• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Farming

Bitter gourd cultivation
କଲରା ଚାଷ କରି ହୁଅନ୍ତୁ ଲାଭବାନ

କଲରାରେ ଅଧିକ ଲୌହ ଭିଟାମିନ ଏବଂ ଅନେକ ଔଷଧୀୟ ଗୁଣ ଭରି ରହିଛି । ମଧ୍ୟମେହ ରୋଗୀଙ୍କ ପାଇଁ ଏହାର ପତ୍ର ଅତି ଦରକାରୀ । ଜଳବାୟୁ ସାଧାରଣତଃ ଶୀତଦିନ ବ୍ୟତୀତ ଅନ୍ୟ ସମସ୍ତ ସମୟ ଯଥା ଖରାଦିନେ ଏବଂ ବର୍ଷାଦିନେ କଲରା ଚାଷ କରାଯାଇପାରିବ ।

Rose flower cultivation
କିପରି ହୁଏ ଗୋଲାପ ଚାଷ, ଜାଣନ୍ତି କି?

ଗୋଲାପର ସୌନ୍ଦର୍ଯ୍ୟ ଓ ସୌରଭ ବିଶ୍ଵର ସବୁଆଡେ ବ୍ୟାପକ ଭାବେ ଆଦୃତି ଲାଭ କରିଛି । ଅଧିକାଂଶ ଗୋଲାପର ଉତ୍ପତ୍ତି ଏସିଆ ମହାଦେଶରୁ ହୋଇଛି । ବର୍ତ୍ତମାନ ଗୋଲାପ ଲଗାଇବା ପାଇଁ ଉପଯୁକ୍ତ ସମୟ । ଜଳସେଚନର ସୁବିଧା ଥିଲେ,ଏହା ସବୁ ସମୟରେ ଲଗାଯାଇପାରିବ । ତେବେ ଆଜି ଜାଣିବା ଗୋଲାପ ଚାଷ କିପରି କରାଯାଏ ।

drumstick
ସଜନା ଚାଷ କରିଛି ସ୍ୱାବଲମ୍ବୀ : ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ତପନ ସାହୁ

ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ମାଲିଡିହି ତପନ ସାହୁ । ୨ ଏକର ଜମିରେ ମଧ୍ୟପ୍ରଦେଶରୁ ସଜନା, କାଜୁ, ଆମ୍ବ ଓ ଡାଲିମ୍ବ ଚାରା ଆଣି ଲଗାଇଛନ୍ତି । ଏବେ ୪ ବର୍ଷ ହେବ ସଜନା ଛୁଇଁ ବାହାରୁଥିବା ବେଲେ ବର୍ଷକୁ ଅନ୍ୟାନ୍ୟ ପରିବା ବିକ୍ରି କରି ପାଖାପାଖି ଅଢେଇ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

farming
ସଫଳ ଜୈବିକ ଚାଷୀ : ଚାକିରି ମୋହ ଛାଡ଼ିଦେଲେ, ଚାଷ କରୁଛନ୍ତି ଗୋବର୍ଦ୍ଧନ

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଘଡିଆମାଳ ଗାଁର ଗୋବର୍ଦ୍ଧନ ପ୍ରଧାନ ।  ରେଭେନ୍‌ସା କଲେଜରେ ପିଜି କରି ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟକ୍ଷ ପଦରେ କାର୍ଯ୍ୟ କରିଆସୁଥିଲେ। ହେଲେ ଚାଷ ପ୍ରତି ଥିବା ଅହେତୁକ ଦୁର୍ବଳତା ତାଙ୍କୁ ଚାକିରି ପ୍ରତି ଆକୃଷ୍ଟ କରିପାରି ନଥିଲା। କିଛି ଦିନ କାମ କରିବା ପରେ ତାଙ୍କୁ ସେଥିରେ ସନ୍ତୋଷ ମିଳିନଥିଲା

farmer
ରୋଜଗାର ଦେଲା ବିଲାତି ଚାଷ

​​​​​​​କେନ୍ଦୁଝର ଜିଲ୍ଲା ଏକ କୃଷି ବହୁଳ ଜିଲ୍ଲା । ଏହି ଜିଲ୍ଲାରେ ଆଗ ଅପେକ୍ଷା ଚାଷପ୍ରତି ଲୋକଙ୍କର ଅଧିକ ଆଗ୍ରହ ପରିଲକ୍ଷିତ ହେଉଛି । କରୋନା ମହାମାରୀ ଯୋଗୁଁ ଲୋକେ ବାହାରକୁ ନଯାଇ ନିଜ ଅଞ୍ଚଳରେ ଚାଷବାଷ କରି ପରିବାର ପ୍ରତିପୋଷଣ କରିବାକୁ ମନସ୍ଥିର କରୁଥିବା ଦେଖାଯାଉଛି

Organic Farming
ଜୈବିକ ଚାଷ କ’ଣ ? କାହିଁକି ଦିଆଯାଉଛି ଗୁରୁତ୍ୱ ? ବଜାରରେ ଏହାର ମୂଲ୍ୟ ବି ଅଧିକ ଆଉ ଚାହିଦା ବି !

ଜୈବିକ ଚାଷ କହିଲେ ଆମେ କାହାରିକୁ କ୍ଷତି ପହଞ୍ଚାଇବା ବିନା ଚାଷ କାର୍ଯ୍ୟ କରିବା ହିଁ ଜୈବିକ ଚାଷ । ଆପଣ ଏଠି ଭାବୁଥିବେ ଚାଷ କାର୍ଯ୍ୟରେ ବି କ’ଣ କାହାର କେବେ କିଛି କ୍ଷତି ହୋଇଥାଏ ?

ଓଡ଼ିଶା ପାଣିପାଗରେ ବି ଫଳୁଛି କାଶ୍ମୀର ରେଡ୍‌ ବେରୀ, ଦେଖନ୍ତୁ ଜଣେ ଚାଷୀଙ୍କ କାହାଣୀ

ଠିକ୍‌ ଏମିତି ଏକ ନିଷ୍ଠାପର ବ୍ୟକ୍ତିଙ୍କ ବିଷୟରେ ଆମେ ଆଜି ଆଲୋଚନା କରିବା । ଯିଏ କି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇଛନ୍ତି । ନିଜର ଇଚ୍ଛାଶକ୍ତି ଓ ନିଷ୍ଠାପର ପରିଶ୍ରମ ଯୋଗୁଁ ଜଣେ ଚାଷୀ ଏଭଳି କମାଲ କରିଛନ୍ତି ।

Guava Farming
ପିଜୁଳି ଚାଷ କରି ବର୍ଷକୁ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା

କେତେବେଳେ ମୌସୁମୀର ଲୁଚକାଳି ଖେଳ ତ, କେତେବେଳେ ପାଣି ଓ କେତେବେଳେ ବିହନ ସମସ୍ୟା। ପୁଣି କେତେବେଳେ ରୋଗ ପୋକ ଚାଷୀର ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଉଛି। ଏସବୁ ଭିତରେ ଏବେ ଚାଷୀ ଅର୍ଥକାରୀ ଫସଲ ଉପରେ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି।

Special Story | Meet Cuttack Farmer Who Earns Rs 40K Per Month From Farming
ଚାକିରି ପଛରେ ଗୋଡ଼େଇଲେ ନାହିଁ, ଚାଷ କରି ମାସକୁ ରୋଜଗାର କରୁଛନ୍ତି ୪୦ ହଜାର

ଚାକିରି ପଛରେ ଗୋଡ଼େଇଲେ ନାହିଁ। ନିଜ ଘର ପାଖରେ କୁକୁଡ଼ା, ମାଛ ଓ କଦଳୀ ଚାଷ କରି ମାସକୁ ରୋଜଗାର କରୁଛନ୍ତି ୪୦ ହଜାରରୁ ଅଧିକ ଟଙ୍କା। ନିଜେ ଆତ୍ମନିର୍ଭର ହେବା ସହ ପାଖଆଖ ଯୁବକଙ୍କୁ ଦେଉଛନ୍ତି ଚାକିରି...ଦେଖନ୍ତୁ କେମିତି ଏକା ସାଙ୍ଗରେ ଚାଲିଛି ତିନୋଟି ଚାଷ

successful farmer
ବଳ ଗଲାଣି, ମନରୁ ଉତ୍ସାହ ଯାଇନି : ବୟସର ଅପରାହ୍ନରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଦୁଇ ଭାଇ

କଟକ ଜିଲ୍ଲା ସାଲେପୁର ବ୍ଲକ ସତ୍ୟଭାମାପୁରର ମାଳିହତା ଗାଁର ଦୁଇ ଭାଇ । ପ୍ରାୟ ୩୦ ଏକରରୁ ଉର୍ଦ୍ଧ ଜମିରେ ସଚାଷ କରିଛନ୍ତି । କେବଳ ଚାଷ ନୁହେଁ ସେଠାରେ ମାଛ ପୋଖରୀ ମଧ୍ୟ ରହିଛି । ଚାଲିଛି ମାଛଧରା । ଆଉ ଡିଜିଟାଲ ଦଣ୍ଡିରେ ସେସବୁକୁ ଓଜନ କରାଯାଉଛି । ଆଉ ସବୁ ଗୁଡ଼ିକ ବୋହିନେଇ ମାଛକୁ ଟ୍ରକରେ ଲୋଡ଼ କରାଯାଉଛି ।