ଏକଥା ଆପଣଙ୍କୁ ବିଶ୍ୱାସ ହେଉନଥିବ । କିନ୍ତୁ ବାସ୍ତବରେ ଏହା ସତ । ଆଉ ଏହାକୁ ସତ ପ୍ରମାଣିତ କରିଛନ୍ତି ଉକ୍ତ ଚାଷୀ ଉକାଭାଇ ଭାଟ୍ଟି ।
ପ୍ରବଳ ଖରା ତାତିରେ ଜମିରେ ଖିଲିଖିଲି ହୋଇ ହସିଲା ଗୋଲାପ ଫୁଲ । ଖାଲି ଗୋଲାପ କାହିଁକି ବରଂ ଗେଣ୍ଡୁ ବି ଚାଷ ହେଉଛି । ଫୁଲ ଗୁଡିକ ଏତେ ମନଲୋଭା ହୋଇଛି ଯେ ଦେଖିଲେ ପେଟ ପୂରିଯିବ
ଓଡ଼ିଶାର 45 ଡିଗ୍ରୀ ତାପମାତ୍ରାରେ ବି ଜମ୍ମୁକାଶ୍ମୀର ଭଳି ଆପୁଲ୍ ଫଳେଇ ପାରିଛନ୍ତି କାଳେଶ୍ୱର କାଣ୍ଡ.. କେମିତି ? ଆସନ୍ତୁ ଜାଣିବା..
କେମିତି ରୋଜଗାର କରିବେ ବୋଲି ଭାବୁଥିଲେ, ଚିନ୍ତିତ ଥିଲେ । ଏବେ ଗେଣ୍ଡୁ ଚାଷ କରି ମାଲେମାଲ ହେଲେ । ମାସକୁ ରୋଜଗାର ଜାଣିଲେ ଉଡ଼ିଯିବ ହୋସ୍
ଟାନବାଟ୍ ଗାଁର ମହିଲାମାନେ ନିଜ ଗାଁରେ ନିଜ ଉଦ୍ୟମରେ ରୋଜଗାର କରିବା ପାଇଁ ଜିଲ୍ଲା ଉଦ୍ୟାନ ବିଭାଗ,କୃଷି ବିଭାଗ ଓ ଓଡିଶା ଜୀବିକା ମିଶନ ସହ ଯୋଗାଯୋଗ କଲେ । ଏହି ବିଭାଗମାନେ ତାଙ୍କ ଉତ୍ସାହକୁ ଦେଖି ଗେଣ୍ଡୁଫୁଲ ଚାଷ କରିବାକୁ ଅନୁରୋଧ କଲେ । ବିହନଠାରୁ ବିଭିନ୍ନ ବୈଷୟିକ ସହାୟତା ଯୋଗାଇ ଦେଲେ । ଏବେ ନିକଟସ୍ଥ ନୂଆପଡା,ଖରିଆରରୋଡ ବଜାରରେ ଫୁଲ ବିକି ବେଶ ଦୁଇ ପଇସା ପାଉଛନ୍ତି
ସାର୍ଥକ ହେଲା ଶ୍ରମ ଦାନ । ଯାହା ଅସମ୍ଭବ କୁହାଯାଉଥିଲା, ତାହାକୁ ସମ୍ଭବ କରି ଦେଖାଇଲେ ଚାଷୀ । ପୁଣି ଜୈବିକ ପଦ୍ଧତିରେ ପଥୁରିଆ ମାଟିରୁ ଉତ୍ପାଦନ କଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଆଳୁ।
ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ସଦର ବ୍ଲକ ଗୁମ୍ମା ପଚାଂୟତ ହାଡିଆ ଗାଁରେ । ସ୍ଥାନୀୟ ଅଂଚଳର ଅନନ୍ତ କୁଲେସିକା । ବେଶି ପାଠ ପଢିନଥିବାରୁ ଚାଷବାସ କରି ପରିବାର ପୋଷନ୍ତି। ପାହାଡିଆ ଅଂଚଳ ହୋଇଥିବାରୁ ସବୁ ବେଳେ ଦେଖାଦିଏ ଜଳ ସମସ୍ୟା । କ୍ଷେତକୁ କେମିତି ପାଣି ମଡାଯିବ ସେନେଇ ପ୍ରଶାସନ ପାଖରେ ବାରମ୍ବାର ନେହୁରା ବି ହୋଇଛନ୍ତି ଅନନ୍ତ ।
ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବୈରାଟପୁର ଗ୍ରାମର ସ୍ବରୁପ୍ ମହାପାତ୍ର! ଜଣେ ସଫଳ ଚାଷୀ ଭାବେ ସେ ଏ ଅଞ୍ଚଳରେ ବେଶ ପରିଚିତ। ପୂର୍ବରୁ ସ୍ୱରୂପ ନାଲି ତରଭୁଜ ଚାଷକରି ବେଶ କିଛି ଅର୍ଥ ରୋଜଗାର କରିଥିଲେ। କିନ୍ତୁ ଏ ବର୍ଷ ସେ ହଳଦିଆ ତରଭୁଜ ଚାଷ କରିବାପାଇଁ ମନ ବଳାଇଛନ୍ତି। କୋରୋନା କାଳରେ ସେ ଅନେକ କ୍ଷତି ସହିଥିଲେ, କିନ୍ତୁ ଚଳିତ ବର୍ଷ ଭଲ ଲାଭ ପାଇବାକୁ ଆଶା ରଖିଛନ୍ତି।
ତାଙ୍କ ସଫଳତା ଦେଖି ଅନ୍ୟ ଚାଷୀମାନେ ଚାଷ କରିବାକୁ ମନ ବଳାଇଛନ୍ତି।
ମାଲେସିଆରେ ୧୧ ବର୍ଷ ରହି ମାସିକ ୨ ଲକ୍ଷ ଟଙ୍କା ଦରମା ପାଉଥିବା ଆଇଟି ଇଞ୍ଜିନିୟର ସତ୍ୟ ପ୍ରବୀନ ଚାକିରି ଛାଡ଼ି ଚାଷ କରୁଛନ୍ତି ।
ପାଟଣାଗଡ଼ରେ କ୍ଷେତରେ ସଢୁଛି ଲାଲ୍ ଟହ ଟହ ଟମାଟୋ । ସବୁଠି କୃଷି ଅଧିକାରୀ ଦେଖାଇଲେ ଶୀତଳଭଣ୍ଡାର ସ୍ୱପ୍ନ ।
ଯେବେ ପରିବାର ପୋଷିବାର ଥାଏ ଚିନ୍ତା..ହାଟରେ ଶାଗ ବିକ୍ରି କରୁଛନ୍ତି ବିସିଏ ଛାତ୍ର। ଅଧ ରାତିରୁ ଉଠୁଛନ୍ତି..ସାଇକେଲ ଧରି ହାଟରେ ଶାଗ ବିକ୍ରି କରୁଛନ୍ତି..ଯେତିକି ରୋଜଗାର ହେଉଛି ସେତିକିରେ ପରିବାର ଚଳିବା ସହିତ ନିଜ ପଢା ଖର୍ଚ୍ଚ ଉଠାଉଛନ୍ତି ଡମ୍ବୁରୁଧର
ଯେବେ ପରିବାର ପୋଷିବାର ଥାଏ ଚିନ୍ତା....ହାଟରେ ଶାଗ ବିକ୍ରି କରୁଛନ୍ତି ବିସିଏ ଛାତ୍ର। ଅଧ ରାତିରୁ ଉଠୁଛନ୍ତି..ସାଇକେଲ ଧରି ହାଟରେ ଶାଗ ବିକ୍ରି କରୁଛନ୍ତି...ଯେତିକି ରୋଜଗାର ହେଉଛି ସେତିକିରେ ପରିବାର ଚଳିବା ସହିତ ନିଜ ପଢା ଖର୍ଚ୍ଚ ଉଠାଉଛନ୍ତି ଡମ୍ବୁରୁଧର
ପୂର୍ବରୁ ଗାଁ ସ୍ତ୍ରୀ ଲୋକମାନେ ପାଖ ଜଙ୍ଗଲକୁ ଯାଇ ଶାଳପତ୍ର, କେନ୍ଦପତ୍ର, ଜାଳେଣି କାଠ ସହ ବିଭିନ୍ନ ପ୍ରକାର ଜଙ୍ଗଲଜାତ ଦ୍ରବ୍ୟ ଆଣି ବଜାରରେ ବିକ୍ରି କରୁଥିଲେ ।
ଅନ୍ତରାଷ୍ଟ୍ରୀୟ କୃଷି ସମ୍ମିଳନୀରେ ଯୋଗଦେବାକୁ ବିଦେଶ ଭ୍ରମଣ ପାଇଁ ରାଜ୍ୟର ୪ ଚାଷୀ ବାଦ୍ ପଡ଼ିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ରାଜ୍ୟର ୩ ପ୍ରଶାସନିକ ଅଧିକାରୀ ।
କେନାଲ ପାଣି ଆସୁନଥିବାରୁ ଚାଷୀ ବର୍ଷକୁ ଗୋଟିଏ ସାରଦ ଧାନ ଚାଷ କରି ପରିବାର ପ୍ରତିପୋଷଣ କରେ । ହେଲେ ସେହି ଧାନଚାଷକୁ ଏବେ ବନ୍ୟା ଉଜାଡି ଦେଇଛି ।
ବର୍ଷା ଦେଲା ଧୋକା। ଠିକ୍ ସମୟରେ ବର୍ଷା ହେଲାନି କି କେନାଲରେ ପାଣି ଆସିଲାନି। ଜମି ଫାଟି ଆଁ କଲାଣି। କେମିତି ଚାଷ କରିବ, କେମିତି ଋଣ ସୁଝିବ ସେଇ ଚିନ୍ତାରେ ଚାଷୀ।
ସାରା ଦେଶରେ ଅନେକ ଚାଷୀ ରହିଛନ୍ତି । ହେଲେ ଆଜି ଆମେ ଏଭଳି ଏକ ଚାଷୀ କଥା କହୁଛୁ, ଯିଏ ବି-ଟେକ ପାଠ ପଢି ସାରିଲା ପରେ ଏଲଆନ୍ଟି ଭଳି କଂପାନୀର ଚାକିରି ଛାଡି ଗାଁକୁ ଆସି ଚାଷ କାମରେ ମାତିଛନ୍ତି । ଆଜି ସେ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।
ବର୍ଷା ଅଭାବରୁ ୯ ଜିଲ୍ଲାରେ ସ୍ଥିତି ସଂଗୀନ । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ନବରଙ୍ଗପୁର, ଖୋର୍ଦ୍ଧା, ଭଦ୍ରକ ଓ ବଲାଙ୍ଗିରରେ ୫୦ ପ୍ରତିଶତରୁ କମ୍ ବର୍ଷା ।
ବିଟେକ୍ ପାଠ ପଢ଼ିଥିଲେ। କିନ୍ତୁ ଏ ଚାକିରି-ମହଙ୍ଗା ଯୁଗରେ ସେ ଆଉ ଚାକିରି ପଛରେ ନଗୋଡ଼େଇ ନୂଆ କିଛି କରି ପଇସା ରୋଜଗାର କରିବାକୁ ଉପାୟ କଲେ। ଶେଷରେ ଫୁଲଚାଷ କରି ସେ ଏବେ ଲକ୍ଷପତି। ଏ ଭିଡିଓ ଦେଖି ଆଜିକାଲିର ଯୁବକଯୁବତୀ, ରୋଜଗାର କରିବାର ଉପାୟଟି ତାଙ୍କଠାରୁ ଶିଖି ପାରିବେ।
ଚାକିରି ଛାଡ଼ି ନିଜ ଜମିରେ କରିଛନ୍ତି ଚାଷ। ଖାଲି ନିଜେ ସ୍ୱାବଲମ୍ବୀ ହୋଇ ନାହାନ୍ତି, ବରଂ ୧୫ ଜଣଙ୍କୁ ରୋଜଗାର ଦେଇ ପାରିଛନ୍ତି। ଆଉ ବର୍ଷକୁ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା।
ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ସର୍ଗିପାଲି, ବାଘଝରନ, ନାନ୍ଦୁପଲା, ଡମନିମାଲ ଏବଂ ଭଟଲି ଭଳି ଅନେକ ଗାଁର ଦାଦନ ଶ୍ରମିକଙ୍କୁ ମିଳିଛି ସରକାରୀ ସହୟତା । ହିତାଧିକାରୀଙ୍କୁ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ୱାରା ବ୍ରଏଲର କୁକୁଡ଼ା ଚାଷ ପାଇଁ ସହଯୋଗ କରାଯାଇଛି ।
ବିନା ମାଟିରେ ଲାଗିଛି ଏସବୁ ଗଛ। କେବଳ ପାଣିରେ ବଞ୍ଚିଛି। ରଜନୀଗନ୍ଧା, ଗେଣ୍ଡୁ, ଜାରବେରା ଓ ପିଟୁନିଆ ଏଭଳି ସୁନ୍ଦର ସୁନ୍ଦର ଫୁଲ ଗଛରେ ଫୁଟିଛି। Hydroponics ଉପାୟରେ ଏଭଳି କିଛି କରି ଦେଖାଇଛନ୍ତି କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର।
ଯେଉଁ ଜମିର ଫସଲ ଉପରେ ରାତିରେ ଲାଇଟ୍ ପଡୁଛି, ସେହି ସ୍ଥାନରେ ନଷ୍ଟ ହେଉଛି ଧାନ ଗଛ । ବିଦ୍ୟୁତ ଖୁଣ୍ଟରୁ ପ୍ରାୟ ୧୫ ଫୁଟ୍ ଇଲାକାର ଚାଷ ପ୍ରଭାବିତ ହେଉଛି ।
ସ୍ଥାନୀୟ ଅଞ୍ଚଳର ଚାଷୀ ଧାନ ଓ ପନିପରିବା ଚାଷ କରି ଅଧିକ ଲାଭ ନମିଳିବାରୁ ବାଧ୍ୟ ହୋଇ ସୁନୁସୁନିଆ ଶାଗ ଚାଷ କରୁଛନ୍ତି