ସିଆଡ଼େ
THE GREAT ODISHA POLITICAL CIRCUS EP 722 | ବର୍ଷା ଯୁଆଡ଼େ ଛତା ସିଆଡ଼େ

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Naveen Patnaik
୨୪ ଭୋଟ୍ ପୂର୍ବରୁ ରାଜ୍ୟ ସରକାରଙ୍କ ନୂଆ ଫନ୍ଦି ! ଦୁର୍ଘଟଣାରେ ମଲେ ମିଳିବ ୪ ଲକ୍ଷ

ସ୍ୱାଭାବିକ ମୃତ୍ୟୁ ପାଇଁ ୨ ଲକ୍ଷ ସହାୟତା ଘୋଷଣା । ନିର୍ବାଚନୀ ସ୍କିମ୍ କହି ତାଚ୍ଛଲ୍ୟ କଲେ ବିରୋଧୀ ।

Odisha Politics, BJD-BJP
ମୋଦି ସରକାରକୁ କାହିଁକି ସମର୍ଥନ କଲା BJD ? ଏବେ ହରଡ଼ ଘଣାରେ..!

ବିଜେଡିକୁ ଟାର୍ଗେଟ କଲେ କଂଗ୍ରେସ୍, ଆପ୍, ଶିବସେନା । ବିଜେଡିର କଣ ବାଧ୍ୟବାଧକତା ଅଛି ଉଠିଛି ପ୍ରଶ୍ନ  ।

Odisha Government New Scheme
ଦରଜୀ-ବାରିକ-କୁମ୍ଭାରଙ୍କ ସମେତ ୫୦ଟି ବର୍ଗ ପାଇଁ ଖୁସି ଖବର ! ମିଳିବ ଏହି ସୁବିଧା..

ବର୍ତ୍ତମାନ ବୁଲାବିକାଳୀ, ଛୋଟ ଦୋକାନୀ, ଘରୋଇ ସହାୟକ, ରିକ୍‌ସାବାଲା, ଅଟୋ ଡ୍ରାଇଭର, ମୋଚି, କୃଷି ଶ୍ରମିକ, ଜଙ୍ଗଲ ଶ୍ରମିକ, ସମ୍ବାଦପତ୍ର ହକର ଏବଂ ସଫେଇ କର୍ମଚାରୀଙ୍କ ପରି ୧୦ଟି ବର୍ଗର ଲୋକ ବୋର୍ଡର କଲ୍ୟାଣ ଯୋଜନାରେ ସୁବିଧା ପାଉଛନ୍ତି । ଏବେ ଆଉ ୫୦ ବର୍ଗର ଅଣସଂଗଠିତ କର୍ମଚାରୀଙ୍କୁ ଏହି ବୋର୍ଡର କଲ୍ୟାଣ ଯୋଜନାରେ ସାମିଲ କରାଯିବ ।