ଯେବେ ପରିବାର ପୋଷିବାର ଥାଏ ଚିନ୍ତା....ହାଟରେ ଶାଗ ବିକ୍ରି କରୁଛନ୍ତି ବିସିଏ ଛାତ୍ର। ଅଧ ରାତିରୁ ଉଠୁଛନ୍ତି..ସାଇକେଲ ଧରି ହାଟରେ ଶାଗ ବିକ୍ରି କରୁଛନ୍ତି...ଯେତିକି ରୋଜଗାର ହେଉଛି ସେତିକିରେ ପରିବାର ଚଳିବା ସହିତ ନିଜ ପଢା ଖର୍ଚ୍ଚ ଉଠାଉଛନ୍ତି ଡମ୍ବୁରୁଧର
Published: Prangyan Parimita
Last updated: 01 December 2022, 08:54 AM IST
ନା ସହି ପାରୁଥିଲେ, ନା ରହିପାରୁଥିଲେ.. ଡାକ୍ତର କହିଲେ ଅପରେସନ୍ ହେବ.. ଆଉ ତା’ ପରେ..